January 18, 2025

Odia Express

Leading Odia News Portal of Odisha

ଏମାନେ ହେଲେ ଦୁନିଆ ର ସବୁଠୁ ବୁଦ୍ଧିମାନ ରାଶି – ଏମାନଙ୍କୁ ବୋକା ବନେଇବା ନୁହେଁ ଏତେ ସହଜ – ଆପଣଙ୍କ ରାଶି ଏଥିରେ ସାମିଲ ଅଛି କି ଜାଣିରଖନ୍ତୁ..

ମଣିଷର ବୁଦ୍ଧିକୁ ଜାଣିବା ସେତେ ହି କଷ୍ଟ ହେଇଥାଏ ଯେତେ କି ପାଣିର ଗଭୀରତାକୁ ମାପିବା ହୋଇଥାଏ।ଏବେ ତ ମେସିନ ସାହାଯ୍ୟରେ ମନୁଷ୍ୟର IQ ଟେଷ୍ଟ କରାଯାଇପାରୁଛି କିନ୍ତୁ ଏଥିରୁ କାହାର ବୁଦ୍ଧିମତା ଜଣାପଡିନଥାଏ କାରଣ ଅଲଗା ଅଲଗା ପରିସ୍ଥିତିରେ ମଣିଷ ଅଲଗା ଅଲଗା ଭାବିଥାଏ।ଏମିତିରେ କେତେଥର ତ ମଣିଷକୁ ମଣିଷର ବୁଦ୍ଧିମତା ଏବଂ କ୍ଷମତାର ଆକଳନ ନଥାଏ ଏବଂ ସେ ନିଜକୁ ଅନ୍ୟଠୁ କମ ଭାବିଥାଏ।ଆଜି ଆମେ ଆପଣଙ୍କୁ ଆପଣଙ୍କ ରାଶି ଅନୁସାରେ କହିବୁ କି ଆପଣଙ୍କ ମୁଣ୍ଡ କେତେ ଜୋରେ ଚାଲିଥାଏ ଏବଂ କେଉଁ ରାଶିମାନଙ୍କୁ ଲୋକ ସହଜରେ ବୋକା ବନେଇପାରିବେ।ପ୍ରତି ରାଶିର ବ୍ୟକ୍ତିର ସ୍ଵଭାଵ ଅଲଗା ହୋଇଥାଏ।ତ ଆସନ୍ତୁ ଜାଣିବା ଏହି ବିଷୟରେ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଚ୍ଛା ରାଶିର ଲୋକ ସବୁଠୁ ଅଧିକ ଆକର୍ଷିତ ହୋଇଥାନ୍ତି।ଏମାନେ ବୁଦ୍ଧି ମାମଲାରେ ସମସ୍ତଙ୍କ ଗୁରୁ ହୋଇଥାନ୍ତି।ଏମାନେ ନିଜ ମୁଣ୍ଡ ଘୋଡା ଭଳି ଚଳାଇଥାନ୍ତି ଏବଂ ବୁଦ୍ଧିମତା କ୍ଷେତ୍ରରେ ବହୁତ ଉଚ୍ଚ ହେବା କାରଣରୁ ବହୁତ ଚାଲାକ ହୋଇଥାନ୍ତି।ଏମିତିରେ ଯଦି ସାମ୍ନା ଲୋକ ଏମାନଙ୍କୁ ବୋକା ବନେଇବା ପାଇଁ ଚେଷ୍ଟା କରିଥାଏ ତାହେଲେ ଏମାନଙ୍କୁ ପୂର୍ବରୁ ଜାଣି ନିଅନ୍ତି ଏବଂ ତୁରନ୍ତ ସତର୍କ ହୋଇଯାନ୍ତି।ଏଥିପାଇଁ ଆମେ ଏହା କହୁଛୁ କି ଏମାନଙ୍କ ଠାରୁ ଟିକେ ବଞ୍ଚିକରି ରହିବା ଉଚିତ।

ବିଚ୍ଛା ରାଶି ପରେ ଆସନ୍ତି ବୃଷ ରାଶି।ଏହି ରାଶିର ଲୋକ ମଧ୍ୟ ଆଖି ଏବଂ କାନ ସବୁବେଳେ ଖୋଲା ରଖନ୍ତି।ସିଧା ଆକାରରେ କହିବାକୁ ହେଲେ ଏମାନେ ସବୁବେଳେ ସତର୍କ ରହିଥାନ୍ତି ଏବଂ ଏମାନଙ୍କ ମୁଣ୍ଡ କିଛି ନ କିଛି ନୂଆ କରିବା ପାଇଁ ସବୁବେଳେ ଚେଷ୍ଟା କରିଥାଏ।ଏମାନେ ଆଗ୍ରହରେ ପରିପୂର୍ଣ ଥାଆନ୍ତି ଏବଂ ସକାରତ୍ମକ ସାହସ ସହିତ ଆଗକୁ ବଢ଼ିଥାନ୍ତି।

