ଫିଲ୍ମ ଇଣ୍ତଷ୍ଟ୍ରିରେ ଏହି କଳାକାରମାନେ ଲୁଚାଇଛନ୍ତି ନିଜ Surname, ଏହା ହେଲା କାରଣ
ବଲିଉଡ୍ ଜଗତରେ ଏମିତି ବହୁତ କଳାକାର ଅଛନ୍ତି ଯିଏକି ଦର୍ଶକଙ୍କ ହୃଦୟରେ ଏକ ଅଲଗା ପରିଚୟ ବନାଇପାରିଛନ୍ତି , ସେମିତି ତାଙ୍କ ଅଭିନୟ ଓ ଷ୍ଟାଇଲ୍ ତାଙ୍କୁ ସବୁ ତରିକାରେ ଲୋକଙ୍କ ହୃଦୟରେ ଏକ ଛାପ ଛାଡିଦେଇଥିଲେ, କିନ୍ତୁ ଆଜି ଆମେ ଆପଣଙ୍କୁ ସେହି କଳାକାରଙ୍କ ବିଷୟରେ କହିବୁ ଯିଏକି ଇଣ୍ତଷ୍ଟ୍ରିରେ ନିଜ କ୍ୟାରିୟର ଆରମ୍ଭରୁ ପ୍ରଥମେ ନିଜ ନାଁ ବଦଳାଇଦେଲେ, ଏହା ନୁହେଁ ବରଂ ସେ ବହୁତଥର ନିଜ ନାଁ ସହ ନିଜ ସରନେମ୍ ବି ଲଗାନ୍ତି ନାହିଁ, ତେବେ ଆସନ୍ତୁ ଜାଣିବା ସେହି କଳାକାରଙ୍କ ବିଷୟରେ ।
୧) ଧର୍ମେନ୍ଦ୍ର- ବଲିଉଡ୍ ର ହି ମ୍ୟାନ୍ ଧର୍ମେନ୍ଦ୍ର ଙ୍କ ନାଁ ଏହି ଲିଷ୍ଟର ଟପରେ ଅଛି, ଯେବେ ସେ ସିନେମା ଜଗତରେ ନିଜ ଫିଲ୍ମ କ୍ୟାରିୟର୍ ଆରମ୍ଭ କରିଥିଲେ, ତେବେ ତାଙ୍କ ନାଁ ଧର୍ମେନ୍ଦ୍ରଙ୍କ ନାଁ ଚାଲୁଛି, ଏହା ଛଡା ସେ ନିଜ ନାଁ ପଛରେ ସରନେମ୍ ବି ଲଗାନ୍ତି ନାହିଁ, କହିଦେବୁ କି ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ପୁରା ନାଁ ଧର୍ମେନ୍ଦ୍ର ସିଂ ଦେଓଲ ଅଟେ, ଧର୍ମେନ୍ଦ୍ର ସେମିତି ନିଜ ନାଁ ପଛରେ ସରନେମ୍ ଲଗାନ୍ତି ନାହିଁ କିନ୍ତୁ ତାଙ୍କ ଛୁଆ ନିଜ ନାଁ ପଛରେ ସରନେମ୍ ନିଶ୍ଚିତ ଲଗାନ୍ତି ।
୨) ରେଖା- ସିନେମା ଜଗତର ସଦାବାହାର ଅଭିନେତ୍ରୀ ରେଖା ନିଜ ନାଁ ପଛରେ ସରନେମ୍ ଲଗାନ୍ତି ନାହିଁ, ସୁଚନାପାଇଁ କହିଦେବୁ କି ରେଖା ନିଜ ଅସଲି ନାଁ ଭାନୁରେଖା ଗଣେଷନ ଅଟେ, ଅଭିନେତ୍ରୀ ବି ନିଜ କ୍ୟାରିୟର ଆରମ୍ଭରୁ ନିଜ ନାଁ ବଦଳାଇକରି ରେଖା ରଖିଦେଲେ ।
