October 22, 2024

Odia Express

Leading Odia News Portal of Odisha

Odia GK Question : ସେ କଣ ଅଟେ ଯାହାର ଅଛି ସେ ଦେଖିପାରିବ, ଓ କେବଳ ଗୋଟେ ଥର ହିଁ ଦେଖିପାରିବ,ବୁଦ୍ଧିମାନ ହେଇଥିଲେ ଥରକେ ଉତ୍ତର ଦେଇଦେବେ..

ଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା  । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ ।

୧)  ଭାରତ ବିଭାଜନ ସିଦ୍ଧାନ୍ତକୁ ସର୍ବପ୍ରଥମେ କେଉଁ ନେତା ସ୍ୱୀକାର କରିଥିଲେ ? ଉତ୍ତର- ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ।

୨) ସବର୍ଣ୍ଣ ହିନ୍ଦୁଙ୍କୁ ଫାସିବାଦୀ କଂଗ୍ରେସ କହିକରି କଂଗ୍ରେସର ଚରିତ୍ର ନିରୁପଣ କିଏ କରିଥିଲେ ? ଉତ୍ତର- ମହମ୍ମଦ ଅଲ୍ଳୀ ଜିନ୍ନା ।

୩) ଗାନ୍ଧିଜୀ ଭାରତରେ ପ୍ରଥମ ଉପବାସ କେଉଁ ଘଟଣା ସଂବନ୍ଧରେ ରଖିଥିଲେ ? ଉତ୍ତର- ଅହମଦାବାଦରେ ମିଲ୍ ହଡତାଲ୍ ବିରୋଧରେ ।

୪) ଭାରତରେ ରବିବାରକୁ ଛୁଟି ମିଳିବାର ପଛରେ କାହାର ସଂଘର୍ଷ ଅଟେ ? ଉତ୍ତର- ରାଓ ବାହାଦୁର ନାରାୟଣ ମେଘାଜୀ ଲୋଖଣ୍ତେ ।

୫) କାମନବିଲ୍ ପତ୍ରିକା ପ୍ରକାଶନ କିଏ କରିଥିଲେ ? ଉତ୍ତର- ଏନି ବେସେଣ୍ଟ୍

୬) ଅସହଯୋଗ ଆନ୍ଦୋଳନର ସମୟରେ ଅଲିଗଢରେ କେଉଁ ରାଷ୍ଟ୍ରିୟ ଶିକ୍ଷା ସଂସ୍ଥାକୁ ସ୍ଥାପନା କରାଯାଇଥିଲା? ଉତ୍ତର- ଜାମିଆ ମିଲିଆ ଇସ୍ଲେମିୟା ।

୭) ମତାଧିକାର ଉପରେ ମହାଭିଯୋଗ ଆରୋପ ସଂସଦର କେଉଁ ସଦନ ଦ୍ୱାରା ଲଗାଯାଇପାରିବ ? ଉତ୍ତର- ସଂସଦର କେଉଁ ବି ସଦନ ଦ୍ୱାରା

୮) ସଂବିଧାନର ସଭାର ଅସ୍ଥାୟୀ ଅଧ୍ୟକ୍ଷ୍ୟ କିଏ ନିଯୁକ୍ତ କରାଯାଇଥିଲା ? ଉତ୍ତର- ଡାକ୍ତର- ସଚ୍ଚିଦାନନ୍ଦ ସିହ୍ନା

୯) କାବିନେଟ୍ ମିଶନ ର ତିନି ସଦସ୍ୟ କିଏ କିଏ ଥିଲେ ? ଉତ୍ତର- ପୋଥିକ୍ ଲରେନ୍ସ, ଷ୍ଟେଫାର୍ଡ୍ କ୍ରିପ୍ସ, ଏବି ଅଲେକଜାଣ୍ତର

୧୦) ସଂବିଧାନର ରକ୍ଷକ କିଏ ବନାଇଥିଲେ ? ଉତ୍ତର- ଉଚ୍ଚତମ ନ୍ୟାୟାଳୟ ।

୧୧) ସଂବିଧାନରେ ସଂଶୋଧନ ପ୍ରକିୟା ଉଲ୍ଲେଖ କେଉଁ ଅନୁଚ୍ଛେଦରେ କରାଯାଇଛି ? ଉତ୍ତର- ଅନୁଚ୍ଛେଦ ୩୬୮

୧୨) ଅନୁଚ୍ଛେଦ ୩ ଅନ୍ତର୍ଗତ ସଂସଦକୁ କାହାର ଅଧିକାର ମିଳିଛି ? ଉତ୍ତର- ନୁଆ ରାଜ୍ୟର ନିର୍ମାଣ ଓ ବର୍ତ୍ତମାନ ରାଜ୍ୟର କ୍ଷେତ୍ର, ସୀମା କିମ୍ବା ନାମରେ ପରିବର୍ତ୍ତନ ।

୧୩) ଭାରତରେ ପଞ୍ଚ ବର୍ଷୀୟ ଯୋଜନା ଅନୁମୋଦନ କରିବା ବାଲା ସର୍ବୋଚ୍ଚ ନିକାୟ କେଉଁଟା ଅଟେ ? ଉତ୍ତର- ରାଷ୍ଟ୍ରିୟ ବିକାଶ ପରିଷଦ

୧୪) ବି ଆର୍ ଆମ୍ବେଦକର୍ ଓ ମହାତ୍ମା ଗାନ୍ଧୀ ସନ୍ ୧୯୩୨ ରେ ହସ୍ତାକ୍ଷରିତ ପୁନେ ବୁଝାମଣାରେ କେଉଁ ପ୍ରାବଧାନ ଥିଲା ? ଉତ୍ତର- ହରିଜନ ପାଇଁ ଆରକ୍ଷଣ ସହିତ୍ ସଂଯୁକ୍ତ ନିର୍ବାଚନ କ୍ଷେତ୍ର

୧୫) ରାଜ୍ୟପାଳ ମୁଖ୍ୟ ଉପଦେଶକର୍ତ୍ତା କିଏ ରହିଥାନ୍ତି ? ଉତ୍ତର- ଭାରତର ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ନ୍ୟାୟମୁର୍ତ୍ତି ।

୧୬) ସଂବିଧାନର କେଉଁ ଅନୁଚ୍ଛେଦର ଆଧାରରେ ରାଜ୍ୟରେ ସଂବିଧାନିକ ତନ୍ତ୍ରର ବିଫଳତା ଉପରେ ରାଷ୍ଟ୍ରପତି ଶାସନ ଲାଗିପାରିବ ? ଉତ୍ତର- ଅନୁଚ୍ଚେଦ ୩୫୬

୧୭) ବର୍ତ୍ତମାନ ସମୟରେ ଭାରତୀୟ ସଂବିଧାନ ଅନ୍ତର୍ଗତ ସଂମ୍ପତ୍ତି ର ଅଧିକାର କେଉଁ ପ୍ରକାରର୍ ଅଟେ ? ଉତ୍ତର- ବୈଧାନିକ ଅଧିକାର ।

୧୮) ସେ କଣ ଅଟେ ଯାହା ଯାହାର ଅଟେ ସେ ଦେଖିପାରିବ, ଓ କେବଳ ଗୋଟିଏ ଥର୍ ଦେଖିପାରିବ ? ଉତ୍ତର- ସ୍ୱପ୍ନ ।

Leave a Reply

Your email address will not be published. Required fields are marked *