October 22, 2024

Odia Express

Leading Odia News Portal of Odisha

ସୋସିଆଲ୍ ମିଡିଆରେ ଏହି ମହିଳାଙ୍କୁ କରାଯାଉଛି ବହୁତ Viral, ଲୋକେ କହିଲେ ଏହି ମହିଳା ହେଉଛନ୍ତି ନିଜେ Akshaya Kumar

ଆଜି କାଲି ଲୋକପ୍ରିୟ ଗାୟକ ବାଦଶାହ ଲଗାତାର ନ୍ୟୁଜରେ ହେଡଲାଇନ୍ ହୋଇଛନ୍ତି, ବାଦଶାହ୍ ପୁର୍ବରୁ ବଚପନ୍ କା ପ୍ୟାର୍ ବାଲା ସହଦେବଙ୍କୁ ନେଇକରି ଚର୍ଚ୍ଚାରେ ଥିଲେ , ସେ ସହ ଦେବଙ୍କ ସହ ବଚପନ୍ କା ପ୍ୟାର୍ ଗୀତକୁ ରିମେକ୍ କରିଥିଲେ, ଯାହା ବହୁତ ଭାଇରାଲ୍ ହୋଇଥିଲା, ଏହି ଗୀତକୁ ପ୍ରାୟ ୫ ଲକ୍ଷ ଲୋକଙ୍କର ଦ୍ୱାରା ଦେଖାଯାଇଥିଲା, ଏହି ଗୀତଟି ବହୁତ ପ୍ରଶଂସା ଓ ଲୋକପ୍ରିୟତା ପାଇଛି, ଏହି ଗୀତରେ ସହଦେବ ଗୀତ ଗାଇକରି ଦେଖାଯାଇଥିଲେ, କିନ୍ତୁ କଣ ଆପଣ ଜାଣିଛନ୍ତି କି ରାପର୍ ବାଦଶାହ୍ ଏହି ଗୀତ ଛଡା ନିଜର ଏକ ଆଉ ଏକ ଗୀତ ବାବଲା କୁ ନେଇକରି ଚର୍ଚ୍ଚିତ ହୋଇଥିଲେ, ହଁ ଆଜ୍ଞା,  ବାଦଶାହଙ୍କ ବାବଲା ଗୀତ ଏବେ ବହୁତ ଲୋକପ୍ରିୟ ବନାଇଛି,  ଦର୍ଶକ ସୋସିଆଲ୍ ମିଡିଆରେ ଏହି ଗୀତକୁ ଗାଉଛନ୍ତି, ଏହି ଗୀତ ଲୋକଙ୍କର ହୃଦୟ ଜିତିଥିଲେ, ଏହି ଗୀତର ଖାସିୟତ୍ ଏହା କି ଏହାକୁ ଦୁଇଟି ମହିଳାମାନେ ମିଶିକରି ବନାଇଛନ୍ତି ।

ଲୋକଙ୍କୁ ଏହି ଗୀତ ଏତେ ପସନ୍ଦ ଆସିଛି କି ଲୋକେ ଏହାକୁ ନେଇକରି ଇନଷ୍ଟାଗ୍ରାମ୍ ରିଲ୍ସ ବନାଉଛନ୍ତି, ଗୀତର ଗୋଟେ ଖାସିୟତ୍ ଏହା କି ଏଥିରେ ଦେଖାଯାଉଥିବା ଏକ ମହିଳାଙ୍କୁ ଲୋକେ ଅକ୍ଷୟ କୁମାର ବୋଲି କହୁଛନ୍ତି, ଏହି ଦିନରେ ସୋସିଆଲ୍ ମିଡିଆରେ ଦୁହେଁ ମହିଳାଙ୍କ ବାବଲା ଗୀତ ଭିଡିଓ ବହୁତ ଅଧିକା ଭାଇରାଲ୍ ହେଇଛି, ଗୀତରେ ଦେଖାଯାଉଥିବା ମହିଳା ସାଧାରଣ ପରିବାରରୁ ସଂମ୍ପର୍କ ରଖନ୍ତି, କିନ୍ତୁ ଏହି ମହିଳାଙ୍କ ମଧ୍ୟରୁ ଜଣଙ୍କ ଚେହେରା ଲୋକଙ୍କୁ କିଛି ଏପରି ଦେଖାଯାଇଥିଲା କି ଯାହାକୁ ଦେଖିକରି ସେ ସ୍ତବ୍ଧ ହୋଇଯାଇଥିଲେ, କହିଦେବୁ କି ଭାଇରାଲ୍ ହୋଇଥିବା ଏହି ଭିଡିଓ ଯେଉଁଠି ସେ ଗୋଲାପି କଲରର ସୁଟ୍ ପିନ୍ଧିଛନ୍ତି ଲୋକେ ତାଙ୍କ ନାଁ ଅକ୍ଷୟ କୁମାରଙ୍କ ସହ ଯୋଡୁଛନ୍ତି, ଆସନ୍ତୁ ଜାଣିବା ଏମିତି କଣ ପାଇଁ କରାଯାଉଛି ,

