March 18, 2025

Odia Express

Leading Odia News Portal of Odisha

ସଫେଦ କେଶକୁ କଳା, ଘନ ଓ ଲମ୍ବା କରିବାର ସହଜ ତରିକା – ନିଶ୍ଚୟ ଏହି ଉପାୟ ଟିକୁ ଜାଣିରଖନ୍ତୁ ..

ପ୍ରତ୍ୟେକ ବ୍ୟକ୍ତି ସର୍ବଦା ନିଜ ସୌନ୍ଦର୍ଯ୍ୟର ବୃଦ୍ଧି କରିବାକୁ ଚାହାନ୍ତି।ତେଣୁ କେଶ ହେଉଛି ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।ତେଣୁ ଏହାର ଯତ୍ନ ନିହାତି ଆବଶ୍ୟକ ହୋଇଥାଏ।ନାରୀ ମାନଙ୍କ କ୍ଷେତ୍ରରେ ଘନ ଓ ଲମ୍ବା କେଶ ସୌନ୍ଦର୍ଯ୍ୟର ମୁଖ୍ୟ ଆକର୍ଷଣ ହୋଇଥାଏ।ତେଣୁ ଏଥିପାଇଁ ଅତ୍ୟାଧୁନିକ ପ୍ରସାଧନ ସାମଗ୍ରୀ ଠାରୁ ଆୟୁର୍ବେଦିକ ଉପଚାର ବହୁତ ଫଳପ୍ରଦ ହୋଇଥାଏ।ଏଥିପାଇଁ ପ୍ରଥମେ ଏକ ପାତ୍ରରେ କିଛି ନଡ଼ିଆ ତେଲ ନେବ।ଯାହାକି କେଶକୁ କଳା କରିବାରେ ବିଶେଷ ଭୂମିକା ଗ୍ରହଣ କରିଥାଏ।ଏଥିରେ ଲେମ୍ବୁ ଚିପୁଡିବ।ଲେମ୍ବୁରେ citric Acid ଅଛି।ଯାହାକି କେଶ ପାଇଁ ଗୁରୁତ୍ୱପୂର୍ଣ୍ଣ।ଓ ଏଥିରେ ଅଁଳା ପାଉଡର ମିଶାଇବ।ଏଥିରେ ପ୍ରଚୁର ଭିଟାମିନ-C ଅଛି।ଏହାକୁ ଭଲ ଭାବରେ ମିଶାଇ ମୁଣ୍ଡରେ ଲଗାଇବ।ଓ ୪୫ମିନିଟ ପରେ ସଫା କରିଦେବ।ଏହାକୁ ସପ୍ତାହକୁ ଦୁଇ ଥର କରିବା ଦ୍ୱାରା କେଶ କଳା, ଘନ, ସୁନ୍ଦର ଓ ମଝବୁତ ହୋଇଥାଏ।ଲମ୍ବା ମଧ୍ୟ ହୋଇଥାଏ।

ସୁସ୍ଥ ଜୀବନ ବଞ୍ଚିବାର ବୀଜ ସୁସ୍ଥ ସ୍ୱାସ୍ଥ୍ୟ ମଧ୍ୟରେ ନିହିତ ପ୍ରତ୍ୟେକ ବ୍ୟକ୍ତି ସର୍ବଦା ନିଜ ସୌନ୍ଦର୍ଯ୍ୟର ବୃଦ୍ଧି କରିବାକୁ ଚାହାନ୍ତି।ତେଣୁ କେଶ ହେଉଛି ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।ତେଣୁ ଏହାର ଯତ୍ନ ନିହାତି ଆବଶ୍ୟକ ହୋଇଥାଏ।ନାରୀ ମାନଙ୍କ କ୍ଷେତ୍ରରେ ଘନ ଓ ଲମ୍ବା କେଶ ସୌନ୍ଦର୍ଯ୍ୟର ମୁଖ୍ୟ ଆକର୍ଷଣ ହୋଇଥାଏ।ତେଣୁ ଏଥିପାଇଁ ସୁସ୍ଥ ସ୍ୱାସ୍ଥ୍ୟର ପ୍ରୟୋଜନ ରଖିଥାନ୍ତି।ପାଣିପାଗ, ଜଳବାୟୁ,ଋତୁ ଇତ୍ୟାଦି ସ୍ୱାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପକାଇଥାଏ।ତେଣୁ ଅନେକାଂଶରେ ସ୍ୱାସ୍ଥ୍ୟର ତ୍ରୁଟି ଦେଖାଯାଏ।

