October 20, 2024

Odia Express

Leading Odia News Portal of Odisha

ହାତରେ ଏମିତି ରେଖାଗୁଡିକ ଥିଲେ ବୁଝିଯିବେ କି ଆପଣ ହୋଇପାରନ୍ତି କୋଟିପତି – ଜୀବନରେ ଆପଣ ବହୁତ Special ଅଟନ୍ତି

ଆମର ଘରରେ ଏମିତି ଛୋଟ ମୋଟ ବହୁତ ଜିନିଷ ହୋଇଥାଏ ଯାହାକୁ ଆମେ ମାମୁଲି ଭାବିକରି ଅଣଦେଖା କରିଦେଉ, କିନ୍ତୁ ସତରେ ସେ ଜିନିଷରୁ ଆମେ ରୋଡପତିରୁ କୋଟିପତି ହେବାରେ କାମରେ ଆସେ , କହିଦେବୁ କି ମହଙ୍ଗାର ଏହି ସମୟରେ ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି, ଏଥିପାଇଁ ଲୋକେ ଦିନ ରାତି କଡା ପରିଶ୍ରମ ବି କରନ୍ତି, କିନ୍ତୁ ଏହା ସତ୍ତ୍ୱେ ବି ସେ ସଫଳ ହୋଇପାରନ୍ତି ନାହିଁ, ଏହାର ପଛରେ କାରଣ ଏହା କି ତାଙ୍କ ଭାଗ୍ୟ ବି ହୋଇପାରେ, କୁହନ୍ତି କି ଯେଉଁ ଲୋକଙ୍କର ହାତରେ ଭାଗ୍ୟ ରେଖା ହୋଇଥାଏ, ତାଙ୍କୁ ଏହି ରେଖା ଧନୀ କରିଦେଇଥାଏ, ଆପଣଙ୍କ ହାତରେ କିଛି ଏମିତି ରେଖା ହୋଇଥାଏ ଯାହା ଆପଣଙ୍କୁ କୋଟିପତି ବନାଇପାରେ , କିନ୍ତୁ ଯେବେ ଆପଣ କର୍ମ କରିବେ ନାହିଁ ତେବେ ଏହି ରେଖା ଆପଣଙ୍କ ସାଥ୍ ଦେଇପାରିବ ନାହିଁ, ଏଥିପାଇଁ କର୍ମ କରୁଥାନ୍ତୁ, ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଆପଣଙ୍କ ହାତରେ ଏମିତି କେଉଁ ରେଖା ଅଛି ଯାହା ଆପଣଙ୍କୁ ଲକ୍ଷ୍ମୀ ଯୋଗ ବନାଇଥାଏ ।

ଆପଣଙ୍କୁ କହିଦେବୁ କି ହସ୍ତ ରେଖା ଜ୍ଞାନ ଅନୁସାରେ ଯଦି ବ୍ୟକ୍ତି ହାତରେ ମସ୍ତିଷ୍କ ରେଖା, ମଙ୍ଗଳରୁ ବାହାରିକରି ଆଗକୁ ମଙ୍ଗଳ ପର୍ବତ ଉପରେ ମିଶିଯାଏ , କିନ୍ତୁ ଭାଗ୍ୟ ରେଖା,ଜୀବନରେଖାରୁ ଦୁରରେ ଥିବ ତେବେ ସବୁ ଗ୍ରହ ହାତରେ ବାହାରିକରି ଥିବ, ସେମିତି ଭାଗ୍ୟ ମୋଟା ରୁ ପତଳା ହୋଇଥିବ ଓ ମଣିବନ୍ଧ ରୁ ଆରମ୍ଭ ହୋଇକରି ଶନି ପର୍ବତରେ ଶେଷ ହେଉଥିବ , ତେବେ ଏମିତି ଲୋକ ନିଜ କାରୋବାରରେ ବହୁତ ସଫଳତା ପାଆନ୍ତି, ଏଇ ଲୋକ ବହୁତ କୁଶାଗ୍ର ବୃଦ୍ଧି ହୋଇଥାନ୍ତି, ଅଧିକା ଚାଲାକ୍ ହେବା ସହ ଏହି ଲୋକ ବହୁତ ଶାନ୍ତ ସ୍ୱଭାବର ବି ହୋଇଥାନ୍ତି, କୁହନ୍ତି କି ଏହି ଲୋକ ନିଜ ଯୋଗ୍ୟତା ଓ ପରିଶ୍ରମରୁ ଧନବାନ ହୋଇଥାନ୍ତି, ଓ ବହୁତ ପଇସା କମାଇଥାନ୍ତି ।

