October 24, 2024

Odia Express

Leading Odia News Portal of Odisha

ସୋଏବ୍ ଇବ୍ରାହିମ୍ ଙ୍କୁ Troll କରି ଟ୍ରୋଲର୍ସ କହିଲେ ନିଜ ସ୍ତ୍ରୀ ଦିପିକାଙ୍କୁ କରିଦେଇଛ ଚାକରାଣୀ,ଏହା ଉପରେ ଦିପିକା କାକର୍ ଦେଇଥିଲେ ଜବାବ୍

ଦିପିକା କାକର୍ ଓ ସୋଏବ୍ ଇବ୍ରାହିମ୍ ଙ୍କ ଯୋଡି ଟିଭିର ମୋଷ୍ଟ ପପୁଲାର୍ ଓ ମୋଷ୍ଟ ରୋମାଣ୍ଟିକ୍ ଯୋଡିରୁ ଗୋଟେ ଅଟେ ଓ ବହୁତଥର ଦିପିକା କାକର୍ ଓ ସୋଏବ୍ ଇବ୍ରାହିମ୍ ଜଣେ ଅନ୍ୟନ ସହ ରୋମାଣ୍ଟିକ୍ ଫଟୋଗୁଡିକ ସେୟାର୍ କରିଥାନ୍ତି, ଓ ଏହି ଫଟୋରେ ଏହି କପଲ୍ ଙ୍କ ମଧ୍ୟରେ ଷ୍ଟ୍ରଙ୍ଗ୍ ବଣ୍ତିଙ୍ଗ୍ ଓ କମାଲ୍ ର କେମେଷ୍ଟ୍ରି ଦେଖିବାକୁ ମିଳିଯାଏ , କିନ୍ତୁ ବହୁତଥର ସୋସିଆଲ୍ ମିଡୀଆରେ କଳାକାରଙ୍କୁ ଟ୍ରୋଲିଙ୍ଗ୍ ର ଶିକାର ହେବାକୁ ପଡିଥାଏ, ଏବେ ଦିପିକା କାକରଙ୍କ ସ୍ୱାମୀ ସୋଏବ ଇବ୍ରାହିମ୍ ଙ୍କୁ ବହୁତ ଅଧିକା ଟ୍ରୋଲ୍ କରାଯାଉଛି, ଓ ଏହାପରେ ଦିପିକା କାକର ନିଜ ସ୍ୱାମୀଙ୍କ ସପକ୍ଷରେ ଟ୍ରୋଲର୍ସଙ୍କୁ ଦୃଢ ଜବାବ୍ ଦେଇଛନ୍ତି ଆସନ୍ତୁ ଜାଣିବା କଣ ହୋଇଛି ପୁରା ମାମଲା ।

କହିଦେବୁ କି ଗତ ଜୁଲାଇ ୨୦୨୧ରେ ସୋଏବ ଇବ୍ରାହିମ୍ ଙ୍କ ବାପାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ଆସିଥିଲା, ଯାହାକୁ ନେଇ ତାଙ୍କୁ ମେଡିକାଲ୍ ରେ ଭର୍ତ୍ତି କରାଯାଇଥିଲା, ଏବେତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ହୋଇସାରିଛି, ଓ ସେ ମେଡିକାଲ୍ ରୁ ଡିସଚାର୍ଜ ହୋଇକରି ଘରକୁ ଆସିସାରିଛନ୍ତି, ଏହି ମୁସକିଲ୍ ସମୟରେ ଦିପିକା କାକର୍ ନିଜ ଶଶୁରଙ୍କ ବହୁତ ସେବା ଶୃଶୁଷା କରିଥିଲା, ଓ ଏହା ଦେଖିକରି ନେଟିଜେନ୍ସ ଦିପିକାଙ୍କ ସ୍ୱାମୀ ସୋଏବ ଇବ୍ରାହିମ୍ ଙ୍କୁ ଲଗାତାର ଟ୍ରୋଲ୍ କରୁଛନ୍ତି ଓ ସୋଏବ୍ ଇବ୍ରାହିମ୍ ଏହା ବିଷୟରେ ନେଇ କହୁଛନ୍ତି କି ଅଭିନେତା ଦିପିକା କାକରଙ୍କୁ ଚାକରାଣୀ କରାଈଦେଇଛନ୍ତି, ଏବେ ଏହି କଥାରେ ନିଜେ ଦିପିକା କାକର୍ ମୁହଁ ଖୋଲିକରି ଟ୍ରୋଲର୍ସଙ୍କୁ ଏହାର କଡା ଜବାବ୍ ଦେଇଛନ୍ତି ।