ଭଗବାନ ପ୍ରଦାନ କରିଥିବା ଏହି ଶରୀରକୁ ସମସ୍ତେ ବହୁତ ଭଲପାଆନ୍ତି।ସମସ୍ତେ ନିଜ ଶରୀରର ଉପଯୁକ୍ତ ବିକାଶ ଓ ସୁନ୍ଦରତା ଉପରେ ବହୁତ ଗୁରୁତ୍ୱାରୋପ କରିଥାନ୍ତି।ସମସ୍ତ ନିଜ ଶରୀରକୁ ସୁନ୍ଦର ଓ ଆକର୍ଷକ କରିବାକୁ ଚାହାନ୍ତି।ଯାହା ଫଳରେ ନିଜକୁ ଆତ୍ମସନ୍ତୋଷ ମିଳିଥାଏ।ତେଣୁ ଏଥିପାଇଁ ନିଜର ଯତ୍ନ ଓ ଉପଯୁକ୍ତ ଖାଦ୍ୟର ଯଥେଷ୍ଟ ଆବଶ୍ୟକତା ରହିଛି।ଆମ ଶରୀରର ଉପଯୁକ୍ତ ଯତ୍ନ ଦ୍ୱାରା ଆମେ ଏହାକୁ ଆକର୍ଷକ କରି ପାରିବା।

ଆମ କେଶ ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ।ଏହା ଆମ ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ।ତେଣୁ ଏହାର ଯତ୍ନ ନେବା ବହୁତ ଆବଶ୍ୟକ ଅଟେ।ଏହାର ସୁନ୍ଦରତା ପ୍ରତି ଦୃଷ୍ଟି କେନ୍ଦ୍ରୀଭୂତ କରିବା ମଧ୍ୟ ବହୁତ ଆବଶ୍ୟକ ଅଟେ।ଏହା ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ଅଟେ।ଉପରୋକ୍ତ ଘରୋଇ ଉପଚାର ଅବଲମ୍ବନ କଲେ ଆମ କେଶ ଘନ ସୁନ୍ଦର କଳା ଓ ମଝବୁତ ହେବ।

ତେଣୁ ଆମକୁ ଆମ ସ୍ୱାସ୍ଥ୍ୟର ସଠିକ ଯତ୍ନ ନେବାକୁ ପଡିବ।ଏମିତିରେ ବି ପ୍ରତ୍ୟେକ ବ୍ୟକ୍ତି ସର୍ବଦା ନିରୋଗ ଓ ଆରୋଗ୍ୟ ପୂର୍ଣ୍ଣ ସ୍ୱାସ୍ଥ୍ୟର ପ୍ରୟୋଜନ ରଖିଥାନ୍ତି।ତେଣୁ ଏହା ଆମ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ଅଟେ।ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଯଥାର୍ଥରେ ମତ ଉପସ୍ଥାପନ କରିଛନ୍ତିକି ଅତ୍ୟାଧୁନିକ ରାସାୟନିକ ଔଷଧ ଅପେକ୍ଷା ଆୟୁର୍ବେଦିକ ତଥା ପୌରାଣିକ ଘରୋଇ ଉପଚାର ସ୍ୱାସ୍ଥ୍ୟ ପ୍ରତି ବହୁତ ଉପଯୋଗୀ ଓ ଫଳପ୍ରଦ ହୋଇଥାଏ।

Leave a Reply

Your email address will not be published. Required fields are marked *