ଷ୍ଟୋନ ସମସ୍ୟାରୁ ରକ୍ଷା ପାଇବାର ସରଳ ଉପାୟ – ଏହି ଉପାୟ କରିଲେ ଆପଣଙ୍କ ଜୀବନରେ ଆଉ ଷ୍ଟୋନ ର ଅସୁବିଧା ହେବ ନାହିଁ..

ସାଙ୍ଗମାନେ ଏହି ପାରଗ୍ରାଫରେ ଆମେ ଆପଣଙ୍କୁ ଯେଉଁ ଉପାୟ ଜଣାଇବୁ ତାହା ଅଦ୍ଭୁତ ଅଟେ ଏବଂ ସରଳ ମଧ୍ୟ।ଏବଂ ଆପଣଙ୍କ ମଧ୍ୟରୁ ବହୁତ ଜଣ ଏହାବିଷୟରେ ଜାଣିଥିବେ ମଧ୍ୟ।କିନ୍ତୁ କୌଣସି କାରଣରୁ ଭୁଲ ଉପାୟପାଇଁ ଆପଣଙ୍କୁ ଲାଭ ମିଳିନଥାଇପାରେ।ଏଥିରେ ଆପଣଂକୁ ଦରକାର ହେବ ଅମରପୋଇ ପତ୍ର।ଅମରପୋଇ ପତ୍ର ପ୍ରସିଦ୍ଧ ଅଟେ ଷ୍ଟୋନ ରୋଗ ଭଲ କରିବା ପାଇଁ।ଏଠାରେ ଆମେ ଆପଣଙ୍କୁ ଠିକ ଉପାୟରେ ଜଣାଇବୁ କିପରି ଆପଣ ଆମରପୋଇ ପତ୍ରର ବ୍ୟବହାର କରି ଷ୍ଟୋନରୋଗ ଭଲ କରିପାରିବେ।ତେଣୁ ଏହାକୁ ପୁରା ପଢନ୍ତୁ।
ସର୍ଵପ୍ରଥମେ ଆମେ କଥା ହେବା ଆପଣ କେଉଁ ଉପାୟରେ ଜାଣିପାରିବବଯେ ଆପଣଙ୍କୁ ଷ୍ଟୋନର ସମସ୍ୟା ହୋଇଛି।ପ୍ରଥମ କାରଣ ହେଉଛି ପେଟର ତଳ ଭାଗରେ ବେଶି ଦରଜ ହେଉଥିବ।ଯଦି ସବୁବେଳେ ଆପଣଙ୍କ ପେଟର ତଳ ଭାଗରେ ଦରଜ ରହୁଥାଏ ତେବେ ଜାଣନ୍ତୁଯେ ଆପଣଙ୍କୁ ଷ୍ଟୋନ ସମସ୍ୟା ହୋଇପାରିଥାଏ।ଏହାଛଡା ଯଦି ଆପଣ ବାରମ୍ବାର ପରିସ୍ରା କରନ୍ତି ଏବଂ ପରିସ୍ରା କରିବାବେଳେ ଦରଜ ହେଉଥାଏ।ତେବେ ଆପଣ ବୁଝିଯାଆନ୍ତୁଯେ ଆପଣଙ୍କୁ ଷ୍ଟୋନ ସମସ୍ୟା ହୋଇପାରିଥାଏ।ଏହାଛଡା ଯଦି ପରିସ୍ରା ରହିରହି ଆସୁଥାଏ ତେବେ ମଧ୍ୟ ଜାଣନ୍ତୁଯେ ଆପଣଙ୍କୁ ଷ୍ଟୋନ ସମସ୍ୟା ହୋଇପାରିଥାଏ।
ଏବେ ଚାଲନ୍ତୁ ଜାଣିବା ଷ୍ଟୋନ କେଉଁକେଉଁ କାରଣରୁ ହୋଇପାରିଥାଏ।ପ୍ରଥମ କାରଣ ହେଉଛି ପାଣି କମ ପିଇବା।ପାଣି କମ ପିଇବା ଦ୍ୱାରା କିଡନୀରେ ଷ୍ଟୋନ ହେବାର ସମ୍ଭାବନା ଅଧିକ ବଢିଯାଇଥାଏ।