September 19, 2024

Odia Express

Leading Odia News Portal of Odisha

ତୁଳସୀ ଗଛ ପାଖରେ ରହି ଥିବା ଏହି ଜିନିଷ କରି ଥାଏ କାଙ୍ଗାଳ ଭୁଲରେ ବି କରନ୍ତୁ ନାହିଁ ଏହି ଜିନିଷ…

ତୁଳସୀ ଗଛ ଗୋଟିଏ ବହୁତ ପୂଜନୀୟ ଏବଂ ସଂମାନ ଯୋଗ୍ୟ ଗଛ ଅଟେ। ଏହାକୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନି ନିଆ ଯାଇଛି।ଏହା ହିନ୍ଦୁ ଧର୍ମରେ ବହୁତ ମହତ୍ୱପୂର୍ଣ୍ଣ ଗଛ ଅଟେ। ତୁଳସୀ ଗଛ ପୂଜା ଦ୍ୱାରା ଆମ ଘରେ ସୁଖ ସମୃଦ୍ଧି ଆସିଥାଏ।ଶ୍ରୀ ହରୀଙ୍କୁ ଆମେ ଯେଉଁ ଭୋଗ ଦେଇ ଥାଉ ସେହି ଭୋଗ କରିବାର କିଛି ମାନେ ନାହିଁ ଯଦି ତୁଳସୀ ପତ୍ର ପଡି ନଥାଏ।ବିଷ୍ଣୁ ଏହାକୁ ସ୍ୱୀକାର କରି ନଥାନ୍ତି ଯଦି ତୁଳସୀ ପତ୍ର ପଡି ନଥାଏ।ଯଦି ଆମେ ମିଠା ସହ ତୁଳସୀ ପତ୍ର ପକେଇ ଦେବା ଠାକୁର ପ୍ରସନ୍ନ ହୋଇ ଯାଆନ୍ତି।ଏହା ବହୁତ ପୂଜନୀୟ।ଯେଉଁ ଘରେ ତୁଳସୀ ଗଛ ପୂଜା କରନ୍ତି ସବୁ ଦିନେ ଏବଂ ସଂମାନର ସହିତ କରିଥାନ୍ତି।ସେମାନଙ୍କ ଘରେ ଧନର ଅଭାବ ରହି ନଥାଏ।

ଏହି ଘରେ ସବୁବେଳେ ସକାରାତ୍ମକ ଭାବ ରହିଥାଏ।ଏହି ଭାବେ ତୁଳସୀ ବହୁତ ପୂଜନୀୟ ଅଟେ।ଯେତେବେଳେ ଆମେ ତୁଳସୀ ନିଜ ଘରେ ରଖି ଥାଉ ସେତେବେଳେ କେତେକ ବୁଶେଷ କଥାର ଧ୍ୟାନ ରଖିବା ଉଚିତ।ଏହା କେଉଁଠି ରଖୁଛେ ଏବଂ କେମିତି ରଖୁଛେ।ଏହା ବିନା ପୂଜା ପୂର୍ଣ ହୋଇ ନଥାଏ।ଯାହା ଘରେ ତୁଳସୀ ଭରପୁର ରହି ଥାଏ ସେହି ଘରେ ସୁଖ ସମୃଦ୍ଧି ରହିଥାଏ।ସେହି ଘରେ ସବୁବେଳେ ସୁଖର ଭଣ୍ଡାର ରହିଥାଏ।ତୁଳସୀ ଶୁଖିବା ଅର୍ଥ ଆମ ଘରେ କିଛି ଅସୁବିଧା ଆସିବ।ତୁଳସୀ ପୂଜା ଆମେ ବିଧି ଅନୁସାରେ କଲେ ଘରେ ସବୁବେଳେ ସକାରାତ୍ମକ ଶକ୍ତି ଆସିଥାଏ। ତୁଳସୀ ଗଛ ପାଖରେ ଆମେ କେଉଁ ଜିନିଷ ରଖିବା ଉଚିତ ନୁହେଁ ଆସନ୍ତୁ ଜାଣିବା

ଯଦି ତୁଳସୀ ଗଛ ଆପଣଙ୍କ ଘରେ ଅଛି ତାହେଲେ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ ଯେ ସେହି ଜାଗା ସଫା ହେଇ ଥିବା ଦରକାର।ସେଠି ରହି ଥିବା ଅଶୁଦ୍ଧତା କୁ ଦୂର କରନ୍ତୁ।ଲୋକ ତ ସେଠି ଚପଲ ମଧ୍ୟ ଥୋଇ ଦିଅନ୍ତି।ଝାଡୁ ରହୁଥିବା ସ୍ଥାନରେ ତୁଳସୀ ରହିବ ଉଚିତ ନୁହେଁ। ଯେପରି ଆପଣ ମହା ଲକ୍ଷ୍ମୀ ଙ୍କର ପୂଜା କରି ଥାଉ ସେହିପରି ଭାବେ ତୁଳସୀର ପୂଜା କରନ୍ତୁ।ସେହି ପରି ଧ୍ୟାନ ତୁଳସୀ ଗଛର ମଧ୍ୟ ରଖନ୍ତୁ।ତୁଳସୀ ଗଛ ପାଖରେ କୌଣସି କଣ୍ଟା ଗଛ ରଖନ୍ତୁ ନାହିଁ।ତୁଳସୀ ଗଛ ପାଖରେ ଆପଣ ଫୁଲ ଗଛ ଲଗେଇ ପାରିବେ।ଆପଣ ଜଳରେ ଟିକେ କଞ୍ଚା ଦୁଧ ମୁସେଇ ଦେଲେ ତୁଳସୀ ଗଛ ସବୁବେଳେ ସତେଜ ରହିଥାଏ।

ଏହା ଦ୍ୱାରା ବହୁତ ଶୁଭ ରହିବ ଏବଂ ଘରେ ସୁଖ ଶାନ୍ତି ଆସିଥାଏ।ସନ୍ଧ୍ୟା ସମୟରେ ତୁଳସୀ ଗଛରେ ପାଣି ଦିଅନ୍ତୁ ନାହିଁ।ଏହା ବ୍ୟତୀତ ଶୁଦ୍ଧ ଘିଅର ଦୀପ ଜଳାନ୍ତୁ।ଆପଣ ସକାଳେ ପାଣି ଦେଇ ପାରିବେ।କେବେ ବି ଖୋଲା ଚୁଟିରେ ତୁଳସୀ ଗଛରେ ପାଣି ଦିଅନ୍ତୁ ନାହିଁ। କୌଣସି ବି ପୂଜା ଖୋଲା ଚୁଟିରେ କରିବା ଉଚିତ ନୁହେଁ।ସବୁବେଳେ ଚୁଟି ବାନ୍ଧିକି ଆପଣ ପୂଜା କରନ୍ତୁ।ମହିଳା ମାନଙ୍କ ଏହି କଥାର ବିଶେଷ ଧ୍ୟାନ ରଖିବା ଉଚିତ।ସିନ୍ଦୁର ପିନ୍ଧିକି ପୂଜା କରନ୍ତୁ।ଯାହା ଦ୍ୱାରା ଆପଣଙ୍କର ସୌଭାଗ୍ୟରେ ବୁଦ୍ଧି ହୋଇ ଥାଏ।ପୁରା ସୌଭାଗ୍ୟବତୀ ପରି ମା ତୁଳସୀଙ୍କର ପୂଜା କରନ୍ତୁ।

Leave a Reply

Your email address will not be published. Required fields are marked *