October 23, 2024

Odia Express

Leading Odia News Portal of Odisha

ବେଲପତ୍ରର ଜଡରେ ରହିଥାଏ ସାକ୍ଷାତ Laxmi ବାସ, କରନ୍ତୁ ଏହି ଉପାୟ ଦୁର ହୋଇଯିବ ସବୁ ସଙ୍କଟ

ଭଗବାନ ଶିବ ଏମିତି ଦେବତା ଅଟନ୍ତି ଯିଏ ନିଜ ଭକ୍ତଙ୍କ ଉପରେ ଶିଘ୍ର ପ୍ରସନ୍ନ ହୋଇଥାନ୍ତି, ଏମିତି କୁହାଯାଏ କି ଯଦି କେଉଁ ବ୍ୟକ୍ତି ନିଜ ସଚ୍ଚା ମନରେ ତାଙ୍କ ଉପରେ ଏକ ଢାଳ ପାଣି ଅର୍ପଣ କରେ ତେବେ ଏଥିରେ ସେ ପ୍ରସନ୍ନ ହୋଇକରି ଭକ୍ତଙ୍କୁ ମନୋବାଞ୍ଚିତ ଫଳ ପ୍ରଦାନ କରନ୍ତି , ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ଶ୍ରାବଣର ମାସ ପବିତ୍ର ମାସ ହୋଇଥାଏ, ଶିବଙ୍କର ଏହି ମାସ ପବିତ୍ର ମାସ ହୋଇଥାଏ, ଏହି ମାସରେ ଲୋକେ ଭଗବାନ ଶିବଙ୍କର ବିଶେଷ ପୁଜା ଅର୍ଚ୍ଚନା କରିଥାନ୍ତି ଓ ବହୁତ ଲୋକ ଏମିତି ହୋଇଥାନ୍ତି ଯିଏ ନାନାପ୍ରକାରର ଉପାୟ କରିକି ଶିବଙ୍କୁ ପ୍ରସନ୍ନ କରିବାର ପ୍ରୟନ୍ନ କରିଥାନ୍ତି ।

ଭଗବାନ ଶିବଙ୍କ ପୁଜା ସମୟରେ ଭକ୍ତ ବେଲପତ୍ର, ଦୁଦୁରା, ଆଦି ଜିନିଷ ଅର୍ପଣ କରନ୍ତି, ଏହି ଜିନିଷ ବହୁତ ଶୁଭ ହୋଇଥାଏ, ହିନ୍ଦୁ ଧର୍ମରେ ବେଲପତ୍ର ଭଗବାନ ଶିବଙ୍କର ଆରାଧନା ମୁଖ୍ୟ ଅଙ୍ଗ ମାନାଯାଏ ,ଏହା ଛଡା ଏମିତି କୁହାଯାଏ କି ବେଲପତ୍ର ଜଡରେ ସାକ୍ଷାତ ଲକ୍ଷ୍ମୀଙ୍କର ବାସ ହୋଇଥାଏ, ଏହି କାରଣରୁ ତାଙ୍କୁ ଶ୍ରୀବୃକ୍ଷ ନାଁରେ ଜଣାଯାଏ , ଯଦି ଆପଣ ବେଲପତ୍ରରେ କିଛି ଉପାୟ କରନ୍ତି ଏଥିରେ ଆପଣଙ୍କୁ ଅନେକ ଫାଇଦା ମିଳିବ ।

୧) ଧାର୍ମିକ ମାନ୍ୟତା ଅନୁସାରେ ଯଦି କେଉଁ ବ୍ୟକ୍ତି ଭଗବାନ ଶିବଙ୍କ ଉପରେ ବେଲପତ୍ର ଅର୍ପଣ କରନ୍ତି ତେବେ ଏଥିରେ ଲକ୍ଷ୍ମୀ ପ୍ରାପ୍ତି ହୋଇଥାଏ କାରଣ ବେଲପତ୍ର ଜଡରେ ସାକ୍ଷାତ୍ ଲକ୍ଷ୍ମୀଙ୍କର ବାସ ହୋଇଥାଏ, ଏଥିପାଇଁ ଏହି ବୃକ୍ଷକୁ ଶ୍ରିବୃକ୍ଷ କୁହାଯାଏ, ଯଦି ଏହାର ପୁଜା କରାଯାଏ ତେବେ ଧନ ଲାଭ ହୋଇଥାଏ ।

