November 9, 2024

Odia Express

Leading Odia News Portal of Odisha

ଅଳେଇଚ ଖାଇବା ଦ୍ୱାରା କଣ ହୁଏ – ଆଜିଯାଏ କେହି ବି ଏହାର ଲୁକ୍କାୟିତ ଫାଇଦା ବାବଦରେ ଜାଣି ପାରିନାହିଁ..

ଆଜି ଆମେ ଆପଣଙ୍କ ପାଖରେ ଛୋଟ ଅଳେଇଚର ଫାଇଦା କହିବାକୁ ଯାଉଛୁ।ଛୋଟ ଅଳେଇଚ ଯାହାକୁ ବଙ୍ଗାଳି ରେ ଇଲାଅଞ୍ଚ ଭାବେ ଜଣା ଯାଇଥାଏ ତାହାର ଆୟୁରଭେଦରେ ବହୁତ କିଛି ଗୁଣ ବର୍ଣ୍ଣିତ ଅଛି।ଏହାକୁ ଆମେ ସାଧାରଣ ଭାବେ ଆମ ମସଲାରେ ତଥା ଆମ ମୁହଁର ସ୍ୱାଦ ବଢ଼େଇବା ପାଇଁ, ଆଉ ଆମ ମୁହଁର ଦୁର୍ଗନ୍ଧ ଦୂର କରିବା ପାଇଁ ବ୍ୟବହାର କରିଥାଉ।ଏହାର ବିଭିନ୍ନ ବ୍ୟବହାର ଅଛି ଯାହା ଭିତରୁ କି ଆମେ ଏହାକୁ ଭଗବାନଙ୍କୁ ପାନ ଅର୍ପଣ କରିବା ସମୟରେ ବ୍ୟବହାର କରିଥାଉ।

ଭଗବାନଙ୍କୁ ଯେତେବେଳେ ପାନ ଅର୍ପଣ କରାଯାଏ ତ ଆମେ ସେଥିରେ ଏହି ଅଳେଇଚ ବ୍ୟବହାର କରିଥାଉ। କୁହାଯାଏ କି ଭଗବାନଙ୍କୁ ପାନରେ ଅଳେଇଚ ତଥା ଲବଙ୍ଗ ନିଶ୍ଚୟ ଅର୍ପଣ କରାଯାଏ।ଏଥି ସହିତ ଏହାର ବହୁତ ବଡ଼ ବଡ଼ ଫାଇଦା ଆୟୁରଭେଦରେ ବର୍ଣ୍ଣନା କରାଯାଇଛି।ବଡ଼ ବଡ଼ ଆୟୁରଭେଦ ଶାସ୍ତ୍ରୀ ବି ଏହାର ପ୍ରଶଂସା କରିଛନ୍ତି କାରଣ ଏହା ଆମ ଶରୀର ପାଇଁ ବହୁତ ଫାଇଦା ପହଞ୍ଚାଇ ଥାଏ।ତ ଆସନ୍ତୁ ଜାଣିବା ଏହାର ଫାଇଦା ବାବଦରେ।

ଆମର ମୂଳ ଲକ୍ଷ ଏହା କି ଆମ ଖବର ଦେଖି ଯଦି କେଉଁ ଲୋକ ଉପକୃତ ହେଉଥାଏ ତାହେଲେ ଆମକୁ ଖୁସି ମିଳେ। ଆମ ଖବର ବେସି ଲୋକ ଦେଖନ୍ତୁ ଏହା ଆମେ କେବେ ବି ଚାହିଁ ନାହୁଁ ଆଉ ଆମର ମୂଳ ଆଉ ପ୍ରଧାନ ଟାର୍ଗେଟ ଏଇଆ କି ଆମେ ଆମର ଆୟୁରଭେଦିକ ସମସ୍ତ ଉପାୟ ଭାରତର ଜନତା ପାଖକୁ ପହଂଚାଇବୁ।

