March 15, 2025

Odia Express

Leading Odia News Portal of Odisha

ଶରୀର ପ୍ରତି ଚିନାବାଦାମର ପ୍ରଚୁର ଉପକାରୀତା – ଏହି ଉପାୟ ଗୁଡିକ ନିଶ୍ଚୟ କରନ୍ତୁ ଓ ଚମତ୍କାର ଦେଖନ୍ତୁ..

ସ୍ୱାସ୍ଥ୍ୟର ବ୍ୟତିକ୍ରମ ମାନସିକତା ଉପରେ କୁପ୍ରଭାଵ ପକାଇବା ସହିତ ବିଭିନ୍ନ କାର୍ଯ୍ୟରେ ଆଗ୍ରହ ତଥା ଉତ୍କଣ୍ଠା ରୂପକ ଅଶାଦ୍ରୁମ ମୂଳରେ କୁଠାରାଘାତ କରିଥାଏ।ତେଣୁ ଏକ ସୁସ୍ଥ ଓ ନିରୋଗ ସ୍ୱାସ୍ଥ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରୟୋଜନ ହୋଇଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ସବୁବେଳେ ଏକ ସୁସ୍ଥ ଓ ଆରୋଗ୍ୟତା ପୂର୍ଣ୍ଣ ଜୀବନର ଆଶା ପୋଷଣ କରିଥାନ୍ତି।ବର୍ତ୍ତମାନ କରୋନା ସମସ୍ୟା ସମଗ୍ର ବିଶ୍ୱରେ ଏକ ବିରାଟ ବିପଦ ରୂପେ ପ୍ରତିଭାତ ହୋଇଛି।ଲକଡାଉନ ସମସ୍ତଙ୍କ ଜୀବନକୁ କରିଛି ଭାରାକ୍ରାନ୍ତ ଓ ବିବ୍ରତପୂର୍ଣ୍ଣ।ଏଥି ସହିତ ବର୍ତ୍ତମାନ ପ୍ରାୟ ଅଧିକାଂଶ ବ୍ୟକ୍ତିଙ୍କ ପ୍ରଧାନ ସ୍ୱାସ୍ଥ୍ୟ ସମସ୍ୟା ହେଉଛି ବଦ ହଜମି।ଯାହାକି ଖାଦ୍ୟର ସଠିକ ହଜମ ନହେବା ଦ୍ଵାରା ହୋଇଥାଏ।ଯାହାକି ଶରୀରକୁ ମ୍ରିୟମାଣ କରିବା ସହିତ ଯନ୍ତ୍ରଣା ଦାୟକ ହୋଇଥାଏ।ଏହା କେବଳ ବୟସ୍କ ଲୋକଙ୍କୁ ନୁହେଁ ବରଂ ଛୋଟ ପିଲାଙ୍କୁ ମଧ୍ୟ ହୋଇଥାଏ।

ଭାରତରେ ଉତ୍ପାଦନ ହେଉଥିବା ଗାଈ କ୍ଷୀରରୁ ମାତ୍ର ୨୦ ପ୍ରତିଶତ ବିଶୁଦ୍ଧ ଅଟେ।ବାକି ୮୦ପ୍ରତିଶତ ରାସାୟିନିକ ପଦାର୍ଥରେ ପରିପୂର୍ଣ୍ଣ।ଯାହାକି ସ୍ୱାସ୍ଥ୍ୟ ପ୍ରତି କ୍ଷତି କାରକ ଅଟେ।ଯାହାକି କ୍ଷୀରର ଉତ୍ତମ ଗୁଣବତ୍ତାକୁ ନଷ୍ଟ କରିଥାଏ।କିନ୍ତୁ ଅନେକ ଗବେଷଣାରୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦେଇଛନ୍ତିକି କ୍ଷୀର, ଅଣ୍ଡା ଅପେକ୍ଷା ଚିନାବାଦାମରେ ବହୁତ ଭିଟାମିନ ଅଛି।ଓ ଏହା ଶରୀର ପାଇଁ ବହୁତ ଉପକାରୀ ଅଟେ।ଏଥିରେ ୫୦୦ଗ୍ରାମ carbohydrate,୧୭ଗ୍ରାମ protein ଥାଏ।ଏହା ସୁଗାର levelକୁ କମ କରିଥାଏ।ଓ ଆଖି ପାଇଁ ବହୁତ ଉପକାରୀ ଅଟେ।ଏହା ଚର୍ମକୁ ଉଜ୍ବଳ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।

