October 24, 2024

Odia Express

Leading Odia News Portal of Odisha

ରାଜେଶ ଖାନ୍ନାଙ୍କ ଛୋଟ ଝିଅ ବଲିଉଡ୍ ରେ ହେଲେ ନାହିଁ ସଫଳ, Film Industry ରୁ ଦୁରେଇଯାଇ ରିଙ୍କି ଖାନ୍ନା କରନ୍ତି ଏହି କାମ

ବଲିଉଡ୍ ଇଣ୍ତଷ୍ଟ୍ରିରେ ସମସ୍ତଙ୍କୁ ସଫଳତା ମିଳିଯାଉ ଏହା ପ୍ରାୟ ଅସଂମ୍ଭବ ପରି ଲାଗେ , ଇଣ୍ତଷ୍ଟ୍ରିରେ ସବୁଦିନ ନୁଆ ନୁଆ ଚେହେରା ଦେଖିବାକୁ ମିଳିଯାଏ , କିନ୍ତୁ କିଛି ଜଣେ ହୋଇଥାନ୍ତି ଯିଏ ବଲିଉଡ୍ ଇଣ୍ତଷ୍ଟ୍ରିରେ ନିଜକୁ ସଫଳ କରିପାରନ୍ତି । ସେ ଷ୍ଟାର୍ କିଡ୍ ହୁଅନ୍ତୁ କି ଆଉଡ୍ ସାଇଡର୍, ସେଥିରୁ କିଛି ଫରକ ପଡେନାହିଁ । ନ ଜଣା କେତେ ଏମିତି ଷ୍ଟାର୍ କିଡସ୍ ଯିଏକି ଦର୍ଶକଙ୍କ ଦ୍ୱାରା ନାପସନ୍ଦ କରାଯାଇଛି ।ଆପଣଙ୍କୁ କହିଦେବୁ କି ଦିବଂଗତ ଅଭିନେତା ରାଜେଶ ଖାନ୍ନାଙ୍କ ପରିବାର କେଉଁ ନା କେଉଁ କାରଣରୁ ଚର୍ଚ୍ଚାରେ ରହିଥାଏ, ରାଜେଶ୍ ଖାନ୍ନା ଏମିତି ଏକ କଳାକାର ଥିଲେ ଯିଏକି ବଲିଉଡ୍ ଇଣ୍ତଷ୍ଟ୍ରିରେ ଭଲ ପରିଚୟ ବନାଇଥିଲେ, ସେମିତି ସୁପରଷ୍ଟାର୍ ସ୍ତ୍ରୀ ଡିମ୍ପଲ୍ କାପଡିଆ ବି ଫିଲ୍ମରେ ପ୍ରସିଦ୍ଧ ଅଭିନେତ୍ରୀ ରହିସାରିଛନ୍ତି, ଡିମ୍ପଲ୍ କାପଡିଆ ଫିଲ୍ମ ଇଣ୍ତଷ୍ଟ୍ରିରେ ବହୁତ ନାଁ କମାଇଛନ୍ତି, ବଲିଉଡ୍ ଇଣ୍ତଷ୍ଟ୍ରିର ସୁପରଷ୍ଟାର୍ ରାଜେଶ ଖାନ୍ନାଙ୍କ ସ୍ତ୍ରୀ ଡିମ୍ପଲ୍ କାପଡିଆ ନିଜ ଭଲ ଅଭିନୟ ଓ ସୁନ୍ଦରତା କାରଣରୁ ସମସ୍ତଙ୍କ ହୃଦୟ ଜିତିଥିଲେ ।