୨) ଶାସ୍ତ୍ରରେ ଏହି କଥାର ଉଲ୍ଲେଖ କରାଯାଇଛି କି ଯଦି ବେଲପତ୍ରର ଜଡରେ ଘିଅ, ଅନ୍ନ, କ୍ଷୀର କିମ୍ବା ମିଷ୍ଠାନ ଅର୍ପଣ କରାଯାଏ , ତେବେ ଏଥିରୁ ଦାରିଦ୍ରତାର ଅନ୍ତ ହୋଇଥାଏ, ଏତିକି ନୁହେଁ ବରଂ ଜୀବନରେ କେବେ ବି ଧନର ଅଭାବ ହେବନାହିଂ ଏହା ଛଡା ଯଦି ଏହି ଗଛର ଜଡରେ ବିଧିପୁର୍ବକ ପୁଜା କରାଯାଏ ତେବେ ସବୁ ପ୍ରକାରର ପାପରୁ ମୁକ୍ତି ମିଳିପାରିବ ।

୩) ଯଦି ସନ୍ତାନ ସୁଖ ପ୍ରାପ୍ତି କରିବାର ଇଚ୍ଛା ଅଛି ତେବେ ଏମିତି ସ୍ଥିତିରେ ଶିବଲିଙ୍ଗ ଉପରେ ଫୁଲ,ଦୁଦୁରା ଓ ବେଲପତ୍ର ଅର୍ପଣ କରିବା ପରେ ଏହି ଗଛର ଜଡରୁ ପୁଜା କରନ୍ତୁ, ଏଥିରେ ବହୁତଜଲଦି ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ ।

୪) ଏମିତି ମାନାଯାଏ କି ବେଲପତ୍ର ବୃକ୍ଷର ଜଡର ଜଳ ନିଜ ମଥାରେ ଲଗାଇଲେ ସମସ୍ତ ତୀର୍ଥ ଯାତ୍ରୀଙ୍କୁ ପୁଣ୍ୟ ପ୍ରାପ୍ତି ହୋଇଥାଏ ।

୫) ଯଦି ଆପଣ କେଉଁ ରୋଗରେ ପୀଡିତ ଅଛନ୍ତି ତେବେ ଏମିତି ସ୍ଥିତିରେ ବେଲପତ୍ର ଜଡରେ ପାଣିରେ ଘସିକରି କିମ୍ବା ସିଝାଇକରି ଔଷଧୀ ରୁପରେ ଏହାର ବ୍ୟବହାର କରନ୍ତୁ, ଏମିତି କରିଲେ କଷ୍ଟକାରୀ ଲୋକଙ୍କ ମଧ୍ୟରେ ଅମୃତ ସମାନ ଲାଭକାରୀ ହୋଇଥାଏ,  ଏତିକି ନୁହେଁ ବେଲପତ୍ର ସେବନ କରିଲେ ତ୍ୱଚା ସହ୍ ସଂବନ୍ଧିତ ରୋଗ ଓ ଡାଇବେଟିଜ୍ ଉପରେ ଖରାପ ପ୍ରଭାବକୁ ରୋକିଥାଏ ।

୬) ଯଦି ଆପଣ ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଶିବଲିଙ୍ଗ ଉପରେ ବେଲପତ୍ର ଅର୍ପଣ କରନ୍ତୁ, ଏମିତି ମାନାଯାଏ କି ଯେଉଁ ବ୍ୟକ୍ତି ଭଗବାନ ଶିବ ଓ ମା ପାର୍ବତୀଙ୍କ ପୁଜାରେ ବେଲପତ୍ର ଅର୍ପଣ କରିଥାଏ ତାଙ୍କୁ ମହାଦେବ ଓ ଦେବୀ ପାର୍ବତୀଙ୍କ ଆଶିର୍ବାଦ ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *