କେବେ Sridevi ମିଥୁନଙ୍କ ପ୍ରେମରେ ଥାଇ ମଧ୍ୟ ବୋନି କାପୁରଙ୍କୁ ବାନ୍ଧିଥିଲେ Rakhi, କିନ୍ତୁ ପରେ କରିନେଲେ ବିବାହ
![](https://www.odiaexpress.in/wp-content/uploads/2021/08/sriasuasgusdghsdijkfsd.jpg)
୮୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀ ହିନ୍ଦୀ ଫିଲ୍ମ ଇଣ୍ତଷ୍ଟ୍ରିର ହବାହବାଇ ଗାର୍ଲରେ ଜଣାଯାଉଥିଲେ, ଶ୍ରୀଦେବୀ ନିଜ ଫିଲ୍ମର ଯାତ୍ରା ବହୁତ ସାରା ହିଟ୍ ଫିଲ୍ମରୁ ଦେଇଛନ୍ତି, ଓ ସେ ନିଜ ବଢିଆ ଅଭିନୟ ବଳରେ ଓ ସୁନ୍ଦରତାକୁ ନେଇ ଲକ୍ଷାଧିକ ଦର୍ଶକଙ୍କ ହୃଦୟରେ ରାଜ୍ କରିଥିଲେ, ଶ୍ରୀଦେବୀଙ୍କ ଜନ୍ମ ୧୩ ଅଗଷ୍ଟ ୧୯୬୩ କୁ ହୋଇଥିଲା, ବୋଧେ ବହୁତ କମ୍ ଲୋକ ଜାଣିଥିବେ କି ଶ୍ରୀଦେବୀଙ୍କ ଅସଲି ନାଁ ଶ୍ରୀ ଅମ୍ମା ୟଙ୍ଗେର ଅୟପନ ଥିଲା, ସେ ନିଜ ଫିଲ୍ମ କ୍ୟାରିୟରର ଆରମ୍ଭ କେବଳ ୪ ବର୍ଷରୁ କରିଥିଲେ ।ଶ୍ରୀଦେବୀ ସବୁଠାରୁ ପ୍ରଥମେ ତାମିଲ୍ ଫିଲ୍ମ କନ୍ଧନ କରୁଣଇରେ ଜଣେ ବାଳ କଳାକାର ରୁପରେ କରିଥିଲେ, ତାହାପରେ ଶ୍ରୀଦେବୀଙ୍କ ପ୍ରଥମ ଫିଲ୍ମ ଜଣେ ମୁଖ୍ୟ ଅଭିନେତ୍ରୀ ରୁପରେ ଷୋଲବା ସାବନ୍ ଥିଲା
ଶ୍ରୀଦେବୀ ହିନ୍ଦୀ ଫିଲ୍ମ ଛଡା, ତେଲେଗୁ ମାଲାୟଲମ୍, କନ୍ନଡ ଭାଷାର ଫିଲ୍ମରେ କାମ କରିସାରିଛନ୍ତି, ସେ ନିଜ ବଢିଆ ଅଭିନୟ ବଳରେ ଏକ ନୁଆ ପରିଚୟ ବନାଇଛନ୍ତି, ଶ୍ରୀଦେବୀ ଏମିତି ଏକ ଅଭିନେତ୍ରୀ ଥିଲେ ଯାହାଙ୍କର ଅଧିକାଂଶ ଫିଲ୍ମଗୁଡିକ ହିଟ୍ ହୋଇଥିଲା, ସେ ନିଜ୍ ଅଭିନୟ ବଳରେ ବହୁତ କିଛି କରିଦେଖାଇଥିଲେ, ସେମିତି ଆଜି ସେ ଆମ ମଧ୍ୟରେ ନାହାନ୍ତି କିନ୍ତୁ ସେ ନିଜ ଫିଲ୍ମଗୁଡିକୁ ନେଇ ସମସ୍ତଙ୍କ ହୃଦୟରେ ରାଜ୍ କରନ୍ତି, ଶ୍ରୀଦେବୀ ଯେତେ ସୁନ୍ଦର ଥିଲେ ତେବେ ସୁନ୍ଦର ଅଭିନୟରେ ଦେଖିବାକୁ ମିଳିଥିଲା, ତେବେ ତାଙ୍କ ପଛରେ ବଲିଉଡ୍ ଷ୍ଟାର୍ କାମ କରିବାକୁ ଚାହୁଁଥିଲେ ।
