ସବୁଦିନ କରିବେ ଯଦି ଏହି ୧୦ କାମ, ତ ଆପଣଙ୍କ ଜୀବନ ସ୍ବର୍ଗ ହେବାରୁ କେହି ବି ବଞ୍ଚାଇ ପାରିବେ ନାହିଁ..

ସାଙ୍ଗ ମାନେ ଆମେ ଖୁସିରେ ରହିବାକୁ କଣ କଣ ନ କରୁ,ଆମେ ସେ ସବୁ ଜିନିଷରୁ ବଞ୍ଚିଥାଉ ଯେଉଁଥିରୁ ଆମକୁ ଦୁଃଖ ମିଳିଥାଏ।କଣ ଆପଣ ଜାଣିବାକୁ ଚେଷ୍ଟା କରିଛନ୍ତି କି ଅସଲି ଖୁସି ଆମକୁ କେଉଁ ଥିରୁ ମିଳିଥାଏ।ଏକ ଭଲ ଓ ପର୍ଫେକ୍ଟ୍ ଜୀବନଶୈଳୀ ଠୁ ଆଉ ଅଧିକ ଖୁସି କଣ ହେଇପାରେ।ଯେଉଁ ଜୀବନରେ ସବୁକିଛି ଠିକ୍ ଚାଲିଥିବ ଓ ଲୋକ ଠିକ୍ ଥିବେ।ଏଥିପାଇଁ ଲାଇଫ କୁ ପର୍ଫେକ୍ଟ୍ ବନେଇବାକୁ ପଡ଼ିଥାଏ।ଆଜି ମୁ ଆପଣଙ୍କୁ ୧୦ ଟି ଉପାୟ କହିବି ଯାହାକୁ ଆପଣ ପ୍ରୟୋଗ କରିବ ଦ୍ଵାରା ଆପଣକଂ ଲାଇଫ ପର୍ଫେକ୍ଟ ହୋଇଯିବ।
ପ୍ରଥମ କାମ ଆପଣ ଘରୁ ବାହାରକୁ ବୁଲିବାକୁ ଯାଆନ୍ତୁ ଓ ପ୍ରକୃତି ସହ ମିଶନ୍ତୁ।ପ୍ରକୃତି ଆପଣକୁ ବନେଇଚି।ଆପଣ ପ୍ରକୃତିର ସୁନ୍ଦରତା କୁ ଅନୁଭବ କରନ୍ତୁ।ଏପରି କରିବା ଦ୍ବାରା ଆପଣକୁ କେବେ କେଉଁ ଚିନ୍ତା ହଇରାଣ କରିବ ନାହିଁ।
ଦ୍ଵିତୀୟ କାମ ହେଲା ବ୍ୟାୟାମ।ଏହାକୁ ଆପଣକଂ ଡାକ୍ତର ମଧ୍ୟ କହିଥିବେ।ଯଦି ଫିଟ୍ ରହିବାକୁ ଚାହୁଁଛନ୍ତି ଓ ରୋଗରୁ ମୁକ୍ତ ରହିବାକୁ ଚାହୁଁଛନ୍ତି ତ ସବୁଦିନ ବ୍ୟାୟାମ କରନ୍ତୁ।ମନା ସ୍ବାସ୍ଥ୍ୟ ରହିଲେ ଦେହ ମଧ୍ୟ ସ୍ଵାସ୍ଥ୍ୟ ରହିବ।
ଆପଣ ଆପଣଙ୍କ ନିଜ ଲୋକ ମାନଙ୍କ ସହିତ ଅଧିକ ସମୟ ବିତାନ୍ତୁ।ତାଙ୍କ ସହିତ କଥା ବାଣ୍ଟନ୍ତୁ।ଏପରି କରିବ ଦ୍ଵାରା ଆପଣଙ୍କୁ ଭଲ ଲାଗିବ।ଆପଣ ପ୍ରତିଦିନ କିଛି ସମୟ ବାହାର କରି ଆପଣଙ୍କ ନିଜ ଲୋକଙ୍କ ସହିତ ମୀଳନ୍ତୁ।
