UPSC ଇଣ୍ଟରଭ୍ୟୁର ପ୍ରଶ୍ନଗୁଡିକ, ଏମିତି କେଉଁ କାମ ଅଛି ଯାହା ମଣିଷ ମରିବା ପରେ ବି କରିପାରେ,୯୯ ପ୍ରତିଶତ ଲୋକ ଫେଲ ହେବେ,ଜାଣନ୍ତୁ ଏହାର ଉତ୍ତର
ଆଜିକାଲିର ସମୟରେ ସମସ୍ତେ ଆଇଏଏସ୍ ଅଧିକାରୀ ହେବାକୁ ଇଚ୍ଛା ରଖନ୍ତି । ନିଜ ଏହି ସ୍ୱପ୍ନକୁ ପୁରା କରିବା ପାଇଁ ଆଶାର୍ଥୀ ବର୍ଷ ବର୍ଷ ଧରି ୟୁପିଏସସି ପରିକ୍ଷାର ପ୍ରସ୍ତୁତି କରିଥାନ୍ତି । କହିଦେବୁ କି ଭାରତରେ ୟୁନିୟନ୍ ପବ୍ଲିକ୍ ସର୍ଭିସ୍ କମିଶନ୍ ସିଭିଲ୍ ସେବା ପରୀକ୍ଷା ଦେଶର ସବୁଠାରୁ କଠିନ ପରୀକ୍ଷାରେ ଗୋଟେ ଅଟେ, ସବୁ ବର୍ଷ ଲକ୍ଷାଧିକ ଛାତ୍ର ଏହି ପରୀକ୍ଷା ଦେଇଥାନ୍ତି କିନ୍ତୁ ବହୁତ କମ୍ ଛାତ୍ର ଅଛନ୍ତି ଯିଏକି ଏହି ପରୀକ୍ଷା ପାସ୍ କରିପାରିଥାନ୍ତି । ଏହି ପରୀକ୍ଷା କଠିନ ହେବା ପଛରେ ଏହାର ପ୍ୟାର୍ଟନ୍ ଅଛି ।
ଯଦି ଆପଣ ଆଇଏଏସ୍ ସ୍ତରର ଇଣ୍ଟରଭ୍ୟୁ ଦେବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପ୍ରସ୍ତୁତି ବି ସେହି ଲେବୁଲ୍ ର ହେବା ଦରକାର କେଉଁ ବି ଆଶାର୍ଥୀଙ୍କୁ ଆଇଏଏସ୍ ଅଧିକାରୀ ହେବା ପାଇଁ ତିନୋଟି ଷ୍ଟେଜ୍ ଦେଇ ଯିବାକୁ ପଡିଥାଏ, ପ୍ରଥମେ ପ୍ରିଲିମ୍ସ୍ ପରୀକ୍ଷା ପାସ୍ କରିବାକୁ ପଡିଥାଏ, ଏହାପରେ ମେନ୍ସ ପରୀକ୍ଷା ଦେବାକୁ ପଡିଥାଏ, ଯେବେ ଏହି ଦୁଇଟି ପରୀକ୍ଷା ପାସ୍ ହୋଇଯାଏ, ତେବେ ତାହାପରେ ଆଶାର୍ଥୀ ଇଣ୍ଟରଭ୍ୟୁ ଦେବାକୁ ପଡିଥାଏ, ଯେଉଁଠି ତାକୁ ଏମିତି ପ୍ରଶ୍ନ ପଚାରାଯାଇଥାଏ ଯାହା ମୁଣ୍ତ ଘୁମାଇଦେଇଥାଏ, ଯାହା ଆଶାର୍ଥୀଙ୍କୁ କ୍ଲିଅର୍ କରି ଦେଲେ ମେରିଟ୍ ଲିଷ୍ଟରେ ସେ ସ୍ଥାନ ପାଇଯାଏ, ଓ ସେ ଆଇଏସଏସ୍ ଅଧିକାରୀ ହୋଇପାରନ୍ତି ।
ୟୁପିଏସସିର ଇଣ୍ଟରଭ୍ୟୁ ଦେଖିବାକୁ ମିଳୀଥାଏ ଯେଉଁଠି ଇଣ୍ଟରଭ୍ୟୁର ପ୍ରଶ୍ନ ତ ସହଜ ହୋଇଥାଏ, କିନ୍ତୁ ଆଶାର୍ଥୀ ଏହାର ଜବାବ୍ ଦେବାରେ ଭୁଲ୍ କରିବସନ୍ତି, ୟୁପିଏସସି ଇଣ୍ଟରଭ୍ୟୁରେ ଯେଉଁ ପ୍ରଶ୍ନଗୁଡିକ ପଚାରାଯାଇଥାଏ ସେଥିରୁ କିଛି ମିଳାମିଶା ପ୍ରଶ୍ନ ଗୁଡିକ ଆମେ ଆଜି ପଚାରିବାକୁ ଯାଉଛୁ, ଯାହାକୁ ଆପଣ ଦେଖି ଜାଣିପାରିବେ କି କିପରି ଏହାର ଇଣ୍ଟରଭ୍ୟୁ ରାଉଣ୍ତ ହୋଇଥାଏ ।
ପ୍ରଶ୍ନ- ଭାରତରେ ମୋବାଇଲ୍ ର ବ୍ୟବହାର କେବେ ଠାରୁ ଆରମ୍ଭ ହୋଇଥିଲା ?
