February 15, 2025

Odia Express

Leading Odia News Portal of Odisha

କିଡନୀରେ ପଥରି ହେବାର ୮ ଟି ସବୁଠୁ ବଡ଼ କାରଣ କଣ ଅଟେ – ନିଶ୍ଚୟ ଜାଣିରଖନ୍ତୁ…

ବନ୍ଧୁଗଣ କିଡନୀରେ ପଥରି ହେବା ପଛରେ ଅନେକ ପ୍ରକାରର କାରଣ ସବୁ ରହିଛି ଯେମିତିକି ପାଣି କମ ପିଇବା , ଅଧିକ ମଦ ପାନ କରିବା କିମ୍ବା ଅନ୍ୟ କୌଣସି କାରଣ ପାଇଁ ହୋଇଥାଏ । ଆମ କିଡନୀ ରେ ଯେଉଁ ପଥରି ହୋଇଥାଏ ଏହା ଆମ କିଡନୀରେ ଲବଣ, କ୍ୟାଲସିୟମ ଏବଂ ଧାତୁସାର ଜମା ହୋଇ ହୋଇଥାଏ।ଏହି ଲବଣ ଏବଂ ଧାତୁସାରର ଜମାଟ ହୋଇ କିଡନୀରେ ସୃଷ୍ଟି ହେଉଥିବା ଏହି ପଥରି ଆମ ମୂତ୍ର ମାର୍ଗରେ ଜମାଟ ବାନ୍ଧି ଥାଏ ଯାହା ଫଳରେ ଆମକୁ ପରିସ୍ରା କରିବା ସମୟରେ ଅସୁବିଧା ହୋଇଥାଏ। ଏହା ସେହି ଲୋକ ମାନଙ୍କୁ ଅଧିକ ହୋଇଥାଏ ଯେଉଁ ମାନେ ପାଣି କମ ପାନ କରିଥାନ୍ତି , ଯେଉଁ ମାନେ ମୋଟାପଣର ଶିକାର ହୋଇଛନ୍ତି କିମ୍ବା ଯେଉଁ ଲୋକକୁ ମଧୁମେହ ହୋଇଥିବ ।

ଯଦି ଆପଣଙ୍କ କିଡନୀରେ ପଥରି ସୃଷ୍ଟି ହୋଇଥାଏ ତାହେଲେ ଆପଣଙ୍କୁ ବହୁତ୍ ଯନ୍ତ୍ରଣା ଅନୁଭବ ହୋଇଥାଏ ଆପଣଙ୍କୁ ଏପରି ଲାଗିବ କି କିଏ ଜଣେ ଯେମିତି ଆପଣଙ୍କୁ ଛୁରୀ ରେ ଫୁଟାଉଛି।ଏହା ଦ୍ଵାରା ଆପଣଙ୍କ ଅଣ୍ଟା ପାଖାପାଖି ଜାଗାରେ ଯନ୍ତ୍ରଣା ଅନୁଭବ ହୋଇଥାଏ।ଏମିତି ବି ନୁହେଁ କି ବଡ଼ ବଡ ଜମାଟ ହେଲେ ଅଧିକ କଷ୍ଟ ହେବ ଏମିତିକି ମଧ୍ୟ ଛୋଟ ଛୋଟ ଜମାଟ ହୋଇ ତାହା ଆମ ମୂତ୍ର ମାର୍ଗକୁ ଯାଇ ଅନେକ ଅସୁବିଧା ସୃଷ୍ଟି କରିଥାଏ। ଯଦି ଆପଣଙ୍କ କିଡନୀ ହୋଇଥିବା ପଥରିଟି ତଳ ଆଡ଼କୁ ଗତି କରିବାକୁ ଲାଗିଥାଏ ତାହେଲେ ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗିବା ସହିତ ଏହା ଆପଣଙ୍କ ମୂତ୍ରାଶୟ ଉପରେ ପ୍ରଭାବ ପକାଇ ଥାଏ।

ପରିସ୍ରା ଅଧିକ ଥର ଲାଗିବ କିନ୍ତୁ କମ୍ କମ ହୋଇ ପରିସ୍ରା ହେବ।ବେଳେବେଳେ ମଧ୍ୟ ଏହି ପଥରି ଟି ମୂତ୍ର ମାର୍ଗରେ ଜମା ହୋଇଯିବା ଫଳରେ ରକ୍ତ ବି ପଡିଥାଏ। ଯଦି ମୂତ୍ର ନଳୀରେ କୌଣସି ପ୍ରକାରର ଅସୁବିଧା ହୋଇଥାଏ ତାହେଲେ ତାହା ଆମେ ପରିସ୍ରା କରିବା ସମୟରେ ବହୁତ୍ ଜୋର ଗନ୍ଧ ହୋଇଥାଏ।ଆଉ ଯଦି ଆପଣ ପରିସ୍ରା କରିବା ସମୟରେ ଆପଣଙ୍କ ମୂତ୍ର ବହୁତ୍ ଜୋର ଗନ୍ଧ ହେଉଛି ତାହେଲେ ଜାଣି ନିଅନ୍ତୁ କି ଆପଣଙ୍କ କିଡନୀରେ କୌଣସି ସମସ୍ୟା ହୋଇଛି।

