October 26, 2024

Odia Express

Leading Odia News Portal of Odisha

କାଜୋଲ୍ ଙ୍କ ଭାଇ କୁ ଡେଟ୍ କରୁଛନ୍ତି କପିଲ୍ ଶର୍ମାଙ୍କ Manju, ଗୋଟେ Episode ରେ କରନ୍ତି ଏତେ ଟଙ୍କାର ଚାର୍ଜ

ସୋନୀ ଟିଭିରେ ଚର୍ଚ୍ଚିତ ଶୋ ଦି କପିଲ୍ ଶର୍ମା ଶୋ ପୁଣି ଆଉଥରେ ଫେରୁଛି, ଏବେ ଏହି ଶୋର ପ୍ରମୋ ରିଲିଜ୍ କରାଯାଇଥିଲା । କହିଦେବୁ କି କପିଲ୍ ଶର୍ମାଙ୍କ ସ୍ତ୍ରୀ ଭୁମିକା ନିଭାଉଥିବା ସୁମୋନା ଚକ୍ରବର୍ତ୍ତୀ ଏହି ଥର ଶୋର୍ ପ୍ରମୋରେ ଦେଖାଯାଈନଥିଲେ, ଏହାପରେ ଲୋକେ ଏହା କହିବା ଆରମ୍ଭ କରିଦେଲେ କି ସୁମୋନା ଏହି ଥର ଶୋରେ ଭାଗ ନେବେ ନାହିଁ, ସେମିତି ସୁମୋନା ନିଜ ସୋସିଆଲ୍ ମିଡୀଆ ଏକ ପୋଷ୍ଟରେ ଲୋକଙ୍କ ସନ୍ଦେହ ଉପରେ ମୋହର୍ ଲଗାଇଦେଇଛନ୍ତି । ଏବେ ସେମିତି ସୁମୋନା ଶୋରେ ଭାଗରେ ନଥିବେ, କିନ୍ତୁ ଗୋଟେ ସମୟ ଥିଲା ଯେବେ ସେ ଏହି ଶୋରେ କପିଲ ଙ୍କ ସ୍ତ୍ରୀ ମଞ୍ଜୁ ଭୁମିକା ନିଭାଇକରି ବହୁତ୍ ମନୋରଞ୍ଜନ କରିଥିଲେ, ଆଜି ଆମେ ଆପଣଙ୍କୁ ଏହି ଅଭିନେତ୍ରୀଙ୍କ ଜୀବନ ସହ ଯୋଡି ହୋଇଥିବା କିଛି ମନୋରଞ୍ଜକ କଥା କହିବାକୁ ଯାଉଛୁ ।

ଆପଣ ସେମିତି ସୁମୋନା ଶୋରେ ନଜର୍ ଆସିବେ ନାହିଁ କିନ୍ତୁ ଗୋଟେ ସମୟରେ କପିଲ୍ ଶର୍ମାଙ୍କ ଶୋ ମାଧ୍ୟମରେ ଲୋକଙ୍କ ବହୁତ ମନୋରଞ୍ଜନ କରିଥିଲେ, ମିଡିଆ ରିପୋର୍ଟରୁ ଜଣାଯାଏ କି ସୁମୋନା ଏହି ଶୋରେ ଗୋଟେ ଏପିସୋଡ୍ ପାଇଁ ୨-୩ ଲକ୍ଷ ଟଙ୍କା ନେଇଥାନ୍ତି ।

ସୁମୋନା ଚକ୍ରବର୍ତ୍ତୀ ଓ କପିଲ୍ ଶର୍ମା ଜଣେ ଅନ୍ୟଙ୍କୁ କପିଲ୍ ଶର୍ମା ଶୋ ପୁର୍ବରୁ ଜାଣିଥିଲେ, ଏହି ଦୁହେଁ ଏହା ପୁର୍ବରୁ ଗୋଟେ ଶୋ କମେଡି ସର୍କସରେ କାମ କରିଥିଲେ, ଏହି ଦୁହେଁ ଜଣେ ଯୋଡି ଭାବରେ ଲୋକଙ୍କୁ ବହୁତ ହସାଇଲେ ଓ ଏହି ଶୋ କୁ ଜିତିବି ଥିଲେ । କିଛି ଲୋକ ତ ଏହା କହନ୍ତି କି ସୁମୋନା କେବଳ ୧୦ ବର୍ଷ ବୟସରେ ନିଜ କ୍ୟାରିୟର ଆରମ୍ଭ କରିଦେଇଥିଲେ, ସେ ୧୦ ବର୍ଷର୍ ବୟସରେ ମନରେ ଅମିର୍ ଖାନ୍ ମନିଷା କୋଇରାଲା ଓ ଅନିଲ୍ କାପୁରଙ୍କ ସହ କାମ କରୁଥିବାର୍ ନଜରଆସିଥିଲେ  ।

କହିଦେବୁ କି ସୁମୋନା ମିସ୍ ମୁମ୍ବାଇ ୨୦୦୫ ର ପ୍ରତିଯୋଗୀ ରହିସାରିଛନି, ଏତିକି ନୁହେଁ ଷ୍ଟିକସ୍ ସେବି କାଉ ଗର୍ଲ ୨୦୦୬ ର ଫାଇନାଲିଷ୍ଟ ରହିସାରିଛନ୍ତି, ଏହା ଛଡା ବ୍ୟୁଟି ପ୍ରେଜେଣ୍ଟ ଟାଇମ୍ସ ଅଫ୍ ଇଣ୍ତିଆ ମିଷ୍ଟର୍ ଆଣ୍ତ ମିସ୍ ପରଫେକ୍ଟ ୨୦୦୪ ରେ ସୁମୋନା ରନର୍ ଅଫ୍ ରହିସାରିଛନ୍ତି । ସୁମୋନା ଚକ୍ରବର୍ତ୍ତୀ ଗତ ୪ ବର୍ଷରୁ ଅଭିନେତ୍ରୀ କାଜୋଲ୍ ଙ୍କ କଜିନ୍ ସମ୍ରାଟ ମୁର୍ଖାଜୀଙ୍କୁ ଡେଟ୍ କରୁଛନ୍ତି, ସମ୍ରାଟ ମୁଖାର୍ଜୀ ବଙ୍ଗାଳୀ ଫିଲ୍ମ ଇଣ୍ତଷ୍ଟ୍ରିରେ କାମ କରୁଛନ୍ତି ।

Leave a Reply

Your email address will not be published. Required fields are marked *