ବଲିଉଡ୍ ଇଣ୍ତଷ୍ଟ୍ରିର ପୁର୍ବରୁ ସୁପରଷ୍ଟାର୍ ରାଜେଶ ଖାନ୍ନାଙ୍କ ଦୁଇଟି ଝିଅ ଥିଲେ,  ତାଙ୍କ ପ୍ରଥମ ଝିଅଙ୍କ ନାଁ ଟ୍ୱିଙ୍କିଲ୍ ଖାନ୍ନା ଅଟେ, ଯିଏ ବଲିଉଡ୍ ଇଣ୍ତଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ଟ୍ୱିଙ୍କିଲ୍ ଖାନ୍ନା ବଲିଉଡ୍ ରେ କ୍ୟାରିୟର ଏତେ ଖାସ୍ ନଥିଲା କିନ୍ତୁ ଫିଲ୍ମ ଇଣ୍ତଷ୍ଟ୍ରିରେ ନିଜର ଏକ ପରିଚୟ ବନାଇଥିଲେ, ସେମିତି ରାଜେଶ ଖାନ୍ନାଙ୍କ ଦ୍ୱିତୀୟ ଝିଅ ନାଁ ରିଙ୍କି ଖାନ୍ନା ଅଟନ୍ତି ଯିଏକି ବଲିଉଡ୍ ଇଣ୍ତଷ୍ଟ୍ରିରେ କିଛି ଖାସ୍ ପରିଚୟ ମିଳିନଥିଲା, ବୋଧେ ଏମିତି ବହୁତ କମ୍ ଲୋକ ରିଙ୍କି ଖାନ୍ନାଙ୍କ ବିଷୟରେ ଜଣାଥିବ ।

ଆପଣଙ୍କୁ କହିଦେବୁ କି ରିଙ୍କି ଖାନ୍ନାଙ୍କ ଜନ୍ମ ୨୭ ଜୁଲାଇ ୧୯୭୭ କୁ ହୋଇଥିଲା, ଓ ଏହି ଦିନ ସେ ନିଜ ଜନ୍ମଦିନ ପାଳିଛନ୍ତି, ରିଙ୍କି ଖାନ୍ନା ୪୪ ବର୍ଷର ହୋଇସାରିଛନ୍ତି, ଓ ସେ ସୁପରଷ୍ଟାର ରାଜେଶ୍ ଖାନ୍ନାଙ୍କ ଛୋଟ ଝିଅ ଅଟନ୍ତି , ରିଙ୍କି ଖାନ୍ନା ଗୋବିନ୍ଦାଙ୍କ ସହ ଫିଲ୍ମ ଜିସ୍ ଦେଶ୍ ମେଁ ଗଙ୍ଗା ରେହେତା ହେ ରେ କାମ କରିଥାଏ, ଓ ଏହି ଫିଲ୍ମ ସୁପରହିଟ୍ ପ୍ରମାଣିତ ହୋଇଥିଲା, କିନ୍ତୁ ତା ପରେ ରିଙ୍କି ଖାନ୍ନାଙ୍କୁ ବଲିଉଡ୍ ଇଣ୍ତଷ୍ଟ୍ରିରେ ସଫଳତା ମିଳିପାରିନଥିଲା, ଆଜି ଆମେ ରିଙ୍କି ଖାନ୍ନାଙ୍କ ଜନ୍ମଦିନ ଅବସରରେ ସେ ଜୀବନ ସହ ଯୋଡି ହୋଇଥିବା କିଛି ମଜାଦାର୍ ବିଷୟରେ କଥା ହେବା ।

