October 24, 2024

Odia Express

Leading Odia News Portal of Odisha

ଥାଇରଏଡ୍ କୁ ଜଡରୁ ଶେଷ କରିବା ପାଇଁ ଏହି ସହଜ ଟିପ୍ସକୁ କରନ୍ତୁ ଫଲୋ, ୩ ମାସରେ ସମସ୍ୟା ହୋଇଯିବ ଦୁର

ଆଜିକାଲିର ସମୟରେ ଲୋକଙ୍କ ଭୁଲ୍ ଖାଦ୍ୟପେୟ , ଜୀବନଶୈଳୀ ସବୁ କିଛି ବଦଳିସାରିଛି, ଯାହାର କାରଣରୁ ବହୁତ ଲୋକଙ୍କୁ ନାନାଦି ରୋଗ ମାନ ହେବାକୁ ଲାଗୁଛି, ସେହି ରୋଗରୁ ଗୋଟେ ହେଲା ଥାଇରଏଡ୍ ସମସ୍ୟା , ଯଦି କେଉଁ ବ୍ୟକ୍ତିକୁ ଥାଇରଏଡ୍ ସମସ୍ୟା ହେଉଛି, ତେବେ ଏମିତି ସ୍ଥିତିରେ ଶରୀରର ଭିତରେ ଆୟୋଡିନ୍ କମ୍ ହେବା ଜଣାଯାଏ , ଯଦି ଆପଣ ନିଜ ସ୍ୱାସ୍ଥ୍ୟକୁ ଧ୍ୟାନ ଦେବେ ତେବେ ଆପଣ ଏହି ରୋଗରୁ ମୁକ୍ତି ପାଇପାରିବେ । ଆଜିର ସମୟରେ ୧୦ ରୁ ୪ ଜଣ ଲୋକ ଥାଇରଏଡ୍ ସମସ୍ୟାରେ ପୀଡିତ ଅଛନ୍ତି, ଯଦି ଥାଇରଏଡ୍ କାରଣରୁ ଓଜନ ବଢିଯାଉଛି, ବାଳ ଝଡୁଛି, ଶରୀରରେ ଥକାପଣ ହେଉଛି, କିମ୍ବା ତ୍ୱଚା ସଂବନ୍ଧିତ କିଛି ଅସୁବିଧା ହେଉଛି ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ, ବହୁତ ଲୋକ ଏମିତି ଅଛନ୍ତି ଯାହାଙ୍କୁ ଲାଗେ କି ଥାଇରଏଡ୍ ଏକ ସାଧାରଣ ରୋଗ୍ ଅଟେ , ଯାହାକୁ ମେଡିସିନ୍ ନେଲେ ଭଲ କରାଯାଇପାରିବ ।

କିନ୍ତୁ କହିଦେବୁ କି ଏହା କୌଣସି ଛୋଟ ରୋଗ ନୁହେଁ ଏହା କାରଣରୁ ବହୁତ ରୋଗ୍ ହୋଇପାରେ , ଯଦି ଆପଣ ସମୟ ଥିବାବେଳେ ଏହାକୁ ନିୟନ୍ତ୍ରଣ କଲେ ନାହିଁ ତେବେ ଆପଣ ଅନ୍ୟ ରୋଗର ଗ୍ରସ୍ତିତ ହୋଇଯିବେ , ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ କିଛି ଏମିତି ଟିପ୍ସ କହିବାକୁ ଯାଉଛୁ, ଯାହାର ସାହାଯ୍ୟରେ ଆପଣ ନିଜର TSH ଲେବୁଲ୍ ୩ ରୁ ୪ ମାସ ପର୍ଯ୍ୟନ୍ତ କମ୍ କରିପାରିବେ , କିନ୍ତୁ ଆପଣଙ୍କ ରୋଗ କେତେ ପୁରୁଣା ଅଟେ, ଏହା ଉପରେ ନିର୍ଭର କରେ । ଯେପରି ଆମେ ଜାଣିଛେ କି ଘରର ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ, କିନ୍ତୁ ବୋଧେ ଏହା ଜଣାନଥିବ କି ଥାଇରଏଡ୍ ର ମୁଖ୍ୟ କାରଣ ଘରର ଖାଦ୍ୟ ବି ହୋଇପାରେ, ଯଦି ଘରର ଭିତରେ ଖାଇବାରେ ଅଧିକା ତେଲ, ମସଲା ପ୍ରୟୋଗ ହୁଏ ତେବେ ଏଥିରେ ଥାଇରଏଡ୍ ଠିକ୍ ହୋଇପାରେ ନାହିଁ, ବହୁତଲୋକଙ୍କ ଅଭ୍ୟାସ ଥାଏ କି ଘରେ ବସି ବସି ଚିପ୍ସ, ବିସ୍କୁଟ, ମିକ୍ସର ଆଦି ଖାଇଥାନ୍ତି, ଯାହା ଥାଇରଏଡ୍ ବଢିବାରେ କାରଣ ହୋଇଯାଏ ।

