May 20, 2025

Odia Express

Leading Odia News Portal of Odisha

ଚଣକ୍ୟ ନୀତି:- ସ୍ତ୍ରୀମାନଙ୍କୁ ଏହି ଏକ ଗହଣା କେବେହେଲେ ପିନ୍ଧିବା ଉଚିତ ନୂହେଁ – ନିଶ୍ଚୟ ଜାଣିରଖନ୍ତୁ ଏହି କଥା..

ନମସ୍କାର ସାଙ୍ଗମାନେ।ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲ ମାଧ୍ୟମରେ ଜଣାଇବୁ ସୁହାଗିନୀ ମହିଳା ମାନଙ୍କୁ ଭୁଲରେ ହେଲେ ମଧ୍ୟ ଏହି ୩ଟି ଜିନିଷ ପିନ୍ଧିବା ଉଚିତ ନୁହେଁ।ନଚେତ ଏହାଦ୍ୱାରା ଖରାପ ପରିଣାମ ଭୋଗିବାକୁ ପଡିପାରେ।ଏହିପାଇଁ ଏହି ଆର୍ଟିକିଲକୁ ସମ୍ପୂର୍ଣ୍ଣ ପଢନ୍ତୁ।ତେବେ ଚାଲନ୍ତୁ ଆରମ୍ଭ କରିବା।

ବନ୍ଧୁଗଣ ଆମ ଭାରତୀୟ ସଂସ୍କୃତିରେ ବସ୍ତୁ ଶାସ୍ତ୍ରର ଏକ ମୁଖ୍ୟ ଭୂମିକା ଥାଏ।ପ୍ରତେକ ମଣିଷ କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ବାସ୍ତୁ ଶାସ୍ତ୍ର ଦେଖିଥାଏ।ଯେକୌଣସି କାର୍ଯ୍ୟର ଏକ ଉଚିତ ସମୟ ଉଚିତ ମହତ୍ୱ ପତା କରିବା ପରେ ହିଁ ସେହି କର୍ଯ୍ୟ କରାଯାଇଥାଏ।ତେବେ କୌଣସି ଶୁଭ କାର୍ଯ୍ୟ ବସ୍ତୁ ଶାସ୍ତ୍ର ଅନୁସାରେ କରାଯାଇଥାଏ।ଏବଂ ବାସ୍ତୁ ଶାସ୍ତ୍ର ଅନୁସାରେ କରିବାଦ୍ୱାରା କୌଣସି ଅସୁବିଧା ଆସିନଥାଏ।ସୁହାଗିନୀ ସ୍ତ୍ରୀଙ୍କ କଥା କହିବାକୁ ଗଲେ ବସ୍ତୁ ଶାସ୍ତ୍ରର ତାଙ୍କ ଜୀବନଶୈଳୀରେ ଅନେକ କାର୍ଯ୍ୟ ରହିଛି।ବାସ୍ତୁ ଶାସ୍ତ୍ରରେ ଏପରି କଥା କୁହାଯାଇଛି ଯାହାକୁ ସୁହାଗିନୀ ସ୍ତ୍ରୀଙ୍କୁ ନିଜ ଜୀବନରେ ପ୍ରୟୋଗ କରିବା ଉଚିତ।

ଏବେକା ସମସ୍ୟରେ ଏସବୁ ଉପରେ ପ୍ରାୟତଃ ବିଶ୍ୱାସ କରାଯାଇନଥାଏ।ଏବଂ ଝିଅ ମାନେ ପ୍ରତି ଜାଗାରେ ବହୁତ ଆଗକୁ ବଢିସାରିଲେଣି ଏବଂ ସୁହାଗିନୀ ସ୍ତ୍ରୀ ମାନେ ମଧ୍ୟ ଆଜି କାଲିର ଫ୍ୟାସନ ହିସାବରେ ପୋଷକ ପରିଧାନ କରିଥାନ୍ତି।ଏପରି କିଛି ଫ୍ୟାସନର ପରିଧାନ କରୁଛନ୍ତି ଯାହାଦ୍ୱାରା ତାଙ୍କ ଜୀବନରେ ନକରାତ୍ମକ ଉର୍ଜାର ପରିଚାଳନ ହେଉଛି।ସେମାନଙ୍କୁ ଫ୍ୟାସନ ରଖିବା ସହିତ ସଂସ୍କୃତି ଏବଂ ବାସ୍ତୁ ଶାସ୍ତ୍ର ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ।ଆଜି ଆମେ ଏହିପରି କିଛି ଜିନିଷ ବିଷୟରେ ଜଣାଇବୁ ଯାହାକୁ ସୁହାଗିନୀ ସ୍ତ୍ରୀଙ୍କୁ ଭୁଲରେ ମଧ୍ୟ ପିନ୍ଧିବା ଉଚିତ ନୁହେଁ।

