October 23, 2024

Odia Express

Leading Odia News Portal of Odisha

ନୀତା ଅମ୍ବାନୀଙ୍କ ଏହି ମହଙ୍ଗା ସଉକ୍ ବିଷୟରେ ଆପଣ ଜାଣିନଥିବେ , ଆଜି ହିଁ ଜାଣିନିଅନ୍ତୁ ତାଙ୍କ ବିଷୟରେ କିଭଳି ନୀତା Ambani ପଇସା ଖର୍ଚ କରନ୍ତି..

ନୀତା ଅମ୍ବାନୀଙ୍କ ବିଷୟରେ ଆପଣ ଶୁଣିଥିବେ କି ସେ ଜଣେ ଧନୀ ମହିଳା ଅଟନ୍ତି ଯିଏ କି ମହଙ୍ଗାରୁ ମହଙ୍ଗା ଜିନିଷର ସଉକ୍ ରଖନ୍ତି ,ସେ ଆମ ଦେଶର ସବୁଠାରୁ ବଡ ଧନୀ ଉଦ୍ୟୋଗପତି ମୁକେଶଅମ୍ବାନୀଙ୍କର ସ୍ତ୍ରୀ ଅଟନ୍ତି, ତାଙ୍କ ଲାଇଫ୍ ଷ୍ଟାଇଲ୍ ସର୍ବଦା ଚର୍ଚ୍ଚାରେ ରହିଥାଏ କାରଣ ସେ ମହଙ୍ଗା ଜିନିଷ କିଣିବାରେ ସଉକ ରଖନ୍ତି, ସେମିତି କଣପାଇଁ ରଖିବେନି ସେମିତି ଏତେ ବଡ ଧନୀ ବ୍ୟକ୍ତିଙ୍କ ସ୍ତ୍ରୀ ଅଟନ୍ତି, ତେବେ ଆସନ୍ତୁ ଆପଣଙ୍କୁ କହିବୁ ନୀତା ଅମ୍ବାନୀଙ୍କ ପାଖରେ କେତେ ମହଙ୍ଗା ଜିନିଷ ବ୍ୟବହାର କରୁଛନ୍ତି, ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଯେପରି ଆପଣ ଜାଣିଛନ୍ତି କି ନୀତା ଅମ୍ବାନୀ ଭଲ ବ୍ରାଣ୍ତର କପଡା ପିନ୍ଧନ୍ତି, ଓ ଏକ ରିପୋର୍ଟ ର ମୁତାବିକ ତାଙ୍କ ଶାଢୀର ଦାମ୍ ଏତେ ଅଧିକା ଯେ ଆପଣ ଜାଣିଲେ ଚକିତ ହୋଇଯିବେ , ଏକ ୱେବସାଇଡ୍ ମୁତାବିକ ନୀତା ଅମ୍ବାନୀଙ୍କ ଶାଢୀର ଦାମ୍ ୪୦ ଲକ୍ଷ ଟଙ୍କା କୁହାଯାଉଛି, ଏହାକୁ ବନାଇବା ପାଇଁ ଏକ ବର୍ଷରେ ପ୍ରାୟ ୩୫ ଜଣ ମହିଳା କାରିଗର ମାନେ ମିଶିକରି ବନାଇଛନ୍ତି, ଓ ଏହାକୁ ବନାଇବାର ଖାସ୍ କାରଣ ଏହା ବି କୁହାଯାଉଛି କି ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡରେ ନାଁ ଦର୍ଜ କରିବାରେ ଯଥେଷ୍ଟ , ଏହାର ଓଜନ ୭-୮ କେଜିର ଅଟେ ।

ନୀତା ଅମ୍ବାନୀଙ୍କ ପାଖରେ ମହଙ୍ଗା ଆଇଫୋନ୍ ସହ ବ୍ରାଣ୍ତେଡ୍ ବ୍ୟାଗ୍ ବ୍ୟବହାର କରନ୍ତି, ଓ କୁହାଯାଉଛି କି ଏହି ବ୍ୟାଗର ଦାମ୍ ୧୨ ରୁ ୧୩ ଲକ୍ଷ ମଧ୍ୟରେ ଅଟେ ଓ ଏଇ ବ୍ୟାଗର ନାଁ ବିରକିନ୍ ଅଟେ, ଓ ଆଇଫୋନ୍ ର ଦାମ୍ ୩୧୫ କୋଟି ଅଟେ,