କହିଦେବୁ କି ବଲିଉଡ୍ ସେଲିବ୍ରେଟି ଙ୍କ ଏକା ପରି ଚେହେରା କେଉଁଠି ନା କେଉଁଠି ଦେଖିବାକୁ ମିଳୀଯାଏ, ଗତ କିଛି ଦିନରୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଏକା ପରି ଚେହେରା ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହିଛି, ଏବେ ଅଭିନେତା ଅକ୍ଷୟ କୁମାର ଏକାପରି ଚେହେରା ଏକ ଭିଡିଓ ସାମ୍ନାକୁ ଆସିଥିଲା । ଏହି ଭିଡିଓର ସାମ୍ନାରେ କିଛି ଲୋକଙ୍କର କହିବା କଥା କି ଅକ୍ଷୟ କୁମାର ମହିଳା ରୁପରେ ଗୀତ ତ ଗାଉନାହାନ୍ତି, କିନ୍ତୁ ଏମିତି କିଛି ନାହିଁ ସେ ମହିଳା ଅକ୍ଷୟ କୁମାରଙ୍କ ପରି ଦେଖାଯାଉଛନ୍ତି, ସୁଚନା ପାଇଁ କହିଦେବୁ କି ବାଦଶାହଙ୍କ ଗୀତରେ ଦୁଇ ମହିଳା ନିଜ ଭିଡିଓ ବନାଇଛନ୍ତି ସେଥିରୁ ଜଣେ ମହିଳା ଏକାପରି ଅକ୍ଷୟ କୁମାରଙ୍କ ପରି ଦେଖାଯାଆନ୍ତି ଯେବେ କି ଅସଲରେ ଏକ ସାଧାରଣ ମହିଳା ଅଟନ୍ତି ।

ଭିଡିଓ ଭାଇରାଲ୍ ହେବାପରେ ସମସ୍ତେ ସୋସିଆଲ୍ ମିଡିଆରେ ମହିଳାଙ୍କ ସାଙ୍ଗରେ ଅକ୍ଷୟ କୁମାରଙ୍କ ଫଟୋ ଏଡିଟ୍ କରି ମିମସ୍ ସେୟାର୍ କରୁଛନ୍ତି, ସେମିତି ୱାର୍କଫ୍ରଣ୍ତ କଥା କହିଲେ ଏହି ଦିନ ଅକ୍ଷୟ କୁମାର ନିଜ ମୁଭି ବେଲ୍ ବଟମ୍ ସୁଟିଙ୍ଗ୍ ରେ ବ୍ୟସ୍ତ୍ ରହୁଛନ୍ତି, କୋରନା ମହାମାରୀ ଓ ଲକ୍ ଡାଉନ୍ ପରେ ବେଲବଟମ୍ ଏମିତି ପ୍ରଥମ ଫିଲ୍ମ ହେବ ଯାହାକି ଥିଏଟର୍ ରେ ରିଲିଜ୍ କରିବାର ଫଇସଲା କରାଯାଇଛି, ମୁଭିର ଗୀତ ସୋସିଆଲ୍ ମିଡିଆରେ ଧୁମ୍ ମଚାଉଛି, ମୁଭିର ମେକର୍ସ ଏହି ମୁଭି ପାଇଁ ବହୁତ ଆଶା ରଖିଛନ୍ତି ।

https://www.instagram.com/p/CSikso5KV0f/

Leave a Reply

Your email address will not be published. Required fields are marked *