July 12, 2025

Odia Express

Leading Odia News Portal of Odisha

ମୁକେଶ ଅମ୍ବାନୀଙ୍କ ପାଖରେ ଅଛି ଦୁନିଆଁର ଏମିତି ୬ ଟି ଜିନିଷ, ଯାହାକୁ ସବୁ ଧନୀ ବ୍ୟକ୍ତି ହାସିଲ୍ କରିବାକୁ ସ୍ୱପ୍ନ ଦେଖିଥାଏ , ଜାଣିନିଅନ୍ତୁ ସେହି ଜିନିଷଗୁଡିକ ବିଷୟରେ

ଏହା ତ ସମସ୍ତେ ଜାଣିଛନ୍ତି କି ଅମ୍ବାନୀ ଏମିତି ଏକ ନାଁ ଅଟେ ଯାହା ଶୁଣିଲେ ହିଁ ସମସ୍ତଙ୍କ ମନରେ ଏକ ବଡ ଧନୀ ଶାଳୀ ବ୍ୟକ୍ତିତ୍ୱର ଛବି ଆଙ୍କି ହୋଇଯାଏ , ଏହି ବିଷୟରେ ଯେତେ ବି କଥା ଶୁଣିବେ ତାହା କମ୍ ଅଟେ, କାରଣ ଏହି ବିଷୟରେ ଆମେ ସବୁଦିନ କିଛି ନୁଆ ନୁଆ ଶୁଣିବାକୁ ପାଉ , ଏହା ଛଡା କିଛି କଥା ଏପରି ହୋଇଥାଏ, ଯାହା ଲୋକଙ୍କ ପାଇଁ ପ୍ରେରଣାଦାୟୀ ହୋଇଥାଏ , ଆଜି ଆମେ ଆପଣଙ୍କୁ ଦେଶର ସବୁଠାରୁ ଧନୀ ଶାଳୀ ବ୍ୟକ୍ତିଙ୍କ କିଛି କଥାକହିବାକୁ ଯାଊଛୁ, ଏବେ ଏଥିରେ କୌଣସି ସନ୍ଦେହନାହିଁ କି ମୁକେଶ ଅମ୍ବାନୀଙ୍କ ପାଖରେ ଦୁନିଆଁର ଏମିତି ବହୁତ ଜିନିଷ୍ ଅଛି ଯାହା ପାଇଁ ବଡ ବଡ ଧନୀ ଶାଳି ଲୋକ ଆଗ୍ରହ କରନ୍ତି , ମାନେ ଏହି ଜିନିଷ ସେ ଲୋକ ହାସିଲ୍ କରିବାକୁ ଚାହଁନ୍ତି , ଆପଣ ଏହି ଜିନିଷ ବିଷୟରେ ନିଶ୍ଚିତ ଜାଣିବାକୁ ଚାହିଁବେ,  ତେବେ ଆସନ୍ତୁ ସେହି ବିଷୟରେ ଆଲୋଚନା କରିବା ।

୧) ବୋଇଙ୍ଗ୍ ବିଜନେସ୍ ଜେଟ୍ ୨ : କହିଦେବୁ କି ୨୦୦୭ ରେ ମୁକେଶ ଅମ୍ବାନୀ ନିଜ ଦ୍ୱିତୀୟ ଜେଟ୍ ନେଇଥିଲେ, ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିପାରେ କି ଏହି ଜେଟ୍ ରେ ୧୦୦୪ ବର୍ଗ ଫିଟ୍ କେବିନ୍ ପରି ସ୍ପେସ୍ ଅଛି , ଓ ଏହା ସହ ଏଥିରେ ୭୮ ଜଣ ଯାତ୍ରୀ ଯାଇପାରିବେ , ଏହି କାରଣରୁ ମୁକେଶ ଅମ୍ବାନୀ ଏହି ଜେଟ୍ ପାଇଁ ୭୩ ମିଲିୟନ୍ ଡଲାର୍ ଦେଇଥିଲେ ।

୨) ଆଣ୍ଟିଲା- ଏବେ ତାଙ୍କର ଆଲିଶାନ୍ ଘର ବିଷୟରେ ସମସ୍ତେ ଜାଣିଛନ୍ତି , କହିଦେବୁ କି ଆଣ୍ଟିଲା ନାଁରେ ତାଙ୍କର ଏହି ଘର ପରିଚିତ , କହିଦେବୁ କି ଆଣ୍ଟିଲାର ଦାମ୍ ପ୍ରାୟ ଗୋଟେ ବିଲିୟନ୍ ଡଲାର୍ ଅଟେ ।

