July 1, 2025

Odia Express

Leading Odia News Portal of Odisha

ଜାଣନ୍ତୁ ପ୍ରଥମେ କୁକୁଡା ଆସିଲା ନା ଆଗେ ଅଣ୍ତା – ଏହି ବଡ ପ୍ରଶ୍ନର ଖୋଲିଗଲା ରହସ୍ୟ – କେବଳ ବୁଦ୍ଧିମାନ ଲୋକ କହିପାରିବେ ଉତ୍ତର – ଏବେ ଦେଖିନିୟନ୍ତୁ ଆପଣ…

ପ୍ରାଚୀନ କାଳରେ ୟୁନାନ୍ ବିଚାରକ ମଧ୍ୟରେ ଏକ ଯୁକ୍ତି ହୋଇଥିଲା ଯେଉଁଥିରେ ପ୍ରଶ୍ନ ଆସିଥିଲା କି ପ୍ରଥମେ କୁକୁଡା ଆସିଥିଲା ନା ଅଣ୍ତା , ହଁ ଆଜ୍ଞା ଏବେ ଏହି ପ୍ରଶ୍ନ କୁ ନେଇ ବହୁତ ଆଲୋଚନା ଓ ତର୍କ ଆସେ , ଯେବେ ଲୋକଙ୍କୁ ଏହି ପ୍ରଶ୍ନ ପଚାରାଗଲା ତେବେ ଏହାର୍ ଜବାବରେ ଲୋକେ କହିଲେ କି ପ୍ରଥମେ କୁକୁଡା ଆସିଲା ଓ ଦ୍ୱିତୀୟ ଏହା ଉପରେ ପ୍ରଶ୍ନ ଆସିଲା କି ଅଣ୍ତାରୁ କୁକୁଡା କିପରି ଆସିଗଲ , ଯଦି କେହି ଏହି ପ୍ରଶ୍ନକୁ ଜବାବ୍ ରେ କହିଦେଲା କି ପ୍ରଥମେ ଅଣ୍ତା ଆସିଲା ତେବେ ସେହି ପ୍ରଶ୍ନ ଅଛି କି ବିନା କୁକୁଡାରେ ଅଣ୍ତା କେଉଁଠୁ ଆସିବ । ଯେବେ ବୈଜ୍ଞାନିକ ମାନେ ଏହି ପ୍ରଶ୍ନକୁ ଉତ୍ତର ବାହାର କଲେ ତେବେ ସାମ୍ନାରେ ଆସିଗଲା , ଏହି ବିଷୟରେ ଅଷ୍ଟ୍ରେଲିଆର କ୍ୱିନ୍ସଲ୍ୟାଣ୍ତର ୟୁନିଭରସିଟୀ ବୈଜ୍ଞାନିକମାନେ ଓ ଫ୍ରାନ୍ସର ଏନ୍ ଇଇଏଲ୍ ସଂସ୍ଥା ଦାବି କଲେ କି କ୍ୱାଣ୍ଟମ୍ ଫିଜିଜ୍ସ ସାହାଯ୍ୟରେ ଏହି ପ୍ରଶ୍ନର ଉତ୍ତର ମିଳିପାରିଛି

ବୈଜ୍ଞାନିକଙ୍କ କହିବା କଥା କି ପ୍ରଥମେ କୁକୁଡା ଓ ଅଣ୍ତା ଦୁହେଁ ଆସିଥିଲେ , କ୍ୱିନ୍ସଲ୍ୟାଣ୍ତର ଏଆର୍ ସି ସେଣ୍ଟର ଅଫି ଏକ୍ସିଲେନ୍ସ ଫର୍ କ୍ୱାଣ୍ଟମ୍ ଇଞ୍ଜିନିୟରିଙ୍ଗ୍ ସିଷ୍ଟମର ଭୌତିକ ବିଜ୍ଞାନୀ ଜ୍ୟାକି ରୋମେରୋ କହିଲେ କି କ୍ୱାଣ୍ଟମ୍ ମେକେନିକ୍ସ କହନ୍ତି କି ଏମିତି କେଉଂ ନିୟମିତ ରୁପରେ ତୟ କ୍ରମ ବିନା ହୋଇପାରିବ ନାହିଂ , । କୁହାଯାଏ କି ଅନିଶ୍ଚିୟତା କାରଣରୁ କ୍ରମ ହୋଇଛି । ବୈଜ୍ଞାନିକଙ୍କ ଶୋଧରୁ ସାମ୍ନାରେ ଆସିଲା କି ଦୁହେଁ ଜିନିଷ ପ୍ରଥମରୁ ଅଛି , ଏହି ଶୋଧରେ ଅନିଶ୍ଚିତତା କାରଣରୁ କ୍ରମ କୁହାଯାଇପାରିବ , ଏହି ନିୟମ ସାଧାରଣତଃ ଲାଗୁ ହେବାବାଲା ନିୟମ ନାହିଁ , ସୁଚନା ଅନୁସାରେ ବୈଜ୍ଞାନିକ ଏହାକୁ ବୁଝିବାରେ ଫଟୋନିକ୍ କ୍ୱାଣ୍ଟମ୍ ସ୍ୱିଚ୍ କଫିଗୁରେସନ୍ କରିଥିଲେ,  ଏହି ଶୋଧରେ ଦୁଇଟୀ ଘଟଣାର କ୍ରମ ନିର୍ଭର କରିଥାଏ,  ତାହାକୁ କଣ୍ଟ୍ରୋଲ୍ କହନ୍ତି , ଯେଉଂପରି କମ୍ପ୍ୟୁଟର୍ ରେ ବିଟ୍ସ ହୋଇଥାଏ,  ଯାହାର ମାନ ୦ କିମ୍ବା ୧ ହୋଇଥାଏ,  ଯଦି କଣ୍ଟ୍ରୋଲ୍ ଭ୍ୟାଲୁ ୦ ହେଲେ ତେବେ ବି ସି ପ୍ରଥମେ ଏ ଆସେ , ସେମିତି କଣ୍ଟ୍ରୋଲ୍ ଭ୍ୟାଲୁ ୧ ହୋଇଥାଏ ତେବେ ପ୍ରଥମେ ବି ହୋଇଥାଏ ।

