February 14, 2025

Odia Express

Leading Odia News Portal of Odisha

ଦୁନିଆ ର ସବୁଠାରୁ ମଜାଦାର୍ ଜୋକ୍ସ- ଜଣେ କବି ନିଜ ସ୍ତ୍ରୀ ସହ ବସିକରି ଟିଭି ଦେଖୁଥିଲା, ତେବେ ତାର ଗାର୍ଲଫ୍ରେଣ୍ତର ମିସ୍ କଲ୍ ଆସିଗଲା ତାପରେ କବି ଯାହା ଲେଖିଲେ ପ୍ରେମିକ ଦେଖିକି ବେହୋସ…

ଜୋକ୍ସର ଏହି ମଜାଦାର୍ ଦୁନିଆଁରେ ଆପଣଙ୍କୁ ସ୍ୱାଗତ, ଆମେ ସମସ୍ତେ ଜାଣିଛନ୍ତି କି ଖୁସି ରହିବା ଆମର ଜୀବନରେ କେତେ ଜରୁରୀ ହୋଇଥାଏ , କାରଣ ଖୁସି ରହିଲେ ଆମର ଜୀବନରେ ଅଧା ଚିନ୍ତା ସେମିତି ଚାଲିଯାଏ , ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବା ପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆସନ୍ତୁ ଜାଣିବା ସେହି ଜୋକ୍ସ ଗୁଡିକ ବିଷୟରେ ।

୧) ସାନ୍ତା- ଦୁନିଆଁରେ ସବୁଠାରୁ ବଡ ସାହାସୀ ବ୍ୟକ୍ତି କିଏ ?ଉତ୍ତର- ଧୋବା ସାନ୍ତା- କିପରି ? ବାନ୍ତା- କେଉଁ ବି ଘରେ ଯାଇକରି କହିଦିଏ ଜଲଦି କପଡା ବାହାରକର, ମୁଁ ନେବାକୁ ଯାଉଛି ।

୨)ଜଣେ ବୃଦ୍ଧାଙ୍କୁ ଗୋଟେ ଭିକାରୀ ମନ୍ଦିର ବାହାରେ ଦେଖିବାକୁ ମିଳିଲା , ଭିକାରୀ- ଭଗବାନଙ୍କ ନାଁରେ କିଛି ଦେଇଦିଅ , ଚାରିଦିନରୁ କିଛି ଖାଇନାହିଁ , ବୃଦ୍ଧା ୫୦୦ ନୋଟ୍ ବାହାର କରି କହିଲା  ୪୦୦ ଟଙ୍କା ଖୁଚୁରା ଅଛି ? ଭିକାରୀ –ହଁ ମା ବୃଦ୍ଧା- ତେବେ ସେଥିରୁ କିଛି ଖାଇଦେବୁ ।

୩) ଜଣେ ଫକୀର ଘର ବାହାରେ ଆବାଜ୍ ଲଗାଉଥିଲା,  କେହି ବାବାକୁ ରୁଟି ଖୁଆଇଦିଅ, ବାବା ଚାଉଳ ବି ଖାଇଦିଏ , ବାବା ଆଇସକ୍ରିମ୍ ବି ଖାଇନିଏ, ବାବା ବର୍ଗର୍ ବି ଖାଇନିଏ , ବାବା ସାଣ୍ତୱିଚ୍ ବି ଖାଇନିଏ ଘର ଭିତରୁ ଆବାଜ୍ ଆସିଲା । ବାବା ଜୋତା ବି ଖାଇଦେବ କି ବାବା- ନା ପୁଅ ଖାଇବିନି ।

୪) ଝିଅ କାନ୍ଦିକରି- ମୁଁ ବର୍ବାଦ୍ ହୋଇଗଲି, ପୁଅ- ଆରେ ଜାନେମନ୍ କଣ ହେଲା ? ଝିଅ- ମୋର ବାପା ମୋର୍ ବାହାଘର ଠିକ୍ କରିଦେଇଛନ୍ତି  ପୁଅ- ଧେତ୍ ତେରିକି ଏବେ ଆମେ କଣ କରିବା ? ଝିଅ- ତୁମେ କିଛି କର, ପୁଅ ଠିକ୍ ଅଛି ଆଜିଠୁ ମୁଁ ମୋ ପାଇଁ ନୁଆ ଝିଅ ଖୋଜୁଛି, ତାପରେ ଝିଅର ଗୋଟେ ମାଡ ବି କମ୍ ପଡିଲାନି ।