୩) ଜିତେନ୍ଦ୍ର- ଲୋକପ୍ରିୟ ଅଭିନେତା ଜିତେନ୍ଦ୍ର ୮୦ ଓ ୯୦ ଦଶକରେ ଦର୍ଶକଙ୍କ ବହୁତ ମନୋରଞ୍ଜନ କରିଥିଲେ, ଏହି ଅଭିନେତା ନିଜ ନାଁ ପଛରେ ସରନେମ୍ ଲଗାଇନଥିଲେ, କହିଦେବୁ କି ଫିଲ୍ମ କ୍ୟାରିୟରର ଆରମ୍ଭରୁ ଜିତେନ୍ଦ୍ରଙ୍କ ଅସଲି ନାଁ ରବି କାପୁର ଥିଲା, ଏବେ ସେ ଦୁନିଆଁ ସାରା ଜିତେନ୍ଦ୍ରଙ୍କ ନାଁରେ ଲୋକପ୍ରିୟତା ପାଇଛନ୍ତି ।
୪) ଅଭିନେତ୍ରୀ ଶ୍ରୀଦେବୀଙ୍କ ନାଁ ଏହି ଲିଷ୍ଟରେ ସାମିଲ୍ ଅଛି, ଏହି ଲିଷ୍ଟରେ ଶ୍ରିଦେବୀଙ୍କ ନାଁ ସବୁଠାରୁ ବଡ ଅଟେ, କହିଦେବୁ କି ତାଙ୍କ ଅସଲି ନାଁ ଶ୍ରି ଅମ୍ମା ୟାଙ୍ଗର୍ ଅୟପ୍ପନ ଅଟେ, ତାଙ୍କ ନାଁ ବହୁତ ବଡ ଥିଲା, ସେ ନିଜ ନାଁ ବଦଳାଇକରି ଶ୍ରୀଦେବୀ ରଖିଦେଲେ ।
୫) ଗୋବିନ୍ଦା- ବଲିଉଡ୍ ହିରୋ ନମ୍ବର ୧ ଗୋବିନ୍ଦାଙ୍କ ଅସଲି ନାଁ ବୋଧେ କେହି ଜାଣିଥିବେ, କହିଦେବୁ କି ତାଙ୍କ ଅସଲି ନାଁ ଅରୁଣ୍ ଆହୁଜା ଅଟେ, ସେ ଯେବେ ସିନେମା ଜଗତରେ ନିଜ ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିଲେ ତେବେ ସେ ଞ୍ଜ ନାଁ ଛୋଟ କରିଥିଲେ ।
୬) କାଜୋଲ୍- ଅଭିନେତ୍ରୀ କାଜୋଲ୍ ଇଣ୍ତଷ୍ଟ୍ରିରେ ନିଜ ଦମଦାର୍ ଅଭିନୟ ଓ ଚୁଲବୁଲି ଅନ୍ଦାଜ ପାଇଁ ଜଣାଯାଆନ୍ତି, ସେ ୯୦ ଦଶକରେ ଇଣ୍ତଷ୍ଟ୍ରିରେ ରାଜ୍ କରିଥିଲେ, ମାଲୁମ ଥିବ କି କାଜୋଲଙ୍କ ବାହାଘର ପରେ କାଜୋଲ୍ ଅଜୟ ଦେବଗନ ହୋଇସାରିଛି, ସେ ନିଜ ନାଁ ପଛରେ ନିଜ ସରନେମ୍ ମୁର୍ଖାଜୀଙ୍କୁ କେବେ ଲଗାଇନାହାନ୍ତି, ସେ ନିଜ ମା ବାପାଙ୍କୁ ଅଲଗା ହେବାପରେ ନିଜ ନାଁ ପଛରେ ସରନେମ୍ ଲଗାଇବା ବନ୍ଦ କରିଦେଇଥିଲା ।
୭) ଅକ୍ଷୟ କୁମାର- ବଲିଉଡ୍ ର ଖିଲାଡି ଅକ୍ଷୟ କୁମାରଙ୍କ୍ ନାଁ ଏହି ଲିଷ୍ଟ ସାମିଲ୍ ଅଛି, ବୋଧେ ଏହି କଥାରେ ଲୋକଙ୍କୁ ଏହି ବିଷୟରେ ଜାଣିଥିବେ କି ଅକ୍ଷୟ କୁମାରଙ୍କ ଅସଲି ନାଁ ରାଜିବ୍ ଭାଟିଆ ଅଟେ, ସେ ଇଣ୍ତଷ୍ଟ୍ରିରେ ଆରମ୍ଭରୁ ନିଜ ନାଁ ବଦଳାଇଦେଲେ