October 23, 2024

Odia Express

Leading Odia News Portal of Odisha

ଧୋନୀଙ୍କ ପରେ Jubaraj ସିଂଙ୍କ ହେବ Biopic, ଏହି ଅଭିନେତ୍ରୀଙ୍କ ସହ ଦେଖାଯିବେ କ୍ରିକେଟ୍ ର ଧୁରନ୍ଧରଙ୍କ ପ୍ରେମ କାହାଣୀ

ଘାତକ ରୋଗକୁ ହରାଇକରି ଲାଇଫ୍ ରେ ଆଗକୁ ବଢିଥିବା କ୍ରିକେଟ୍ ର ଧୁରନ୍ଧର ଓ ପଞ୍ଜାବର ଶେର୍ ଯୁବରାଜ୍ ସିଂଙ୍କୁ କି ବା ନ ଜାଣେ, ସେ ଗୋଟେ ଓଭରରେ ୩୬ ରନ୍ କରି ୱାର୍ଲଡ୍ ରେକର୍ଡ କରିଥିଲେ, ଯୁବରାଜ ସିଂଙ୍କ ନାଁ ଦମଦାର୍ ବ୍ୟାଟ୍ସମ୍ୟାନ୍ ରୁପରେ ଲୋକପ୍ରିୟ ଅଛି, ସେ ଯେତେ ଭଲ ବ୍ୟାଟିଙ୍ଗ୍ କରନ୍ତି ସେତିକି ଭଲ ଦେଖାଯାଆନ୍ତି, ଏଥିପାଇଁ ତାଙ୍କ ଉପରେ ବହୁତ ଝିଅମାନେ ଦିୱାନୀ ହୋଇଛନ୍ତି, ଏହି ଲିଷ୍ଟରେ କେବଳ ସାଧାରଣ ଝିଅ ନୁହେଁ ବରଂ ବଲିଉଡ୍ ର ବହୁତ୍ ଅଭିନେତ୍ରୀ ବି ନିଜ ହୃଦୟ ଦେଇବସିଛନ୍ତି, ଆଜି ଆମେ ସେହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଊଛୁ, ଯାହାଙ୍କ ନାଁ ଯୁବରାଜ ସିଂଙ୍କ ସହ ଯୋଡାଯାଇଛି, ଆସନ୍ତୁ ଜାଣିବା କେଉଁ ସେହି ବଲିଉଡ୍ ଅଭିନେତ୍ରୀମାନେ ।

୧) ଦିପିକା ପାଦୁକୋଣ- କହିଦେବୁ କି ଏହି ଲିଷ୍ଟରେ ସବୁଠାରୁ ପ୍ରଥମ ନାଁ ଆସେ ଦିପିକା ପାଦୁକୋଣଙ୍କର, ସେମିତି ଦୁହେଁ ନିଜ ସଂମ୍ପର୍କରେ ବନ୍ଧୁତାର ନାଁ ଦେଇଛନ୍ତି, କିନ୍ତୁ ଗୋଟେ ସମୟ ଥିଲା ଯେବେ ଦୁହେଁ ନିଜ ପ୍ରେମ ସଂମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ, କହିଦେବୁ କି ୨୦୦୭ ରେ ଟ୍ୱିଟେଣ୍ଟି ମ୍ୟାଚରେ ଯୁବରାଜ ସିଂ ଜବରଦସ୍ତ୍ ପ୍ରଦର୍ଶନ କରିଥିଲେ, ଏଥିରେ ଦିପିକା ଯୁବରାଜଙ୍କୁ ପ୍ରେମ କରିବସିଥିଲେ, କହିଦେବୁ କି ଦିପିକା ଯୁବରାଜ୍ ସିଂଙ୍କ ବାର୍ଥଡେ ପାର୍ଟି ହୋଷ୍ଟ୍ କରିଥିଲେ, ଏବେ ସେମାନେ ଅଲଗା ହୋଇସାରିଛନ୍ତି ଓ ଦିପିକା ରଣବୀର୍ କାପୁରଙ୍କୁ ବିବାହ କରିସାରିଛନ୍ତି ।

