July 12, 2024

Odia Express

Here, There and Everywhere

ଫିଲ୍ମରେ ମା ଭୁମିକାରେ ନଜର ଆସିଥିବା ଏହି ଅଭିନେତ୍ରୀଙ୍କର Real Life ରେ ଦେଖାଯାଆନ୍ତି ବହୁତ ସୁନ୍ଦର, ୟଙ୍ଗ୍ ଓ ଗ୍ଲାମରସ୍ ଦେଖନ୍ତୁ ଫଟୋଗୁଡିକ

1 min read

ମନୋରଞ୍ଜନ ଦୁନିଆଁରେ ନିଜ ଭୁମିକାକୁ ଜୀବନ୍ତ କରିବାପାଇଁ କଳାକାର ମାନଙ୍କୁ ନାନାପ୍ରକାରର ଭୁମିକା ନିଭାଇବାକୁ ପଡିଥାଏ, ଓ ଆମର ଫିଲ୍ମ ଇଣ୍ତଷ୍ଟ୍ରିରେ ବହୁତ ଏମିତି ସୁନ୍ଦର ଅଭିନେତ୍ରୀମାନେ ମହଜୁଦ୍ ଅଛନ୍ତି ଯିଏକି ନିଜ ଭୁମିକାକୁ ଭଲ ଭାବରେ ଗଢି ତୋଳିବାକୁ ପ୍ରସ୍ତୁତ ରୁହନ୍ତି, ଓ ବହୁତଥର ଫିଲ୍ମର ସ୍କ୍ରିଫ୍ ହିସାବରେ କଳାକାର ନିଜ ଅଭିନୟକୁ ଜୀବନ୍ତ କରିବାପାଇଁ ବହୁତ୍ ପରିମାଣର୍ ପ୍ରଚେଷ୍ଟା ବି କରିଥାନ୍ତି, ଆଜି ଆମେ ଏହି ପୋଷ୍ଟରେ ବଲିଉଡ୍ ର କିଛି ଏମିତି ସୁନ୍ଦର ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ଅସଲ ଜୀବନରେ ବହୁତ ସୁନ୍ଦର ନଜର ଆସନ୍ତି, କିନ୍ତୁ ଫିଲ୍ମରେ ଏହି କଳାକାରଙ୍କ ବୟସ୍କ ମହିଳାଙ୍କ ରୋଲ୍ ଭଲ ଭାବରେ ନିଭାଇଛନ୍ତି, ଓ ଏହି ଭୁମିକାରେ ଅଭିନୟ ଦେଖିକରି ଏହି ଅଭିନେତ୍ରୀଙ୍କ ବୟସକୁ ଜାଣିପାରିବା ମୁସକିଲ୍ ଲାଗିଥାଏ, ତେବେ ଆସନ୍ତୁ ଜାଣିବା ଏହି ଲିଷ୍ଟରେ ବଲିଉଡ୍ ରେ କେଉଁ କେଉଁ ଅଭିନେତ୍ରୀଙ୍କ ନାଁ ସାମିଲ୍ ଅଛି ।

୧) ମେହେର୍ ବିଜ୍- ବଲିଉଡ୍ ର ସୁପରଡୁପର୍ ହିଟ୍ ଫିଲ୍ମ ବଜରଙ୍ଗୀ ଭାଇଜାନ୍ ରେ ଅଭିନେତ୍ରୀ ମେହେର୍ ବିଜ୍ ମୁନ୍ନୀର ମା ଭୁମିକା ନିଭାଇଥିଲେ, ଅସଲ ଜୀବନରେ ମେହେର୍ ବହୁତ ୟଙ୍ଗ୍ ଓ ସୁନ୍ଦର ନଜର ଆସନ୍ତି, ଓ ଫିଲ୍ମରେ ମେହେର୍ ବିଜ୍ ମୁନ୍ନୀର ମା ଲୁକ୍ ଦେଖିକରି ତାଙ୍କ ପ୍ରକୃତ ବୟସ ବିଷୟରେ ଅନ୍ଦାଜା ଲଗାଇବା ମୁସକିଲ୍ ଲାଗେ, କହିଦେବୁ କି ମେହେର୍ ସୋସିଆଲ୍ ମିଡିଆରେ ବହୁତ ସକ୍ରିୟ ଅଛନ୍ତି, ଓ ସେ ନିଜ ସୁନ୍ଦର ଫଟୋଗୁଡିକ ସେୟାର୍ ବି କରନ୍ତି ।

