October 18, 2024

Odia Express

Leading Odia News Portal of Odisha

ଅଜବ ରହସ୍ୟ ଅଟେ ଭାରତର ଏହି ମନ୍ଦିର ଯେଉଁଠି ହୋଇଥାଏ ବୁଲେଟ୍ ର ପୁଜା – କାରଣ ଜାଣିଲେ ଆପଣ ମଧ୍ୟ କହିବେ ସାବାସ..

ଭାରତରେ ଲୋକଙ୍କର ନିଜ ଆସ୍ଥା ଅଛି, ନିଜ ନିଜ ଧର୍ମର ଅନୁସାରେ କିଏ ମସଜିଦ୍ ଯାଏ କିଏ ମନ୍ଦିର, କିଏ ପଥରରେ ଭଗବାନକୁ ଖୋଜେ ତ କିଏ ଗଛ କିମ୍ବା ପଶୁଙ୍କ ପାଖରେ ନିଜ ମଥା ନୁଆଁଏ , ଲୋକଙ୍କ ଆସ୍ଥା ଅଛି, ଏମିତି କରିଲେ ମନୋସ୍କାମନା ପୁରା ହୋଇଥାଏ,  ସବୁ ଦୂଃଖ କଷ୍ଟ ଦୁର ହୋଇଯାଏ , ରାଜସ୍ଥାନରେ ଏମିତି ଏକ ଜାଗା ଅଛି, ଯେଉଁଠି ଲୋକ କେଉଁ ମୁର୍ତ୍ତି ନୁହେଁ ବରଂ ଏକ ବୁଲେଟ୍ କୁ ପୁଜା କରନ୍ତି ।ଏବେ ଆପଣ ଭାବୁଥିବେ କି ଏହି ମନ୍ଦିର କେମିତି ଯେଉଁଠି ଲୋକ ମୁର୍ତ୍ତି ଜାଗାରେ ବୁଲେଟ୍ କୁ ରଖିକରି ପୁଜା କରୁଛନ୍ତି, ଧୀରେ ଧିରେ ଲୋକଙ୍କର ଆସ୍ଥା ବଢିବାର ଲାଗିଛି, ଲୋକଙ୍କ ମାନିବା କଥା କି ଏମିତି କରିଲେ ତାଙ୍କ ମନୋକାମନା ପୁରା ହେଉଛି, ଆପଣ ବୁଝିଯାଇଥିବେ କି ଏମିତି କରିଲେ ଲୋକଙ୍କ ମଧ୍ୟରେ କିଛି ରହସ୍ୟ ଲୁଚି ରହିଛି

ଯାହାର କାରଣରୁ ଲୋକେ ମନ୍ଦିରର ମୁର୍ତ୍ତି ଜାଗାରେ ବୁଲେଟ୍ କୁ ପୁଜା କରିବା ଆରମ୍ଭ କରିଦେଇଛନ୍ତି, ଏମିତିରେ ସମସ୍ତେ ଜାଣିଛନ୍ତି କି ଏହାର ପଛର୍ କାହାଣୀ କଣ ଅଛି, ଯାହାର କାରଣରୁ ଲୋକେ ବହୁତ ବର୍ଷ ହେଲା ପୁରୁଣା ବୁଲେଟ୍ ରେ ଭଗବାନଙ୍କୁ ଖୋଜୁଛନ୍ତି, ଏହି ମନ୍ଦିର କେବଳ ରାଜସ୍ଥାନରେ ନୁହେଁ ବରଂ ଉତ୍ତର ଭାରତରେ ଲୋକପ୍ରିୟ ହୋଇଛି, ଏଠାରେ ବହୁ ସଂଖ୍ୟକ ଭକ୍ତ ଆସନ୍ତି, ପୁଜା କରନ୍ତି, ଆରତୀ କରନ୍ତି, ଓ ମନୋକାମନା ମାଗନ୍ତି, ଆସନ୍ତୁ ଜାଣିବା ଏହି ବାଇକ୍ ପଛରେ ପୁରା କାହାଣୀ ବିଷୟରେ । ଏହି ବୁଲେଟ୍ କାହାର ଅଟେ ?

