October 18, 2024

Odia Express

Leading Odia News Portal of Odisha

ରେଖାଙ୍କ ପୁର୍ବତନ ସ୍ୱାମୀ ବିନୋଦ ମେହେରାଙ୍କ ଝିଅ ସୁନ୍ଦରତା ମାମଲାରେ ଦିଅନ୍ତି ବଲିଉଡ୍ ଷ୍ଟାର୍ କିଡ୍ ଙ୍କୁ କଡା ଟକ୍କର ଦେଖନ୍ତୁ ଫଟୋ ଗୁଡିକ

ବଲିଉଡ୍ ରେ ସୁନ୍ଦର ଅଭିନେତ୍ରୀ ରେଖା ଆଜି ୬୬ ବର୍ଷର ବୟସରେ ବି ସୁନ୍ଦର ଦେଖାଯାଉଛନ୍ତି, ଓ ତାଙ୍କୁ ଦେଖିଲେ ଯିଏ ହେଲେ ବି ତାଙ୍କ ବୟସର ଅନ୍ଦାଜା ଲଗାଇପାରିବ ନାହିଁ । ରେଖା ଏହି ବୟସରେ ବି ନିଜକୁ ଫିଟ୍ ଫାଇନ୍ ରଖିଛନ୍ତି, ସୁନ୍ଦରତାର ମାମଲାରେ ଆଜି ବି ବଲିଉଡ୍ ର ନୁଆ ଅଭିନେତ୍ରୀଙ୍କୁ ସେ କଡା ଟକ୍କର ଦେଉଛନ୍ତି, ଏହି କାରଣରୁ ତାଙ୍କୁ ବଲିଉଡ୍ ର ଡିଭା ବୋଲି ଜଣାଯାଏ , ଯେବେ ରେଖା କେଉଁ ଆୱାର୍ଡ ଫଙ୍କସନରେ ଯାଆନ୍ତି ତେବେ ନିଜ ସୁନ୍ଦରତାର ଯୋଗୁଁ ସମସ୍ତଙ୍କ ଆଗରେ ପ୍ରଶଂସାର ପାତ୍ର ହୋଇଥାନ୍ତି, ସମସ୍ତେ ରେଖାଙ୍କୁ ହିଁ ଚାହିଁଥାନ୍ତି ।

ସେମିତି ରେଖାଙ୍କ ରିଲ୍ ଲାଇଫ୍ ଯେତେ ସୁପରହିଟ୍ ଥିଲା ସେତେ ତାଙ୍କର ରିୟଲ ଲାଇଫ୍ ରେ ଉତଥାନ ପତ୍ତନ ଦେଖାଯାଇଥିଲା, ଓ କଥା କହିବା ରେଖାଙ୍କ ପ୍ରେମ କାହାଣୀ ବିଷୟରେ ତେବେ ତାଙ୍କ ଜୀବନରେ ସବୁଠାରୁ ପ୍ରଥମ ପ୍ରେମ ହୋଇକରି ଆସିଥିଲେ ବଲିଉଡ୍  ର ଜଣାଶୁଣା ଅଭିନେତା ବିନୋଦ ମେହେରା ଯିଏକି ଏବେ ଏହି ଦୁନିଆଁରେ ନାହାନ୍ତି, ଓ ସେ ୧୯୯୦ ରେ ହୃଦଘାତ ଯୋଗୁଁ ଦୁନିଆଁ ଛାଡି ଚାଲିଗଲେ କହିଦେବୁ କି ସେମିତି ବଲିଉଡ୍ ରେ ରେଖାଙ୍କ ପ୍ରେମ ବିଷୟରେ ବହୁତ ସାରା କଥା ଚର୍ଚ୍ଚିତ୍ ହୋଇଛି, ରେଖାଙ୍କ ପ୍ରଥମ ପ୍ରେମ ବିନୋଦ ମେହେରା ଥିଲେ, ଓ ଏହ୍ ସହ ରେଖା ଚୁପ୍ ଚାପ୍ ତାଙ୍କୁ ବିବାହ କରିଦେଇଥିଲେ ।

