March 23, 2025

Odia Express

Leading Odia News Portal of Odisha

ପେଟ ଦରଜର ରାମବାଣ ଚିକିତ୍ସା – ଏହି ଉପାୟ କଲେ ମାତ୍ର କିଛି ମିନିଟ ରେ ଆପଣଙ୍କ ପେଟ ଭଲ ହେଇଯିବ..

ଆପଣଙ୍କୁ ଯେତେବି ତୀବ୍ର ପେଟ ଦରଜ ଥାଉ।ଏହାକୁ ଗୋଟିଏ ଥର ଖାଇବା ଦ୍ୱାରା ଦରଜ ଏତେ ଜଲଦି ଭଲ ହୋଇଯାଇଥାଏକି ଆପଣ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।ନମସ୍କାର ସାଙ୍ଗମାନେ ବେଳେବେଳେ ଲଗାତାର ବାହାର ଖାଦ୍ୟ ଖାଇବା ଦ୍ୱାରା ପେଟ ଦରଜ ଆରମ୍ଭ ହୋଇଥାଏ ଏବଂ ପେଟରେ ଗ୍ୟାସ ହେବାଦ୍ୱାରା ମଧ୍ୟ ପେଟରେ ଦରଜ ହୋଇଥାଏ।

ସାଙ୍ଗମାନେ ପେଟ ଦରଜ ଏକ ସାଧାରଣ ସମସ୍ୟା ଅଟେ।କେବେନା କେବେ ସମସ୍ତିଙ୍କୁ ଏହାକୁ ଭୋଗିବାକୁ ପଡିଥାଏ।ଅସୁବିଧା ସେତେବେଳେ ବଢିଯାଇଥାଏ ଯେବେ ଏହି ଦରଜ ରାତ୍ରିରେ ଆରମ୍ବ ହୋଇଥାଏ।ଏବଂ ଆମ ପାଖରେ କୌଣସି ଔଷଧ ନଥାଏ।ସେଭଳି ସମୟରେ ବହୁତ ଅଧିକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ।ଆଜିର ଏହି ପାରାଗ୍ରାଫରେ ଆମେ ଏପରି ଏକ ଘରୋଇ ଉପଚାର ଜଣାଇବାକୁ ଯାଉଛୁ ଯାହା ଏତେ କାର୍ଯ୍ୟକାରୀ ଅଟେ ଯେ କେବଳ ୫ମିନିଟ ମଧ୍ୟରେ ଆପଣଙ୍କ ପେଟ ଦରଜ ଭଲ କରିଦେବ।ଏହା ସହିତ ଯଦି ଆପଣଙ୍କ ପେଟରେ ଗ୍ୟାସ ହୋଇଥାଏ କିମ୍ବା ଏସିଡିଟି ହୋଇଥାଏ ତେବେ ଏହାକୁ ମଧ୍ୟ ଦୂର କରିଦେବ।ଆପଣ ଏହି ପାରାଗ୍ରାଫକୁ ପୁରା ପଢନ୍ତୁ।ତେବେ ଚାଲନ୍ତୁ ଆରମ୍ଭ କରିବା।

ସାଙ୍ଗମାନେ ଆପଣଙ୍କୁ ଏହି ପ୍ରତିକାରକୁ ଆପଣଙ୍କ ପାପୁଲି ଉପରେ ତିଆରି କରିବାର ଅଛି।ସର୍ଵ ପ୍ରଥମେ ଆପଣ ଏଠାରେ ନିଅନ୍ତୁ ଜୁଆଣିକୁ।ଜୁଆଣି ପେଟ ଜନିତ ସମସ୍ୟା ଯେପରି ପେଟ ବ୍ୟଥା, ଗ୍ୟାସ ଆଦି ରୋଗର ଉପଚାର ପାଇଁ ଅତ୍ୟନ୍ତ ଲାଭଦାୟୀ ଅଟେ।କାରଣ ଜୁଆଣିରେ ଏପରି ରାସାୟନିକ ପଦାର୍ଥର ମାତ୍ରା ଥାଏ ଯାହା ପେଟରେ ଗ୍ୟାସ ବନିବାର ପ୍ରକ୍ରିୟାକୁ ରୋକିଥାଏ।ଏହି କାରଣ ଯୋଗୁ ଜୁଆଣି ସାଧାରଣତଃ ପାଚନ ରୋଗ ପାଇଁ ଜଣାଯାଇଥାଏ।ଏହାସହିତ ଏହାର ପ୍ରୟୋଗ ଛୋଟପିଲା ଏବଂ ଶିଶୁମାନଙ୍କ ଉପରେ ମଧ୍ୟ କରାଯାଇଥାଏ।

