July 16, 2024

Odia Express

Here, There and Everywhere

ମିଥୁନ୍ ଦା ଓ ଶ୍ରୀଦେବୀ ଚୁପ୍ ଚାପ୍ କରିନେଇଥିଲେ ବିବାହ , ଏହି କାରଣରୁ ଭାଙ୍ଗିଯାଇଥିଲା ଦୁହେଁଙ୍କ ସଂମ୍ପର୍କ..

ବଲିଉଡ୍ ଇଣ୍ତଷ୍ଟିର ଦିଗଜ୍ ଅଭିନେତାଙ୍କ ଲିଷ୍ଟରେ ମିଥୁନ ଚକ୍ରବର୍ତ୍ତୀଙ୍କ ନାଁ ସାମିଲ୍ ଅଛି, ମିଥୁନ୍ ଦା ନିଜର ଶାନଦାର୍ ଅଭିନୟ ଓ ଏକ ଅଲଗା ଡ୍ୟାନ୍ସ ଷ୍ଟାଇଲ୍ ପାଇଁ ଜଣାଯାଆନ୍ତି, ମିଥୁନ ଚକ୍ରବର୍ତ୍ତୀ ମାନେ ବଲିଉଡ୍ ଇଣ୍ତଷ୍ଟ୍ରିର ଡିସ୍କୋ ଡ୍ୟାନ୍ସର ଙ୍କ ବୟସ ଏବେ ୭୧ ବର୍ଷ ହୋଇସାରିଛି, ବୋଧେ ଏହି କଥା ଜଣାଥିବ କି ମିଥୁନ ଦାଙ୍କ ଅସଲ ନାଁ ଗୌରାଙ୍ଗ ଚକ୍ରବର୍ତ୍ତୀ ଅଟେ, ଓ ଫିଲ୍ମରେ ପାଦ ରଖିବା ପୁର୍ବରୁ ମିଥୁନ ଚକ୍ରବର୍ତ୍ତି ଏକ ନକ୍ସଲି ଥିଲେ, ଏକ ଦୁର୍ଘଟଣାରେ ତାଙ୍କ ଭାଇଙ୍କ ଜୀବନ ଚାଲିଗଲା , ଯାହାପରେ ମିଥୁନ ଚକ୍ରବର୍ତ୍ତୀ ନିଜେ ନକ୍ସଲୀ ଆନ୍ଦୋଳନରୁ ଅଲଗା ହୋଇଗଲେ ।

ମିଥୁନ ଚକ୍ରବର୍ତ୍ତୀ ୧୯୭୬ ରେ ଫିଲ୍ମରେ ନିଜ ପାଦ ଥାପିଥିଲେ, ସେ ନିଜ କ୍ୟାରିୟରରେ ମୃଗୟା ଫିଲ୍ମରୁ ଆରମ୍ଭ କରିଥିଲେ, ଫିଲ୍ମ ପାଇଁ ତାଙ୍କୁ ରାଷ୍ଟ୍ରିୟ ପୁରସ୍କାର ଦ୍ୱାରା ସମ୍ମାନିତ କରାଗଲା,  ସେ ନିଜ ଫିଲ୍ମ କ୍ୟାରିୟରରେ ଗୋଟେରୁ ବଳି ଗୋଟେ ଫିଲ୍ମରେ କାମ କରିଛନ୍ତି, ଓ ଲୋକେ ତାଙ୍କ ଅଭିନୟକୁ ଏବେ ବି ପ୍ରଶଂସା କରୁଛନ୍ତି, ମିଥୁନ ଦା ଫିଲ୍ମ କ୍ୟାରିୟର ବହୁତ ସଫଳ ରହିଥିଲା, ସେ ନିଜ ଭଲ ଅଭିନୟ ବଳରେ ଆଜି ଇଣ୍ତଷ୍ଟ୍ରିରେ ନିଜକୁ ସଫଳ ଅଭିନେତା ଭାବେ ଗଢି ତୋଳିଛନ୍ତି ।

ମିଥୁନ ଚକ୍ରବର୍ତ୍ତୀ ସବୁବେଳେ ନିଜ ଫିଲ୍ମକୁ ନେଇକରି ଚର୍ଚ୍ଚିତ ରୁହନ୍ତି, କିନ୍ତୁ ସେ ନିଜ ପର୍ସନାଲ୍ ଲାଇଫ୍ କୁ ନେଇ କି ବି ଚର୍ଚ୍ଚିତ୍ ରୁହନ୍ତି, ଯେବେ ମିଥୁନ ଇଣ୍ତଷ୍ଟ୍ରିରେ ପାଦ ଥାପିଥିଲେ ତେବେ ତାଙ୍କ ନିଜ ଜୀବନରେ ବହୁତ କିଛି ଘଟଣା ଘଟିଥିଲା, ଫିଲ୍ମରେ ପାଦ ରଖିବା ପରେ ମିଥୁନ ଚକ୍ରବର୍ତ୍ତୀ ରଞ୍ଜିତା, ୟୋଗିତାବାଲି, ସାରିକା ବହୁତ ଅଭିନେତ୍ରୀଙ୍କ ସହ ଯୋଡାଗଲା ଖବର ଅନୁସାରେ ଏମିତି କୁହାଯାଉଛି କି ମିଥୁନ ଚକ୍ରବର୍ତ୍ତୀଙ୍କ ସଂମ୍ପର୍କ ଶ୍ରୀଦେବୀଙ୍କ ସହ ବିବାହ ଯାଏଁ କଥା ପଡିଯାଇଥିଲା ଏମିତି କୁହାଯାଉଛି କି ଏହି ଦୁହେଁ ଲୁଚିକରି ବିବାହ ବି କରିନେଇଥିଲେ , ଆଜି ଆମେ ମିଥୁନ ଦାଙ୍କ ଓ ଶ୍ରୀଦେବୀଙ୍କ ପ୍ରେମ କାହାଣୀ ବିଷୟରେ କହିବାକୁ ଯାଊଛୁ ।