୧୯୮୮ ମସିହାରେ ଯେବେ ପାଲିରେ ରହୁଥିବା ଓମ୍ ବତ୍ରା ନିଜ ବୁଲେଟ୍ ବାଇକ୍ ରେ ଯାଉଥିଲେ ତେବେ ରାସ୍ତା ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଗଲା, ଏହି କାହାଣୀ ଆକ୍ସିଡେଣ୍ଟ୍ ପରେ ଏହି ବାଇକ୍ କୁ ଥାନାକୁ ନିଆଗଲା, କିନ୍ତୁ ଏହି ବାଇକ୍ ସେଠାରୁ ଗାୟବ ହୋଇଗଲା ଏହାପରେ ବାଇକ୍ ଦୁର୍ଘଟଣା ସ୍ଥଳରୁ ମିଳିଲା, ଯେଉଁଠି ଓମ୍ ବତ୍ରାଙ୍କ ଦୁର୍ଘଟଣା ହୋଇଥିଲା< ତାପରେ ଏହାକୁ ଆଉଥରେ ଥାନାକୁ ନିଆଗଲା, ଏହି ବାଇକ୍ ପୁଣି ଆଉଥରେ ସେହି ସ୍ଥାନରେ ଆସି ରହିଗଲା, ଏମିତି ବହୁତଥର ହେଲା କୁହାଯାଏ କି ଏହି ବାଇକ୍ କୁ ପୋଲିସ୍ ଚେନ୍ ରେ ବାନ୍ଧିକରି ରଖିଥିଲେ, କିନ୍ତୁ ଏହି ବାଇକ୍ ଥାନାରୁ ଗାୟବ ହୋଇଯାଉଥିଲା

ଏହାକୁ ଏକ ଦୈବିକ ଚମତ୍କାର ଜଣାଗଲା, ଓ ସେହି ବାଇକ୍ କୁ ସେହି ସ୍ଥାନରେ ସ୍ଥାପନା କରିଦିଆଗଲା, ଏହାପରେ ଲୋକେ ପୁଜା କରିବାକୁ ଲାଗିଲେ ଓ ଲୋକଙ୍କ ଆସ୍ଥା ବଢିଗଲା, ଏହାପରେ ଲୋକଙ୍କର ମାନିବା କଥା କି ଓମ୍ ବାତ୍ରା ବାଇକ୍ ତାଙ୍କର ରକ୍ଷା କରୁଛି, ଓ ମନୋକାମନା ପୁରା କରୁଛନ୍ତି , ଏହି ମନ୍ଦିର ରାଜସ୍ଥାନରେ ଅଛି,  ଯୋଧପୁର ପାଲି ହାଇୱେ ୨୦ କିମି ଦୁରରେ ଅଛି, ଏହି ପାଲି ସହର ପାଖରେ ସ୍ଥିତ ଚୋଟିଲା ଗାଁରେ ଅଛି, ପୁର୍ବରୁ ଲୋକେ ଏହାକୁ ଜାଣିନଥିଲେ, କିନ୍ତୁ ଏବେ ହାଇୱେରେ ଯାଉଥିବା ସବୁ ବ୍ୟକ୍ତି ଏହି ବାଇକ୍ କୁ ଦେଖିକରି ଯାଉଛନ୍ତି, ଯେବେ ଏହି ବାଇକ୍ ର ମନ୍ଦିର କରାଗଲା ତେବେ ଏଠାରେ ବହୁତ ଆକ୍ସିଡେଣ୍ଟ ହେଲା ନାହିଁ, ଏହାପରେ ଲୋକେ ଦୁର ଦୁରାନ୍ତରୁ ଆସି ପୁଜା କରୁଛନ୍ତି ।

Leave a Reply

Your email address will not be published. Required fields are marked *