ପ୍ରଥମ ଜିନିଷ:- କଳା ରଙ୍ଗର ଚୁଡି।ସୁହାଗିନୀ ସ୍ତ୍ରୀଙ୍କୁ କଳା ରଙ୍ଗର ଚୁଡି ପିନ୍ଧିବା ଉଚିତ ନୁହେଁ।ଏହାଦ୍ୱାରା ତାଙ୍କ ଉପରେ ଶନି ଦେବଙ୍କ ପ୍ରକୋପ ପଡିବାର ସମ୍ଭାବନା ରହିଛି।ଏବଂ ଏହାଦ୍ୱାରା ତାଙ୍କ ସମ୍ପର୍କରେ ମଧ୍ୟ ବାଧା ଆସିପାରେ।ଏବଂ ନକରତ୍ମକ ଉର୍ଜାର ମଧ୍ୟ ପରିଚାଳନା ହୋଇଥାଏ।କେବଳ ଏତିକି ନୁହେଁ ଏହାଦ୍ୱାରା ତାଙ୍କ ପିଲା ମାନଙ୍କୁ ମଧ୍ୟ ଅସୁବିଧା ଆସିଥାଏ।ଏଥିପାଇଁ ଭୁଲରେ ମଧ୍ୟ କଳାରଙ୍ଗର ଚୁଡି ପିନ୍ଧନ୍ତୁ ନାହିଁ।

ଦ୍ୱିତୀୟ ଜିନିଷ:- ପାଦରେ ସୁନାର ଅଳଙ୍କାର।ସୁହାଗିନୀ ମହିଳା ପାଦରେ ସୁନା ନିର୍ମିତ ପାୟଲ କିମ୍ବା ଅନ୍ୟ ଗହଣା ପିନ୍ଧିବା ଦ୍ୱାରା ଭଗବାନ କୁବେର ରାଗିଯାଇଥାନ୍ତି।ଏହାଦ୍ୱାରା ସେମାନଙ୍କ ଜୀବନରେ ଦରିଦ୍ରତା ଆସିଥାଏ।ଏହାଦ୍ୱାରା ସେମାନଙ୍କ ପାତିଙ୍କ ଉର୍ଣ୍ଣତ୍ତି ମଧ୍ୟ ସ୍ଥଗିତ ହୋଇଥାଏ ଏବଂ ଆର୍ଥିକ ସ୍ଥିତିର ସାମ୍ନାକରିବାକୁ ପଡିଥାଏ।ଏହିପାଇଁ ସୁହାଗିନୀ ମହିଳାଙ୍କୁ ସବୁବେଳେ ରୁପାର ତତ୍ୱହିଁ ପିନ୍ଧିବା ଉଚିତ।

ତୃତୀୟ ଜିନିଷ:- ଧଳା ରଙ୍ଗର ଶାଢ଼ୀ।ସୁହାଗିନୀ ମହିଳାମାନେ ଏବେ ଧଳା ରଙ୍ଗର ଶାଢ଼ୀ ପିନ୍ଧିବାକୁ ମଧ୍ୟ ପଛାଇ ନଥାନ୍ତି।ଏହାଦ୍ୱାରା ତାଙ୍କ ପତିବ୍ରତା ଜୀବନ ଖରାପ ହୋଇଥାଏ।ଏବଂ ଦାମ୍ପତ୍ୟ ଜୀବନରେ ନକରତ୍ମକ ପ୍ରଭାବ ପଡିଥାଏ।

ତେବେ ଏହା ହେଉଛି ସେହି ଜିନିଷ ଯାହାକୁ ସୁହାଗିନୀ ସ୍ତ୍ରୀଙ୍କୁ ପିନ୍ଧିବା ଉଚିତ ନୁହେଁ।

Leave a Reply

Your email address will not be published. Required fields are marked *