July 12, 2025

Odia Express

Leading Odia News Portal of Odisha

ଜାଣନ୍ତୁ କେଉଁ ସମୟରେ ଝାଡୁ ଲଗେଇବା ଦ୍ୱାରା ଆମେ ଧନ ବାନ ହୋଇଥାଉ – ଅନ୍ୟ ସମୟରେ ଲଗେଇଲେ ଘରକୁ ବିପଦ ଆସିପାରେ…

ନମସ୍କାର ବନ୍ଧୁଗଣ ଆଜି ଆମେ ଜାଣିବା କେଉଁ ସମୟରେ ଝାଡୁ କରିବା ଉଚିତ ଓ ଝାଡୁକୁ ନେଇ କେତେକ ଉପାୟ ଯାହା ଦ୍ୱାରା ଆପଣଙ୍କ ସୋଇଥିବା ଭାଗ୍ୟ ପୁନର୍ବାର ଜାଗ୍ରତ ହୋଇଥାଏ ଓ ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ସର୍ବ ପରି ବନି ରହିଥାଏ।ଆମେ ସମସ୍ତେ ଜାଣିଛୁ କି ଝାଡୁର ପ୍ରୟୋଗ ଆମେ ଘରର ସଫା ସଫେଇ କରିବା ପାଇଁ ବ୍ୟବହାର କରିଥାଉ କିନ୍ତୁ ଆପଣ ତାର ଠିକ ସମୟ ଜାଣି ନାହାନ୍ତି ଯାହା ଦ୍ୱାରା ଆପଣଙ୍କ ଭାଗ୍ୟ ଖୋଲି ଜୀଵ ଝାଡୁ କୁ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଏ ଝାଡୁ ଲଗେଇବାର ଠିକ ସମୟ ଆମର ବ୍ରାହ୍ମୟ ମୁହୂର୍ତ୍ତରେ ଏ ସମୟରେ ଝାଡୁ ଲଗେଇବା ଦ୍ୱାରା ଆମ ଉପରେ ଧନର ବର୍ଷା ହୋଇଥାଏ।

ସେ ବ୍ରାହ୍ମ ମୁହୂର୍ତ୍ତ ହେଉଛି ୪-୫ ଭିତରେ ଏ ସମୟରେ ସକରାତ୍ମକ ଭାବ ଚାରି ଆଡେ ଭରିରହିଥାଏ ଏ ସମୟରେ ଝାଡୁ ଲଗେଇବା ଦ୍ୱାରା ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ଓ ଘରେ ସୁଖ ସଂବୃଦ୍ଧି ହୋଇଥାଏ ମନବାଂଛିତ ଫଳ ଲାଭ ହୋଇଥାଏ।ଆସନ୍ତୁ ଜାଣିବା ଝାଡୁକୁ କିପରି ରଖିବେ ଆପଣ ଦେଖିଥିବେ କି ଲୋକ ଝାଡୁ ଲଗେଇ ସାରିବା ପରେ ସେମାନେ ଝାଡୁକୁ ଠିଆ କରି ରଖି ଦେବେ କିନ୍ତୁ ଏହା ଠିକ ନୁହେଁ ଏମିତି କରିବା ଦ୍ୱାରା ଆମ ଶତ୍ରୁଙ୍କୁ ସାହସ ମିଳେ ଓ ଘରର ଆର୍ଥିକ ସ୍ଥିତି ଖରାପ ହୋଇଥାଏ ଓ ଯେଉଁ ସଫଳ ଜିନିଷ ହେଉଥିବ ତାହା ଅସଫଳତା ଆଡ଼କୁ ବଢି ଚାଲିବ।

କୁହନ୍ତିକି ଏମିତି କରିବା ଦ୍ୱାରା ଝାଡୁର ଅପମାନ ହୁଏ ବୋଲି ଆଉ ଏହା ଦ୍ୱାରା ଆମଉପରେ କୁ ପ୍ରଭାବ ପଡିଥାଏ।ଯଦି ଆପଣ ନୂଆ ଘରକୁ ଯାଉଛେ ତ ପୁରୁଣା ଘରର ଝାଡୁ ଆପଣଙ୍କୁ ସାଙ୍ଗରେ ନେଇ ଯିବା ଉଚିତ ନୁହେଁ ସବୁବେଳେ ଆପଣଙ୍କୁ ଆପଣଙ୍କ ନୂଆ ଝାଡୁ ନେଇକି ଯିବା ଉଚିତ।ଯଦି ଆପଣ ଝାଡୁ କିଣିବାକୁ ଚାହୁଁଛନ୍ତି ତ ଆପଣ ଶନିବାର ଦିନ ନୂଆ ଝାଡୁ କିଣନ୍ତୁ।

ଯଦି ଆପଣଙ୍କ ପରିବାରର କୌଣସି ସଦସ୍ୟ ଘରୁ ବାହାରକୁ ଯାଉଛି ତାଙ୍କର ଯିବାର ତୁରନ୍ତ ପରେ ପରେ ଆପଣ ଘର ଓଳାନ୍ତୁ ନାହିଁ ନ ହେଲେ ଆପଣ କେବେ ସଫଳ ହେବେ ନାହିଁ।ସୂର୍ଯ୍ୟଅସ୍ତ ପରେ ବା ସଞ୍ଜ ସମୟରେ କେବେବି ଘର ଓଳେଇବେ ନାହିଁ ଏମିତି କରିବା ଦ୍ୱରା ଅଶୁଭ ହୋଇଥାଏ ଓ ମା ଲକ୍ଷ୍ମୀ ଙ୍କୁ ଘରୁ ବାହାର କରିଦେଇଥାଉ ଆଉ ମଧ୍ୟ ଝାଡୁର ଗୋଡ଼ ମାରିବେ ନାହିଁ।ଯଦି ଆପଣଙ୍କୁ ଲାଗୁଛିକି ଆପଣଙ୍କ ସହ କିଛି ଭୁଲ ହେଉଛି ଆପଣ ଯାହା କରୁଛନ୍ତି ଭୁଲ କରୁଛନ୍ତି କି ଆପଣଙ୍କୁ କୌଣସି ନକରାତ୍ମକ ଶକ୍ତି ଆଗକୁ ବଢ଼ିବାରେ ବାଧା ଉତତ୍ପନ୍ନ କରୁଛନ୍ତି ତ ଆପଣ କନ କରିବେନା ରାତି ସମୟରେ କବାଟ ଆଗରେ ଝାଡୁ ରଖିଦେବେ ଆପଣ ଧ୍ୟାନ ଦେବେ ଏମିତି କେବଳ ରାତି ସମୟରେ ହିଁ କରିବେ ଦିନ ସମୟରେ ଝାଡୁ ଆଖିରେ ପଡୁଥିବା ସ୍ଥାନରେ ରଖିବା ଉଚିତ ନୁହେଁ।

Leave a Reply

Your email address will not be published. Required fields are marked *