ରିପୋର୍ଟର ଅନୁସାରେ ଏମିତି କୁହାଯାଉଛି କି ମିଥୁନ ଚକ୍ରବର୍ତ୍ତୀ ଶ୍ରୀଦେବୀଙ୍କୁ ଲୁଚିକରି ବିବାହ କରିନେଇଥିଲେ, ଓ ତାଙ୍କ ଏହି ସଂମ୍ପର୍କ ପ୍ରାୟ ୩୦ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା, ସେମିତି ଏହି ଦୁହେଁ ବିବାହର ବିଷୟରେ କିଛି ଏମିତି ପ୍ରମାଣ ମିଳିନାହିଁ, ସେମିତି ଏହି ଦୁହେଁ ବିବାହ ବିଷୟରେ ସେ କାହାକୁ ନା କହିଥିଲେ ନା ଜଣାଇଥିଲେ, ଆପଣଙ୍କୁ କହିଦେବୁ କି ୱିକିପିଡିଆ ପେଜ୍ ରେ ଏହି ଦୁହେଁ ସ୍ୱାମୀ ସ୍ତ୍ରୀ ହେବାର କଥା ଲୋକ ସବୁବେଳେ ସତ ଭାବିଥିଲେ, ଏମିତି କୁହାଯାଉଛି କି ଯେବେ ମିଥୁନ ଚକ୍ରବର୍ତ୍ତୀ ଓ ଶ୍ରୀଦେବୀଙ୍କ ବିବାହ ଖବର ୟୋଗିତାଙ୍କୁ ଲାଗିଲା ତେବେ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ୟୋଗିତା ବାଲି ଏକ ଇଣ୍ଟରଭ୍ୟୁରେ କହିଥିଲେ କି ମୁଁ ମିଥୁନଙ୍କୁ ତାଙ୍କ ଦ୍ୱିତୀୟ ସ୍ତ୍ରୀ ଭାବେ ସ୍ୱିକାର କରିବାପାଇଁ ରାଜି ଅଛି, କିନ୍ତୁ ମିଥୁନ ଓ ଶ୍ରୀଦେବୀଙ୍କ ସଂମ୍ପର୍କ ଅଧିକା ଦିନ ଯାଏଁ ଚାଲିନଥିଲା ।

ମିଥୁନ ଚକ୍ରବର୍ତ୍ତୀ କେବେ ଚାହୁଁନଥିଲେ କି ତାଙ୍କ ଘର ଭାଙ୍ଗୁବୋଲି, ଓ ନାଁ ହିଁ ନିଜ ସ୍ତ୍ରୀ ଯୋଗିତାଙ୍କୁ ଛାଡପତ୍ର ଦେବାକୁ ଚାହୁଁଥିଲେ, ମିଥୁନ ଚକ୍ରବର୍ତ୍ତୀ ନିଜ ଭାଙ୍ଗୁଥିବା ଘର ବଞ୍ଚାଇବା ପାଇଁ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ନିଜ ରାସ୍ତାରୁ ଅଲଗା କରିବାକୁ ଫଇସଲା ନେଲେ , ଓ ୧୯୮୮ ରେ ମିଥୁନ ଚକ୍ରବର୍ତ୍ତୀ ଓ ଶ୍ରୀଦେବୀଙ୍କ ଆପସିକ ସହମତିରେ ଅଲଗା ହେବାକୁ ନିର୍ଣ୍ଣୟ ନେଇଥିଲେ, ଯେବେ ୟୋଗିତାବାଲି ତୃତିୟ ଛୁଆ ନମାଶୀଙ୍କୁ ଜନ୍ମ ଦେଲେ ତେବେ ତାଙ୍କ ଜୀବନରେ ସବୁ କିଛି ସାଧାରଣ ହେବାକୁ ଲାଗିଲା,  ସେମିତି ଅନ୍ୟପଟେ ଶ୍ରୀଦେବୀ ଯେବେ ମିଥୁନଙ୍କ ଠାରୁ ଅଲଗା ହେଲେ ସେ ବୋନି କାପୁରଙ୍କୁ ବିବାହ କରିନେଲେ ।

Leave a Reply

Your email address will not be published. Required fields are marked *