October 22, 2024

Odia Express

Leading Odia News Portal of Odisha

ନଗମାଙ୍କ ପ୍ରେମରେ ପଡିକରି କେବେ Sourav Ganguly ନେବାକୁ ବାହାରିଥିଲେ ନିଜ ସ୍ତ୍ରୀ ଡୋନାଙ୍କୁ ଛାଡପତ୍ର, କଣ ବାୟୋପିକ୍ ରେ ଦେଖାଯିବ ଏହି ଲଭ୍ ଷ୍ଟୋରୀ

ବଲିଉଡ୍ ର ବାୟୋପିକ୍ କ୍ରେଜ୍ ୟୁଥ୍ ଙ୍କର ମଧ୍ୟରେ ଦେଖିବାକୁ ମିଳେ , ସେମିତି ବାୟୋପିକ୍ ସଞ୍ଜୁ ହେଉ କିମ୍ବା ଏମ୍ ଏସ୍ ଧୋନୀ ଅନ୍ ଟୋଲଡ୍ ଷ୍ଟୋରୀ ସବୁ ଫିଲ୍ମରେ ତାଙ୍କ ମଧ୍ୟରେ କିଛି ଖାସ୍ ହୋଇଥାଏ , ଏହି କାରଣରୁ ଯେଉଁ ସେଲବସ୍ ଜୀବନୀରେ ତିଆରି ଫିଲ୍ମକୁ ଲୋକେ ସାଧାରଣ ଫିଲ୍ମରୁ ଅଧିକା ଦେଖିବାକୁ ପସନ୍ଦ କରନ୍ତି, ସେମିତି ଏହି ଦିନ କ୍ରିକେଟ୍ ମହାରାଜ ମାନେ ସୌରଭ ଗାଙ୍ଗୁଲିଙ୍କ ଫିଲ୍ମ ହେବାର କଥା ବହୁତ ଚର୍ଚ୍ଚିତ ହେଉଛି, ଖବରରୁ ମାନିଲେ ସୌରଭ ଏବେ ନିଜ ବାୟୋପିକ୍ ବନାଇବାର କଥାକୁ ନେଇ ରାଜି ହୋଇଛନ୍ତି, ଏବେ ତାଙ୍କର ଲଭ୍ ଷ୍ଟୋରୀ କୁ ନେଇକରି କିଛି ଖୁଲାସା ହୋଇନାହିଁ, କିନ୍ତୁ ତାଙ୍କ କାହାଣୀ ଦିମାଗରେ ଆସିଲେ ସବୁଠାରୁ ପ୍ରଥମେ ତାଙ୍କ ଅଧୁରା ଲଭ୍ ଷ୍ଟୋରୀ କଥା ମନେ ପଡେ ।

ଆପଣଙ୍କ ମଧ୍ୟରେ ବହୁତ କମ୍ ଲୋକ ଏହି କଥାକୁ ଜାଣିଥିବେ କି ସୌରଭ ଗାଙ୍ଗୁଲିଙ୍କ ପ୍ରେମ କାହାଣୀ ଗୋଟେ ସମୟରେ ବହୁତ୍ ପପୁଲାର୍ ଥିଲା, ତାଙ୍କ ପ୍ରେମିକା ଆଉ କେହି ନୁହେଁ ବରଂ ବଲିଉଡ୍ ଜଗତର ଅଭିନେତ୍ରୀ ନଗମା ଥିଲେ ,ପୁରା ଦୁନିଆଁରେ ବେଙ୍ଗଲ୍ ଟାଇଗର୍ ନାଁରେ ଜଣାଯାଉଥିବା କ୍ରିକେଟିୟର୍ ସୌରଭ ଗାଙ୍ଗୁଲି ଗୋଟେ ସମୟରେ ଜଣେ ଦକ୍ଷ କ୍ରିକେଟିୟର୍ ଓ ଅଧିନାୟକ ରହିଥିଲେ, ତାଙ୍କ ଧୁଆଁଧାର ବ୍ୟାଟିଙ୍ଗ୍ ବିରୋଧୀ ଟିମ୍ କୁ ଭୟଭୀତ କରିଦେଉଥିଲା, ସେମିତି ଅଭିନେତ୍ରୀ ନଗମା ବି ତାଙ୍କୁ ଦେଖିକରି କ୍ଲିନ୍ ବୋଲଡ୍ ହୋଇଯାଇଥିଲେ

ସେମିତି ଦେଖିବାକୁ ଗଲେ କ୍ରିକେଟିୟର୍ସ ବଲିଉଡ୍ ଅଭିନେତ୍ରୀଙ୍କୁ ସେମିତି ବହୁତ ପସନ୍ଦ କରନ୍ତି, ବୋଧେ ଏହି କାରଣରୁ ଯିଏ ସୌରଭ ଗାଙ୍ଗୁଲିଙ୍କୁ ନଗମାଙ୍କୁ ଭଲ ପାଇବସିଲେ, କୁହାଯାଏ କି ଯେବେ ସେ ନଗମାଙ୍କୁ ଦେଖାକଲେ ତେବେ ସେ ପୁର୍ବରୁ ବିବାହିତ ଥିଲେ, ଏତିକି ନୁହେଁ ବରଂ ସେ ନଗମାଙ୍କୁ ପାଇବାକୁ ନିଜ ସ୍ତ୍ରୀ ଡୋନାଙ୍କୁ ଛାଡପତ୍ର ଦେବାପାଇଁ ରାଜି ହୋଇଯାଇଥିଲେ । ଏମିତିରେ ଏବେ ଫ୍ୟାନ୍ସଙ୍କ କହିବା କଥା କି ସୌରଭ ଗାଙ୍ଗୁଲିଙ୍କ ଆସୁଥିବା ବାୟୋପିକ୍ ରେ ତାଙ୍କର ଓ ନଗମାଙ୍କ ଲଭ୍ ଷ୍ଟୋରି ଦେଖାଯାଇପାରେ, ଏହି ଅଧୁରା ପ୍ରେମ କାହାଣୀ ଏବେ ପର୍ଯ୍ୟନ୍ତ ସବୁଠାରୁ ଅଧିକା କଣ୍ଟ୍ରୋଭରସିଆଲ୍ କାହାଣୀ ଅଛି, ଏଥିପାଇଁ ସମସ୍ତେ ଜାଣିବାକୁ ଇଚ୍ଛୁକ କି ଏହି ଷ୍ଟୋରୀକୁ କେବେ ଫିଲ୍ମରେ ଦେଖାଯିବ କି ନାହିଁ

