IAS ରେ ପଚାରା ଗଲା ଅଜବ ଧରଣର ପ୍ରଶ୍ନ, ପଙ୍ଖାକୁ ୫ ନମ୍ବର ଜାଗାରେ ୧ ନମ୍ବରରେ ଚଲାଇଲେ ବିଲ୍ କମ୍ ଆସିବ ନା ଅଧିକା ?ଏବେ ଆପଣ ସଠିକ ଉତ୍ତର ଦେଖନ୍ତୁ

ନିଜ ଦେଶର ସବୁଠାରୁ ଅଧିକା କଠିନ ପରୀକ୍ଷା ୟୁପିଏସ୍ ସି ପରୀକ୍ଷା ହୋଇଥାଏ, ଯାହାକୁ ନେଇକରି ଏହି ଦେଶର ଛାତ୍ରମାନଙ୍କ ମଧ୍ୟରେ ଏକ ଅଲଗା ପାଗଳାମି ଅଛି, ଏହି ପାଗଳାମି କାରଣରୁ ସବୁ ବର୍ଷ ଲକ୍ଷାଧିକ ଛାତ୍ର ଏହି ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଭାଗ ନେଇଥାନ୍ତି, ଓ ପାସ୍ କରିବା ସହ ଆଇଏଏସ୍ ଅଫିସର୍ ହେବାର ସ୍ୱପ୍ନ ଦେଖିଥାନ୍ତି । ଆଇଏଏସ୍ –ଆଇପିଏସ୍ ଅଫିସର୍ ହେବାପାଇଁ ସମସ୍ତଙ୍କୁ ପରୀକ୍ଷା ସହ ଇଣ୍ଟରଭ୍ୟୁ ଦେବାକୁ ପଡିଥାଏ, ଯେଉଁଥିରେ ପାସ୍ ହେବାକୁ ପଡିଥାଏ, ଓ ଏହା ବହୁତ ଜରୁରୀ ଓ ମୁସକିଲ୍ ହୋଇଥାଏ , ୟୁପିଏସ୍ ସି ପରୀକ୍ଷା ପାସ୍ କରିବା କେଉଁ ତପସ୍ୟାରୁ କମ୍ ହୋଇନଥାଏ, ଏମିତିରେ ଆପଣ ଦେଖିଲେ ଏହି ଇଣ୍ଟରଭ୍ୟୁ ରେ ଭଲ ଭଲ ପଢୁଥିବା ଲୋକ ନିଜ ଦେଶର ଅଧିକା କଠିନ ପରିକ୍ଷାରୁ ଜଣାଯାଏ , ଯାହାକୁ ନେଇକରି ଛାତ୍ରମାନଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ପାଗଳାମି ଦେଖିବାକୁ ମିଳେ, ଏହି ଇଣ୍ଟରଭ୍ୟୁରେ ରିଜଏନିଙ୍ଗ୍ ରୁ ନେଇକରି ବହୁତ ପହେଲି ପଚାରାଯାଇଥାଏ , ଯାହାର ଅଧିକାଂଶ ପ୍ରଶ୍ନ, କାଣ୍ତିଡେଣ୍ଟର ସବୁ ବିଷୟ, କ୍ଷେତ୍ର ଓ କରେଣ୍ଟ ଆଫେୟାର୍ସ ସହ ଜଡିତ ହୋଇଥାଏ, ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଏମିତି ଟ୍ରିକି ପ୍ରଶ୍ନ ନେଇକରି ଆସିଛୁ, ଯାହାର ଜବାବ୍ ଆମେ ଦେବୁ
ପ୍ରଶ୍ନ- ଏମିତି କେଉଁ ଜିନିଷ ଅଛି ଯାହା ନିଆଁରେ ଜଳେ ନାହିଁ ଓ ପାଣିରେ ବୁଡେ ନାହିଁ ।
ଉତ୍ତର- ବରଫ
ପ୍ରଶ୍ନ- ଯଦି ଆପଣ ଟେଲିଫୋନ୍ ର ଡାଇଲିଙ୍ଗ୍ ପ୍ୟାଡ୍ ର ସବୁ ଅଙ୍କକୁ ଗୁଣିଦେବେ ତେବେ କେଉଁ ଅଙ୍କ ଆସିଥାଏ ?
ଉତ୍ତର- ଜିରୋ ବା ଶୂନ୍ୟ
ପ୍ରଶ୍ନ- ରାଜେଶ୍ ନିଜ ସହ ବସିଥିବା ମହିଳାକୁ କହିଥାଏ କି ସେ ମୋର ସ୍ତ୍ରୀର ସ୍ୱାମୀର ମାର ଝିଅ ଅଟେ, ତେବେ କୁହ ସେ ମହିଳାଙ୍କ ରାଜେଶ୍ କେଉଁ ସଂମ୍ପର୍କରେ ହେବ ?