୨) କିମ୍ ଶର୍ମା- କିସ୍ ଶର୍ମା ଓ ଯୁବରାଜଙ୍କ ରିଲେସନସିପ୍ ଗୋଟେ ସମୟରେ ବହୁତ ଚର୍ଚ୍ଚିତ ହୋଇଥିଲ୍, କଥା ଏମିତି କିଛି ଥିଲା କି ୨୦୦୭ ର ପୁର୍ବରୁ ଏମାନେ ଦୁହେଁ ୪ ବର୍ଷ ପର୍ଯ୍ୟନ୍ତ ଡେଟ୍ ରେ ରହିଥିଲେ, କିନ୍ତୁ କିମ୍ ଶର୍ମାଙ୍କ ଖରାପ ବ୍ୟବହାରର କାରଣରୁ ଯୁବରାଜ ସିଂଙ୍କ ବ୍ରେକ୍ ଅଫ୍ ହୋଇଗ୍ଲା, ଯୁବରାଜଙ୍କ ମା କିମ୍ ଶର୍ମାଙ୍କୁ ବିଲକୁଲ୍ ପସନ୍ଦ କରୁନଥିଲେ, ଯାହାର କାରଣରୁ ତାଙ୍କର ରିଲେସନସିପ୍ ରେ ଫାଟ୍ ଆସିଯାଇଥିଲା ।

୩) ରିୟା ସେନ୍- ଗୋଟେ ସମୟ ଥିଲା ଯେବେ ଯୁବରାଜ୍ ସିଂଙ୍କ ନାଁ ବଲିଉଡ୍ ଅଭିନେତ୍ରୀ ରିୟା ସେନଙ୍କ ସହ ଯୋଡା ଗଲା< ଏହି ଦୁହେମ୍ଂ ଏକ ପାର୍ଟିରେ ଏକାଠି ଦେଖାଯାଇଥିଲେ, ଯାହାପରେ ଏହି ମିଥ୍ୟାପ୍ରଚାର ବ୍ୟାପିଗଲା କି ଦୁହେଁ ରିଲେସନସିପ୍ ରେ ଅଛନ୍ତି କିନ୍ତୁ ପରେ ଏହି ଦୁହେଁ ଅଲଗା ହୋଇଗଲେ, ଓ ଅଲଗା ହେବାର କାରଣ କିଛି ବି ସାମ୍ନାକୁ ଆସିନଥିଲା ।

୪) ନେହା ଧୁପିଆ- ସୁଚନାପାଇଁ କହିଦେବୁ କି ୨୦୧୪ ରେ ଏମିତି ଖବର ଆସିଥିଲା କି ନେହା ଧୁପିଆ ଯୁବରାଜ ସିଂଙ୍କ ସହ ନିଜ ଲାଇଫ୍ ଆଗକୁ ବଢିଯାଇଛନ୍ତି, ଯୁବରାଜ୍ ସିଂ ଓ ନେହା ଧୁପିଆ ଏକ ପାର୍ଟିରେ ନଜର ଆସିଥିଲେ, ଯାହାପରେ ଲୋକେ କହିବାକୁ ଲାଗିଲେ କି ସେମାନେ ଜଣେ ଅନ୍ୟଙ୍କୁ ଡେଟ୍ କରୁଛନ୍ତି, କିନ୍ତୁ ନେହା ଧୁପିଆ ଏହି କଥାକୁ ସିଧା ମନା କରିଦେଲେ କି ତାଙ୍କ ଦୁହେଁଙ୍କ ମଧ୍ୟରେ ଏମିତି କିଛି ରିଲେସନସିପ୍ ନାହିଁ, ତାପରେ ଏହି ଖବର କେଉଁ ଆଡେ ଲୁଚିଗଲା ।

୫) ହେଜଲ କିଞ୍ଚ୍- ବଲିଉଡ୍ ର ବହୁତ ଫେମସ୍ ଅଭିନେତ୍ରୀଙ୍କୁ ଡେଟ୍ କରିବାପରେ ଯୁବରାଜ୍ ସିଂ ଲୋକପ୍ରିୟ ମଡେଲର୍ ହେଜଲ୍ କିଞ୍ଚଙ୍କ ସହ ରିଲେସନସିପ୍ ରେ ଆସିଥିଲେ, କିନ୍ତୁ ବହୁତ ଦିନ ପର୍ଯ୍ୟନ୍ତ ଡେଟ୍ କରିବାପରେ ଯୁବରାଜ ସିଂଙ୍କୁ ଏହି କଥା ବୁଝାପଡିଲା ନାହିଁ କି ହେଜଲ୍ ତାଙ୍କ ପ୍ରେମର ଶେଷ ସନ୍ଧାନରେ ଅଛନ୍ତି, ଏମିତିରେ ଦୁହେଁ ବିନା ସମୟକୁ ଅପେକ୍ଷା କରି ବିବାହ କରିନେଲେ ଓ ଏବେ ଏକ ପରଫେକ୍ଟ କପଲ୍ ହୋଇକରି ବୈବାହିକ ଜିବନ ଉପଭୋଗକରୁଛନ୍ତି ।

Leave a Reply

Your email address will not be published. Required fields are marked *