ଯେଉଁ ହାତରେ ଶନି ପର୍ବତ ବିକଶିତ ହୋଇଥିବ ଓ ତାହା ସହ ଭାଗ୍ୟ ରେଖା ସ୍ପଷ୍ଟ ଦେଖାଯାଉଥିବ ତେବେ ଏମିତି ଯୋଗରୁ ହସ୍ତ ରେଖା ଜ୍ଞାନ ଅନୁସାରେ ଶୁଭ ଜଣାଯାଏ , ଏହି ପ୍ରକାରର ଲୋକ ବହୁତ ଲୋକପ୍ରିୟ ଓ ସମ୍ମାନିତ ବ୍ୟକ୍ତିତ୍ୱ ର ହୋଇଥାନ୍ତି, ଏମାନଙ୍କ ବାଣି ଏତେ ମଧୁର ହୋଇଥାଏ କି ଏମାନେ ବଡରୁ ବଡ ବାଧା କୁ ବି ମିଠା କଥା କହିକରି ସହଜରେ ପାର୍ କରିପାରନ୍ତି, ଯଦି ଆମେ ଏମାନଙ୍କ ସ୍ୱଭାବ ବିଷୟରେ କହିବା ତେବେ ଏମାନେ ବହୁତ ସରଳ ଓ ଚତୁର ହୋଇଥାନ୍ତି , ଲୋକଙ୍କ ସହ ଏମାନଙ୍କ ବ୍ୟବହାର ବହୁତ ଭଲ ହୋଇଥାଏ, ହାତରେ ଗୁରୁ, ଶୁକ୍ର, ବୁଧ ଓ ଚନ୍ଦ୍ର ପର୍ବତ ଉଠିହୋଇଥିଲେ ତେବେ ହାତରେ ରାଜଲକ୍ଷ୍ମୀ ଯୋଗ ହୋଇଯାଏ , ଓ ଏମିତି ଲୋକ ନିଜ ଭାଗ୍ୟ ଓ ପରିଶ୍ରମରୁ ବହୁତ ଧନ, ଘର ଓ ବାହାନ ସୁଖ ପ୍ରାପ୍ତି କରିପାରନ୍ତି ।

ଯଦି ବ୍ୟକ୍ତିର ହାତରେ ଭାଗ୍ୟ ରେଖା ଚନ୍ଦ୍ରରୁ ବାହାରିଥାଏ , ହାତ ବି ଭାରି ହୋଇଥିବ , କିନ୍ତୁ ଆଙ୍ଗୁଠି ପଛଆଡକୁ ନଇଁକରି ଥିବ ଓ ସାଥିରେ ଅଂନ୍ତ ଇନ୍ଦ୍ରିୟ ଜ୍ଞାନ ରେଖା ଉପସ୍ଥିତ ଥିବ ଓ ମସ୍ତିସ୍କ ଜୀବନ ରେଖା ନିର୍ଦୋଷ ହୋଇଥିବ , ତେବେ ସେ ବ୍ୟକ୍ତି ବହୁତ୍ ଧନବାନ ହୋଇଥାଏ, ଯଦି ଆମେ କହିବା ଏମିତି ବ୍ୟକ୍ତି ଧନବାନ ହେବାପାଇଁ ଜନ୍ମ ହୋଇଥାନ୍ତି, ତେବେ ଆମରକହିବା ଭୁଲ୍ ହେବ ନାହିଁ କି ଏମିତି ଲୋକ ସ୍ୱଭାବ ବହୁତ ଚଞ୍ଚଳ ପ୍ରବୃତିର୍ ହୋଇଥାଏ, ଓ ବହୁତଥର ନିଜ ପଇସାର ଗର୍ବ ବି ଲାଗିଯାଏ , ଯାହା ତାଙ୍କୁ ପତନର କାରାଣ ବି ହୋଇପାରେ, ଯଦି ଏହି ଲୋକ ମା ଲକ୍ଷ୍ମୀଙ୍କୁ ନିତ୍ୟ ପୁଜା କରିବେ ତେବେଏମାନଙ୍କୁ ବହୁତ ଧନଲାଭ ହୋଇପାରିବ ।

Leave a Reply

Your email address will not be published. Required fields are marked *