ରେଖାଙ୍କୁ ବିନୋଦ ମେହେରାଙ୍କ ପରିବାର ପସନ୍ଦ କରୁନଥିଲେ, ଏଥିପାଇଁ ବିନୋଦ ମେହେରାଙ୍କ ମା ବିବାହ ପରେ ରେଖାଙ୍କୁ ଘରକୁ ଆଣିବାକୁ ମନା କରିଦେଇଥିଲେ, ସେମିତି ବି ରେଖା ବିନୋଦଙ୍କ ପରିବାରକୁ ପସନ୍ଦ କରୁନଥିଲେ । ସେଥିପାଇଁ ବିନୋଦ୍ ମେହେରା ରେଖାଙ୍କୁ ନେଇ ଅଲଗା ରହୁଥିଲେ, ଏହି କାରଣରୁ ରେଖା ବିନୋଦଙ୍କ ସହ ସଂମ୍ପର୍କ ଭାଙ୍ଗିବାକୁ ନିଷ୍ପତ୍ତି ନେଲେ, ଓ ସେ ବିନୋଦଙ୍କ ଠାରୁ ଅଲଗା ହୋଇଗଲେ । ସେମିତି ବିନୋଦ ମେହେରା ନିଜ କ୍ୟାରିୟରରେ ତିନୋଟି ବିବାହ କରିଥିଲେ ।

ଯେଉଁଠି ପ୍ରଥମ ବିବାହ ସେ ନିଜ ପରିବାରଙ୍କ ଇଚ୍ଛା ଅନୁସାରେ ବ୍ରୋକା ନାମକ ଏକ ଝିଅଙ୍କୁ କରିଥିଲେ, କିନ୍ତୁ ସେ ବିବାହ ଭାଙ୍ଗିଯାଇଥିଲା< ଓ ସେ ବିନ୍ଦିଆ ଗୋସ୍ୱମୀଙ୍କୁ ବିବାହ କରିନେଲେ, ଓ ତାଙ୍କ ବିବାହ ଆଗ ବାହାଘର ପରି ଅଧିକା ଦିନ ରହିପାରିଲା ନାହିଁ, ଓ ସେ ତୃତୀୟ ବିବାହ କିରନଙ୍କ ସହ କରିଥିଲେ, ଏଥିରୁ ତାଙ୍କର ଦୁଇଟି ଛୁଆ ହୋଇଥିଲେ, ଯେଉଁଥିରେ ଗୋଟେ ଝିଅ ହେଲେ ଯାହାଙ୍କ ନାଁ ସୋନିଆ ଅଟେ, ଓ ଗୋଟେ ପୁଅ ହେଲା ଯାହାଙ୍କ ନାଁ ରୋହନ୍ ଅଟେ ।

ସେମିତି ବିନୋଦ ମେହେରା ମାତ୍ର ୪୫ ବର୍ଷ ବୟସରେ ଏହି ଦୁନିଆଁକୁ ଛାଡିକରି ଚାଲିଗଲେ, ଓ ତାଙ୍କ ସ୍ତ୍ରୀ ତାଙ୍କ ଛୁଆଙ୍କୁ ଯତ୍ନ ନେଇକରି ଚଳିଲେ,ଆଜି ବିନୋଦ ମେହେରାଙ୍କ ଝିଅ ସୋନିଆ ମେହେରା ବଡ ହୋଇସାରିଲେଣି , ଓ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି, ଓ ବଲିଉଡ୍ ର କିଛି ଫିଲ୍ମରେ ନଜର ଆସିଛନ୍ତି ।

କହିଦେବୁ କି ବାକି ଷ୍ଟାର୍ କିଡ୍ ଙ୍କ ପରି ସୋନିଆଂ ବହୁତ ସୁନ୍ଦର ଓ ଗ୍ଲାମରସ୍ ଅଟନ୍ତି, ଏବେ ପର୍ଯ୍ୟନ୍ତ ସେ ପପୁଲାରିଟି ହାସିଲ୍ କରିପାରିନାହାନ୍ତି, ଯାହାର ହକଦାର୍ ସେ ଅଟନ୍ତି, ଏବେ ସେ ନିଜ କ୍ୟାରିୟର ଉପରେ ପୁରା ଫୋକସ୍ କରୁଛନ୍ତି, କହିଦେବୁ କି ସୋନିଆଁଙ୍କ ବୟସ ଏବେ ୨୯ ବର୍ଷର ହୋଇଛି, ଓ ଦେଖିବାକୁ ସେ ବହୁତ ସୁନ୍ଦର ଲାଗୁଛନ୍ତି ।

Leave a Reply

Your email address will not be published. Required fields are marked *