ଉତ୍ତର- ଭଉଣୀ
ପ୍ରଶ୍ନ- ସେ କେଉଁ ପଶୁ ଅଟେ, ଯାହା ୩୦ ଫୁଟ୍ ଲମ୍ବା ଡିଆଁ ମାରିପାରେ ?
ଉତ୍ତର- କଙ୍ଗାରୁ
ପ୍ରଶ୍ନ- ଯଦି ଗୋଟେ ଟ୍ରକ୍ ଡ୍ରାଇଭର୍ ଭୁଲ୍ ସାଇଡ୍ ରେ ଯାଉଛି, କିନ୍ତୁ ପୋଲିସ୍ ତାକୁ ଅଟକାଉନାହିଁ ଏମିତି କଣପାଇଁ ? ଉତ୍ତର- କାରଣ ସେ ଟ୍ରକ୍ ଡ୍ରାଇଭର୍ ପାଦରେ ଚାଲିକରି ଯାଉଥିଲା ।
ପ୍ରଶ୍ନ- ମହିଳାଙ୍କ ଏମିତି କେଉଁ ଅଛି ଯାହା ସମସ୍ତଙ୍କୁ ଦେଖାଯାଏ କିନ୍ତୁ ନିଜେ ତାର ସ୍ୱାମୀ କେବେ ଦେଖିପାରେ ନାହିଁ ?
ଉତ୍ତର- ବିଧବାର୍ ରୁପ
ପ୍ରଶ୍ନ- ଯଦି Z ର ଆଠଟୀ ପୁଅ ଅଛି, ତେବେ ତାଙ୍କର ଗୋଟେ ଗୋଟେ ଭଉଣୀ ଅଛି, ତେବେ Z ରସମୁଦାୟ କେତୋଟି ଛୁଆ ଅଛନ୍ତି ।
ଉତ୍ତର- ତାର ସମୁଦାୟ ୯ ଟି ଛୁଆ ଅଛନ୍ତି ।
ପ୍ରଶ୍ନ- ମାନିନିଅ ତୁମ ଘରର ଛାତ ଅଛି, ଓ ସେହି ସମୟରେ କିଏ ତଳେ ସିଡିରୁ ହଟାଇଦିଅନ୍ତି ତେବେ କଣ କରିବେ ?
ଉତ୍ତର- ରଙ୍ଗଫୁଲ୍ କନସାଇଡ୍ ମେଣ୍ଟ ଦ୍ୱାରା କେସ୍ ଦର୍ଜ କରାଇବି ।
ପ୍ରଶ୍ନ- ଯଦି ୧ ଟଙ୍କାରେ ୪୦ ଟି ଚଢେଇ, ଓ ୩ ଟଙ୍କାରେ ପାରା ଓ ୫ ଟଙ୍କାର ୧ଟି କୁକୁଡା ମିଳେ ତ କୁହ ୧୦୦ ଟଙ୍କାରେ ୧୦୦ ଟି ପକ୍ଷୀ କିପରି ଆସିବ ?
ଉତ୍ତର- ୨ ଟଙ୍କାର ୮୦ ଟି ଚଢେଇ, ୩ ଟଙ୍କାରେ ଗୋଟେ ପାରା ଓ ୯୫ ଟଙ୍କାରେ ୧୯ ଟି କୁକୁଡା କିଣିକରି ୨+୩+୯୫ = ୧୦୦ ଟି ପକ୍ଷୀ କିଣିପାରିବା ।
ପ୍ରଶ୍ନ- କୋର୍ଟରେ କେସ୍ ଆରମ୍ଭ ହେବା ପୁର୍ବରୁ ଗୀତାରେ ହାତ ରଖି ପ୍ରତିଜ୍ଞା କଣପାଇଁ କରାଯାଏ ?
ଉତ୍ତର- କାରଣ ହିନ୍ଦୁ ଧର୍ମରେ ଗୀତା ସବୁଠାରୁ ପବିତ୍ର ଗ୍ରନ୍ଥ ଅଟେ, କିନ୍ତୁ ଏହା ଫିଲ୍ମରେ ଏମିତି କରାଯାଏ ପ୍ରକୃତରେ ଅସଲ ଜୀବନରେ ଏମିତି କରଯାଏ ନାହିଁ ।
ଯଦି ପଙ୍ଖାକୁ ୫ ନମ୍ବର ପରିବର୍ତ୍ତେ ୧ ନମ୍ବରରେ ଚଲାଇବା ତେବେ ବିଜୁଳି ବିଲ୍ କମ୍ ଆସିବ ?
ଉତ୍ତର- ଯଦି ପଙ୍ଖାରେ ରେଗୁଲେଟର୍ ପୁରୁଣା ଅଛି ତେବେ ୧ନମ୍ବରରେ ଚଲାଇଲେ ବି ପାଞ୍ଚ ନମ୍ବର ବିଲ୍ ସହ ସମାନ ଆସିବ , ପୁରୁଣା ରେଗୁଲେଟର୍ ଏକ ପ୍ରକାରର ପ୍ରତିରୋଧ ଅଟେ ।