October 26, 2024

Odia Express

Leading Odia News Portal of Odisha

ଜାଣନ୍ତୁ କେତେ ସଂମ୍ପତ୍ତି ମାଲିକାଣୀ ଅଟନ୍ତି Shehnaaz gill, ଏକ ଇନଷ୍ଟା ପୋଷ୍ଟ ପାଇଁ ନିଅନ୍ତି ଲକ୍ଷାଧିକ ଟଙ୍କା

ଗୁରୁବାରକୁ ଟିଭିର ଜଣାଶୁଣା ଅଭିନେତା ସିଦ୍ଧାର୍ଥ ଶୁକ୍ଳା ୪୦ ବର୍ଷ୍ ବୟସରେ ଏହି ଦୁନିଆଁକୁ ଛାଡି ଚାଲିଗଲେ, ଯାହାପରେ ଦିବଂଗତ ଅଭିନେତା ପରିଜନ ଓ ପାଖ ଲୋକେ ଏବେ ଶୋକରେ ଅଛନ୍ତି, ଏହି ମଧ୍ୟରେ ସିଦ୍ଧାର୍ଥ ଶୁକ୍ଳା ନିଧନ ପରେ ଶେହନାଜ୍ ଗିଲ୍ ଙ୍କ ନାଂମ୍ ବହୁତ ଚର୍ଚ୍ଚିତ ହୋଇଥିଲା,  ଏମିତି କୁହାଯାଉଛି କି ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଶେହନାଜ୍ ଗିଲ୍ ପୁରା ଭାବେ ଭାଙ୍ଗିପଡିଛନ୍ତି, ସେ ଏବେ କାନ୍ଦି କାନ୍ଦି ବହୁତ ଦୁଃଖରେ ଭାଙ୍ଗିପଡିଛନ୍ତି । ଆପଣଙ୍କୁ କହିଦେବୁ କି ସିଦ୍ଧାର୍ଥ ଶୁକ୍ଳା ଓ ଶେହନାଜ୍ ଗିଲ୍ ବିଗ ବସ୍ ୧୩ ସମୟରେ ଦୁହେଁ ପରସ୍ପର ଘନିଷ୍ଠ ହୋଇଯାଇଥିଲେ, ଲୋକେ ତାଙ୍କ ନାଁ ସିଡନାଜ୍ ରଖିଦେଇଥିଲେ, କିନ୍ତୁ ଏବେ ସିଡନାଜ୍ ଙ୍କ ଯୋଡି ଭାଙ୍ଗିଯାଇଛି, ଏବେ ଶେହନାଜ୍ ଙ୍କ ଜୀବନ ଫ୍ୟାନ୍ସଙ୍କ ଠାରୁ ଅଧିକା ପାଖରୁ ଦେଖିବାକୁ ଚାହୁଁଛନ୍ତି, ଶେହନାଜ୍ ଗିଲ୍ ଜୀବନୀକୁ ନେଇକରି ପ୍ରୋଫେସନାଲ୍ ଜୀବନ ପର୍ଯ୍ୟନ୍ତ ଏହି ସମୟରେ ଚର୍ଚ୍ଚାରେ ଅଛନ୍ତି ।

୨୭ଜାନୁୟାରୀ ୧୯୯୩ କୁ ଚଣ୍ତିଗଡରେ ଜନ୍ମ ନେଇଥିବା ଶେହନାଜ୍ ଗିଲ୍ ଏକ ପଞ୍ଜାବୀ ଅଭିନେତ୍ରୀ ହେବା ସହ ମଡେଲ୍ ଡ୍ୟାନ୍ସର ଅଟନ୍ତି, ସେ ବିଗ୍ ବସ୍ ୧୩ ରେ ଭାଗ୍ ନେଇଥିଲେ, ଓ ଏଠାରେ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ତାଙ୍କ ସଂମ୍ପର୍କ ଘନିଷ୍ଠ ହୋଇଥିଲା, ଯାହା ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା, ବିଗ୍ ବସ୍ ସିଜିନ୍ ୧୩ ପରେ ଶେହନାଜ୍ ଲୋକପ୍ରିୟତା ବହୁତ ଅଧିକା ବୃଦ୍ଧି ହୋଇଥିଲା।

