କେବଳ ଗୋଟେ ରାତିରେ ପେଟରେ ଥିବା ସମସ୍ତ ପ୍ରକାରର ପୋକ ମରି ଯାଇ ବହାରାକୁ ବାହାରି ଆସିବେ..

ସାଧାରଣତଃ ପେଟରେ ପୋକ ହେବ ସମସ୍ୟା ଅଧିକାଂଶ ଛୋଟ ପିଲାଙ୍କ ଥରେ ଦେଖିବାକୁ ମିଳିଥାଏ କିନ୍ତୁ ଏହି ସମସ୍ୟା ଛୋଟ ପିଲାଙ୍କୁ ହେବା ସହିତ ବଡ ମାନଙ୍କୁ ହିଁ ହୋଇପାରେ।ଏହି ସମସ୍ୟା ଛୋଟ ପିଲାଙ୍କ ଠାରେ ଦେଖିବାକୁ ମିଳିଥାଏ କାହିଁକି ନା ସେମାନେ ନିଜର ଖାଇବା ଉପରେ ଧ୍ୟାନ ଦେଇପରନ୍ତି ନାହିଁ ଏବଂ ବଡ ମାନେ ଅଦରକାରୀ ଖାଦ୍ୟ ଖାଇବା କାରଣ ରୁ ହୋଇଥାଏ।ଏହି ପୋକ ମାନେ ଏକ ପ୍ରକାରର ପରଜୀବୀ ହୋଇଥାନ୍ତି ଯେଉଁମାନେ କି ଆମ ଅନ୍ତ ନାଳିରେ ରହି ଆମ ଶରୀରରୁ ପୋଷକ ତତ୍ତ୍ଵ ଗ୍ରହଣ କରିବା ସହିତ ଆମ ଅନ୍ତ ରୁ ମଧ୍ୟ ରକ୍ତ ଶୋଷଣ କରିଥାନ୍ତି। ଯାହା ଫଳରେ ପୀଡ଼ିତ ବ୍ୟକ୍ତି ଶରୀର ଅଧିକ କମଜୋର, ହୋଇଯାଏ ,ଯାହା ଫଳରେ ମଧ୍ୟ ସେହି ବ୍ୟକ୍ତିଟି ଅଧିକ ଚିଡିଚିଡା ହୋଇଯାଏ ।
ପେଟରେ ସେହି ଲୋକ ମାନଙ୍କର ପୋକ ହୋଇଥାଏ ଯେଉଁ ମାନେ ଦୂଷିତ ଖାଦ୍ୟ ସେବନ କରିବା ସହ ଦୂଷିତ ଜଳ ପାନ କରିଥାନ୍ତି , ଖଟା ମିଠା ଜିନିଷର ଅଧିକ ସେବନ କରିବା , ଅଧା ସିଝି ଥିବା ମାଂସକୁ ସେବନ କରିବା ,ମଇଦାରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ର ସେବନ କରିବା । କିନ୍ତୁ ଆପଣ ଏହା ଖାଇବେ କୁ ଆମକୁ କିପରି ଜଣା ପଡ଼ିବ କି ଆମ ପେଟରେ ପୋକ ଅଛି ବୋଲି। ଯଦି ଆପଣଙ୍କ ପିଲାର ମୁହଁରେ ଧଳା ଦାଗ ଅଛି ତାହେଲେ ଆପଣଙ୍କ ପିଲାର ପେଟରେ ପୋକ ରହିଛି ।
ଏହା ବ୍ୟତୀତ ପେଟ ରେ ଯନ୍ତ୍ରଣା ଅନୁଭବ ହେବା ,ମୁହଁରୁ ଗନ୍ଧ ଆସିବା , ଜିଭ ଧଳା ପଡ଼ିଯିବା ,ଓଜନ କମିଯିବା, ଜିଭ ସବୁବେଳେ ନାଲି ପଡ଼ିଯିବା , ଗୁପ୍ତ ଅଙ୍ଗ କିମ୍ବା ତାହାର ପାଖାପାଖି ଜାଗାରେ କୁଣ୍ଡେଇ ହେବା, ମଳ ତ୍ୟାଗ କରିବା ସମୟରେ ରକ୍ତ ପଡ଼ିବା , ବାନ୍ତି ହେବା ଆଦି ଲକ୍ଷଣ ହୋଇପାରେ । ଯଦି ଆମେ କୌଣସି ପଶୁ ପକ୍ଷୀଙ୍କୁ ପାଖରେ ବସାଇ ଖାଦ୍ୟ ଗ୍ରହଣ କରୁ କିମ୍ବା ମାଂସକୁ ଅଧା ସିଝାଇ ଖାଇବା ତାହେଲେ ଟେପ୍ ୱର୍ମ ନାମକ ପୋକ ଆମ ଶରୀରରେ ଦେଖା ଦେଇଥାଏ। ଏହି ପ୍ରକାରର ପୋକ ଆମ ଅନ୍ତରେ ବ୍ଲକ ସୃଷ୍ଟି କରିଥାଏ।