ଯଦି ଆପଣ ନିଜ ଥାଇରଏଡ୍ କୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି, ତେବେ ଏହାପାଇଁ ଭୋଜନରେ ଏହି ୪ ଗୁଣବାଲା ଖାଦ୍ୟ ଜରୁରୀ ହୋଇଥାଏ ।

୧) ଆପଣ ଫଳ,ପରିବା, ସ୍ପାଉଟ୍ସ, ଗ୍ରେନ୍ସ ସେବନ କରିପାରିବେ , ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ହେବ କି ଠିପିବନ୍ଦ ଫୁଡସ୍, ଚିପ୍ସ, ଆଦି ସେବନ କରିଲେ କ୍ଷତି ପହଞ୍ଚାଇଥାଏ ।

୨) ପ୍ରକୃତି ଆମକୁ ଯେଉଁ ରୁପରେ ଖାଦ୍ୟ ଦେଉଛି ସେହି ରୁପରେ ଖାଇବାର ସେବନ କରନ୍ତୁ, ଯେଉଁଥିରେ ବ୍ରାଉନ୍ ରାଇସ୍, ଚୋକଡ ସହିତ ଅଟା, ଖଜୁର କିମ୍ବା ଗୁଡ ସାମିଲ୍ ଅଟେ, ଧଳା ଚାଉଳ, ଧଳା ଚିନି, ରିଫାଇନ୍ ତେଲ, ମଇଦା, ବିନା ଚୋକଡର ଅଟା,  ରିଫାଇନ୍ ଫୁଡ୍ ଖାଇବାରୁ ବଞ୍ଚନ୍ତୁ ।

୩) ଆପଣଙ୍କୁ ପ୍ଲାଣ୍ଟ ଭଲ ଖାଦ୍ୟ ସେବନ କରିବା ଉଚିତ୍ , ଅଣ୍ତା,ମାଛ,କ୍ଷୀର, କିମ୍ବା ସେଥିରୁ ତିଆରି ଜିନିଷ ସେବନ କରିବା ଉଚିତ୍ ।

୪) ଯେଉଁ ଜିନିଷରେ ପାଣିରମାତ୍ରା ଅଧିକା ଅଛି ତାହାର ସେବନ ଅଦିକା କରନ୍ତୁ, ଯେପରି ତରଭୁଜ,କାକୁଡି, କିବି ଇତ୍ୟାଦି ।

ଥାଇରଏଡ୍ କଣ୍ଟ୍ରୋଲ୍ କରିବାର ଆହାର –

ଯଦି ଆପଣ ନିଜ ଥାଇରଏଡ୍ କୁ ଜଲଦିରୁ ଜଲଦି ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କ ଖାଦ୍ୟ ବି ଭଲ ହେବା ଜରୁରୀ, ଆପଣ ନିଜ ଖାଦ୍ୟରେ ଘିୟା ର ଜୁସ୍ ସାମିଲ୍ କରନ୍ତୁ, କିନ୍ତୁ ୨ ଘଣ୍ଟା ପର୍ଯ୍ୟନ୍ତ କେଉଁ ଜିନିଷର୍ ସେବନ କରନ୍ତୁ ନାହିଁ, ଆପଣ ଜଳଖିଆରେ ଏକ କାନ୍ଧିଆ ସେବନ କରିପାରିବେ, କିନ୍ତୁ ଏହା ଧ୍ୟାନ ଦେବାକୁ ହେବ କି ଖଟ୍ଟା ଓ ମିଠା ଫଳର ସେବନ ଭୁଲରେ କରିବେ ନାହିଁ, ଆପଣ ଦ୍ୱିପହର ସମୟରେ ଭାତ କିମ୍ବା ପରିବା ପରିବା ମିଶ୍ରିତ ରୁଟିର ସେବନ କରିପାରିବେ , ଏହା ସହ କେଉଁ ଏମିତି ପରିବା ନେଇପାରିବେ ଯେଉଁଥିରେ ତେଲ ପରିବର୍ତ୍ତେ ନଡିଆ ପକାଯାଇଥିବ, ତାହାପରେ ଡିନରରେ ଆପଣ ସାଲାଡ୍ ଆଦି ସେବନ କରିପାରିବେ ।