ଏହି କଥାକୁ ନେଇକରି ସୌରଭ ଗାଙ୍ଗୁଲି କିଛି କହିନାହାନ୍ତି, ଚାଲନ୍ତୁ ଆପଣଙ୍କୁ କହିବୁ କି ସୌରଭ ଓ ଡୋନାଙ୍କ ଗୃହସ୍ଥି କିପରି ରକ୍ଷା ପାଇଲା, ଏହି କଥା ୯୦ ଦଶକର ଅଟେ, ୧୯୯୯ ରେ କ୍ରିକେଟ୍ ୱାର୍ଲଡ୍ କପ୍ ସମୟରେ ସୌରଭ ଗାଙ୍ଗୁଲି ଙ୍କ ସାକ୍ଷାତ ନଗମାଙ୍କ ସହ ହେଲା, ଦୁହେଁ ଯେବେ ବନ୍ଧୁତା ହୋଇଗଲା ଏମିତିରେ ପ୍ରେମ କରିବସିଲେ, ଧୀରେ ଧୀରେ ଦେଖାଚାହାଁ ବଢିବାକୁ ଲାଗିଲା, ଏହି କଥା ମିଡିଆ ଆଗରେ ଆଉବେଶୀ ଦିନ ଲୁଚିପାରିଲା ନାହିଁ, ଆଶ୍ଚର୍ଯ୍ୟର୍ କଥା ନଗମା ଙ୍କୁ ପ୍ରେମ କରିବା ପୁର୍ବରୁ ସୌରଭ ଗାଙ୍ଗୁଲି ନିଜ ଛୁଆବେଳର ସାଙ୍ଗ ଡୋନାଙ୍କୁ ବିବାହ କରିଥିଲେ ।

କୁହାଯାଏ କି ସେ ଡୋନାଙ୍କୁ ବିବାହ କରିବାପାଇଁ ନିଜ ପୁରାପରିବାର ବାଲାଙ୍କ ସହ ଝଗଡା କରିଦେଇଥିଲେ, ସୌରଭ ନଅମାଙ୍କୁ ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିଲେ, ଏଥିପାଇଁ ସେ ଡୋନାଙ୍କୁ ଛାଡପତ୍ର ଦେବାପାଇଁ ମାନିବି ଯାଇଥିଲେ, ଯେବେ ତାଙ୍କର ଓ ନଗମାଙ୍କ ଆଫେୟାର୍ କଥା ପରିବାର ଯାଏଁ ପହଞ୍ଚିଲା, ତେବେ ସମସ୍ତେ ଚକିତ ହୋଇଗଲେ, ଯେଉଁଠି ଗୋଟେ ପଟେ ତାଙ୍କ ଗୃହସ୍ଥି ଥିଲା ତେବେ ସେଠାରେ ତାଙ୍କର କ୍ରିକେଟ୍ ପରଫରମାନ୍ସ ଲଗାତାର କମିବାକୁ ଲାଗିଲା, ତାଙ୍କର ଖରାପ ପରଫରମାନ୍ସର ଦୋଷ ନଗମାଙ୍କୁ ଦେଲେ, ଏହି କଥାରେ ପ୍ରଭାବ ନଗମା ଓ ତାଙ୍କ ଉପରେ ପଡିଲା ।

ପରିଶେଷରେ ଏହା ଫଳାଫଳ ହେଲା କି ସୌରଭ ଗାଙ୍ଗୁଲି ଓ ନଗମା ଦୁହେଁ ସଂମ୍ପର୍କ୍ ଭାଙ୍ଗିବାପାଇଁ ମନ କଲେ, ଏହି କଥା ନଗମାଙ୍କ ହୃଦୟକୁ ଆଘାତ ଦେଲା, କିନ୍ତୁ ସେ ନିଜ ଲାଇଫ୍ କୁ ଆଗକୁ ବଢାଇବାକୁ ପଡିଲା, କୁହାଯାଏ କି ସୌରଭ ଗାଙ୍ଗୁଲି ଆଜି ବି ନଗମାଙ୍କ ସହ ତାଙ୍କ ରିଲେସନ୍ ପବ୍ଲିକ୍ ରେ କବୁଲ୍ କରିନାହାନ୍ତି, ଏକ ଇଣ୍ଟରଭ୍ୟୁ ସମୟରେ ସୌରଭ ଗାଙ୍ଗୁଲିଙ୍କ ନାଁ ନ ନେଇ ନଗମା କହିଲେ କି ଅନ୍ୟ ଜିନିଷ ଛଡା ଏକ କ୍ୟାରିୟର୍ ବି ଦାଁଓରେ ଲାଗିଛି, ଏଥିପାଇଁ ମୋତେ ପଛଘୁଞ୍ଚା ଦେବାକୁ ପଡିଲା ।

Leave a Reply

Your email address will not be published. Required fields are marked *