ଆପଣଙ୍କୁ କହିଦେବୁ କି ବିବାହିତ ବୋନିକାପୁରଙ୍କୁ ବିବାହ କରିବାପୁର୍ବରୁ ସେ ପ୍ରଥମେ ମିଥୁନ୍ ଚକ୍ରବର୍ତ୍ତିଙ୍କୁ ପ୍ରେମ କରୁଥିଲେ, ଶ୍ରୀ ଦେବୀ ଓ ମିଥୁନ ଚକ୍ରବର୍ତ୍ତୀଙ୍କ ମଧ୍ୟରେ ଭଲ ପାଇବା ୧୯୮୪ ରୁ ଫିଲ୍ମ ଜାଗ୍ ଉଠା ଇନସାନ୍ ସେଟ୍ ରୁ ହୋଇଥିଲା, ସେହି ସମୟରେ ମିଥୁନ ଯୋଗିତା ବାଲିଙ୍କୁ ବିବାହ କରିସାରିଥିଲେ, ତାହାପରେ ଏମିତି ସମୟ ଆସିଲା କି ଯେବେ ମିଥୁନ ଙ୍କ ପ୍ରେମରେ ପାଗେଳି ଶ୍ରୀଦେବୀ ତାଙ୍କୁ ଖୁସି କରିବାପାଇଁ ବୋନି କାପୁରଙ୍କୁ ରାକ୍ଷୀ ବାନ୍ଧିଦେଇଥିଲେ ।
ଏମିତି କୁହାଯାଏ କି ସେହି ସମୟରେ ୧୯୮୫ ରେ ଶ୍ରୀଦେବୀ ଓ ମିଥୁନ ଲୁଚିକରି ବିବାହ କରିନେଇଥିଲେ, କିନ୍ତୁ ୧୯୮୮ ରେ ସେ ଅଲଗା ହୋଇଗଲେ, ଏହି କଥାରେ କେତେ ସତ୍ୟତା ଅଛି ଏହା ବିଷୟରେ କହିପାରିବା ମୁସକିଲ୍, କିନ୍ତୁ ବୋନି କାପୁରଙ୍କୁ ରାକ୍ଷୀ ବାନ୍ଧିବା କଥା ବୋନି କାପୁରଙ୍କ ପ୍ରଥମ ସ୍ତ୍ରୀ ମୋନା ସୋରି ଏକ ଇଣ୍ଟରଭ୍ୟୁ ସମୟରେ ଏହା କହିଥିଲେ ।
ମୋନା ଏକ ଇଣ୍ଟରଭ୍ୟୁରେ କହିଥିଲେ କି ମିଥୁନଙ୍କୁ ନିଜ ପ୍ରେମରେ ବିଶ୍ୱାସ ଜନ୍ମାଇବାପାଇଁ ଶ୍ରୀଦେବୀ ତାଙ୍କ ସ୍ୱାମୀ ବୋନି କାପୁରଙ୍କୁ ରାକ୍ଷୀ ବାନ୍ଧିଦେଇଥିଲେ, ଓ ତାଙ୍କୁ ଏହା ବିଶ୍ୱାସ ଜନ୍ମାଇଥିଲେ କି ବୋନି କାପୁରଙ୍କ ସହ ତାଙ୍କର କିଛି ବି ରିଲେସନସିପ୍ ନାହିଁ । ସେହି ସମୟରେ ଶ୍ରୀଦେବୀ ବୋନି କାପୁର ଫିଲ୍ମରେ କାମ କରିଥିଲେ କିନ୍ତୁ ବୋନି କାପୁର୍ ତ ଶ୍ରୀଦେବୀଙ୍କୁ ସତରେ ନିଜ ହୃଦୟ ଦେଇବସିଲେ । ଏମିତି କୁହାଯାଉଛି କି ବୋନି କାପୁର୍ ଶ୍ରୀଦେବୀଙ୍କ ପାଖାପାଖି ରହିବାପାଇଁ କିଛି ବାହାନା ଖୋଜୁଥିଲେ, ଏତିକି ନୁହେଁ ଶ୍ରୀଦେବୀଙ୍କ ମା ଙ୍କର ପାଖାପାଖି ସେ ଥିଲେ
