November 3, 2024

Odia Express

Leading Odia News Portal of Odisha

ଏହି ନାଁର ଲୋକ ହୋଇଥାନ୍ତି ସବୁଠାରୁ ଅଧିକା ମତଲବି, ନିଜ କାମ ବାହାର କରିବାକୁ କିଛି ବି କରିପାରନ୍ତି..

ଭାରତୀୟ ଜ୍ୟୋତିଷ୍ୟବିଦ୍ୟାକୁ ବଡ ମହତ୍ତ୍ୱ ଦିଆଯାଇଛି, ଏମିତି କୁହାଯାଏ କି ଏହି ଜ୍ୟୋତିଷ୍ୟଶାସ୍ତ୍ରର ସହାୟତାରେ କେଉଁ ବ୍ୟକ୍ତିର ଭୁତ,ଭବିଷ୍ୟତ ଓ ବର୍ତ୍ତମାନ ବିଷୟରେ ଜାଣିହେବ , ଏତିକି ନୁହେଁ ଏହା ଦ୍ୱାରା ଆପଣ କେଉଁ ବି ବ୍ୟକ୍ତିର ସ୍ୱଭାବ ବିଷୟରେ ଜାଣିପାରିବେ , ଜ୍ୟୋତିଷ୍ୟଶାସ୍ତ୍ରରେ ସମୁଦାୟ ୧୨ ଟି ରାଶି ହୋଇଥାଏ । ଏହି ସବୁ ରାଶିଗୁଡିକ ଆକାଶଗଙ୍ଗାରେ ମହଜୁଦ୍ କେଉଁ ନା କେଉଁ ଗ୍ରହର ସହ ହୋଇଥାଏ , ଏମିତିରେ ଯେବେ ଏହା ନିଜ ଜାଗା ପରିବର୍ତ୍ତନ କରନ୍ତି , ତେବେ ଏହାର ପ୍ରଭାବ ଆପଣଙ୍କ ରାଶି ଉପରେ ପଡିଥାଏ । ଆଜି ଏହି ଆର୍ଟିକିଲ୍ ରେ ଆମେ ଆପଣଙ୍କୁ କିଛି ବିଶେଷ ରାଶିଗୁଡିକ ବିଷୟରେ କହିବାକୁ ଯାଉଛୁ, ଯାହାର ଜାତକର ଲୋକ ସ୍ୱଭାବରୁ ବହୁତ ମତଲବି ହୋଇଥାନ୍ତି ।

୧) V ନାମକ ଲୋକ- ଏହି ଲୋକ ସବୁବେଳେ ନିଜ କାମରେ ମତଲବ ରଖନ୍ତି । ଯଦି କେଉଁ ଜାଗାରେ ଏମାନଙ୍କୁ କିଛି ଫାଇଦା ମିଳେ ନାହିଁ ତେବେ ସେ ସେଠାକୁ ଯାଆନ୍ତି ନାହିଁ । ଏହା ସହ ଲୋକଙ୍କ ସହ ମିଳାମିଶା ଏମାନଙ୍କୁ ଭଲ ଲାଗେ ନାହିଁ ଏମାନେ କେବଳ ସେହି ଲୋକଙ୍କୁ ବନ୍ଧୁ ବନାନ୍ତି ଯାହାଙ୍କ ସହ ମିଶିଲେ ତାଙ୍କର ଫାଇଦା ହୋଇପାରିବ , ଯଦି କେଉଁ ବ୍ୟକ୍ତି ବିଲକୁଲ୍ କାମକୁ ହୋଇନଥାଏ ତେବେ ସେ ସେମାନଙ୍କ ସହ ସଂମ୍ପର୍କ ରଖିବାକୁ ପସନ୍ଦ କରନ୍ତି ନାହିଁ , ଏଥିପାଇଁ ପୁରା ଦୁନିଆଁ ଏମାନଙ୍କ ସହ ଥାଏ,  ଏମାନେ ନିଜ ପାଇଁ ପ୍ରଥମ ଭାବନ୍ତି

୨) O ନାମକ ଲୋକ- ଏହି ଲୋକ ଚାଲାକ ପ୍ରବୃତିର ହୋଇଥାନ୍ତି , ଏମାନେ ନିଜ ଫାଇଦା ପାଇଁ ଅନ୍ୟଙ୍କ ସହ ନାନା ପ୍ରକାରର ଖେଳ ଖେଳିଥାନ୍ତି , ଏହି ଲୋକ ଇମୋସନାଲି ସମସ୍ତଙ୍କୁ ନିଜ ଜାଲରେ ପକାନ୍ତି , ଯଦି ତାଙ୍କର କାମ ବାହାରିଯାଏ ତେବେ ଠିକ୍ ନହେଲେ ସେହି ବ୍ୟକ୍ତିକୁ ବହୁତ ହଇରାଣ କରିଦିଅନ୍ତି , ସେ ଏହି ମତଲବି ନେଚର୍ ସକାଶେ ବହୁତ ଲୋକ ଏମାନଙ୍କ ସହ କଥାବାର୍ତ୍ତା କରିବା ବନ୍ଦ କରିଦିଅନ୍ତି , ଏମାନେ ନିଜର ଲାଇଫ୍ କୁ ଅଧିକା ଗୁରୁତ୍ୱ ଦିଅନ୍ତି , ତାପରେ ଏହି ଚକ୍କରରେ ଅନ୍ୟ ବ୍ୟକ୍ତି କେତେ ବି ଦୁଃଖୀ ହୋଇଯାଉନା କାହିଁକି ଏମାନଙ୍କୁ କିଛି ଫରକ ପଡେନି ।କିନ୍ତୁ ଏମାନେ ହୃଦୟରୁ ବହୁତ ଭଲ ହେଇଥାନ୍ତି

୩)E ନାମକ ଲୋକ- ଏହି ନାଁର ଲୋକେ ସବୁବେଳେ ନିଜର ଦେଖନ୍ତି , ଏମାନେ ଅନ୍ୟର ଇମୋଶନ୍ କୁ ଭୁକ୍ଷେପ କରନ୍ତି ନାହିଁ , ଏମାନଙ୍କ ହରକତ ଅନ୍ୟଙ୍କ ଉପରେ କଣ ପ୍ରଭାବ ପକାଇବ , ଏମାନଙ୍କୁ କିଛି ଯାଏ ଆସେ ନାହିଁ , ଏମାନେ ସବୁବେଳେ ଫାଇଦା ଖୋଜନ୍ତି , ଏମାନଙ୍କ ମତଲବି ନେଚର୍ ଯୋଗୁଁ ଲୋକେ ଏମାନଙ୍କ ଉପରେ ନାରାଜ୍ ରୁହନ୍ତି ।କିନ୍ତୁ ନିଜ ଲୋକ ପାଇଁ ଏମାନେ ଖୁବ ଭଲ

ଏହି ସବୁ କଥା ଏହି ନାଁ ବାଲା ଲୋକଙ୍କ ୭୫ ପ୍ରତିଶତ ଲୋକଙ୍କ ଉପରେ ଲାଗୁ ହୋଇଥାଏ , ହୋଇପାରେ କି ଏହି ନାଁର ଲୋକ ବାକି ୨୫ ପ୍ରତିଶତ ଲୋକ ମତଲବି ହୋଇନଥିବେ ।

Leave a Reply

Your email address will not be published. Required fields are marked *