October 24, 2024

Odia Express

Leading Odia News Portal of Odisha

ନୂଆ ମଜାଦାର ଓଡ଼ିଆ ଜୋକ୍ସ : ଶର୍ମିଲା- ନିଜ ସାଙ୍ଗକୁ ତୋର ସ୍ୱାମୀ ସବୁଦିନ ଏତେ ଜଲ୍ଦି ଘରେ କେମିତି ପହଞ୍ଚୁଛନ୍ତି ? ସାଙ୍ଗ-କାରଣ ମୁଁ ଏକ ସହଜ ନିୟମ ବନାଇଛି ଆଉ ନିୟମ ଶୁଣିକି ତାଙ୍କ ସାଙ୍ଗ ବେହୋସ..

ଜୀବନରେ ଖୁସି ରହିବା ବି ଏକ କଳା ଅଟେ, ଓ ସେ ବି ବ୍ୟକ୍ତି ଏହି କଳାକୁ ଶିଖିନିଏ ତେବେ ସେ ନିଜ ଜୀବନରେ ନିଶ୍ଚିତ ସଫଳ ହୋଇପାରିଥାଏ, ଓ ଏକ ଭଲ ସଫଳ ମଣିଷ ହୋଇପାରେ , ମାନସିକ ଚିନ୍ତାରୁ ମୁକ୍ତି ପାଈବାକୁ ହେଲେ ଆପଣଙ୍କୁ ଆଜି ଆମେ କିଛି ଏମିତି ମଜାଦାର୍ ଜୋକ୍ସ ନେଇକରି ଆସିଛୁ ଯାହା ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଉଛି, ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଲିପିଷ୍ଟିକ୍ ବି କମାଲ୍ ଜିନିଷ ହୋଇଥାଏ, ଓଠରେ ଲାଗିଯାଏ ତ ଦାନ୍ତ ସୁନ୍ଦର ଦେଖାଯାଏ , ଓ ସାର୍ଟରେ ଲାଗିଗଲେ ତେବେ ଦାନ୍ତ ହଲିଯାଏ ।

୨) ବିବାହିତ ମଣିଷଙ୍କୁ ଲଟେରି ଲାଗିଯାଏ ତେବେ ଏତେ ଖୁସି ଲାଗିବନି ଯେତିକି ସ୍ତ୍ରୀର ପକାଇଥିବା ଚାମଚ ଓ ବେଲଣା କାଠି ଫେରିଯାଇ ତା ଦେହରେ ବାଜେ ।

୩) ସ୍ୱାମୀଙ୍କ ଦୁଃଖ ଏହି କଥାରେ ହୁଏ ନାହିଁ କି ଶ୍ରୀମତୀ ଘରର କାମ କରାନ୍ତି, ଦୁଃଖ ଏହା ହୋଇଥାଏ କି କାମ ହୋଇଯିବା ପରେ ସାଙ୍ଗଙ୍କୁ ଫୋନ୍ ରେ କହନ୍ତି କି ଏହି ଲୋକ ଟା କିଛି କାମକୁ ନୁହେଁ ।

୪) ପପୁର ସ୍ତ୍ରୀ ମେଡିକାଲ୍ ରେ ଆଡମିଟ୍ ହୋଇଥିଲା, ଡାକ୍ତର- ଆଇ ଆମ୍ ସରି, ଆପଣଙ୍କ ସ୍ତ୍ରୀ ଅଧିକାରୁ ଅଧିକା ୧୦ଦିନ ଯାଏଁ ଅତିଥି ଅଛନ୍ତି, ପପୁ- ଏଥିରେ ସରି କହିବାର କଣ କଥା, ଡାକ୍ତର୍ ସାର୍, ଦିନ ବି ଯେପରି କଟୁଛି, ଦିନ ଯେପରି ହେଉ ସେମିତି କଟିଯିବ ।

୫) ଜେଲର୍- କାଲି ତୁମକୁ ଫାଶୀ ହେବ , କୁହ ତୁମ ଶେଷ ଇଚ୍ଛା କଣ ? କୈଦୀ- ମୁଁ ତରଭୁଜ ଖାଇବାକୁ ଚାହୁଁଛି, ଜେଲର୍- କିନ୍ତୁ ଏହି ତରଭୁଜ ହେବାର ମୌସୁମ୍ ନୁହେଁ , କଏଦୀ-କିଛି କଥା ନୁହେଁ, ମୁଁ ଅପେକ୍ଷା କରିନେବି ।