ତେଣୁ ଆମେ ଜାଣିଲେ ଚିନା ବାଦାମର ଉପକାରିତା।ଏହା ଶରୀରର ବହୁତ ଉପକାର ସାଧନ କରିଥାଏ।ଏହାକୁ ସଠିକ ଅନୁପାତରେ ଖାଇବା ଦ୍ଵାରା ଏହା ଶରୀର ପାଇଁ ଅମୃତ ତଥା ଅଦ୍ଭୁତ ହୋଇଥାଏ।ତେଣୁ ଆପଣ ମାନେ ମଧ୍ୟ ଏହାକୁ ଆପଣେଇଲେ ଏହା ଆପଣଙ୍କ ହିତ ସାଧନ କରିଥାଏ।ତେଣୁ ଆମେ ଆଶା କରୁଛୁ ଏହା ଆପଣଙ୍କ ପାଇଁ ବହୁତ ଉପକାରୀ ହେବ ଓ ଆପଣଙ୍କୁ ବହୁତ ସାହାଯ୍ୟ କରିବା ସହିତ ଆପଣଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେବ।

ସମାଜରେ ଯେକୌଣସି ସ୍ତରର ବ୍ୟକ୍ତି ହୁଅନ୍ତୁ ନା କାହିଁକି ସମସ୍ତେ ସବୁବେଳେ ସୁସ୍ଥ ରହିବାକୁ ଚାହାନ୍ତି ଓ ସୁସ୍ଥ ଖାଦ୍ୟର ଆବଶ୍ୟକ ମଧ୍ୟ କରନ୍ତି।ତେଣୁ ଏକ ସୁସ୍ଥ ସମାଜ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ୱାସ୍ଥ୍ୟର ଉଚିତ ଯତ୍ନ ନେବା ନିହାତି ଆବଶ୍ୟକ।ବର୍ତ୍ତମାନ ସମାଜ ଉନ୍ନତିର ଚରମ ସୀମାରେ ଉପନୀତ।ତେଣୁ ପ୍ରତ୍ୟେକ ଲୋକଙ୍କ ଜୀବନ ହୋଇଛି ବିଳାସ ତଥା ଅଳସ୍ୟତା ପୂର୍ଣ୍ଣ।ଅଳସ୍ୟତା ପୂର୍ଣ୍ଣ ଜୀବନ, ଆଧୁନିକ ଖାଦ୍ୟ ଓ ଅତ୍ୟାଧୁନିକ ଔଷଧ ଆଦିର ପ୍ରଭାବରେ ମନୁଷ୍ୟର ସୁସ୍ଥ ସ୍ୱାସ୍ଥ୍ୟ ହୋଇଛି ଅସନ୍ତୁଳିତ ଓ ବିଭିନ୍ନ ରୋଗର ବଶୀଭୂତ।

ସ୍ୱାସ୍ଥ୍ୟର ବ୍ୟତିକ୍ରମ ମାନସିକତା ଉପରେ କୁପ୍ରଭାଵ ପକାଇବା ସହିତ ବିଭିନ୍ନ କାର୍ଯ୍ୟରେ ଆଗ୍ରହ ତଥା ଉତ୍କଣ୍ଠା ରୂପକ ଅଶାଦ୍ରୁମ ମୂଳରେ କୁଠାରାଘାତ କରିଥାଏ।ତେଣୁ ଏକ ସୁସ୍ଥ ଓ ନିରୋଗ ସ୍ୱାସ୍ଥ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରୟୋଜନ ହୋଇଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ସବୁବେଳେ ଏକ ସୁସ୍ଥ ଓ ଆରୋଗ୍ୟତା ପୂର୍ଣ୍ଣ ଜୀବନର ଆଶା ପୋଷଣ କରିଥାନ୍ତି।

Leave a Reply

Your email address will not be published. Required fields are marked *