କ୍ୱାଣ୍ଟମ୍ ଫିଜିକ୍ସ ସୁପରପୋଜିସନ୍ ଅନୁସାରେ ଏଅ ଜିନିଷ୍ ଆଉ ଏକ ଜିନିଷ ଉପରେ ବସିବାକୁ ବିଟ୍ସ କହନ୍ତି , ଯାହାର ମତଲବ ତାହାର ଭ୍ୟାଲୁ ଗୋଟେ ସମୟରେ ୦ ରୁ ୧ ଦୁହେଁ ହୋଇଥାଏ , ଏହି ଆଧାରରେ ଆମେ ମାନିପାରିବା କି ଏହି ନିୟମ ଦ୍ୱାରା ଏକ ନିଶ୍ଚିତ ଅର୍ଥରେ ବିଟ୍ସ ଭ୍ୟାଲୁ ଅପରିଭାଷିତ୍ କରିପାରିବା  ଏବେ କଣ୍ଟ୍ରୋଲ୍ ଅନିଶ୍ଚିତ ମା କାରଣରୁ ଯେଉଂ କ୍ରମ ତୟ କରାଯାଈଥିଲା  ତାହା ବି ଘଟଣାର ମଧ୍ୟରେ ଅପରିଭାଡିତ୍ କ୍ରମ ମାନାଯାଏ ,

ସାମାନ୍ୟ ରୁପରେ ଏହି ଭରସା କରାଯାଏ କି ଏ ଓ ବି ମଧ୍ୟରେ କିଏ ଅଛି , ଏହା ସତ୍ୟ୍ କି ଗୋଟେ ହିଁ ହୋଇପାରିବ , କିନ୍ତୁ କ୍ୱାଣ୍ଟମ୍ ଫିଜିକ୍ସ ଏହି ଦୁହେଁ ଜିନିଷ ପ୍ରଥମରୁ ହୋଇପାର୍,ଏ ଯାହା ସଠିକ୍ ମାନାଯିବ , ଏହି ଅପରିଭାଷୀତ୍ ଅସ୍ଥିର କ୍ରମ କୁହାଯାଏ , ପରିବର୍ତ୍ତନର ବହୁତ ପ୍ରକାରର ହୋଇପାରେ , କିନ୍ତୁ ଏହି ରୁପାନ୍ତରଣ ଓ ଧ୍ରୁବିକରଣ ବିକଳ୍ପ ଆପସି ସଂବନ୍ଧରେ ଏକ୍ ସିମା ହୋଇଥାଏ,  ଶୋଧ ସମୟରେ ଏହି ନିୟମକୁ ଭାଙ୍ଗିଦିଆଗଲା , ଓ ଫଳାଫଳଏହା ଆସିଲା କି ଏହା ଏକ ଅନିଶ୍ଚିତ କ୍ରମ ଅଟେ, ଏହି ଆଧାରରେ ସୋସାଇଟି ଅଫ୍ ଆମେରିକାନ୍ ଫିଜିକ୍ସର ମ୍ୟାଗାଜିନ୍ ଫିଜିକାଳ୍ ରିଭ୍ୟୁ ଜର୍ନଲ୍ ଆମେରିକା ସୋସାଇଟୀ ରେ ପ୍ରକାଶିତ ଏହି ଶୋଧରେ ଏହା ସ୍ପଷ୍ଟ ହୋଇଥାଏ କି ପ୍ରଥମଥର କୁକୁଡା ଓ ଅଣ୍ତା ଦୁହେଁ ଆସିଥିଲେ । ତେବେ ଯଦି ଆପଣଙ୍କୁ ଆମର ଲେଖା ଟି ଭଲ ଲାଗିଛି ନିଶ୍ଚୟ ଅନ୍ୟମାନଙ୍କ ସହ ସେୟାର କରିବେ

Leave a Reply

Your email address will not be published. Required fields are marked *