ବାଛନ୍ତୁ ଏକ ଜହ୍ନ ଏବଂ ଜାଣନ୍ତୁ କଣ କହୁଛି ଏହା ଆପଣଙ୍କ ବିଷୟରେ – ଏହା ଜାଣିବା ପରେ ଆପଣ ମଧ୍ୟ ଖୁସି ରେ ନାଚି ଉଠିବେ..

ସାଙ୍ଗମାନେ ପ୍ରତ୍ୟେକ ବ୍ୟକ୍ତି ପାଇଁ ଜହ୍ନ ଏକ ଅଲଗା ମହତ୍ଵ ରଖିଥାଏ।କବିମାନେ ଏହାକୁ ଅଳଙ୍କାର ରୂପରେ ପ୍ରୟୋଗ ମଧ୍ୟ କରିଛନ୍ତି।ସବୁ ମାଆ ପାଇଁ ତାର ପୁଅ ଜହ୍ନ ହୋଇଥାଏ।ପ୍ରେମିକା ପାଇଁ ତାହାର ପ୍ରେମୀ ତାହାର ଜହ୍ନ ତଥା ଛୋଟଛୁଆ ମାନଙ୍କ ପାଇଁ ଜହ୍ନ ତାଙ୍କ ମାମା ହୋଇଥାଏ।ଆକାଶରେ ଥିବା ଜହ୍ନ ଯେତେ ସୁନ୍ଦର ସେତେ ରହସ୍ୟମୟ ମଧ୍ୟ ହୋଇଥାଏ।ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଅମାବାସ୍ୟା ପର୍ଯ୍ୟନ୍ତ ତଥା ଇଦ ଠାରୁ ଆରମ୍ଭ କରି ଦୀପାବଳି ଯାଏ ଜହ୍ନକୁ ଅଲଗା ଅଲଗା ରୂପରେ ଦେଖା ଯାଇଥାଏ।ଜହ୍ନ ତ କେବେଳ ଗୋଟେ ହି ଅଛି କିନ୍ତୁ ତାକୁ ଦେଖିବା ଅଥବା ବୁଝିବାର ମାନସିକ ପ୍ରକ୍ରିୟା ସମସ୍ତଙ୍କର ଅଲଗା ଅଲଗା ହୋଇଥାଏ।ଏଠାରେ ମଧ୍ୟ ଏମିତି କିଛି ଚିତ୍ର ଦିଆଯାଇଅଛି।ଏହି ଚିତ୍ର ଗୁଡିକ ମଧ୍ୟରୁ ଆପଣଙ୍କୁ କିଏ ସବୁଠୁ ଆକର୍ଷିତ ଲାଗିଲା ଏହା କହିଥାଏ ଆପଣଙ୍କ ବ୍ୟକ୍ତିତ୍ୱ ବିଷୟରେ ବହୁତ ଖାସ କଥା।ତ ବାଛନ୍ତୁ ନିଜ ପସନ୍ଦର ଏକ ଜହ୍ନର ଚିତ୍ର।
ଯଦି ଆପଣଙ୍କୁ ଏହି ସବୁ ମଧ୍ୟରୁ ପ୍ରଥମ ଜହ୍ନ ପସନ୍ଦ ହୋଇଥାଏ ତାହେଲେ ତାହାର ଅର୍ଥ ଏହାକି ଆପଣ ଉର୍ଜାବାନ,ସକ୍ଷମ ଏବଂ ନିଜ ଉଦ୍ଧେଶ୍ୟ ପାଇଁ ଏକାଗ୍ର ରହିଲା ଭଳି ବ୍ୟକ୍ତି ଅଟନ୍ତି।ଆପଣଙ୍କ ଭିତରର ସକରାତ୍ମକତା ଆପଣଙ୍କୁ ସବୁ କାମରେ ବେଷ୍ଟ ଦେବା ପାଇଁ ପ୍ରେରିତ କରିଥାଏ।ଆପଣଙ୍କୁ ଏହା ଲାଗିଥାଏ କି ଜୀବନର ସୁରକ୍ଷା ପାଇଁ ଆପଣଙ୍କୁ ଲଗାତାର କାର୍ଯ୍ୟରତ ରହିବାକୁ ପଡିବ।ଆପଣ ହାତ ଉପରେ ହାତ ରଖି ବସିବାକୁ ପସନ୍ଦ କରନ୍ତି ନାହିଁ।
ଯଦି ଆପଣଙ୍କ ନଜର ଦ୍ୱିତୀୟ ଜହ୍ନ ଉପରେ ଅଛି ତାହେଲେ ଆପଣ କଳାତ୍ମକ ସ୍ଵଭାଵ ବ୍ୟକ୍ତି ଅଟନ୍ତି।ଆପଣ ଏକ ଅଲଗା ହି ଗ୍ରହର ମଣିଷ ହୋଇଥାନ୍ତି।ଆପଣ ବହୁତ ଭାବୁକ ହୋଇଥାନ୍ତି ଯାହା ପାଇଁ ଆପଣ ଜିନିଷର ସେହି ଅଂଶକୁ ବ ଧ୍ୟାନ ଦିଅନ୍ତି ଯାହା ଉପରେ କାହାର ଧ୍ୟାନ ଯାଇନଥାଏ।ଆପଣଙ୍କୁ ନିଜ ଧ୍ୟାନ ଏବଂ ଭାବନକୁ ସମ୍ଭାଳିକି ରଖିବାର ଆବଶ୍ୟକ ଅଛି।