୧:-ତ ଅଳେଇଚର ପ୍ରଥମ ଫାଇଦା ଏହା କି ଏହା ଆମର ବାର ବାର ଆସୁଥିବା ପରିଶ୍ରାକୁ ଅଟକାଇଥାଏ।ଯଦି ଅଲରିଚକୁ ମିଶ୍ରି ତଥା ଲବଙ୍ଗ ସହ ମିଶାଇ ଭଲ ଭାବେ ପେଶୀ ତାକୁ ପାଣିରେ ମିଶାଇ ସେବନ କରାଯାଏ ତାହେଲେ ତାହା ଆମ ଶରୀରର ପରିଶ୍ରା ଆସିବା ରୋଗ ଠିକ କରିଥାଏ।

୨:-ଅତିଚ୍ଛେଦ ତଥା ଏକ ଏପରି ରୋଗ ଯେତେବେଳେ କି ଆମକୁ ବହୁତ ଅଧିକ ଭୋକ ଲାଗିଥାଏ ସେତେବେଳେ ଅଳେଇଚକୁ ଆମେ ସକାଳେ ତଥା ସନ୍ଧ୍ୟାରେ ସେବନ କରିବା ଦ୍ୱାରା ଆମର ଏହି ସମସ୍ୟା ଦୂର ହେଇଥାଏ।ଏହି ଅଳେଇଚର ଓଜନ ସର୍ବାଧିକ ୧ ଅଥବା .୭୫ ଗ୍ରାମ ହେବା ଦରକାର ଯାହାକୁ କି ଆମକୁ ସକାଳେ ତଥା ସନ୍ଧ୍ୟାରେ ସେବନ କରିବା ଦରକାର।

୩-ଯଦି ଆପଣଙ୍କ ମୁହଁରେ ଛାଲ ପଡିଯାଉଛି ତାହେଲେ ଆପଣ ଅଳେଇଚର ବୀଜକୁ ଭଲ ଭାବେ ପେସୀ ଦେଇ ତାହା ଭିତରେ ଲାଳ ମିଶାଇ ଆପଣଙ୍କ ଛାଲ ଉପରେ ଲଗାନ୍ତୁ।ଏହାଦ୍ୱାରା ଆପଣଙ୍କ ଛାଲ ବସି ଯାଏ ଆଉ ତାହା ଜଲଦି ହି ଦୂର ହେଇଯାଏ।

୪:-ଆପଣଙ୍କ ନପୁଂସକତା ଦୂର କରିବା ପାଇଁ ଆପଣ ପ୍ରାୟ ୧୦୦-୧୫୦ ଗ୍ରାମ ଅଳେଇଚ ଗୁଣ୍ଡ କରି ତାକୁ ସକାଳୁ ତଥା ସନ୍ଧ୍ୟାରେ ୫-୧୦ ଗ୍ରାମ କ୍ଷୀରରେ ଗୋଳେଇ ପିଅନ୍ତୁ ଯାହାଦ୍ୱାରା କି ଆପଣଙ୍କ ନପୁଂସକତା ଦୂର ହେଇଯିବ।

୫:-ଆପଣଙ୍କ କଷ୍ଟ ତଥା ଫୁଲା ଦୂର କରିଥାଏ।ଏହାକୁ ସେବନ କରିବାଦ୍ୱାରା ଆମ ଗଣ୍ଠି ଦରଜ ଦୂର ହେଇଯାଏ।

୬:-ଆପଣଙ୍କ ବଢି ଯାଇଥିବା ଯକୃତ ତଥା ଆପଣଙ୍କ ପିତ୍ତ ଜନିତ ସମସ୍ତ ସମସ୍ୟା ଦୂର କରିବା ପାଇଁ ଆପଣ ୧-୨ ଗ୍ରାମ ଅଳେଇଚ ସକାଳେ ତଥା ସନ୍ଧ୍ୟାରେ ସେବନ କରନ୍ତୁ ଯାହା ଆପଣଙ୍କ ସମସ୍ୟା ଦୂର କରିବ। ଏହିସବୁ ପ୍ରଣାଳୀ କରିବା ପୂର୍ବରୁ ନିଶ୍ଚିତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Leave a Reply

Your email address will not be published. Required fields are marked *