October 19, 2024

Odia Express

Leading Odia News Portal of Odisha

6 ମାର୍ଚ୍ଚ ୨୦୨୨ ରାଶିଫଳ,ଆଜି ଏହି ଚାରୋଟି ରାଶି ବାଲାଙ୍କ ଜାଗ୍ରତ୍ ହେବ ଶୋଇଯାଇଥିବା ଭାଗ୍ୟ, ପରିଶ୍ରମ କାମରେ ଆସିବ

୧) ମେଷ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ, କେଉଁ ଜରୁରୀ କାମକୁ ପୁରା କରିବାକୁ ଯାଇ ଅଧିକା ପରିଶ୍ରମ କରିବାକୁ ପଡିପାରେ, ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ୍ କରିବେ, ମାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, ସାଙ୍ଗଙ୍କ ସାହାଯ୍ୟରେ ଅଟକିଥିବା କାମକୁ ପୁରା କରିପାରିବେ, ଆପଣ ବାହାର ଭୋଜନରୁ ଦୁରେଇ ରୁହନ୍ତୁ ନହେଲେ ଗ୍ୟାସ୍, ପେଟ ପିଡା ପରି ସମସ୍ୟା ଉତ୍ପନ୍ନ ହୋଇପାରେ, ପଇସା ଉଧାର ଲେଣଦେଣ କରନ୍ତୁ ନାହିଁ ।

୨) ବୃଷ ରାଶି- ଆଜି ଗୃହସ୍ଥ ଜୀବନରେ ଚଲୁଥିବା ବ୍ୟକ୍ତିଙ୍କ ପାଇଁ କିଛି ଅସୁବିଧା ଭରା ଦିନ ରହିପାରେ, ଯାହାର କାରଣରୁ ମାନନ୍ସିକ ଚିନ୍ତା ଅଧିକ ରହିବ, ଜୀବନସାଥୀଙ୍କ ସହ ବାଦ ବିବାଦ ହେବାର ଆଶଙ୍କା ଅଛି, ଆପଣଙ୍କୁ ନିଜ କ୍ରୋଧ ଓ ବାଣି ଉପରେ ନିୟନ୍ତ୍ରଣ ରଖିବାକୁ ହେବ, ଚାକିରି କ୍ଷେତ୍ରରେ ସମସ୍ତଙ୍କ ସହ ତାଲମେଳ ବନାଇ ରଖନ୍ତୁ, ଅଧୁରା କାମ ସହକର୍ମୀଙ୍କ ଦ୍ୱାରା ପୁରା ହୋଇପାରେ ମା ବାପାଙ୍କ ସାଥ୍ ଆପଣଙ୍କ ସହ ରହିବ,

୩) ମିଥୁନ ରାଶି-ଆଜି ବେପାର ସହ  ଯୋଡି ହୋଇଥିବା ଲୋକଙ୍କ ପାଇଁ ଦିନ ବହୁତ ଭଲ ରହିବ, ଧନ କମାଇବାର ମାର୍ଗ ହାସିଲ୍ ହେବ , କାରୋବାରରେ ଉନ୍ନତି ଆସିବ, ଆପଣ ନିଜ ଶତ୍ରୁଙ୍କୁ ପରାସ୍ତ କରିବେ, ସ୍ୱାସ୍ଥ୍ୟ ସଂବନ୍ଧିତ ଅସୁବିଧା ଦୁର ହୋଇଯିବ, ମା ବାପାଙ୍କ ସହ କେଉଁ ଧାର୍ମିକ ସ୍ଥଳ ଯାତ୍ରାର ପ୍ରୋଗାମ୍ କରିପାରନ୍ତି, ଶଶୁରଘର ପକ୍ଷରୁ ଧନ ମିଳିବାର ସଂମ୍ଭାବନା ନଜର ଆସୁଛି, ଦାମ୍ପତ୍ୟ ଜୀବନରେ ସୁଖ ମିଳିବ ।