ଗତ ୧୯ ଅଗଷ୍ଟ ୨୦୨୧ କୁ ଦିପିକା କାକର୍ ଓ ସୋଏବ୍ ଇବ୍ରାହିମ୍ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ ରେ ଲାଇଭ୍ ସେସନ୍ କରିଥିଲେ, ଓ ଏହି ଲାଇଭ୍ ସେସନ୍ ସମୟରେ ଦିପିକା କାକର୍ ଟ୍ରୋଲର୍ସଙ୍କୁ ସଂବୋଧିତ କରି କହିଥିଲେ ସେ କହିଥିଲେ କି କିଛି ତ ଲାଜ କର ତୁମେ ମାନେ, ମୋତେ ତୁମ ଉପରେ ଦୟା ଆସୁଛି, ମୋର ଶଶୁର ଘର ଲୋକେ ମୋତେ ଝିଅ ପରି ମାନନ୍ତି, ଓ ବହୁତ ଭଲ ପାଇବା ଦିଅନ୍ତି, ଓ ମୁଁ ବି ତାଙ୍କୁ ବହୁତ ଭଲ ପାଏ, ଓ ତାଙ୍କର ଦେଖାଶୁଣା କରୁଛି

ତାଙ୍କ ପାଇଁ ଆମେ କାର୍ ରେ ହେଉ କିମ୍ବା ରାସ୍ତାରେ ଶୋଇବାକୁ ପଡିଯାଏ ତେବେ ଆମର କୌଣସି ଆପତ୍ତି ନାହିଁ, ଓ ଆପଣମାନେ କହୁଛ କି ଆପଣଙ୍କୁ ମୋର ଚିନ୍ତା ଅଛି, ଦରକାର ନାହିଁ ଏମିତି ଚିନ୍ତାର  । ଗତ ୬ ଅଗଷ୍ଟ ୨୦୨୧ କୁ ଦିପିକା କାକର୍ ନିଜର ୩୫ ତମ ଜନ୍ମଦିନ ନିଜ ଶଶୁରଘର ସହ ମେଡିକାଲ୍ ରେ ସେଲିବ୍ରେଟ୍ କରିଥିଲେ, ଏହି ବାର୍ଥଡେ ସେଲିବ୍ରେସନ୍ ରେ ଏକ ଭିଡିଓ ସୋଏବ୍ ଇବ୍ରାହିମ୍ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ ରେ ସେୟାର୍ କରିଥିଲେ

ଏହି ଭିଡିଓରେ ଦିପିକା କାକର୍ ଙ୍କୁ ଅଧା ରାତିରେ ମେଡିକାଲ୍ ରେ ଶୋଇଥିବାର ଦେଖାଯାଇଥିଲା । ସେମିତି ଏହି କଥାରେ କୌଣସି ସନ୍ଦେହ ନାହିଁ କି କାକର୍ ନିଜ ଶାଶୁ ଶଶୁରଙ୍କୁ କେତେ ଭଲ ପାଆନ୍ତି ,ଓ ତାଙ୍କ ନିଜ ଶଶୁରଘର ଲୋକଙ୍କ ସହ ତାଙ୍କ ଷ୍ଟ୍ରଙ୍ଗ୍ ବଣ୍ତିଙ୍ଗ୍ ଅଛି, ଏହି କାରଣରୁ ଦିପିକା କାକର୍ ପୁରା ମନରେ ନିଜ ଶଶୁରଙ୍କ ଦେଖାଶୁଣା କରନ୍ତି, ଓ ତାହା ସହ ଦିପିକା କାକର୍ ନିଜ ସ୍ୱାମୀ ସୋଏବ୍ ଇବ୍ରାହିମ୍ ଙ୍କୁ ଟ୍ରୋଲ୍ କରୁଥିବା ଲୋକଙ୍କୁ ଏହାର କଡା ଜବାବ୍ ଦେଇ ଚୁପ୍ କରାଈଦେଇଛନ୍ତି ।

Leave a Reply

Your email address will not be published. Required fields are marked *