୨) ଅମୃତା ସୁଭାଷ- ବଲିଉଡ୍ ର ଜଣାଶୁଣା ଅଭିନେତ୍ରୀ ଅମୃତା ସୁଭାଷ ଏହି ଲିଷ୍ଟରେ ସାମିଲ୍ ଅଛନ୍ତି , ଅମୃତା ସୁଭାଷ ଫିଲ୍ମ ଗଲି ବୟରେ ବଲିଉଡ୍ ଅଭିନେତା ରଣବୀର୍ କାପୁରଙ୍କ ମା ରୋଲ୍ ନିଭାଇଥିଲେ, ଓ ଏହି ଭୁମିକାରେ ଅମୃତା ସୁଭାଷ ବହୁତ ଅଧିକା ଲୋକପ୍ରିୟତା ପାଇଥିଲେ, ସେମିତି ଅସଲ ଜୀବନରେ ଅମୃତା ସୁଭାଷ ଦେଖିବାକୁ ବହୁତ ସୁନ୍ଦର ଓ ଷ୍ଟାଇଲିଷ୍ଟ ନଜର୍ ଆସିଥାନ୍ତି ।

୩) ଅର୍ଚ୍ଚନା ଜୋଏସ୍- ଫିଲ୍ମରେ ମା ଭୁମିକା ବଢିଆ ଭାବେ ନିଭାଉଥିବା ଅଭିନେତ୍ରୀ ଙ୍କ ମଧ୍ୟରୁ ଜଣାଶୁଣା ଅଭିନେତ୍ରୀ ଅର୍ଚ୍ଚନା ଜୋଏସ୍ ଜଣାଯାଆନ୍ତି, ଓ ଅର୍ଚ୍ଚନା ୨୦୧୮ ରେ ଆସିଥିବା ଫିଲ୍ମ କେଜିଏଫ୍ ରେ ଅଭିନେତା ୟଶ୍ ଙ୍କ ମା ଭୁମିକା ବଢିଆ ଭାବେ ନିଭାଇଥିଲେ, ଓ ନିଜ ଭଲ ଅଭିନୟ ବଳରେ ବହୁତ ଲୋକପ୍ରିୟତା ପାଇଥିଲେ, ସେମିତିରେ ଫିଲ୍ମରେ ମା ରୋଲ୍ ନିଭାଇଥିବା ଅଭିନେତ୍ରୀ ଅର୍ଚ୍ଚନା ଅସଲ ଜୀବନରେ ବହୁତ ସୁନ୍ଦର ଓ ୟଙ୍ଗ୍ ନଜର ଆସନ୍ତି ।

୪) ନାଦିଆ- ବଲିଉଡ୍ ରୁ ନେଇକରି ସାଉଥ୍ ଇଣ୍ତଷ୍ଟ୍ରି ପର୍ଯ୍ୟନ୍ତ ନିଜ୍ ଅଭିନୟ ଦ୍ୱାରା ଜାଦୁ ଦେଖାଇଥିବା ଅଭିନେତ୍ରୀ ନାଦିଆଙ୍କ ନାଁ  ଏହି ଲିଷ୍ଟରେ ସାମିଲ୍ ଅଛି, ଓ ଅଭିନେତ୍ରୀ ନାଦିଆ ନିଜ କ୍ୟାରିୟରରେ ବହୁତ ଫିଲ୍ମରେ ମାର ଭୁମିକା ନିଭାଇଛନ୍ତି, ଏଥିରୁ ଅଧିକା ପପୁଲାରିଟି ଫିଲ୍ମ ମିର୍ଚ୍ଚ ବଜାର୍ ରୁ ମିଳିଥିଲା, ଓ ସେ ସାଉଥ୍ ଇଣ୍ତଷ୍ଟ୍ରିର ସୁପରଷ୍ଟାର୍ ପ୍ରଭାସଙ୍କ ମା ରୋଲ୍ ନିଭାଇଥିଲେ, ଓ ଅସଲ ଜୀବନରେ ସେ ବହୁତ ସୁନ୍ଦର ଓ ଷ୍ଟାଇଲିଷ୍ଟ ଅଟନ୍ତି ।

୫) ରାମ୍ୟା କୃଷ୍ଣନ- ଏହି ଲିଷ୍ଟରେ ବଲିଉଡ୍ ଅଭିନେତ୍ରୀ ରାମ୍ୟା କୃଷ୍ଣନଙ୍କ ନାଁ ସାମିଲ୍ ଅଛି, ଓ ରାମ୍ୟା କୃଷ୍ଣନ ବ୍ଲକବଷ୍ଟର୍ ଫିଲ୍ମ ବାହୁବଳୀରେ ଅଭିନେତା ପ୍ରଭାସଙ୍କ ମା ଭୁମିକା ଶିବଗାମୀ ଦେବୀଙ୍କ ଚରିତ୍ରରେ ନଜର ଆସିଥିଲେ, ଓ ଏହି ଫିଲ୍ମରେ ଅଭିନେତ୍ରୀ ରାମ୍ୟା କୃଷ୍ଣନ ଅସଲ ଜୀବନରେ ବହୁତ ସୁନ୍ଦର ଓ ଗ୍ଲାମରସ୍ ଲାଗନ୍ତି ।

Leave a Reply

Your email address will not be published. Required fields are marked *