ଅମ୍ବାନୀ ପରିବାର ସହ ଯୋଡି ହୋଇଥିବା ସୁଚନାକୁ ନେଇକରି ଲୋକେ ବହୁତ ଅଧିକା ଉତ୍ସୁକତା ରୁହନ୍ତି, ତାଙ୍କର ଖାଦ୍ୟପେୟ, ରହିବା ଚଳିବା ଓ ଅନ୍ୟ ତରିକା ବିଷୟରେ ଜାଣିବାକୁ ଲୋକେ ବହୁତ ଉତ୍ସାହିତ ହୋଇଥାନ୍ତି, ଖବରରୁ ଜଣାଯାଏ ଯେ ନିତା ଅମ୍ବାନୀ ନିଜ ଦିନର ଆରମ୍ଭ ସେ ଏକ ସ୍ପେଶାଲ୍ ଚାହାରୁ କରନ୍ତି, ଏହା କେଉଁ ସାଧାରାଣ ଚାହାନୁହେମ୍ଂ ଏହାକୁ ଜାପାନି କ୍ରୋକରି କୁହାଯାଏ , କିନ୍ତୁ ଏହି ବିଷୟରେ ଏବେ କୌଣସି ସାକ୍ଷ୍ୟ ପ୍ରମାଣ୍ ନାହାନ୍ତି ।

ଧନୀ ଲୋକ ସାଧାରଣତଃ କିଛି ଖାସ୍ ଲୋକଙ୍କୁ କିଛି ଏମିତି ଜିନିଷ ଗିଫ୍ଟ କରନ୍ତି ଯାହା ବହୁତ ଖାସ୍ ହୋଇଥାଏ, ଯାହାବହୁତ ମହଙ୍ଗା ବି ହୋଇଥାଏ, ନୀତା ଅମ୍ବାନୀଙ୍କୁ ମୁକେଶ ଅମାନୀ ୪୪ତମ ଜନ୍ମଦିନରେ ଏକ ପ୍ରାଇଭେଟ୍ ଜେଟ୍ ଗିଫ୍ଟ କରିଥିଲେ, ଏହା କୌଣସି ସାଧାରଣ ଜେଟ୍ ନୁହେଁ , ଏହି ଜେଟ୍ ଭିତରେ କ୍ୟାବିନ୍ସ, ବାର୍, ଫ୍ୟାନ୍ସି ସୋବର୍ସ, ମ୍ୟୁଜିକ୍ ସିଷ୍ଟମ୍ , ଗେମ୍ କନସୋଲ୍, ସ୍ୟାଟେଲାଇଟ୍ ଟିଭି ପରି ଅତ୍ୟାଧୁନିକ ୱାୟାର୍ ଲେସ୍ କମ୍ୟୁନିକେଶନ୍ ସିଷ୍ଟମ୍ ମହଜୁତ୍ ଅଛି

ଏହା ଏକ ଭବ୍ୟ ଜେଟ୍ ଅଟେ ,ଯାହା ସବୁ ସୁବିଧାରେ ଉପଲ୍ଲବ୍ଧ । ଖବରରୁ ଜଣାଯାଏ କି ଏହି ଜେଟ୍ ର ଦାମ୍ ୯୦୦ କୋଟି ଟଙ୍କା ଅଟେ, ନୀତା ଅମ୍ବାନୀଙ୍କ ଦ୍ୱାରା ବ୍ୟବହାର ହେଉଥିବା ଲିପିଷ୍ଟିକ୍ ସୋସିଆଲ୍ ମିଡିଆରେ ବହୁତ ଚର୍ଚ୍ଚିତ ହୋଇଛି, ମିଡିଆ ମୁତାବିକ ଯାହା ବେଶୀ ଚର୍ଚ୍ଚିତ ଅଧିକା ହୋଇଥିଲା, ତାହା ଥିଲା ତାଙ୍କ ଲିପିଷ୍ଟିକ୍ ଯାହାର ଦାମ୍ ୩୯ ଲକ୍ଷ ଟଙ୍କାରୁ ଅଧିକା କୁହାଯାଉଛି ।

Leave a Reply

Your email address will not be published. Required fields are marked *