ଉତ୍ତର- ଭାରତରେ ଜୁଲାଇ ୩୧ ତାରିଖ ୧୯୯୫ କୁ ମୋବାଇଲ୍ ର ବ୍ୟବହାର ଆରମ୍ଭ ହୋଇଥିଲା ।
ପ୍ରଶ୍ନ- ମନୁଷ୍ୟ ଶରୀରରେ ସବୁଠାରୁ ବ୍ୟସ୍ତ ଅଙ୍ଗ କେଉଁଟା ଅଟେ ?
ଉତ୍ତର- କହିଦେବୁ କି ମଣିଷର ଶରୀରରେ ପ୍ରାୟ ୭୮ ଟି ଅଙ୍ଗ ହୋଇଥାଏ, ଯଦି ଆମେ ମଣିଷ ଶରୀରର୍ ସବୁଠାରୁ ବ୍ୟସ୍ତ ଅଙ୍ଗ ବିଷୟରେ କଥା ହେବା ତେବେ ତାହା ହୃଦୟ ହିଁ ହୋଇଥାଏ, ଯାହା ସବୁଠାରୁ ଅଧିକା ବ୍ୟସ୍ତ ରହିଥାଏ ।
ପ୍ରଶ୍ନ- ଭୋଜପୁରୀ କେଉଁ ଦେଶର ରାଷ୍ଟ୍ରଭାଷା ଅଟେ ?
ଉତ୍ତର- ସେମିତି ଆମେ ଜାଣିଛେ କି ସବୁ ଦେଶର ନିଜ ନିଜର ରାଷ୍ଟ୍ରିୟ ଭାଷା ଅଛି ସେମିତି ଭୋଜପୁରୀ ମରିସସ୍ ଦେଶର ରାଷ୍ଟ୍ରିୟ ଭାଷା ଅଟେ ।
ପ୍ରଶ୍ନ –କେଉଁ ଦେଶର ଲୋକେ କୁକୁର ପାଳିବାକୁ ଡରିଥାନ୍ତି ?
ଉତ୍ତର- ବ୍ରାଜିଲ୍
ପ୍ରଶ୍ନ- ଏବେ ପର୍ଯ୍ୟନ୍ତ ସବୁଠାରୁ ପୁରୁଣା ଟିଭି ସିରିଆଲ୍ କେଉଁଟା ଅଟେ?
ଉତ୍ତର- ୨୦୦୮ ରେ ସବୁ ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଟିଭି ଶୋ ତାରକ୍ ମେହେଟ୍ଟା କା ଓଲଟା ଚଷମା ସବୁଠାରୁ ପୁରୁଣା ଟିଭି ସିରିଆଲ୍ ଅଟେ, ଆଜି ବି ଏହି ସିରିଆଲ୍ ଘରେ ଘରେ ଲୋକେ ଦେଖିବାକୁ ପସନ୍ଦ କରିଥାନ୍ତି ।
ପ୍ରଶ୍ନ- ଏମିତି କେଉଁ କାମ ଅଛି ଯାହା ମଣିଷ ମରିବା ପରେ ବି କରିପାରେ ?
ଉତ୍ତର- କହିଦେବୁ କି ମଣିଷ ମରିଯିବା ପରେ ତାଙ୍କ ଅଙ୍ଗ ଗୁଡିକ ଦାନ କରାଯାଇପାରେ, ଯାହା କେଉଁ ବ୍ୟକ୍ତିକୁ ଆଉଥରେ ରୋପଣ କରାଯାଇପାରିବ, ମାନେ ଅଙ୍ଗଦାନ ଏମିତି ଏକ କାମ ଅଟେ ଯାହା ମଣିଷ ମରିବା ପରେ ବି କାର୍ଯ୍ୟରେ ଆସିଥାଏ ।