୧) ଗେଡା ଲୁଣର କରନ୍ତୁ ସେବନ- ଥାଇରଏଡ୍ ରେ ପୀଡିତ ଲୋକଙ୍କୁ ଆୟୋଡିନ୍ ଲୁଣ ସ୍ଥାନରେ ଗେଡା ଲୁଣ ବ୍ୟବହାର କରିପାରିବେ , କାରଣ ଆୟୋଡିନ୍ ଲୁଣରେ ବହୁତ୍ ରିଫାଇନ୍ ଓ ପ୍ରୋସେସ୍ ହୋଇକରି ତିଆରି କରାଯାଏ , ଯାହା ସ୍ୱାସ୍ଥ୍ୟ ପାଇଁ ଠିକ୍ ହୋଇନଥାଏ ।

୨) ଉପବାସ ରହିବା- ଯଦି ଆପଣ ନିଜ ଥାଇରଏଡ୍ କୁ ଜଲଦି କଣ୍ଟ୍ରୋଲ୍ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ପୁରା ଦିନ ଭୋକିଲା ହେବାକୁ ପଡିବ, ଆପଣ ଡିନର୍ ୭ ଟା ପରିବର୍ତ୍ତେ ୧୧ ଟା ରାତି ନେଇପାରିବେ  ଆପଣ ୧୬ ଘଣ୍ଟା ଉପବାସ କରନ୍ତୁ, କିନ୍ତୁ ସକାଳୁ ଡିଟକ୍ସ ଡ୍ରିଙ୍କ୍ ନେବା ଭୁଲନ୍ତୁ ନାହିଁ , ରାତିର ୧୬ ଘଣ୍ଟା ଶରିରକୁ ଆରାମ ଦେବା ଉଚିତ୍ ।

୩) ଅନ୍ତଗୁଡିକ ସଫା ହେବା ଜରୁରୀ- ଯଦି ଆପଣ ନିଜ ଥାଇରଏଡ୍ କୁ କଣ୍ଟ୍ରୋଲ୍ କରିବାକୁ ଚାହୁଁଛନ୍ତି ତେବେ ଅନ୍ତର ଠିକ୍ ପ୍ରକାରରର ସଫାଇ କରିବା ଜରୁରୀ ହୋଇଥାଏ, ଆପଣ ଡାକ୍ତରଙ୍କୁ ପରାମର୍ଶ ନେଇ ଏନିମା ନେଇପାରିବେ ।

୪) ଥଣ୍ତା ପାଣିରେ ପଟ୍ଟି କରନ୍ତୁ- ଆପଣଙ୍କୁ ଏକ ସୁତା କପଡା ନେଇକରି ଥଣ୍ତା ପାଣିରେ ବୁଡାଇ ନିଜ ଗଳା, ପେଟ ଓ ବେକରେ ୩୦ ମିନିଟ୍ ପର୍ଯ୍ୟନ୍ତ ପକାଇବାର ଅଛି, ଏମିତି କରିଲେ ବ୍ଲଡ୍ ସରକ୍ୟୁଲେସନ୍ ବୃଦ୍ଧି ହେବ , ଓ ଥାଇରଏଡ୍ ଗ୍ଲାଣ୍ଟ କାମ କରିବା ଆରମ୍ଭ କରିଦେବ, ଏହିପରି ଆପଣଙ୍କୁ ୩ ମାସ ସକାଳ ଓ ସଂନ୍ଧ୍ୟାରେ ପଟି ଲଗାଇବାକୁ ହେବ, ଥଣ୍ତା ଦିନରେ ଏହା ଭୁଲରେ କରିବେ ନାହିଁ ।

୫) ବାହାରେ ଏକ୍ସରସାଇଜ୍ କରନ୍ତୁ- ଥାଇରଏଡ୍ ରେ ପୀଡିତ ଲୋକଙ୍କୁ ବ୍ୟାୟାମ୍ କରିବା ଜରୁରୀ ହୋଇଥାଏ, ତେବେ ଆପଣଙ୍କ ଥାଇରଏଡ୍ କଣ୍ଟ୍ରୋଲ୍ ରହିପାରିବ, ଯେବେ ଆପଣ ଏକ୍ସରସାଇଜ୍ କରିବେ ତେବେ ଏହା ଶରୀରରୁ ମୁଭମେଣ୍ଟ ହେବ, ଓ ବ୍ଲଡ୍ ସରକ୍ୟୁଲେସନ୍ ବଢିବ, ଯାହା ଥାଇରଏଡ୍ ପାଇଁ ଫାଇଦା ଦାୟକ ହୋଇଥାଏ ।

Leave a Reply

Your email address will not be published. Required fields are marked *