ଆପଣ ଏଠାରେ ଅଧା ଚାମଚ ଜୁଆଣି ନିଜ ପାପୁଲିରେ ନିଅନ୍ତୁ।ଏହାପରେ ଆପଣଙ୍କୁ ନେବାର ଅଛି ସୈନ୍ଧବ ଲୁଣ।ଯଦି ଆପଣଙ୍କ ପାଖରେ ସୈନ୍ଧ୍ୟବ ଲୁଣ ନାହିଁ ତେବେ ଆପଣ ସାଧାରଣ ଲୁଣ ମଧ୍ୟ ନେଇପାରିବେ।ଆପଣ ଏଠାରେ ନିଜ ସ୍ୱାଦ ଅନୁସାରେ ସୈନ୍ଧ୍ୟବ ଲୁଣ ନେଇ ନିଜ ପାପୁଲିରେ ରଖନ୍ତୁ।ଏହାପରେ ନିଜ ଆଙ୍ଗୁଠିଦ୍ୱାରା ଏହି ଦୁଇ ପଦାର୍ଥକୁ ଭଲଭାବରେ ଦଳନ୍ତୁ।ଯାହାଦ୍ୱାରା ଜୁଆଣିରେ ଥିବା ସମସ୍ତ ଗୁଣ ଲୁଣ ମଧ୍ୟରେ ମିଶିଯିବ।ଏବଂ ଏହାସହିତ ଲୁଣ ମଧ୍ୟ ଜୁଆଣି ମଧ୍ୟରେ ଭଲଭାବରେ ମିଶିଯିବ।

ଏହାପରେ ଏହି ଦ୍ରବଣ ପ୍ରସ୍ତୁତ ହୋଇଯିବ।ଏହା ପ୍ରସ୍ତୁତ ହୋଇଯିବାପରେ ଆପଣ ଏହି ଦ୍ରବଣକୁ ପାଟିରେ ପକାନ୍ତୁ।ଏହାକୁ ପାଟିରେ ପକାଇବାମାତ୍ରେ ଜୁଆଣି କଡା ଲାଗିପାରେ।ଏହାକୁ ପାଟିମଧ୍ୟରୁ ବାହାରକୁ ନ କାଢି।ଦୁଇ ଢ଼ୋକ ହାଲ୍କା ଗରମ ପାଣି ପିଅନ୍ତୁ।ଯେବେ ଆପଣ ଏହାକୁ କରିବେ ଦେଖିବେ ୫ମିନିଟ ମଧ୍ୟରେହିଁ ଆପଣଙ୍କ ପେଟଦରଜ ଭଲ ହୋଇଯିବ।ଏହା ସହିତ ଯଦି ଆପଣଙ୍କ ପେଟରେ ଗ୍ୟାସ କିମ୍ବା ଏସିଡ଼ିଟି ଥିବ ତାହା ମଧ୍ୟ ଭଲ ହୋଇଯିବ।ଆପଣ ଏହାକୁ ନିଜେ ବ୍ୟବହାର କରି ଦେଖିପାରିବେ।

Leave a Reply

Your email address will not be published. Required fields are marked *