October 22, 2024

Odia Express

Leading Odia News Portal of Odisha

ଏହି ୭ ଜଣ ଫେମସ୍ Singer ହେଲେ ଇଣ୍ତିଆନ୍ ଆଇଡଲ୍ ର ଖୋଜ୍ ଯିଏକି Winner ହେବାରୁ ବଞ୍ଚିଗଲେ, ନିଜ ଦକ୍ଷତା ଦ୍ୱାରା ରଚାଇଦେଲେ ଇତିହାସ, ଦେଖନ୍ତୁ ଲିଷ୍ଟ

ଟିଭିର ସବୁଠାରୁ ଲୋକପ୍ରିୟ ମ୍ୟୁଜିକାଲ୍ ରିୟାଲିଟି ଶୋ ଇଣ୍ତିଆନ୍ ଆଇଡଲ୍ ସିଜିନ୍ ୧୨ ର ବିଜେତାର ନାଁ ଘୋଷଣା ହୋଇଯାଇଛି ଓ ଏହିଥର ଇଣ୍ତିଆନ୍ ଆଇଡଲ ସିଜିନ୍ ୧୨ ର ବିଜେତା ହୋଇଛନ୍ତି ଉତ୍ତରାଖଣ୍ତର ପବନଦୀପ ରାଜନ୍ ଓ ଇଣ୍ତିଆନ୍ ଆଇଡଲ୍ ସିଜିନ୍ ୧୨ ର ଟ୍ରଫି ନିଜ ନାଁରେ କରିବାରେ ପବନଦୀପ ରାଜନ୍ ଏହି ଦିନ ଅଧିକା ଚର୍ଚ୍ଚିତ ରହିଛନ୍ତି । ସେମିତି ପବନଦୀପ ରାଜନ୍ ଯେଉଁଠି ଇଣ୍ତିଆନ୍ ଆଇଡଲ୍ ସିଜିନ୍ ୧୨ ର ୱିନର୍ ରହିଛନ୍ତି, ତେବେ ଇଣ୍ତିଆନ୍ ଆଇଡଲ୍ ବି ଜଣାଶୁଣା ଲୋକପ୍ରିୟ ପ୍ରତିଯୋଗୀ ଅରୁଣିମା ଦ୍ୱୀତୀୟ ସ୍ଥାନ ପାଇଲେ, କିନ୍ତୁ ଅରୁଣିମା ସେମିତି ଶୋର ବିଜେତା ହେବାରୁ ରହିଗଲେ କିନ୍ତୁ ଅରୁଣିମାଙ୍କ ଲୋକ ପ୍ରିୟତା ଦର୍ଶକଙ୍କ ହୃଦୟରେ ରହିଗଲା

ଅରୁଣିମାଙ୍କ ପାଇଁ ଏମିତି ମାନାଯାଏ କି ସେ ନିଜ ଟ୍ୟାଲେଣ୍ଟ ଓ ମନମୋହକ ସ୍ୱରରୁ ସଫଳତାର ଶିଖରରେ ନିଶ୍ଚିତ ପହଞ୍ଚିବେ । ସେମିତି ଇଣ୍ତିଆନ୍ ଆଇଡଲ୍ ଇତିହାସର କଥା କହିଲେ ଇଣ୍ତିଆନ୍ ଆଇଡଲ୍ ରେ ଏମିତି ଟ୍ୟାଲେଣ୍ଟେଡ୍ ସିଙ୍ଗର୍ ଅଛନ୍ତି ଯିଏକି ଏହି ରିୟାଲିଟି ଶୋର ବିଜେତା ହୋଇପାରିନଥିଲେ କିନ୍ତୁ ନିଜ ସଙ୍ଗୀତର ଯାଦୁରୁ ଆଜି ବଲିଉଡ୍ ଇଣ୍ତଷ୍ଟ୍ରିରେ ଏକ ବଡ ସଫଳତା ହାସିଲ୍ କରିପାରିଛନ୍ତି, ଆଜି ଆମେ ବଲିଉଡ୍ ର କିଛି ଏମିତି ଜଣାଶୁଣା ସିଙ୍ଗରଙ୍କ ବିଷୟରେ କହିବାକୁ ଯାଉଛୁ, ଆସନ୍ତୁ ଜାଣିବା ଏହି ଲିଷ୍ଟରେ କେଉଁ କେଉଁ କଣ୍ଠଶିଳ୍ପିଙ୍କ ନାଁ ଅଛି ।