ଯଦି ଆପଣଙ୍କ କିଡନୀ ହୋଇଥିବା ପଥରିଟି ତଳ ଆଡ଼କୁ ଗତି କରିବାକୁ ଲାଗିଥାଏ ତାହେଲେ ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗିବା ସହିତ ଏହା ଆପଣଙ୍କ ମୂତ୍ରାଶୟ ଉପରେ ପ୍ରଭାବ ପକାଇ ଥାଏ । ପରିସ୍ରା ଅଧିକ ଥର ଲାଗିବ କିନ୍ତୁ କମ୍ କମ ହୋଇ ପରିସ୍ରା ହେବ।ବେଳେବେଳେ ମଧ୍ୟ ଏହି ପଥରିଟି ମୂତ୍ର ମାର୍ଗରେ ଜମା ହୋଇଯିବା ଫଳରେ ରକ୍ତ ବି ପଡିଥାଏ । ଯଦି ଆପଣଙ୍କ ସହ ଏପରି ହେଉଛି ତାହେଲେ ଆପଣ ଜାଣି ନିଅନ୍ତୁ କି ଏହା ଆଉ କିଛି ନୁହେଁ ଆପଣଙ୍କ କିଡନୀ ରେ ପଥରି ହେବାର ଲକ୍ଷଣ।ଆମ ପେଟ ଭିତରେ କିଡନୀ ସହିତ ପାକସ୍ଥଳୀ ମଧ୍ୟ ସଂଯୋଗ ହୋଇ ରହିଥାଏ ।ଆଉ ଯଦି ଆମ କିଡନୀରେ କୌଣସି ପ୍ରକାରର ସମସ୍ୟା ହୁଏ ତାହେଲେ ଆମ ଖାଦ୍ୟ ଠିକ୍ ଭାବରେ ହଜମ ହୁଏ ନାହିଁ , ଆମର ବାନ୍ତି ହୋଇଥାଏ ଏବଂ ପେଟରେ ଗଡବଡି ପରି ସମସ୍ୟା ଦେଖିବାକୁ ମିଳିଥାଏ।

ଆଉ ଯଦି ଆପଣଙ୍କ ଏପରି ହେଉଛି ତାହେଲେ ଆପଣ ନିଶ୍ଚିନ୍ତ ହୋଇ ଯାଆନ୍ତୁ କି ଆପଣଙ୍କ କିଡନୀରେ କୌଣସି ପ୍ରକାରର ସମସ୍ୟା ହୋଇଛି।ଏହା ସହିତ ମଧ୍ୟ ଆପଣଙ୍କୁ ଯୋରେ ଜ୍ବର ହୋଇପାରେ ଏବଂ ଆପଣଙ୍କ ଅଣ୍ଟା ପାଖାପାଖି ଜାଗାରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ଆଉ ଯଦି ଆପଣଙ୍କ ଏପରି ହେଉଛି ତାହେଲେ ଆପଣ ନିଶ୍ଚିନ୍ତ ହୋଇ ଯାଆନ୍ତୁ କି ଆପଣଙ୍କ କିଡନୀରେ କୌଣସି ପ୍ରକାରର ସମସ୍ୟା ହୋଇଛି।ଏହା ହେଉଛି ସେହି ୮ ଟି ଲକ୍ଷଣ ଯାହା କିଡନୀରେ ପଥରି ହେଲେ ଦେଖା ଦେଇଥାଏ ।ଯଦି ଏହି ୮ ଟି ଲକ୍ଷଣ ମଧ୍ୟରୁ ଆପଣଙ୍କ ପାଖରେ କୌଣସି ଗୋଟେ କିମ୍ବା ଦୁଇଟି ଲକ୍ଷଣ ଦେଖାଯାଉଛି ତାହେଲେ ଆପଣ କୌଣସି ବିଶେଷଜ୍ଞଙ୍କ ନିକଟକୁ ଯାଇ ଚିକିତ୍ସା କରାନ୍ତୁ।

Leave a Reply

Your email address will not be published. Required fields are marked *