୪) କର୍କଟ ରାଶି- ଆଜି ବିଦ୍ୟାଥିଙ୍କୁ କେଉଁ ପ୍ରତିଯୋଗିତା ପରିକ୍ଷାରେ ମନ ମୁତାବିକ ଫଳାଫଳ ମିଳିପାରେ, ଯେଉଁଥିରେ ମନ ହର୍ଷୀତ  ହେବ, କ୍ୟାରିୟରରେ ଉନ୍ନତି କରିବେ, ସାମାଜିକ ସ୍ତରରେ ଆପଣଙ୍କ ଲୋକପ୍ରିୟତା ବଢିବ, ଆପଣ ନିଜ ମଧୁର ବାଣିରୁ ଅନ୍ୟଙ୍କୁ ପ୍ରଭାବିତ କରିବାରେ ସଫଳ ହେବେ, ଘର୍ ପରିବାରର ଖୁସିମୟ ମାହୋଲ୍ ରହିବ, ଘରର କେଉଁ ସଦସ୍ୟଙ୍କ ଉନ୍ନତିର ଖୁସିଖବର ମିଳିପାରେ, ଭାଗ୍ୟ ପୁରା ସାଥ୍ ଦେବ, ଜୀବନସାଥିଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ ।

୫) ସିଂହ ରାଶି-  ଆଜି ଆପଣଙ୍କ ଦିନ ଉତଥାନ ପତନ ଭରା ରହିବ, , ଫାଲତୁ କଥାରେ ଧ୍ୟାନ ଦିଅନ୍ତୁ ନାହିଁ, ବିରୋଧୀ ନିଜ କଥାକୁ ମନାଇବା ପାଇଁ ସଫଲ ହେବେ, କେଉଁ ବି ପ୍ରକାରର ବାଦ ବିବାଦରୁ ଦୁର ରହିବାକୁ ହେବ, ମା ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, ପ୍ରେମ ଜୀବନ ଭଲ ରହିବ, ସନ୍ତାନଙ୍କ ଉନ୍ନତି ଖୁସିଖବର ମିଳିପାରେ, ଯାହା ଦ୍ୱାରା ପ୍ରସନ୍ନ ରହିବ, ଆପଣ ନିଜ୍ ପରିଶ୍ରମରୁ କାମକାର୍ଯ୍ୟରେ ଭଲ ଲାଭ ପ୍ରାପ୍ତି କରିବେ, ଆର୍ଥିକ ସ୍ଥିତି ସାମାନ୍ୟ ରହିବ ଏଥିପାଇଁ ବାଜେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରିବାକୁ ହେବ, ନହେଲେ ଭବିଷ୍ୟତରେ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ ।

୬) କନ୍ୟା ରାଶି- ଆଜି ଆପଣଙ୍କ ଦିନ ଟିକିଏ କଠିନ ନଜର୍ ଆସୁଛି, ଭାଗ୍ୟର ସାଥ୍ ନ ମିଳିବା କାରଣରୁ କାମକାର୍ଯ୍ୟରେ ଅଧିକା ପରିଶ୍ରମ କରିବାକୁ ପଡିବ, ଆପଣଙ୍କୁ ଏହା ଉପଦେଶ ଦିଆଯାଉଛି କି ଆପଣ କେଉଁ ବି କାମକୁ ବ୍ୟସ୍ତତାପୁର୍ଣ୍ଣ ହୋଇ କରନ୍ତୁ ନାହିଁ ନହେଲେ କାମ ବିଗିଡିପାରେ, ଜୀବନସାଥୀଙ୍କ ପୁରା ସହଯୋଗ ମିଳିବ, ଆପଣ ନିଜ ଆତ୍ମବିଶ୍ୱାସ ବନାଇ ରଖନ୍ତୁ, କେଉଁ ବିଷମ ପରିସ୍ଥିତିର ସାମ୍ନା କରିପାରିବେ, ଦାମ୍ପତ୍ୟ ଜୀବନରେ ସୁଖ ମିଳିବ, ଦୁର ସଂଚାର ମାଧ୍ୟମରେ ଭଲ ଖବର୍ ଶୁଣିବାକୁ ପାଇବେ । ସାଙ୍ଗଙ୍କ ଦ୍ୱାରା ଅଧୁରା କାମ ପୁରା କରିପାରିବେ ।