୧) ବଲିଉଡ୍ ର ସବୁଠାରୁ ପପୁଲାର୍ ଓ ଲୋକପ୍ରିୟ ସିଙ୍ଗର୍ ନେହା କକ୍କରଙ୍କ୍ ନାଁ ଏହି ଲିଷ୍ଟରେ ସାମିଲ୍ ଅଛି, ଓ ନେହା କକର୍ ଇଣ୍ତିଆନ୍ ଆଇଡଲ୍ ସିଜିନ୍ ୨ ରେ ଜଣେ ପ୍ରତିଯୋଗି ଭାବେ ଭାଗ ନେଇଥିଲେ, କିନ୍ତୁ ନେହା କକର୍ ସେହି ସିଜିନ୍ ରେ ବିଜେତା ହୋଇପାରିଲେ ନାହିଁ , ଓ ସେ ସିଜିନ୍ ରେ ଟପ୍ ୧୦ ରେ ଆସିବାପରେ ଆଉଟ୍ ହୋଇଗଲେ, କିନ୍ତୁ ଏବେକାର ବଲିଉଡ୍ ରେ ନେହା କକର୍ ସବୁଠାରୁ ମହଙ୍ଗାସିଙ୍ଗର୍ ଭାବେ ଜଣାଯାଆନ୍ତି, ଓ ନେହା ନିଜର ସବୁ ଗୀତରେ ପ୍ରାୟ ୧୦ ଲକ୍ଷରୁ ୧୨ ଲକ୍ଷ ଟଙ୍କା ଚାର୍ଜ ନିଅନ୍ତି, ଏହା ସହ ନେହା କକର୍ ଯେଉଁ ଇଣ୍ତିଆନ୍ ଆଇଡଲ୍ ରେ ପ୍ରତିଯୋଗି ହୋଇ ଆସିଥିଲେ ସେ ସେହି ଶୋରେ ଜଣେ ଜର୍ଜ ଭାବରେ ନଜର ଆସନ୍ତି ।

୨) ମୋନାଲି ଠାକୁର- ଏହି ଲିଷ୍ଟରେ ଆଗାମୀ ନାଁ ଆସେ ମୋନାଲି ଠାକୁର, ସେ ୨୦୦୫ ରେ ଇଣ୍ତିଆନ୍ ଆଇଡଲ୍ ସିଜିନ୍ ୨ ରେ ଜଣେ ପ୍ରତିଯୋଗୀ ଭାବେ ନଜର ଆସିଥିଲେ, ସେହି ସିଜିନ୍ ରେ ଟପ୍ ୧୦ ରେ ସାମିଲ୍ ହୋଇଥିଲେ, ସେମିତି ସେ ଟ୍ରଫି ତ ପାଇପାରିଲେ ନାହିଁ କିନ୍ତୁ ନିଜ ଟ୍ୟାଲେଣ୍ଟ ଦମ୍ ରେ ସଫଳତା ହାସିଲ୍ କରିପାରିଲେ, ତାଙ୍କ ବଢିଆ ସିଙ୍ଗିଙ୍ଗ୍ ପାଇଁ ତାଙ୍କୁ ରାଷ୍ଟ୍ରିୟ ପୁରସ୍କାରରେ ସମ୍ମାନିତ କରାଯାଇଛି, ଓ ମୋନାଲି ଠାକୁର୍ ଏବେ ମହଜୁଦା ସମୟରେ ଏକ ଗୀତ ପାଈଁ ପ୍ରାୟ ୪ ରୁ ୫ ଲକ୍ଷ ଟଙ୍କା ନିଅନ୍ତି ।