୫) ସ୍ୱାମୀ- ସେ ପ୍ରାଣୀ ଅଟେ ଭୁତ ପ୍ରେତ ସେମିତି ନ ଡରୁ, କିନ୍ତୁ ସ୍ତ୍ରୀର ୪ ଟି ମିସ୍ କଲ୍ ଭୟ ଦେଖାଇବା ପାଇଁ ବହୁତ କାଫି ଅଟେ ।

୬) ସାନ୍ତା ଗାର୍ଲଫ୍ରେଣ୍ତ ସହ ପ୍ରଥମଥର ଡେଟ୍ ରେ ଗଲା, ସାନ୍ତା- ଏହା ମୋର୍ ପ୍ରଥମ ଡେଟ୍ ଅଟେ ଡାର୍ଲିଙ୍ଗ୍, କିଛି ଭୁଲ୍ ହେଲେ ଛୋଟ ଭାଇ ବୁଝିକରି କ୍ଷମା କରିଦେବ ।

୭) ଜଣେ ବ୍ୟକ୍ତି ନିଜ ପାଖରେ ଥିବା ମହିଳାକୁ ପଚାରେ ଆପଣ ଯେଉଁ ପରଫ୍ୟୁମ୍ ଲଗାଇଛନ୍ତି ତାହାର ନାଁ ଜାଣିପାରିବି, ନିଜ ସ୍ତ୍ରୀକୁ ଗିଫ୍ଟ୍ କରିବି, ମହିଳା- ସ୍ତ୍ରୀକୁ ଦେବେନି ନହେଲେ କେଉଁ ଲୋକ ତାଙ୍କ ସହ କଥାବାର୍ତ୍ତା କରିବାର ବାହାନା ମିଳିଯିବ

୮) ଜଣେ କବି ନିଜ ସ୍ତ୍ରୀ ସହ ବସିକରି ଟୀଭି ଦେଖୁଥିଲା,  ତେବେ ତାର ପ୍ରେମିକା ମିସ୍ କଲ୍ ଆସିଲା , ତେବେ ସ୍ତ୍ରୀ ମେସେଜ୍ ପଠାଇକରି ସେ ଜବାବ୍ ଦେଲେ କି କବି- ପବନର ଲହଡି ହୋଇକରି ତୁ ମୋର ଝରକା ଖଡଖଡ୍ ବନ୍ଦ କର , ମୁଁ ଝରକା ବନ୍ଦ କରି ବର୍ତମାନ ତୋଫାନ୍ କୁ ଆୟତ୍ କରୁଛି

୯) ସେମିତି ତ ଆମେ ଅଧିକା ପିଇବାର ସଉକ ରଖୁନୁ, ଯଦି ପି ବି ନେବା ତେବେ କଣ ଆମକୁ ନିଶା ହୁଏ ନାହିଁ , ମାନିନିଅ ଯଦି ନିଶା ବି ହେଇଗଲା ତେବେ ଆମେ ନାଳରେ ପଡୁନୁ, ଓ ଯଦି ନାଳରେ ପଡିବି ଯାଉ ତେବେ କୁକୁର ଆମକୁ ଚାଟନ୍ତି ନାହିଁ  ବୁଝିଯାଅ ଯଦି କୁକୁର ଚାଟିଦିଏ ତେବେ ଶଳା ଆମକୁ କଣ ବା ଜଣାପଡିବ , ଆମେ ତ ପିଇଥିବୁ ନା ।

୧୦) ବିକାଶ- ସାଙ୍ଗ ତୁ ନିଜ ସ୍ତ୍ରୀକୁ କେଉଁ ନାଁରେ ଡାକୁ ? ଗୋପାଳ –ଗୁଗୁଲ୍ ଡାର୍ଲିଙ୍ଗ୍ କହେ , ବିକାଶ- ଏହା କେଉଁ ପ୍ରକାରର ନାଁ ହେଲା ? ଗୋପାଳ- କଣ କରିବି ସାଙ୍ଗ ଗୋଟେ ପ୍ରଶ୍ନ କରୁଛି , ଓ ଜବାବ୍ ହଜାର୍ ସଂଖ୍ୟକ ମିଳିଯାଉଛି ।

 

Leave a Reply

Your email address will not be published. Required fields are marked *