ଆପଣଙ୍କ ପସନ୍ଦ ଯଦି ତୃତୀୟ ଜହ୍ନ ହୋଇଥାଏ ତାହେଲେ ଆପଣ ବହୁତ ଉର୍ଜାବାନ ଏବଂ ରାଗି ହୋଇଥାନ୍ତି।ଆପଣଙ୍କୁ ନିଜର ଚରିତ୍ରର ଦୃଢତା ପାଇଁ ଜଣାଯାଇଥାଏ।ଆପଣଙ୍କୁ ଜୀବନରେ ଧୋକା ଖାଇବାରେ ବହୁତ ଡର ଲାଗିଥାଏ ଏବଂ ଆପଣ ନିଜ ଲୋକଙ୍କ ସୁରକ୍ଷା ପାଇଁ ସବୁବେଳେ ଚିନ୍ତାରେ ରହିଥାନ୍ତି।ଆପଣଙ୍କୁ ଏହାର ଧ୍ୟାନ ରଖିବା ଉଚିତ କି ଆପଣ ଯେଉଁବି ଜିନିଷ ଦେଇଥାନ୍ତି ତାହା ବ୍ରହ୍ମାଣ୍ଡ ଦ୍ୱାରା ଆପଣଙ୍କୁ ପୁନଶ୍ଚ ମଧ୍ୟ ମିଳିଥାଏ।
ଯଦି ଆପଣଙ୍କ ପସନ୍ଦ ଚତୁର୍ଥ ଜହ୍ନ ହୋଇଥାଏ ତାହେଲେ ଆପଣ ବହୁତ ସମ୍ବେଦନଶୀଳ ପ୍ରକୃତିର ବ୍ୟକ୍ତି ହୋଇଥାନ୍ତି।ଆପଣଙ୍କୁ ଅନ୍ୟମାନଙ୍କ ଆବଶ୍ୟକତାର ମଧ୍ୟ ଚିନ୍ତା ରହିଥାଏ।ଆପଣଙ୍କ ଭିତରେ ବହୁତ ଗୁଣ ରହିଥାଏ ଏବଂ ଆପଣଙ୍କୁ ଏହାକୁ ଦେଖେଇବା ଉଚିତ।
ଯଦି ଆପଣଙ୍କ ପସନ୍ଦ ପଞ୍ଚମ ଜହ୍ନ ହୋଇଥାଏ ତାହେଲେ ଆପଣ ଆରାମରେ ଗୋଟେ ଜାଗାରେ ବସି ରହିଲା ଭଳି ବ୍ୟକ୍ତି ଅଟନ୍ତି ନାହିଁ।ଯେଉଁ ଲୋକଙ୍କୁ ଏହି ଜହ୍ନ ପସନ୍ଦ ଆସିଥାଏ ତାଙ୍କର ପ୍ରକୃତି ସହ ବହୁତ ପ୍ରେମ ରହିଥାଏ।ଆପଣଙ୍କୁ କଥା ହେବା ପସନ୍ଦ ହୋଇଥାଏ ଖାସକରି ତାଙ୍କ ସହ ଯାହାକୁ ଆପଣ ପସନ୍ଦ କରିଥାନ୍ତି।
ଆପଣ ଯଦି ଷଷ୍ଠ ଜହ୍ନକୁ ପସନ୍ଦ କରିଥାନ୍ତି ତାହେଲେ ଆପଣ ଏକ ଆକର୍ଷକ ବ୍ୟକ୍ତିତ୍ୱର ମାଲିକ ହୋଇଥାନ୍ତି।ଆପଣଙ୍କ ଭିତରର ଧର୍ଯ୍ୟ ହି ଆପଣଙ୍କୁ ସମସ୍ତଙ୍କ ଠାରୁ ଅଲଗା ବନେଇଥାଏ।ଚାହୁ କିଛି ବି ହେଇଯାଉ ଆପଣ ସବୁବେଳେ ଧର୍ଯ୍ୟ ଏବଂ ସମଝଦାରିରେ କାମ କରିଥାନ୍ତି।ଆପଣଙ୍କୁ ଛୋଟ ଛୋଟ କଥାରୁ ଖୁସି ମିଳିଥାଏ।ଆପଣ ନିଜ ଦିନର ଅଧିକାଂସ ସମୟ କେବେଳ ନିଜ ଭବିଷ୍ୟତ ଯୋଜନା ବନେଇବାରେ ଲଗେଇଥାନ୍ତି।ତ ସାଙ୍ଗମାନେ କେମିତି ଲାଗିଲା ଏହି ତଥ୍ୟ ଆପଣ ନିଜ ବନ୍ଧୁ ଏବଂ ପରିବାର ମଧ୍ୟରେ ସେୟାର କରନ୍ତୁ।