ଯାହାକୁ ନେଇକରି ମିଥୁନ ଓ ଶ୍ରୀଦେବୀଙ୍କ ମଧ୍ୟରେ ମତାନ୍ତର ହୋଈଯାଇଥିଲା, ଖବର ଅନୁସାରେ ଯୋଗିତା ବାଲି ଶ୍ରୀଦେବୀ ଓ ମିଥୁନଙ୍କ ବିବାହକୁ ନେଇକରି ସେ ଆତ୍ମହତ୍ୟା କରିବାକୁ ବାହାରିଥିଲେ । ମିଥୁନ ନିଜ ବିବାହିତ ଜୀବନ ନଷ୍ଟ୍ କରିବାକୁ ଚାହୁଁନଥିଲେ ଯାହାର କାରଣରୁ ମିଥୁନ ଓ ଶ୍ରୀଦେବୀଙ୍କ ସହ ସବୁ ସଂମ୍ପର୍କ ଭାଙ୍ଗିଦେଲେ, ଏହାପରେ ଶ୍ରୀଦେବୀ ବୋନି କାପୁରଙ୍କୁ ବାହା ହୋଇଗଲେ, ବୋନି କାପୁର୍ ପୁର୍ବରୁ ବିବାହ କରିଥିଲେ, ଓ ନିଜ ପ୍ରଥମ ସ୍ତ୍ରି ମୋନାଙ୍କୁ ଛାଡପତ୍ର ଦେଇ ଆଉଥରେ ଶ୍ରୀଦେବୀ ସାଙ୍ଗରେ ବିବାହ କରି ଘର ବସାଇଦେଲେ, ୧୯୯୬ ରେ ଶ୍ରୀଦେବୀ ବୋନି କାପୁରଙ୍କୁ ବିବାହ କରିଥିଲେ, ଓ ସେ ୨ ଟି ଛୁଆଙ୍କୁ ଜନ୍ମଦେଲେ, ଅର୍ଜୁନ କାପୁର ଓ ଅଶୁଁଳା କାପୁର ବୋନି କାପୁରଙ୍କ ପ୍ରଥମ ସ୍ତ୍ରୀର୍ ଛୁଆ ଅଟନ୍ତି, ବୋନି କାପୁର ଓ ଶ୍ରୀଦେବୀଙ୍କ ଦୁଇଟି ଝିଅ ଅଛନ୍ତି, ଯାହାକି ବଡ ଝିଅଙ୍କ ନାଁ ଜାହ୍ନବୀ କାପୁର ଓ ଦ୍ୱିତୀୟ ଝିଅଙ୍କ ନାଁ ଖୁସି କାପୁର ଅଟେ ।
ଆପଣଙ୍କୁ କହିଦେବୁ କି ଶ୍ରୀଦେବୀ ଇଣ୍ତଷ୍ଟ୍ରିରେ ୫୦ ବର୍ଷ ଯାଏଁ କାମ କଲେ, ସେମିତି ଚାନ୍ଦିନୀ, ମିଷ୍ଟର ଇଣ୍ତିଆ, ନଗିନା, ଚାଳବାଜ୍ ବହୁତ ସୁପରହିଟ୍ ଫିଲ୍ମ ଦେଇଛନ୍ତି ।ଯାହାର କାରଣରୁ ସେ ଇଣ୍ତଷ୍ଟ୍ରିରେ ପ୍ରଥମ ସୁପରଷ୍ଟାର୍ ଅଭିନେତ୍ରୀ କୁହାଯାଏ , ଶ୍ରୀଦେବୀଙ୍କ ମୃତ୍ୟୁ ୨୪ ଫେବୃୟାରୀ ୨୦୧୮ କୁ ଏକ ହୋଟେଲ୍ ରୁମ୍ ରେ ବାଥଟବ୍ ରେ ବୁଡିବା ଦ୍ୱାରାହୋଇଥିଲା ।