February 14, 2025

Odia Express

Leading Odia News Portal of Odisha

ଏହି ୬ ଟି ରାଶିର ମହିଳାମାନେ ଭାଗ୍ୟଶାଳୀ ହୋଇଥାନ୍ତି – ନିଶ୍ଚୟ ଏହି ନାମଗୁଡିକ ଜାଣିରଖନ୍ତୁ..

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ କି ଉତ୍ତମ ବୋହୂ ହୋଇଥାନ୍ତି ଏହି ୬ ଟି ରାଶିର ମହିଳାମାନେ।ବନ୍ଧୁଗଣ ନା କେବଳ ଝିଅମାନେ ପୁଅମାନେ ମଧ୍ୟ ନିଜର ଜୀବନ ସାଥିକୁ ନେଇ ବହୁତ୍ ଉତ୍ସାହିତ ରହିଥାନ୍ତି।ପ୍ରତ୍ୟେକ ମାତା ପିତା ନିଜର ପୁଅ ପାଇଁ ଉପଯୁକ୍ତ ସ୍ତ୍ରୀ ତଥା ନିଜ ପାଇଁ ଉପଯୁକ୍ତ ବୋହୂ ଖୋଜିଥାନ୍ତି। ବନ୍ଧୁଗଣ ଏଥିପାଇଁ ସେମାନେ ଝିଅ ମାନଙ୍କର ଅଲଗା ଅଲଗା ଗୁଣ ସବୁକୁ ଦେଖିଥାନ୍ତି।ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି କିଛି ରାଶି ବିଷୟରେ କହିବାକୁ ଯାଉଛୁ କି ଏହି ରାଶିର ଝିଅ ମାନେ ନା କେବଳ ସ୍ଵଭାବରେ ଭଲ ହୋଇଥାନ୍ତି ଏମାନେ ଏକ ଉତ୍ତମ ସ୍ତ୍ରୀ ହେବା ସହିତ ଏକ ଉତ୍ତମ ବୋହୂ ମଧ୍ୟ ହୋଇଥାନ୍ତି।ତେବେ ଆସନ୍ତୁ ଜାଣିବା ଯେଉଁ ରାଶିର ମହିଳା ହୋଇଥାନ୍ତି ଏକ ଉତ୍ତମ ବୋହୂ।

ବନ୍ଧୁଗଣ ସର୍ବ ପ୍ରଥମେ କୁହାଯାଏ ମେଷ ରାଶିର ମହିଳା ମାନଙ୍କ ବିଷୟରେ।ଏହି ରାଶିର ମହିଳାମାନେ ହୃଦୟରୁ ବହୁତ ଭଲ ଏବଂ ସ୍ପଷ୍ଟବାଦୀ ହୋଇଥାନ୍ତି। ଏମାନେ ସବୁବେଳେ ସମସ୍ତକୁ ଖୁସିରେ ରଖିବାକୁ ପ୍ରୟାସ କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମେଷ ରାଶିର ମହିଳାମାନଙ୍କୁ ବହୁତ୍ ଅଧିକ ଷୌଭାଗ୍ୟଶାଳୀ ବୋଲି କୁହାଯାଇଛି। ଏହା ସହିତ ଏହା ମଧ୍ୟ କୁହାଯାଇଛି କି ଏମାନେ ଯେଉଁ ଘରକୁ ବୋହୂ ହୋଇ ଯାଇଥାନ୍ତି ଏମାନେ ସେହି ଘରକୁ ଯାଉଯାଉ ଖୁସିରେ ଭରି ଦେଇଥାନ୍ତି। ବନ୍ଧୁଗଣ ଏହି ରାଶିର ମହିଳା ମାନଙ୍କୁ ବିବାହ କରୁଥିବା ପୁରୁଷ ସବୁବେଳେ ପାଇଁ ଖୁସିରେ ରହିଥାନ୍ତି।

ବନ୍ଧୁଗଣ ଦ୍ଵିତୀୟରେ ଆସୁଛି ବୃଷ ରାଶି ଏହା କୁହାଯାଏ କି ଏହି ରାଶିର ଝିଅ ମାନେ ଅଧିକ ଶାନ୍ତ ଏବଂ ଲାଜକୁଳୀ ହୋଇଥାନ୍ତି। ଏହି ରାଶିର ଝିଅମାନେ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି।ବନ୍ଧୁଗଣ ଏହି ଝିଅମାନେ ଯେଉଁ ଘରକୁ ବୋହୂ ହୋଇ ଯାଇଥାନ୍ତି ସେହି ଘରେ ସେମାନେ ନିଜର ଭାବନା ଏବଂ ଚିନ୍ତାଧାରା ଦ୍ଵାରା ଏକ ସକାରାତ୍ମକ ପରିସ୍ଥିତି ସୃଷ୍ଟି କରିଥାନ୍ତି।ଏମାନେ କେବେ କାହାକୁ କୌଣସି ସିକାୟତ କରିବାର ମଉକା ଦେଇଥାନ୍ତି ଏବଂ ଏମାନଙ୍କୁ କାହା ଉପରେ ରାଗ ଆସେ ନାହିଁ।ଏମାନେ ଏକ ଉତ୍ତମ ସ୍ତ୍ରୀ ହେବ ସହିତ ଏକ ଉତ୍ତମ ବୋହୂ ମଧ୍ୟ ହୋଇଥାନ୍ତି।