ରିଙ୍କି ଖାନ୍ନା ୧୯୯୯ ରେ ଆସିଥିବା ଫିଲ୍ମ  ପ୍ୟାର୍ ମେଁ କଭି କଭି ରୁ ବଲିଉଡ୍ ଇଣ୍ତଷ୍ଟ୍ରିରେ ନିଜ ପାଦ ଦେଇଥିଲେ, ତାହାପରେ ସେ ଗୋବିନ୍ଦାଙ୍କ ସହ ଜିସ୍ ଦେଶ ମେଁ ଗଙ୍ଗା ରେହେତା ହେ ଫିଲ୍ମରେ କାମ କରିଥିଲେ, ଏହି ଫିଲ୍ମ ପରେ ରିଙ୍କି ଖାନ୍ନା ଇଣ୍ତଷ୍ଟ୍ରିରେ କିଛି ଖାସ୍ ସଫଳତା ପାଇନଥିଲେ, ରିଙ୍କି ଖାନ୍ନା ଫିଲ୍ମ ଇଣ୍ତଷ୍ଟ୍ରିରେ କେବଳ ୪ ବର୍ଷ ହିଁ ନିଜ କ୍ୟାରିୟର ରଖିଥିଲେ, ଓ ସେ ନିଜ କ୍ୟାରିୟରରେ ୯ ଟି ଫିଲ୍ମରେ କାମ କରିଥିଲେ, ୨୦୦୪ ରେ ସେ ଶେଷ ଫିଲ୍ମ୍ ଚମେଲିରେ ଦେଖାଯାଇଥିଲା ।

ଆଜି ତାଙ୍କୁ ତାଙ୍କ ଗୀତ ମୁସୁ ମୁସି ହାସି ପାଇଁ ମନେ ପକାନ୍ତି । ବୋଧେ ବହୁତ କମ୍ ଲୋକଙ୍କୁ ଜଣାଥିବ କି ସୁପରଷ୍ଟାର୍ ରାଜେଶ ଖାନ୍ନା ଓ ଡିମ୍ପଲ୍ କାପଡିଆଙ୍କ ଛୋଟ ଝିଅ ରିଙ୍କି ଖାନ୍ନାଙ୍କ ଅସଲି ନାଁ ରିଙ୍କି ନୁହେଁ ବରଂ ରିଙ୍କଲ୍ ଖାନ୍ନା ଅଟେ, ପରେ ସେ ନିଜ ନାଁ ବଦଳାଇ ରିଙ୍କଲ୍ ରୁ ରିଙ୍କି କରିଦେଇଥିଲେ, ରିଙ୍କି ଖାନ୍ନା ହିନ୍ଧି ଫିଲ୍ମ ସହ ବହୁତ ତାମିଲ୍ ଫିଲ୍ମରେ କାମ କରିସାରିଛନ୍ତି, ଏହା ଛଡା ହିନ୍ଦୀ ଓ ଇଂରାଜୀ ଭାଷାରେ ବହୁତ ନାଟକରେ କାମ କରିସାରିଛନ୍ତି ।

ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ରିଙ୍କି ଖାନ୍ନାଙ୍କ ବଡ ଭଉଣୀ ଟ୍ୱିଙ୍କିଲ୍ ଖାନ୍ନା ବଲିଉଡ୍ ଇଣ୍ତଷ୍ଟ୍ରିର ଦିଗଜ୍ ଅଭିନେତା ଅକ୍ଷୟ କୁମାରଙ୍କୁ ବିବାହ କରିଛନ୍ତି, କିନ୍ତୁ ରିଙ୍କି ଖାନ୍ନା ଏକ ବିଜନେସ୍ ମ୍ୟାନ୍ ଙ୍କୁ ବିବାହ କରିଥିଲେ, ୨୦୧୩ ରେ ବିଜନେସ୍ ମ୍ୟାନ୍ ସମୀର୍ ସରଣ ଙ୍କୁ ରିଙ୍କି ଖାନ୍ନ୍ ସାକ୍ଷାତ କରିଥିଲେ, ଓ ସେହି ବର୍ଷ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଗଲେ, ସେ ଏବେ ନିଜ ସ୍ୱାମୀଙ୍କ ସହ ଲଣ୍ତନରେ ରହୁଛନ୍ତି, ରିଙ୍କି ଖାନ୍ନା ୨୦୦୪ ରେ ଏକ ଝିଅକୁ ଜନ୍ମ ଦେଇଥିଲେ, ଓ କିଛି ବର୍ଷ ପରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ।

Leave a Reply

Your email address will not be published. Required fields are marked *