୩) ଫାଲକନ୍ ୯୦୦ ଏକ୍ସ- ଆପଣଙ୍କୁ ଜଣେଇଦେବୁ କି ଏହା ଏକ ବିମାନ ଅଟେ ,ଯେଉଁଥିରେ ମିଡ୍ ଫ୍ଲାଇଟ୍ ଅଫିସ୍ ପାଇଁ ଏକ କେବି ମ୍ୟୁଜିକ୍ ସିଷ୍ଟମ୍ ଓ ସାଟେଲାଇଟ୍ ଟେଲିଭିଜନ ପରି ବହୁତ ସୁବିଧା ଅଛି, କହିଦେବୁ କି ଏହାର ଦାମ୍ ପ୍ରାୟ ୪୩-୩ ମିଲିୟନ୍ ଡଲାର୍ ଅଟେ ।

୪) ମେବେକ୍ ୬୨ : କହିଦେବୁ କି ଏହା ମୁକେଶ ଅମ୍ବାନୀଙ୍କର ଆଉ ଏକ ଆଲିଶାନ୍ କାର୍ ଅଟେ, ଏହା ଛଡା ଏହା ଏକ ବୁଲେଟ୍ ପ୍ରୁଫ୍ କାର୍ ଅଟେ, ଏଥିରେ ଟିଭି ସ୍କ୍ରିନ୍, ଓ କନଫରରେନ୍ସ ପରି ସବୁ ସୁବିଧା ଅଛି, ଏହା ଛଡା ଏହାର ଦାମ୍ ଏକ ମିଲିୟନ୍ ଡଲାର୍ ରୁ ଅଧିକା ବୋଲି ଜଣାଯାଏ ।

୫) ମର୍ସଡିଜ୍ ଏସ୍ କ୍ଲାସ୍- କହିଦେବୁ କି ଏହି କାର୍ ମୁକେଶ ଅମ୍ବାନୀଙ୍କ ଶାନଦାର୍ କାର ମଧ୍ୟରୁ ଗୋଟେ ଅଟେ, ଏହି କାର୍ ବୁଲେଟ୍ ପ୍ରୁଫ୍ ଅଟେ, ଏଥିରେ ଲ୍ୟାପଟପ୍ ଓ ଟିଭି ସ୍କ୍ରିନ୍ ଅଛି କହିଦେବୁ କି ଏହି କାର୍ କେବଳ ଏକ ସେକେଣ୍ତରେ ୦-୬୦ ରେ ଯାଇପାରିବ,  କହିଦେବୁ କି ମୁକେଶ୍ ଅମ୍ବାନୀ ଏହି କାର୍ ପାଇଁ ୧୫୦ ହଜାର ଡଲାର୍ ଦେଇଥିଲେ ।

୬) ତାଙ୍କର ପରିବାର- ଏବେ ଏଥିରେ କୌଣସି ରାୟ ନାହିଁ କି ମଣିଷ ପାଈଁ ତାର ପରିବାରବହୁତ ମହତ୍ତ୍ୱପୁର୍ଣ୍ଣ ରଖିଥାଏ,  କହିଦେବୁ କି ମୁକେଶ ଅମ୍ବାନୀଙ୍କ ପାଖରେ ଏକ ସୁନ୍ଦର ପରିବାର ଅଛି, ଯେଉଁଥିରେ ତାଙ୍କ ସ୍ତ୍ରୀ ନୀତା ଅମ୍ବାନୀ, ଅନନ୍ତ ଅମ୍ବାନୀ ଆକାଶ ଅମ୍ବାନୀ ଓ ଝିଅ ଇଶା ଅମ୍ବାନୀ ଅଛନ୍ତି , ମାନେ ସିଧା ଶବ୍ଦରେ କହିଲେ ଭଗବାନ ମୁକେଶ ଅମ୍ବାନୀଙ୍କୁ ସବୁ ଖୁସି ଦେଇଛନ୍ତି , ଏକ ସାଧାରଣ ଲୋକ ପାଇଁ ଏତେ ସବୁ ହାସି ଲ୍କରିବା ସହଜ କଥା ନୁହେଁ । କିନ୍ତୁ ସ୍ୱପ୍ନ ଦେଖିବା ଭୁଲ୍ ନୁହେଁ , ସେମିତି ଅଧିକା ପାଇବାର ଆଶା ରଖୁଥିଲେ ଓ ଯାହାଙ୍କ ପାଖରେ ଏତେ ସବୁ କିଛି ଅଛି, ତେବେ ସେ କଣ ଆଉ ବା ଚାହିଁବେ

Leave a Reply

Your email address will not be published. Required fields are marked *