ସେହିପରି ଅନ୍ୟ ଏକ ପ୍ରକାରର ପୋକ ହେଉଛି ପିନ ୱାର୍ମ । ଏହା କାରଣରୁ ବ୍ୟକ୍ତିର ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ଏହା ଦ୍ୱରା ମଧ୍ୟ ଓଜନ କମ ହୋଇଥାଏ।ସେହିପରି ଅନ୍ୟ ଏକ ପ୍ରକାରର ପୋକ ହେଉଛି ହୁକ୍ ୱାର୍ମ୍ ପୋକ।ଯଦି ଆମେ ଅପରିଷ୍କାର ହାତରେ ଖାଦ୍ୟ ଖାଉ ତାହେଲେ ଏହି ପୋକ ଆମ ଶରୀର ରେ ପ୍ରବେଶ କରିଥାଏ।ଏହା ଆମ ଶରୀରର ପୋଷକ ତତ୍ତ୍ଵକୁ ଗ୍ରହଣ କରିବା ସହିତ ଏହା ଆମ ଯକୃତ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାନ୍ତି। ଏମାନଙ୍କ ପରି ଆହୁରି ମଧ୍ୟ ଅନେକ ପ୍ରକାରର ଲୋକ ଅଛନ୍ତି ଆପଣ ମାନେ ଜାଣିଥିବେ।ଯେଉଁ ପୋକ ମାନେ ବିଭିନ୍ନ ପ୍ରକାରର ରୋଗ କୁ ସୃଷ୍ଟି କରିଥାନ୍ତି ଯଦି ଆମେ ସମୟ ଆଗରୁ ଏହାର ଉପଚାର କରିବା ବହୁତ୍ ଆବଶ୍ୟକ ଅଟେ। ଏହି ପୋକ କୁ ପେଟ ରୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ ଏକ ଉପାୟ ବିଷୟରେ କହିବୁ ।
ଆପଣ ଏକ ପକା ହୋଇଥିବା ନାଲି ଟମାଟୋ ନିଅନ୍ତୁ ଏହାପରେ ରେ ଏହାକୁ କରି ସେଥିରେ ଲୁଣ ଲଗାଇ ରାତିରେ ଛାତ ଉପରେ ରଖି ଦିଅନ୍ତୁ।ସକାଳୁ ଉଠି ଏହାକୁ ଖାଲି ପେଟରେ ସେବନ କରିବା ଦ୍ଵାରା ପେଟର ସମସ୍ତ ପ୍ରକାରର ପୋକ ମରି ବାହାରକୁ ବାହାରି ଯାଆନ୍ତି। ଦିତୀୟରେ ହେଉଛି ଜଂଗଲୀ ପିଆଜର କାଢ଼ା ।ଏହା ଆପଣଙ୍କୁ ସହଜରେ ମିଳେ ନାହିଁ କିନ୍ତୁ ଏହା ବର୍ଷା ଦିନେ ଜନଂଗଲରେ ଦେଖିବାକୁ ମିଳିଥାଏ।ପେଟର ପୋକକୁ ମାରିବା ଏହି ପିଆଇଜଙ୍କୁ କୁଟି ଏହାର କାଢ଼ା ପ୍ରସ୍ତୁତ କରାଯାଏ ଏବଂ ଏହାର ୨୦୦ ମିଲି ସେବନ କରିବା ଦ୍ଵାରା ଆପଣଙ୍କ ପେଟର ସମସ୍ତ ପୋକ ମରି ବାହାରକୁ ବାହାରି ଆସିଥାନ୍ତି।ତୃତୀୟ ଉପାୟ ହେଉଛି ନିମ୍ବର କିଛି ପତ୍ରକୁ ଛେଚି ତାହାର ଏକ ପେଷ୍ଟ ପ୍ରସ୍ତୁତ କରି ସେଥିରେ କିଛି ମହୁ ଏବଂ କିଛି ପାଣି ମିଶାଇ ଏହାକୁ ପ୍ରତିଦିନ ସକାଳୁ ଉଠି ୧୦ ଦିନ ପର୍ଯ୍ୟନ୍ତ ସେବନ କରିବା ଦ୍ଵାରା ଆପଣଙ୍କ ପେଟ ରେ ସମସ୍ତ ପ୍ରକାରର ପୋକ ମରି ବାହାରକୁ ବାହାରି ଆସିଥାନ୍ତି ।