ସିଂହ ରାଶି ବିଷୟରେ କଥା ହେବା ଯଦି ଏମିତି ହୋଇପାରେ କି ଏହି ରାଶିର ବ୍ୟକ୍ତିମାନଙ୍କୁ କୌଣସିବି ଜିନିଷ ସହଜରେ ବୁଝାପଡ଼େ ନାହିଁ।ଏହାର ଅର୍ଥ ଏହା କି ବୁଦ୍ଧି କ୍ଷେତ୍ରରେ ଏମାନେ ଟିକେ କମ ହୋଇଥାନ୍ତି।ଏମାନେ କେବେବି ହାର ମାନନ୍ତି ନାହିଁ।ଏମାନେ ସିଂହ ଭଳି ନିଜ ଶିକାର ଉପରେ ଡିଆଁ ମାରନ୍ତି ଏବଂ ଠିକ ସମୟରେ ନିଜ ଚତୁରତା ଦେଖେଇ କିଛି ନା କିଛି ପରିଣାମ ନିଶ୍ଚୟ ଆଣନ୍ତି।

ଧନୁ ରାଶି ବିଷୟରେ କଥା ହେବା ଯଦି ଏମାନଙ୍କ ବୁଦ୍ଧିମତା ଚିଲ୍ଲର ନଜର ମଧ୍ୟରେ କୌଣସି ପାର୍ଥକ୍ୟ ରହିନଥାଏ।ଏମାନଙ୍କ ବୁଦ୍ଧିମତାର ତାରିଫ କରିବା ପାଇଁ ଶବ୍ଦ ମଧ୍ୟ କମ ପଡ଼ିଥାଏ।ଏମାନେ ବୁଦ୍ଧିମାନ ହେବା ସହିତ ସକାରତ୍ମକ ଭାବନା ଯୁକ୍ତ ମଧ୍ୟ ହୋଇଥାନ୍ତି ଏବଂ ଏମାନେ ଶିକ୍ଷକ ରୂପରେ କାର୍ଯ୍ୟରତ ରହିଥାନ୍ତି।ଏହିପରି ବୃଷ ରାଶି ବ୍ୟକ୍ତିମାନେ ମଧ୍ୟ ଶାନ୍ତ ଏବଂ ସୌମ୍ୟ ହୋଇଥାନ୍ତି କିନ୍ତୁ ଏମାନଙ୍କ ବୁଦ୍ଧିମତାର ପରିଚୟ କେବେଳ ଏମାନଙ୍କ ସହିତ କାମ କରି ହି ଜଣାପଡ଼ିଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କନ୍ୟା ରାଶିର ସବୁଠୁ ବଡ ଖାସିୟତ ଏମାନଙ୍କ ବୁଦ୍ଧିମତା ହି ହୋଇଥାଏ।ଏମାନେ ସମୟ ଏବଂ ସୁବିଧା ଦେଖିକି ହି ପ୍ରତିକ୍ରିୟା କରିଥାନ୍ତି।ସିଧା ସିଧା କହିବାକୁ ଗଲେ ଏମାନେ ଧୀରେ ଧୀରେ ନିଜ ମୁଣ୍ଡରେ ବିଚାର ଆଣିଥାନ୍ତି ଏବଂ ଠିକ ସମୟ ଆସିଲେ ଶକ୍ତ ବିଚାରକୁ ସମସ୍ତଙ୍କ ସାମ୍ନାକୁ ଆଣିଥାଏ।କର୍କଟ ଏବଂ ମୀନ ରାଶି ମଧ୍ୟ ଭାବୁକ ହୋଇଥାନ୍ତି ଏବଂ ଶେଷରେ ଏମାନେ ନିଜ ମୁଣ୍ଡର ଶୁଣିଥାନ୍ତି।ଏହାର ଅର୍ଥ ହେଉଛି ଯଦି ଏମାନଙ୍କ ମଣ୍ଡରେ କୌଣସି ବଡ ଆଇଡ଼ିଆ ଅଛି ତାହେଲେ ସେଥିରେ ମନ ଲାଗେଇକି କାମ କରିବେ ଏବଂ ତାହାକୁ ସମସ୍ତଙ୍କ ସମସ୍ତଙ୍କ ସାମ୍ନାକୁ ଆଣିବା ପାଇଁ ଏମାନେ ନିଜ ଜୀବନ ଲାଗେଇଦେବେ।

Leave a Reply

Your email address will not be published. Required fields are marked *