୭)ତୁଳା ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ, ଆଜି ଆପଣଙ୍କ କେଉଁ ସଂମ୍ପତ୍ତି ପ୍ରାପ୍ତିର ଅଭିଳାଷା ପୁରା ହେବ, ଯେଉଁଥିରେ ମନ ହର୍ଷିତ ରହିବ, ଯଦି ପୁର୍ବରୁ କେଉଁଠୁ ପଇସା ଉଧାର ନେଇଛନ୍ତି ତେବେ ସେ ପଇସା ଫେରିପାରିବେ, ଭାଇ ଭଉଣୀଙ୍କ ପୁରା ସହଯୋଗ ମିଳିପାରିବ, ଜୀବନସାଥିଙ୍କ ସହ କେଉଁ ବାହାର ଯାଗା ବୁଲିବାକୁ ଯାଈପାରନ୍ତି, ବେପାର ଲାଭଦାୟକ ବୁଝାମଣା ହୋଇପାରେ ।

୮)ବିଛା ରାଶି- ଆଜି ଆପଣଙ୍କ ଜୀବନରେ ଚାଲୁଥିବା ଅସୁବିଧାଗୁଡିକରୁ ମୁକ୍ତି ମିଳିବ, ଘର ପରିବାରର ମଧ୍ୟରେ ଖୁସିର ବାତାବରଣ ରହିବ, ପରିବାରର ସବୁ ସଦସ୍ୟଙ୍କ ସପୋର୍ଟ ମିଳିବ, ବିଦ୍ୟାର୍ଥିଙ୍କ ମନ ପାଠପଢାରେ ମିଳିବ, ବିଦେଶରେ କାମ କରୁଥିବା ବ୍ୟକ୍ତିଙ୍କ ଦିନ ସାମାନ୍ୟ ରୁପରେ ବ୍ୟତିତ ହେବାର ଅଛି, ଯଦି ଆପଣ ବୁଝାମଣାରେ ବେପାର ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ବୁଝିବିଚାରି କରନ୍ତୁ, ଅଜଣା ଲୋକଙ୍କୁ ଆଖି ବନ୍ଦ କରି ବିଶ୍ୱାସ କରନ୍ତୁ ନାହିଁ ।

୯) ଧନୁରାଶି- ଆଜି ଆପଣଙ୍କୁ ନିଜ କ୍ୟାରିୟର କ୍ଷେତ୍ରରେ ସଫଳତା ମିଳିବାର ଯୋଗ ରହୁଛି, ବେପାରରେ ଧନ ଲାଭ ମିଳିବ, ଦାମ୍ପତ୍ୟ ଜୀବନରେ ଚାଲୁଥିବା ଅସୁବିଧାର ସମାଧାନ ହୋଇପାରେ, କମାଇର ଜରିଆ ବଢିବ, ଅଫିସ୍ କାମରେ କେଉଁ ଆଡେ ଯାତ୍ରା କରିପାରନ୍ତି, ଆପଣଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ସୁଖଦ ରହିବ, ରୋଜଗାରର ଦିଗରେ କରାଯାଈଥିବା ପ୍ରୟାସ ସଫଳ ରହିବ, ଆପଣଙ୍କ ପରିଶ୍ରମର ଫଳ ମିଳିବ, ଅଟକିଥିବା କାମ ପୁରା ହୋଇଯିବ ।