୩) ଅନ୍ତରା ମିତ୍ରା- ଅନ୍ତରା ମିତ୍ରା ଇଣ୍ତିଆନ୍ ଆଇଡଲ୍ ସିଜିନ୍ ୨ ର ପ୍ରତିଯୋଗୀ ରହିସାରିଛନିତ୍, ସେ ସେହି ସିଜିନ୍ ରେ ଟପ୍ ୫ ଲିଷ୍ଟରେ ସାମିଲ୍ ହୋଇଥିଲେ, ମହଜୁଦା ସମୟରେ ଅନ୍ତର ମିତ୍ରା ବଲିଉଡ୍ ର ଜଣାସୁଣା ସିଙ୍ଗର୍ ହୋଇସାରିଛନ୍ତି ।

୪) ଭୁମି ତ୍ରିବେଦୀ- ଭୁମି ତ୍ରିବେଦୀ ଇଣ୍ତିଆନ୍ ଆଇଡଲ୍ ସିଜିନ୍ ୫ ରେ ରନସ୍ ଅଫ୍ ରହିସାରିଛନ୍ତି, ଓ ମହଜୁଦା ସମୟରେ ନିଜ ଟ୍ୟାଲେଣ୍ଟର ଦମ୍ ରେ ବଲିଉଡ୍ ଈଣ୍ତଷ୍ଟ୍ରିରେ ଜଣାସୁଣା ସିଙ୍ଗର୍ ଭାବେ ଜଣାଯାଆନ୍ତି ।

୫) ମିୟାଙ୍ଗ୍ ଚେଙ୍ଗ୍- ମିୟାଙ୍ଗ୍ ଚେଙ୍ଗ୍ ଇଣ୍ତିଆନ୍ ଆଇଡଲ୍ ସିଜିନ୍ ୩ ର ଚତୁର୍ଥ ଫାଇନାଲିଷ୍ଟ ରହିସାରିଛନ୍ତି, କିନ୍ତୁ ଆଜି ମିଆଙ୍ଗ ବଲିଉଡ୍ ଇଣ୍ତଷ୍ଟ୍ରିର ଜଣାଶୁଣା ସିଙ୍ଗର୍ ଓ ହୋଷ୍ଟ ହୋଇସାରିଛନ୍ତି, ଓ ସେମିତି ମିଆଁଙ୍ଗ ବଲିଉଡ୍ ର ବହୁତ ଫିଲ୍ମରେ ଅଭିନୟ କରିସାରିଛନ୍ତି ।

୬) ସ୍ୱରୁପ୍ ଖାନ୍- ସ୍ୱରୁପ ଖାନ୍ ଇଣ୍ତିଆନ୍ ଆଇଡଲ୍ ସିଜିନ୍ ୫ ରେ ଭାଗ ନେଇଥିଲେ, କିନ୍ତୁ ଏହି ସିଜିନ୍ ର ବିଜେତା ହୋଇପାରିନଥିଲେ ଏବେ ସ୍ୱରୁପ୍ ଖାନ୍ ବଲିଉଡ୍ ଇଣ୍ତଷ୍ଟ୍ରିର ଜଣାଶୁଣା ସିଙ୍ଗର୍ ହୋଇସାରିଛନ୍ତି ।

୭) ରାହୁଲ୍ ବୈଦ- ରାହୁଲ୍ ବୈଦ ଇଣ୍ତିଆନ୍ ଆଇଡଲ୍ ସିଜିନ୍ ୧ ରୁ ଭାଗ ନେଇଥିଲେ, କିନ୍ତୁ ସେ ବିଜେତା ହୋଇପାରିନଥିଲେ, ସେମିତି ରାହୁଲ୍ ବୈଦ ଏହି ସିଜିନ୍ ର ବିଜେତା ହୋଇପାରିଥାନ୍ତି କିନ୍ତୁ ରାହୁଲ୍ ଏବେ ବଲିଉଡ୍ ଇଣ୍ତଷ୍ଟ୍ରିରେ ବହୁତ ନାଁ କମାଉଛନ୍ତି, ଓ ବହୁତ ଅଧିକା ପପୁଲାରିଟି ହାସିଲ୍ କରିନେଇଛନ୍ତି ।

Leave a Reply

Your email address will not be published. Required fields are marked *