ଯଦି ଏକ ଦିନରେ ୭ରୁ ୮ଗ୍ଲାସ ପାଣି ପିଅନ୍ତିନାହିଁ ତେବେ ଆପଣଙ୍କୁ ଷ୍ଟୋନ ସମସ୍ୟା ହୋଇପାରିଥାଏ।ଯଦି ଆପଣଙ୍କ ପରିସ୍ରା ଥଳିରେ ୟୁରିକ ଏସିଡ,କ୍ୟାଲସିୟମ ଅକଜାଲେଟର ମାତ୍ରା ବେଶି ହୋଇଯାଇଥାଏ ତେବେ କିଡନୀ ଏହାକୁ ବାହାରକୁ କାଢିପାରି ନଥାଏ।ଏବଂ ଧୀରେ ଧୀରେ ଏହାର ଭାଗ ଆମ ପରିସ୍ରା ଥଳିରେ ଜମା ହେବାରେ ଲାଗିଥାଏ।ଏବଂ ପରେ ଏହି ଭାଗ ଷ୍ଟୋନର କାରଣ ହୋଇଯାଏ।
ଏବେ ଆସନ୍ତୁ ଜାଣିବା କିପରି ଆପଣଙ୍କ ଏହି ଉପାୟ ତିଆରିକରି ପ୍ରୟୋଗ କରିବେ।ସର୍ଵ ପ୍ରଥମେ ଆପଣ ଏକ ପାତ୍ର ନିଅନ୍ତୁ।ଯେଉଁଥିରେ ଆପଣ ପାଣିକୁ ରଖି ଫୁଟାଇ ପାରିବେ।ପାତ୍ର ନେବାପରେ ଅମରପୋଇ ପତ୍ରକୁ ଚାରିଭାଗରେ ଛୁରିଦ୍ୱାରା କାଟିଦିଅନ୍ତୁ।ଏହାପରେ ସେହି ପାତ୍ରରେ ଏକ କପମାତ୍ରାରେ ପାଣି ପକାନ୍ତୁ।ପାଣି ପକାଇବାପରେ ଏହାକୁ ଗରମ କରନ୍ତୁ।ଗରମ କରିବା ସଙ୍ଗେ ସଙ୍ଗେ ଆପଣ ସେହି ପତ୍ରଗୁଡିକୁ ଚଲାନ୍ତୁ।ଯାହାଦ୍ୱାରା ଏହା ବହୁତ ଭଲଭାବରେ ପ୍ରସ୍ତୁତ ହୋଇପାରିବ।ଏହା ପ୍ରସ୍ତୁତ ହୋଇଯିବାପରେ ଚାହାଛଣା ଦ୍ୱାରା ଛାଣିଦିଅନ୍ତୁ।ଏହାପରେ ନିଅନ୍ତୁ ମହୁ।ମହୁ ଆପଣଙ୍କୁ ଏକଦମ ବିଶୁଦ୍ଧ ନେବାର ଅଛି।ଯେପର୍ଯ୍ୟନ୍ତ ଆପଣ ବିଶୁଦ୍ଧ ମହୁ ବ୍ୟବହାର କରିନାହାଁନ୍ତି ସେପର୍ଯ୍ୟନ୍ତ ଆପଣଙ୍କୁ ଭଲରେ ଏହାର ଫଳ ମିଳିନଥାଏ।ଆପଣ ଏଠାରେ ଅଧା ଚାମଚ ମାତ୍ରାରେ ମହୁ ଏଠାରେ ପକାନ୍ତୁ।
ସାଙ୍ଗମାନେ ଆପଣଙ୍କୁ ଏହାର ବ୍ୟବହାର ପ୍ରତିଦିନ ସକାଳେ ଖାଲିପେଟରେ କରିବାର ଅଛି।ଯଦି ଆପଣ ଏହାର ବ୍ୟବହାର ପ୍ରତିଦିନ ସକାଳେ ଖାଲିପେଟରେ କରନ୍ତି ତେବେ ଆପଣଙ୍କ ଷ୍ଟୋନ ସମସ୍ୟା ସହଜରେ ଭଲ ସବୁବେଳପାଇଁ ଭଲ ହୋଇଯାଇଥାଏ।ତେବେ ଏହାକୁ ନିଶ୍ଚିତ ବ୍ୟବହାର କରି ଦେଖନ୍ତୁ।