୬) ପୋଲିସ୍ ଇନସିପେକ୍ଟର- ତୁମେ ଏକ ବାକ୍ସ ଚୋରିକରିଛ କିନ୍ତୁ ପାଖରେ ପଡିଥିବା ଏକ ନୋଟ୍ ବିଡାକୁ ଛାଡିଦେଲ, ଚୋର୍- ସାହେବ୍ FIR ରେ ଏହି ବିଷୟରେ କହିବ ନାହିଁ , ଇନସିପେକ୍ଟର-କଣପାଇଁ ? ଚୋର-ମୋର ଏହି ଭୁଲ୍ ପାଇଁ ମୋତେ ମୋର ବାପା ମୋତେ ବହୁତ ମାରିବେ ।

୭) ଏକ ୮୮ ବର୍ଷୀୟ ବୟସ୍କ ଙ୍କୁ ଫୋନ୍ ଆସିଲା, ସାର୍ ଆମେ ବ୍ୟାଙ୍କ୍ ରୁ କହୁଛୁ, ମ୍ୟୁଚୁଆଲ୍ ଫଣ୍ତ ନେଇନିଅନ୍ତୁ । ସାତ୍ ବର୍ଷରେ ଏହା ଡବଲ୍ ହୋଇଯିବ , ବୟସ୍କ ବୃଦ୍ଧ ଉତ୍ତର ଦେଲେ କି ମୋର ବୟସ ସେହି ରାସ୍ତାରେ ଅଛି ଯେଉଁଠି କଦଳି ବି କଞ୍ଚା କିଣେ ନାହିଁ ।

୮) ମାଷ୍ଟର୍- ଚାହୁଁଗା ମୈ ତୁମ୍ଭେ ସାଂଞ୍ଜ ସବେରେ ଗୀତରେ ଲେଖକ କଣ କହିବାକୁ ଚାହୁଁଥିଲେ ? ପପୁ- ସାର୍ ଏହି ଗୀତରେ ଲେଖକ ବହୁତ ଚାଲାକ୍ ଥିଲେ,  ତାଙ୍କୁ ଜଣାଥିଲା କି ଦ୍ୱିପହରରେ ବହୁତ ଗରମ ହେଉଛି ।

୯ ) ସ୍ତ୍ରୀଙ୍କ ଦ୍ୱାରା ଛାଡପତ୍ର ଦେବାପରେ ଜଣେ ବ୍ୟକ୍ତି ନିଜ ସାଙ୍ଗକୁ ପଚାରିଲା ଏବେ ଆପଣଙ୍କୁ ବହୁତ ଅସୁବିଧା ହେଉଥିବ ନା ? ବନ୍ଧୁ କହିଲେ- ନା ଏବେ ତ ମୁଁ ଅଧିକା ଖୁସି ଅଛି, ପ୍ରଥମେ ମୋତେ ଦୁଇ ଲୋକଙ୍କ କାମ କରିବାକୁ ପଡୁଥିଲା ଏବେ ମୋତେ ଏକା ହିଁ କରିବାକୁ ପଡୁଛି ।

୧୦) ଶର୍ମିଲା ନିଜ ସାଙ୍ଗକୁ- ତୋ ସ୍ୱାମୀ ସବୁବେଳେ ଘରକୁ ଏତେ ଜଲଦି ସମୟରେ କେମିତି ପହଞ୍ଚିଯାଉଛନ୍ତି ? ଶୀଲା- କାରଣ ମୁଁ ଏକ ବହୁତ ସହଜ ନିୟମ ବନାଈଛି, ଶର୍ମିଲା- କଣ ନିୟମ ମୋତେ ଟିକିଏ କହ , ଶୀଲା- ମୁଁ ନିଜ ସ୍ୱାମୀକୁ କହି ରଖିଛି କି ରୋମାନ୍ସ ଠିକ୍ ରାତି ୯ ଟାରୁ ଆରମ୍ଭ ହୋଇଯିବ , ସେମିତି ତୁମେ ଘରେ ପହଞ୍ଚ କି ନାହିଁ ।

୧୧) ଝିଅ ଘର୍ ଲୋକେ ପୁଅ ଦେଖିବାକୁ ଗଲେ , ଝିଅଘର ଲୋକ- କେତେ କମାଇନେଉଛ ? ପୁଅ –ଏକ ମାସରେ ଦୁଇ କୋଟି କମାଇଦେଉଛି କିନ୍ତୁ ଝିଅଘର- କିନ୍ତୁ କଣ ହେଲା ? ପୁଅ- ବାସ୍ – ମୋବାଇଲ୍ ରେ ତିନ୍ ପତି ହ୍ୟାଙ୍ଗ୍ ହୋଇଗଲା, ଓ ସବୁ କମାଇ ଚାଲିଗଲା ।

Leave a Reply

Your email address will not be published. Required fields are marked *