ଚତୁର୍ଥ କାମ ଆପଣ ଧନ୍ୟବାଦ୍ କୁହନ୍ତୁ।ଆପଣ ଆପଣଙ୍କ ଖାସ୍ ବ୍ୟକ୍ତିଙ୍କୁ ଧନ୍ୟବାଦ୍ ଦିଅନ୍ତୁ।ତାଙ୍କୁ ପ୍ରଶଂସା କରନ୍ତୁ।ଏଥିରୁ ତାଙ୍କୁ ଖୁସି ମିଳିବ।ତାଙ୍କ ଖୁସି ଦେଖିକି ଆପଣଙ୍କୁ ମଧ୍ୟ ଖୁସି ମିଳିବ।
ପଞ୍ଚମ କାମ ବହୁତ୍ ଦରକାରୀ ଯାହାକୁ ଅଳପ ଲୋକ କରୁଥିବେ।ମୁ ଆପଣକୁ ଧ୍ୟାନ କରିବା ପାଇଁ କହୁଚି।ଏହା ବହୁତ୍ ଜରୁରୀ ଅଟେ।କିଛି ଲୋକ ଭଗବାନ୍ ଙ୍କ ଧ୍ୟାନ କରନ୍ତି ଏଥିରୁ ତାଙ୍କୁ ବହୁତ୍ ଆରାମ ମିଳିଥାଏ।ଆପଣ ଏକ ନିରୋଳା ଜାଗାରେ ବସିକରି କେବଳ ଭଲ କଥା ଭାବନ୍ତୁ।ଏହାଦ୍ବାରା ଆପଣ ଚିନ୍ତା ମୁକ୍ତ ରହିବେ।
ଆପଣ ଭଲ ନିଦ୍ରା ନିଅନ୍ତୁ।ଅଳ୍ପ ଶୋଇବା ଦ୍ବାରା ଏହା ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ।ଏଥିପାଇଁ ଭରପୁର ନିଦ୍ରା ନେବା ଜରୁରୀ ଅଟେ।ଆପଣ ସାତ ରୁ ଆଠ ଘଣ୍ଟା ପର୍ଯ୍ୟନ୍ତ ନିଦ୍ରା ନିଅନ୍ତୁ।
ଆପଣ ପ୍ରତିଦିନ କିଛି ନ କିଛି ଚାଲେଞ୍ଜ ନିଅନ୍ତୁ ।ଆଉ ଯଦି ଆପଣ ଏହି ଚ୍ୟାଲେଞ୍ଜ ରେ ସଫଳ ହେଉଛନ୍ତି ତ ଏକ ବଡ଼ ଖୁସି ହାସିଲ କରିବେ।
ଅଷ୍ଟମ କାମ ହେଉଛି ଆପଣ ଖୁବ୍ ହସନ୍ତୁ।ଛୋଟ ଛୋଟ କଥାରେ ହସାନ୍ତୁ।ଏହା ଆପଣଙ୍କୁ ଅଲଗା ଲାଗିଲେ ବି ଏପରି କରନ୍ତୁ।ଏହା ଏକ ଭଲ ବ୍ୟାୟାମ।ଏହାଦ୍ବାରା ହାର୍ଟଏଟେକ୍ ର ସମ୍ଭାବନା କମିଯାଏ।
ନବମ କାମ ହେଲା କାହାକୁ ଛୁଅନ୍ତୁ।ରିସର୍ଚ୍ଚ ଅନୁସାରେ ଯଦି ଆମେ କାହା ପାଖକୁ ଜାଉଚେ ତ ଆମ ଥକାନ୍ ଦୂର ହୋଇଯାଏ। ଡକ୍ଟର ବି ଏହି କଥାକୁ ମାନନ୍ତି।
ଦଶମ କଥା ହେଲା ଭଲ କଥା ଭାବନ୍ତୁ,ଭଲ ଲୋକ ମାନଙ୍କ ସହିତ ମିଶନ୍ତୁ।ଏହାଦ୍ବାରା ଆପଣକଂ ଜୀବନ ବହୁତ୍ ସହଜ ହୋଇଯିବ।ଯେଉଁ ବି ବ୍ୟକ୍ତି ଏହି କଥା କୁ ବୁଝିବ ସେ ଏକ ପରଫେକ୍ଟ ଜୀବନ ପାଇଯିବ।