ବନ୍ଧୁଗଣ ତୃତୀୟରେ ଆସୁଛି କନ୍ୟା ରାଶି।କନ୍ୟା ରାଶି ଉପରେ ମାତା ଲକ୍ଷ୍ମୀଙ୍କର ଅସୀମ କୃପା ରହିଥାଏ।ଏହା କୁହାଯାଏ କି ଏମାନେ ଯେଉଁ ଘରକୁ ବୋହୂ ହୋଇଯାଇଥାନ୍ତି ସେହି ଘରେ ଉନ୍ନତିର ମାର୍ଗ ଖୋଲି ଯାଇଥାଏ।ଏମାନେ ସମସ୍ତଙ୍କ ସହ ମିଳି ମିଶି କାର୍ଯ୍ୟ କରିବାକୁ ଇଛା କରନ୍ତି ଏବଂ ଏମାନେ ଅନ୍ୟ ମାନଂକ ଉପରେ ଦୟା ଭାବ ରଖିଥାନ୍ତି। ଏମାନେ ସର୍ବଦା ସତ୍ ପଥରେ ଚାଲିଥାନ୍ତି।ଏମାନେ ନୂଆନୂଆ ଲୋକ ମାନଂକ ସହିତ ବହୁତ ଶୀଘ୍ର ମିଶି ଯାଇଥାନ୍ତି।

ଚତୁର୍ଥରେ ଆସୁଛି ବିଛା ରାଶି।ଏହି ରାଶିର ମହିଳା ମାନେ ଶାନ୍ତ ଏବଂ ଗମ୍ଭୀର ଦେଖା ଯାଇଥାନ୍ତି।ଏମାନେ ବହୁତ୍ ସରଳ ବ୍ୟବହାର ଯୁକ୍ତ ହୋଇଥାନ୍ତି।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି କହିଲା ମାନେ ଯେଉଁ ଘରକୁ ବୋହୂ ହୋଇ ଯାଇଥାନ୍ତି ସେହି ଘରର ଲୋକ ମାନେ ନିଜ ବୋହୂର ସରଳ ତା ପାଇଁ ବହୁତ ଗର୍ବ ଅନୁଭବ କରିଥାନ୍ତି।ଏମାନେ ଯେଉଁ ଘରକୁ ବୋହୂ ହୋଇ ଯାଇଥାନ୍ତି ସେହି ଘରର ଇଜ୍ଜତ ଏବଂ ମାନ ସମ୍ମାନ ଦୁଇଗୁଣ ହୋଇଯାଇଥାଏ।ପତିର ଭାଗ୍ୟ ଏବଂ ଶଶୁର ଘରର ମାନ ମର୍ଯ୍ୟାଦାକୁ ବୃଦ୍ଧି କରିବାରେ ବହୁତ୍ ଭୂମିକା ଗ୍ରହଣ କରିଥାନ୍ତି।

ପଞ୍ଚମରେ ଆସୁଛି କର୍କଟ ରାଶି।ଏହି ମହିଳା ମାନଂକ ପାଖରେ ସେହି ସମସ୍ତ ଗୁଣ ରହିଥାଏ ଯାହା ଏକ ଆଦର୍ଶ ବୋହୂ ପାଖରେ ରହିବା ଦରକାର। ନିଜର ବ୍ୟବହାର ଏବଂ ଗୁଣରେ ଶଶୁର ଘରେ ସମସ୍ତଙ୍କ ହୃଦୟକୁ ଜିତିପାରନ୍ତି। ଏମାନେ ନିଜର ପତିକୁ ସବୁବେଳେ ଖୁସିରେ ରଖିଥାନ୍ତି।ଏମାନେ ଏକ ଉତ୍ତମ ସ୍ତ୍ରୀ ହେବା ସହିତ ଏକ ଉତ୍ତମ ବୋହୂ ମଧ୍ୟ ହୋଇଥାନ୍ତି।

ଷଷ୍ଠରେ ଆସୁଛି କୁମ୍ଭ ରାଶି। ଏହି ରାଶିର ମହିଳା ମାନେ ଟିକେ ହସମୁଖ ଏବଂ ଟିକେ ଇମୋସନାଲ ହୋଇଥାନ୍ତି।ଏମାନେ କାହାକୁ ବି ଅସୁବିଧାରେ ଦେଖି ପାରନ୍ତି ନାହିଁ।ଏହି ଝିଅ ମାନେ ନିଜ ଚାରିଆଡ଼କୁ ଖୁସି ଖେଳେଇ ରଖିଲା ସ୍ଵଭାବର ହୋଇଥାନ୍ତି। ଏମାନେ ବାହା ହୋଇ ଶଶୁର ଘରକୁ ଖୁସିରେ ଭରି ଦେଇଥାନ୍ତି। ଏହା ସହିତ ଏମାନେ ବହୁତ୍ ଚତୁର ,ବୁଦ୍ଧିମାନ ହୋଇଥାନ୍ତି।ଏମାନେ ନିଜର ଏହି ବୁଦ୍ଧି ଦ୍ଵାରା ନିଜର ପାରିବାରିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବାରେ ସକ୍ଷମ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *