October 23, 2024

Odia Express

Leading Odia News Portal of Odisha

Bastu Tips : କେବେ ବି ମୁଣ୍ତ ପାଖରେ ରଖିକରି ଶୁଅନ୍ତୁ ନାହିଁ ଏହି ଜିନିଷ ଗୁଡିକ, ଆସିପାରେ ନାନାଦି ଅସୁବିଧା, ଜାଣିନିଅନ୍ତୁ ଜରୁରୀ କଥାଗୁଡିକ

ମଣିଷ ଜୀବନରେ ବହୁତଥର କେଉଁ ନା କେଉଁ ପ୍ରକାରର ଅସୁବିଧା ଲାଗି ରହିଥାଏ ଯାହାକୁ ନେଇକରି ସେ ବ୍ୟକ୍ତି ଅଧିକା ଚିନ୍ତିତ ହୋଇଯାଏ , ସମସ୍ତେ ନିଜ ଜୀବନକୁ ସୁଖପୁର୍ବକ ବନାଇବାରେ ଯଥାସଂମ୍ଭବ ଚେଷ୍ଟା କରିଥାଏ, କିନ୍ତୁ ନ ଚାହିଁଲେ ବି ଜୀବନରେ କିଛି ନା କିଛି ଅସୁବିଧା ନିଶ୍ଚିତ ଆସିଯାଏ , ପରିଶେଷରେ ଆପଣଙ୍କ ଜୀବନ ଏହି ଚିନ୍ତାଗୁଡିକ ଉତ୍ପନ୍ନ ହେଉଛି କି ନାହିଁ, ଏହାର ବିଷୟରେ ଶାସ୍ତ୍ରରେ ବହୁତ ମହତ୍ତ୍ୱପୁର୍ଣ୍ଣ ସୁଚନା କୁହାଯାଇଛି । ବାସ୍ତୁ ଶାସ୍ତ୍ରଅନୁସାରେଯଦି ଘରେ ବାସ୍ତୁ ଦୋଷ ଅଛି ତେବେ ଏହାର କାରଣରୁ ପରିବାର ଲୋକଙ୍କୁ ନାନାଦି ଅସୁବିଧାର ସାମ୍ନା କରିବାକୁ ପଡେ, କିନ୍ତୁ କେବଳ ଘରର ବାସ୍ତୁ ଅନୁସାରେ  ସଠିକ୍ ଦିଗରେ ବନାଇନେବା ଯଥେଷ୍ଟ ହୋଇନଥାଏ, ବରଂ ଘରର ଭିତରେ ରଖିଥିବା ଜିନିଷ ବି ସଦସ୍ୟଙ୍କ ଜୀବନରେ ଗଭୀର୍ ପ୍ରଭାବ ପକାଇଥାଏ ,ଆପଣଙ୍କୁ କହିଦେବୁ କି ବାସ୍ତୁଶାସ୍ତ୍ରରେ ସବୁ ଜିନିଷକୁ ରଖିବାର ସ୍ଥାନ ଓ ତରିକା ବିଷୟରେ ଆଲୋଚନା କରାଯାଇଛି, ବ୍ୟକ୍ତିର ଅଭ୍ୟାସ, ତାହାର ଆଖପାଖରେ ରଖା ହୋଇଥିବା ଜିନିଷର ସକରାତ୍ମକ ଓ ନକରାତ୍ମକ ଉର୍ଜା ହିଁ କାରଣ ହୋଇଥାଏ । ଆଜି ଆମେ ଏହି ଲେଖ ମାଧ୍ୟମରେ ସେହି ଜିନିଷଗୁଡିକର ବିଷୟରେ କହିବାକୁ ଯାଉଛୁ ଯାହା ଲୋକେ ନିଜ ମୁଣ୍ତ୍ ପାଖରେ ରଖିକରି ଶୋଇଯାଆନ୍ତି, କିନ୍ତୁ ଏହି ଜିନିଷରୁ ବାହାରୁଥିବା ନକରାତ୍ମକ ଉର୍ଜା ତାଙ୍କୁ ଅଧିକା କ୍ଷତି ପହଞ୍ଚାଇଥାଏ , ତେବେ ଚାଲନ୍ତୁ ଜାଣିବା ସେ କେଉଁ ଜିନିଷଗୁଡିକ ଅଟେ ଯାହାକି ନିଜ ମୁଣ୍ତ ପାଖରେ ରଖିକରି ଶୋଇବା ଉଚିତ୍ ନୁହେଁ ।

୧) ବାସ୍ତୁଶାସ୍ତ୍ରର ନିୟମରେ ଏକ ମହତ୍ତ୍ୱପୁର୍ଣ୍ଣ ନିୟମ ଅଛି କି ଶୟନକକ୍ଷରେ ଆଇନା ରଖିବା ଉଚିତ୍ ନୁହେଁ ଯଦି ବେଡରୁମ୍ ରେ ଆଇନା ରଖିଥିବେ ତେବେ ରାତିର ସମୟରେ ତାକୁ ଘୋଡାଇଦିଅନ୍ତୁ, ଅନ୍ୟଥା ଏହାର କାରଣରୁ ଘର ପରିବାରରେ କଳହ ଉତ୍ପନ୍ନ ହୋଇଥାଏ ।

