October 24, 2024

Odia Express

Leading Odia News Portal of Odisha

ଯଦି ଇଂରେଜ ମାନେ ଭାରତ ଆସିନଥାନ୍ତେ ତେବେ ଏମିତି ହୋଇଥାନ୍ତା ଭାରତ – ଏ ବିଷୟରେ ଜାଣିରଖନ୍ତୁ

ଆମେ ସମସ୍ତେ ଜାଣିଛେ କି ଭାରତ ପୁର୍ବରୁ ସୁନାର ଚଢେଇର ଦେଶ ବୋଲି ଜଣାଯାଉଥିଲା, କିନ୍ତୁ ଇଂରେଜମାନେ ଭାରତ ଉପରେ କବଜା କରି ଏହାକୁ ଲୁଟିଲେ ଓ ଆର୍ଥିକ ରୁପରେ ଏହାର ଅର୍ଥବ୍ୟବସ୍ଥାକୁ ବିଗାଡିଦେଲେ, ଇତିହାସ ସାକ୍ଷୀ ଅଛି କି ବିଦେଶରୁ ଇଂରେଜମାନେ ଭାରତରେ ଅଧିକା ଶାସନ କରିଥିଲେ, କିନ୍ତୁ କଣ ଆପଣ କେବେ ଭାବିଛନ୍ତି କି ଯଦି ଇଂରେଜମାନେ ଭାରତ ଆସିନଥାନ୍ତେ ତେବେ ଆଜି ଆମର ଭାରତ କିପରି ହୋଇଥାନ୍ତା । ଆମର ଦେଶର ବହୁତ ଲୋକ ଇଂରେଜ ଶାସନ କାଳରେ ଭଲ ବି କହୁଛନ୍ତି, ତେବେ କିଛି ଲୋକ ଖରାପ ବି କହୁଛନ୍ତି । ଆଜି ଆମେ ଆପଣଙ୍କୁ କହିବୁ କି ପ୍ରକୃତ ସତ କଣ ଅଟେ, ଆପଣଙ୍କୁ କହିଦେବୁ କି ଆରମ୍ଭରୁ କିଛି ଇଂରେଜ ବେପାର କରିବାକୁ ଭାରତ ଆସିଥିଲେ, କିନ୍ତୁ ଆମର ଦେଶ ତଙ୍କୁ ଏତେ ପସନ୍ଦ ଲାଗିଲା ଯେ ସେ ଆମର ଦେଶରେ ଶାସନ କରିବାପାଇଁ ଭାବିବାକୁ ଲାଗିଲେ ଓ ସଫଳ ବି ହେଲେ

ତାହାପରେ ୩୦୦ ବର୍ଷ ପର୍ଯ୍ୟନ୍ତ୍ ଇଂରେଜମାନେ ଆମ ଦେଶରେ ଶାସନ କଲେ, ଭାରତକୁ ସୁନାର ଚଢେଇ ଏମିତି କୁହାଯାଏ ନାହିଁ, ଭାରତରେ କୋହିନୁର ସହ ଦୁନିଆଁର ସବୁଠାରୁ ଅମୁଲ୍ୟ ରତ୍ନ ହୀରା ନିଳା ସବୁ ଖଜଣା ଭାରତରେ ଥିଲା, ମାନେ ଇଂରେଜଙ୍କ ଶାସନ କାଳ ପୁର୍ବରୁ ଭାରତ ପରି ସଂମ୍ପତ୍ତି ଅନ୍ୟ କେଉଁ ଦେଶ ପାଖରେ ନଥିଲା । ଆପଣ ଏହା ଜାଣିକରି ଆଶ୍ଚର୍ଯ୍ୟ ହୋଈଯିବେ କି ଗୁଲାମୀ ସମୟରେ ଇଂରେଜମାନେ ଭାରତରୁ ସବୁ ବର୍ଷ ୪ ମିଲିୟନ୍ ପାଉଣ୍ତ ଦୌଲତ ନେଇଯାଉଥିଲେ

କିନ୍ତୁ ଏହି ସମୟରେ ବ୍ରିଟିଶ୍ ଶାସନ ଗୋଟେପଟେ ଯେଉଁଠିଭାରତର ସାମାଜିକ ଓ ଆର୍ଥିକ ରୁପରେ ଶୋଷଣ କରାଗଲା, ସେମିତି କିଛି ଜିନିଷ ଏମିତି ଅଛି ଯାହାକୁ ଚାହିଁଲେ ଭୁଲାଯାଇପାରିବ ନାହିଁ , ପୁରା ଭାରତରେ କବଜା କରିବାପରେ ସବୁଠାରୁ ପ୍ରଥମେ ଇଂରେଜମାନେ ଭାରତର କୃଷି ବ୍ୟବସ୍ଥାକୁ ଦୁର୍ବଳ୍ କରିଦେଲେ , ପାରମ୍ପାରିକ ଫସଲ ଜାଗାରେ ଚାଷୀଙ୍କୁ ରାଶି, ଚାହା,ତମାଖୁ ପରି ଫସଲ ଉତ୍ପାଦନ କରିବାକୁ ବାଧ୍ୟ କଲେ, ତାଙ୍କ ଉଦ୍ଧେଶ୍ୟ ଏହା ଥିଲା କି ଏହି ଫସଲକୁ ଇଣ୍ଟରନ୍ୟାଶାନାଲ୍ ମାର୍କେଟରେ ବିକ୍ରି କରି ଅଧିକାରୁ ଅଧିକା ଲାଭ ବାହାର କରିବେ ।

ଏହି ପରି କୃଷୀରେ ବହୁତ ଭୁଲ୍ କାମ କରାଗଲା ଯେଉଁଥିରେ ଏହା କୁହାଯାଇପାରିବ କି ଯଦି ଇଂରେଜ ଭାରତ ଆସିନଥାନ୍ତେ ତେବେ ଆଜି ଆମର ଦେଶ କୃଷି କ୍ଷେତ୍ରରେ ଅଗ୍ରଣୀ ଦେଶରେ ପ୍ରସିଦ୍ଧି ପାଇଥାନ୍ତା, ଏହି ପରି ଇଂରେଜମାନେ ଭାରତରୁ ବହୁତ ଉଦ୍ୟୋଗ କେବଳ ଲାଭ କମାଇବାପାଇଁ ବର୍ବାଦ କରିଦେଲେ

Leave a Reply

Your email address will not be published. Required fields are marked *