୧୦) ମକର ରାଶି- ଆଜି ବିଜନେସ୍ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନ ଭଲ ରହିବ, ଆପଣ ନିଜ କାରୋବାରରେ ମନ ମୁତାବିକ ସଫଳତା ଦେଖିପାରନ୍ତି, ଆଜି ଆପଣ ନିଜ ମା ବାପାଙ୍କ ଆଶିର୍ବାଦ ନେଇକରି ଯେଉଁ ନୁଆ କାମ ଆରମ୍ଭ କରିବେ, ସେଥିରେ ନିଶ୍ଚିତ ସଫଳତା ହାସିଲ୍ ହୋଇପାରିବ, ଶଶୁରଘର ପକ୍ଷରୁ ଧନଲାଭ ମିଳିବ, ପାରିବାରିକ ସଂମ୍ପର୍କରେ ମଜବୁତି ଆସିବ, ବାହାନ ସୁଖ ପ୍ରାପ୍ତି ହେବ, ପରିବାର ସଦସ୍ୟଙ୍କ ସହ ସାମାଜିକ ସମାରୋହରେ ସମ୍ମିଳିତ ହେବାର ସଂମ୍ଭାବନା ଅଛି ।

୧୧) କୁମ୍ଭ ରାଶି- ଆଜି ଆପଣ ନିଜ ମଧ୍ୟରେ ଏକ ନୁତନ ଉର୍ଜାର ଅନୁଭବ କରିବେ, ଆପଣ ନିଜ ସବୁ କାର୍ଯ୍ୟକୁ ଜୋସ୍ ସହ ପୁରା କରିବାକୁ ଯାଉଛନ୍ତି, ଅଧୁରା କାମ ନିଜ ପରିଶ୍ରମଦ୍ୱାରା ପୁରା କରିବେ, ବେପାର ଭଲ ଚାଲିବ, ବିଶେଷ ବ୍ୟକ୍ତିଙ୍କ ସହ ଚିହ୍ନାପରିଚିତ ବଢିବ, ଯାହା ଆଗକୁ ଯାଈକରି ଫାଇଦା ଯୋଗାଇବ୍ବ, ସରକାରି କାର୍ଯ୍ୟରେ ସଫଳତା ମିଳିବାର ଆଶା ଅଛି, କେଉଁ ପୁରୁଣା ବିବାଦ ଶେଷ ହୋଇପାରେ, କୋର୍ଟ୍ କଚେରି ମାମଲାରେ ଫଇସଲା ଆପଣଙ୍କ ପକ୍ଷରେ ରହିବ, ଆପଣ ନିଜ ଭବିଷ୍ୟ ପାଇଁ ନୁଆ ଯୋଜନା ବନାଇବେ ।

୧୨) ମୀନ ରାଶି- ଆଜି ଆପଣଙ୍କ ଭାଗ୍ୟ ପ୍ରବଳ ରହିବ, ବେପାରରେ ଲଗାତାର୍ ସଫଳତା ମିଳିବାର ଯୋଗ ଅଛି, ବହୁତ ଲମ୍ବା ସମୟରୁ ଅଟକିଥିବା ପଇସା ଫେରିପାରିବେ, ଯାହାଦ୍ୱାରା ମନ ପ୍ରସନ୍ନ ହେବ, ସେୟାର୍ ମାର୍କେଟ୍ ସହ ଯୋଡି ହୋଇଥିବା ଲୋକଙ୍କୁ ଆଜିର ଦିନରେ ଭଲ ଫାଇଦା ମିଳିବ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବେ, କେଉଁ ସଂମ୍ପର୍କୀୟଙ୍କ ଠାରୁ ଖୁସିଖବର ମିଳିପାରେ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ମଉକା ପାଇବେ, ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରତିଷ୍ଠା ବୃଦ୍ଧି ପାଇବ ।

Leave a Reply

Your email address will not be published. Required fields are marked *