୨) ବହୁତ ଲୋକଙ୍କର ଏହି ଅଭ୍ୟାସ ହୋଇଥାଏ କି ସେ ରାତିରେ ଶୋଇବା ସମୟରେ ନିଜ ମୁଣ୍ତ ପାଖରେ କିମ୍ବା ବେଡ୍ ତଳେ ଚପଲ ଓହ୍ଲାଇକରି ଶୋଇଯାଆନ୍ତି, କିନ୍ତୁ ଏହା ବିଲକୁଲ୍ ଭୁଲ୍ ଅଭ୍ୟାସ ହୋଇଥାଏ, ଏହାର କାରଣରୁ ଜୀବନରେ ନକରାତ୍ମକତା ଆସିବାକୁ ଲାଗେ ।

୩) ଆପଣ ଶୋଇବା ସମୟରେ ନିଜ ମୁଣ୍ତର ପାଖରେ ପର୍ସ କିମ୍ବା କୌଣସି ଇଲେକ୍ଟ୍ରୋନିକ୍ସ ଜିନିଷ ରଖନ୍ତୁ ନାହିଁ, ବହୁତ ଲୋକ ଶୋଇବା ସମୟରେ ମୋବାଇଲ୍, ଲ୍ୟାପଟପ୍, ଘଣ୍ଟା ମୁଣ୍ତ ପାଖରେ ରଖିକରି ଶୋଇଯାଆନ୍ତି, ଯାହାକି ବିଲକୁଲ୍ ଭୁଲ୍ ଅଟେ, ଏହାର କାରଣରୁ ରୋଗ ଉତ୍ପନ୍ନ ହୋଇଥାଏ, ସେମିତି ଯଦି ଆପନ ନିଜ ମୁଣ୍ତ ପାଖରେ ପର୍ସ ରଖିକରି ଶୋଇଥାନ୍ତି ତେବେ ଏହାର କାରଣରୁ ପଇସାର ଅସୁବିଧା ଦେଖିବାକୁ ମିଳିଯାଏ ।

୪) ବାସ୍ତୁ ଶାସ୍ତ୍ରର ଅନୁସାରେ ମୁଣ୍ତ ପାଖରେ କେବେ ବି ତେଲ ରଖିକରି ଶୋଇବା ଅନୁଚିତ୍ ,ଅନ୍ୟଥା ଏହାର କାରଣରୁ ନାନାଦି ଅସୁବିଧା ଉତ୍ପନ୍ନ ହେବାର ଆଶଙ୍କା ବଢିଯାଇପାରେ ।

୫) ବାସ୍ତୁଶାସ୍ତ୍ରର ନିୟମ ଅନୁସାରେ ମୁଣ୍ତ ପାଖରେ ପାଣିର ବୋତଲ କିମ୍ବା ପାଣିରେ ଭରା ହୋଇଥିବା କିଛି ବି ପାତ୍ର ରଖିକରି ଶୋଇବା ଉଚିତ୍ ନୁହେଁ, ଅନ୍ୟଥା ଏହାର କାରଣରୁ କୁଣ୍ତଳୀରେ ଚନ୍ଦ୍ରମାର ପ୍ରଭାବ ପଡିଥାଏ, ଓ ମାନସିକ ସମସ୍ୟା ସାମ୍ନା କରିବାକୁ ପଡିଥାଏ ।

୬) ବହୁତଥର ଦେଖିବାକୁ ମିଳେ କି ଲୋକେ ଯେବେ ରାତିରେ କେଉଁ ବହି ପଢନ୍ତି ତେବେ ପଢୁ ପଢୁ ତାକୁ ନିଜ ମୁଣ୍ତ ପାଖରେ ରଖିକରି ଶୋଇଯାଆନ୍ତି, କିନ୍ତୁ ଏମିତି କରିବା ଏକଦମ୍ ଭୁଲ୍ ଅଟେ, କେବେ ବି ରାତିରେ ଶୋଇବା ସମୟରେ ବହି,ମ୍ୟାଗଜିନ୍, ନ୍ୟୁଜ୍ ପେପର୍ ଆଦି ପଢିବା ଲେଖିବା ସଂବନ୍ଧିତ ଜିନିଷ ଭୁଲରେ ରଖିକରି ଶୋଇବେ ନାହିଁ, ଅନ୍ୟଥା ଏହାର କାରଣରୁ ଚିନ୍ତା ବଢିବାରେ ଲାଗିଥାଏ ।

Leave a Reply

Your email address will not be published. Required fields are marked *