October 23, 2024

Odia Express

Leading Odia News Portal of Odisha

Fun Bazar : ସ୍ତ୍ରୀ ନିଜ ସ୍ୱାମୀକୁ ପ୍ରଶ୍ନ କରି କହିଲା କି ଭଲ ହଉ ଗୋଟେ କଥା କୁହ, ତୁମେ ମୁର୍ଖ କି ମୁଁ ? ଏହାପରେ ଉତ୍ତର ଏପରି ମିଳିଲା ଯେ ସ୍ତ୍ରୀ ବେହୋସ

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ପପୁ – ମା ତୁମେ ସବୁ ପଇସା ପଣତକାନିରେ ବାନ୍ଧିକରି କଣପାଇଁ ରଖୁଛ ? ମା- ପୁଅ ଏଥିପାଇଁ କି ତୋ ବାପାଙ୍କୁ ଜଣାନପଡୁ, ପପୁ- ଓହ, ତେବେ ବାପା ଚିନ୍ତିତ ଥିଲେ , ମା-କଣ ହେଲା ? ପପୁ- ଆପଣ ପଇସା କାନିରେ ବାନ୍ଧିକି ରଖନ୍ତି, ବିଚରା ବାପା କାମବାଲିର ପଣତକୁ ଖୋଲୁଥିଲେ, ମା-ବେହୋସ୍

୨) ଦିନେ ପପୁ ଲୁଚିକରି ନିଜ ଶାଳିକୁ କିସ୍ କରୁଥିଲା, ପପୁ- ତୁମେ ତ ନିଜ ଭଉଣୀ ଠାରୁ ସୁନ୍ଦର ଅଛ, ଶାଳୀ- ମିଛ କୁହନି , ପପୁ- ଆରେ ନାହିଁ ସତ କହୁଛି , ଶାଳୀ- ଭଲ ମୋର ତ ସିଏ କହୁଥିଲେ କି ତୁମର ଦିଦି ହିଁ ବେଶୀ ସୁନ୍ଦର ବୋଲି ।

୩) ସ୍ତ୍ରୀ ନୁଆ ଶାଢି ନେଇକରି ଆସିଲା, ସ୍ତ୍ରୀ- ଜାନୁ କୁଆଡେ ଯିବନି, ଏବେ ନୁଆ ଶାଢୀ ପିନ୍ଧିକି ଆସୁଛି, ସ୍ୱାମୀ –ଠିକ୍ ଅଛି ଜଲଦି ଆସିବ, ସ୍ତ୍ରୀ- ଦେଖ କେମିତି ଲାଗୁଛି ? ସ୍ୱାମୀ-ଆରେ ବାହ୍ ସୁନ୍ଦର ଲାଗୁଛ କିସ୍ କରିବାକୁ ଇଚ୍ଛା ହେଉଛି, ସ୍ତ୍ରୀ- ହଁ ସେ ଦୋକାନୀ ବାଲା ବି ସେଇଟା କହୁଥିଲା ।

୪) ସାନ୍ତା ନିଜର ଏକ୍ସରେ କରାଇଲା, ଡାକ୍ତର- ତୁମର ଏକ୍ସରେ ରେ ହାଡ ଭାଙ୍ଗିଯାଇଛି, ସାନ୍ତା –ଯାହାହେଉ ଭଗବାନଙ୍କ ଦୟା ଏକ୍ସରେ ହିଁ ଭାଙ୍ଗିଛି, ଯଦି ସତରେ ଭାଙ୍ଗିଯାଇଥାନ୍ତା ତେବେ ବହୁତ ଖର୍ଚ୍ଚ ହୋଇଥାନ୍ତା ।

୫) ପୋଲିସ୍ ବାଲା- ତୁମର ସବୁ କାଗଜପତ୍ର ଠିକ୍ ଅଛି, କିନ୍ତୁ ଚାଲାଣ ହେବ ୨ ହଜାର ଟଙ୍କା, ବ୍ୟକ୍ତି- ଚାଲାଣ କେଉଁଥି ପାଇଁ ? ପୋଲିସ୍ ବାଲା- ତୁମେ ସବୁ କାଗଜପତ୍ର ସଂମ୍ଭାଳିକରି ପଲିଥିନରେ ରଖିଥିବାରୁ ଓ ପଲିଥିନ୍ ଏବେ ବ୍ୟାନ୍ ହୋଇଛି ।

୬) ବାପା ପୁଅକୁ ତୁ ନାଲାୟକ ମାକୁ ଉଚ୍ଚା ଆବାଜ୍ ରେ କଥା ହେଲୁ ପୁଅ- ମୋତେ ଜଣାଅଛି ବାପା, ତୁମକୁ ଇର୍ଶା ହେଉଛି, ବାପା- ମୋତେ କାହିଁକି ହେବ ଇର୍ଶା, ପୁଅ- କାରଣ ତୁମେ ଏମିତି କରିପାରିବ ନାହିଁ ।

୭) ଆଜିର ଧମାକାଦାର୍ ଜ୍ଞାନ, ମା ସାମ୍ନାରେ ସ୍ତ୍ରୀକୁ ଶୋଦିକରି, ଯଦି ଆଖି ମାରିଦିଆଯାଏ , ପରେ ମନେଇବାକୁ ପଡେନାହିଁ ।

୮) ହଜିଯାଇଥିବା ମୋବାଇଲ୍ ଫୋନ୍ ସତ ପ୍ରେମ ଓ ଦୁଇ ହଜାରର ଖୁଚୁରା, କେବଳ ଭାଗ୍ୟବାନ ଲୋକଙ୍କୁ ମିଳିଥାଏ ।

୯) ସବୁଠାରୁ ଛୋଟ ହୃଦୟ ଭାଙ୍ଗିବା ବାଲାର ଜବାବ୍ ଝିଅ- ତୁମ କଥା ବହୁତ ଭଲ କରୁଛ, ପୁଅ- ଆଗକୁ ବଢ ଭଉଣୀ ମୁଁ ତୁମର ରିଚାର୍ଜ କରିବିନି ।

୧୦) ସ୍ତ୍ରୀ ସ୍ୱାମୀକୁ ପଚାରିଲା – ଭଲ ତାହାଲେ କୁହ ତୁମେ ମୁର୍ଖ କି ମୁଁ ? ସ୍ୱାମୀ-ଶାନ୍ତମନରେ ଚାହା ଟିକେ ପିଇ, ପ୍ରିୟେ ଏହି କଥା ସମସ୍ତେ ଜାଣିଛନ୍ତି କି ତୁମେ ଅତ୍ୟନ୍ତ ତିବ୍ର ବୁଦ୍ଧି ର ସ୍ୱାମିନୀ ଅଟ, ଏଥିପାଇଁ ଏହା କେବେ ହୋଇପାରିବ ନି କି ତୁମକୁ କିଏ ମୁର୍ଖ ବ୍ୟକ୍ତିକୁ ବିବାହ କରିବ ।

Leave a Reply

Your email address will not be published. Required fields are marked *