ଏକ ପଞ୍ଜାବୀ ମଧ୍ୟମ ବର୍ଗ ସିଖ୍ ପରିବାରରେ ଜନ୍ମ ନେଇଥିବା ଶେହନାଜ୍ ଗିଲ୍ ନିଜ କ୍ୟାରିୟରର ଆରମ୍ଭ ମଡେଲିଙ୍ଗ୍ ରୁ କରିଥିଲେ, ଓ ଧିରେ ଧିରେ ସେ ଏକ ପଞ୍ଜାବୀ ଅଭିନେତ୍ରୀ ଭାବେ ଲୋକପ୍ରିୟ ହୋଇଗଲେ, ଶେହନାଜ୍ ଗିଲ୍ ୨୦୧୫ ରେ ପ୍ରଥମଥର ଏକ ଗୀତର ଭିଡିଓରେ ନଜର ଆସିଥିଲେ , ସେ ଭିଡିଓରେ ଗୁରୁବିନ୍ଦର ବରାଡଙ୍କ ଦ୍ୱାରା ତିଆରି ହୋଇଥିଲା, ଏହି ଭିଡିଓର ନାଁ ଶିବଦି କିତାବ୍ ଥିଲା, ତାହାପରେ ବହୁତ ସାରା ମ୍ୟୁଜିକ୍ ଭିଡିଓରେ ନଜର ଆସିଥିଲେ

ସେ ୟାରୀ(ଗୁରୁ) ୟଶ ବେବି(ଗୈରି ସଂନ୍ଧୁ) ଲାଖ୍ ଲାହନତା( ରବନୀତ ସିଂ) ନଜର ଆସୁଛି । ଆପଣଙ୍କୁ କହିଦେବୁ କି ଶେହନାଜ୍ ଗିଲ୍ କଂବର ଚଞ୍ଚଳଙ୍କ ଦ୍ୱାରା ତିଆରି ହୋଇଥିବା ମ୍ୟୁଜିକ୍ ଭୀଡିଓ ମଜେ ଦି ଜତ୍ତି ନଜର ଆସିଛି, ଏହି ଭିଡିଓ ମାଧ୍ୟମରୁ ସେ ଭଲ ଖାସ୍ ଲୋକପ୍ରିୟତା ହାସିଲ୍ ହୋଇଥିଲେ, ସେ ନିଜ କ୍ୟାରିୟର ସମୟରେ ଏକ ଭଲ ପରିଚୟ ପାଇଥିଲେ, ଆଜି ଶେହନାଜ୍ ଗିଲ୍ ଅଧିକାଂଶ ସବୁ ଲୋକ ଜାଣିଛନ୍ତି, ସେ କେଉଁ ପରିଚୟ ପାଇଁ ଆବଶ୍ୟକତା ନାହିଁ, ଏତିକି ନୁହେଁ ବରଂ ଶେହନାଜ୍ ଗିଲ୍ କୋଟିଏ ସଂମ୍ପତ୍ତିର ମାଲିକାଣୀ ଅଛନ୍ତି ।

ଯଦି ଆମେ ଶେହନାଜ୍ ଗିଲ୍ ଙ୍କ ସଂମ୍ପତ୍ତି ବିଷୟରେ କଥା କହିଲେ ତେବେ ରିପ୍ଲବିକ୍ ୱାର୍ଲଡ୍ ଡଟ୍ କମ୍ ରିପୋର୍ଟ ଅନୁସାରେ ଶେହନାଜ୍ ଗିଲ୍ ୩୦ ମିଲିୟନ୍ ଡଲାର୍ ମାନେ ତିନି କୋଟି ଟଙ୍କାର ସଂମ୍ପତ୍ତିର ମାଲିକାଣୀ ଅଟନ୍ତି ,ଶେହନାଜ୍ ଗିଲ୍ ଇଭେଣ୍ଟସ୍ ବି ପ୍ରମୋଶନ୍ କରନ୍ତି, ଯାହାପାଇଁ ଭଲ ଚାର୍ଜ ବି କରନ୍ତି ।

ଶେହନାଜ୍ ଗିଲ୍ ସୋସିଆଲ୍ ମିଡିଆରେ ବହୁତ ସକ୍ରିୟ ରୁହନ୍ତି, ସେ ନିଜ ଇନଷ୍ଟାଗ୍ରାମ ଏକାଉଣ୍ଟରେ ଏକ ପୋଷ୍ଟ କରିବାପାଇଁ ୮ ଲକ୍ଷ ଟଙ୍କା ଚାର୍ଜ୍ କରନ୍ତି, ଯଦି ଆମେ ଶେହନାଜ୍ ଗିଲ୍ ଙ୍କ ସବୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ କୁ ମିଶାଇକରି କଥା ହେବା ତେବେ ୧୦ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି, ଶେହନାଜ୍ ଗିଲ୍ ଙ୍କୁ ଗାଡିର ବି ସଉକ ଅଛି, ଏବେ ସେ ମର୍ସଡିଜ୍ ବେଞ୍ଚ ଏସ୍ ଗାଡି କିଣିଛନ୍ତି ।

Leave a Reply

Your email address will not be published. Required fields are marked *