ବଲିଉଡ୍ ର ଏହି ୭ ଜଣ Actor ଙ୍କ ଫିଲ୍ମ୍ କ୍ୟାରିୟର୍ ହେଲା Flop, ତେବେ ଅଲଗା କ୍ଷେତ୍ରରେ କଲେ ନିଜ କ୍ୟାରିୟର୍ , ଆଜି କରୁଛନ୍ତି ବହୁତ ଆୟ
 
                ମନୋରଞ୍ଜନ ଦୁନିଆଁରେ ପରିଚୟ ବନାଇବା ସମସ୍ତଙ୍କ ପକ୍ଷେ ସଂମ୍ଭବପର ହୋଇନଥା,ଏ ଓ ଆମର ବଲିଉଡ୍ ଫିଲ୍ମର ଇଣ୍ତଷ୍ଟ୍ରିରେ ଏମିତି ବହୁତ କଳାକାର ଅଛନ୍ତି ଯିଏକି ଅଭିନୟର କ୍ୟାରିୟର ଫ୍ଲପ୍ ହୋଇସାରିଛି, ତେବେ ଏହି କଳାକାର କେଉଁ ଅନ୍ୟ ଫିଲଡ୍ ରେ ନିଜ କ୍ୟାରିୟର୍ ବନାଇଛନ୍ତି, ଓ ବଡ ସଫଳତା ହାସିଲ୍ କରିଛନ୍ତି, ଆଜି ଆମେ ଆପଣଙ୍କୁ ବଲିଉଡ୍ ର କିଛି ଏମିତି କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ, ତେବେ ଆସନ୍ତୁ ଜାଣିବା ଏହି ଲିଷ୍ଟରେ କେଉଁ କେଉଁ କଳାକାରଙ୍କ ନାଁ ସାମିଲ୍ ଅଛି ।
୧) ରଜତ ବେଦୀ- ବଲିଉଡ୍ ଅଭିନେତା ରଜତ ବେଦି ଙ୍କ ନାଁ ଏହି ଲିଷ୍ଟରେ ସାମିଲ୍ ଅଛି, ଓ ରଜତ୍ ନିଜ ଅଭିନୟ କ୍ୟାରିୟରରେ କୋଇ ମିଲ୍ ଗୟା, ଇଣ୍ଟରନ୍ୟାଶାନାଲ୍ ଖିଲାଡି ଯେପରି ବହୁତ ସୁପରହିଟ୍ ଫିଲ୍ମରେ କାମ କରିଥିଲେ, କିନ୍ତୁ ରଜତ୍ ବେଦୀ ଅଭିନୟ କ୍ୟାରିୟରରେ କିଛି ଖାସ୍ ନୁହେଁ ଯାହାପରେ ରଜତ୍ ନିଜ ଅଭିନୟର ଦୁନିଆଁ ଛାଡିକରି ବିଜନେସ୍ ନିଜ କ୍ୟାରିୟର୍ ବନାଇବାର ଫଇସଲା କରିଥିଲେ । ଓ ଏବେ ରଜତ୍ ବେଦୀ ବିଦେଶରେ ନିଜ ବିଜନେସ୍ କରୁଛନ୍ତି ଓ ମହଜୁଦା ସମୟରେ ରଜତ୍ ବେଦୀ ଏକ ସକସେସ୍ ଫୁଲ ବିଜନେସ୍ ମ୍ୟାନ୍ ହୋଇସାରିଛନ୍ତି ।
୨) ମନ୍ଦାକିନି- ଫିଲ୍ମ ରାମ୍ ତେରି ଗଙ୍ଗା ମୈଲି ରୁ ନିଜ ବୋଲଡ୍ ଅନ୍ଦାଜରୁ ରାତାରାତି ଷ୍ଟାର୍ ହୋଇଥିବା ମନ୍ଦାକିନି ନାଁରୁ ଏହି ଲିଷ୍ଟରେ ସାମିଲ୍ ହୋଇଥାଏ, ଓ ମନ୍ଦାକିନି ବଲିଉଡ୍ ର କିଛି ଫିଲ୍ମରୁ ଅଭିନୟ କରିବାପରେ ଅଭିନୟ ଦୁନିଆଁକୁ ଅଲବିଦା କରିଦେଇଥାଏ, ଓ ମହଜୁଦା ସମୟରେ ମନ୍ଦାକିନୀ ମୁମ୍ବାଇରେ ଏକ ତିବତି ହର୍ବାଲ୍ ସେଣ୍ଟାର୍ କୁ ଅପରେଟ୍ କରୁଛନ୍ତି ଓ ଏହା ଛଡା ମନ୍ଦାକିନୀ ଯୋଗା ଟ୍ରେନିଙ୍ଗ୍ ଦେଉଛନ୍ତି ।
୩) ସଂଦଲି ସିହ୍ନା- ବଲିଉଡ୍ ଅଭିନେତ୍ରୀ ସଂଦଳି ସିହ୍ନା ନାଁରେ ଏହି ଲିଷ୍ଟରେ ସାମିଲ୍ ଅଛି, ଓ ସଂଦଲି ସିହ୍ନାଙ୍କ ଅଭିନୟ କ୍ୟାରିୟର କିଛି ଖାସ୍ ନଥିଲା, ଯାହାର କାରଣରୁ ସଂଦଲୀ ସିହ୍ନା ବଲିଉଡ୍ ଙ୍କୁ ଅଲବିଦା କହିଦେଲେ, ଓ ମହଜୁଦା ସମୟରେ ସଂଦଳି ସିହ୍ନା ବେକରି ବ୍ରାଣ୍ତ କଣ୍ଟ୍ରି ଅଫ୍ ଓରିଜିନ୍ ଙ୍କୁ ଓନର୍ ରହିସାରିଛନ୍ତି, ଓ ବିଜନେସ୍ ଫିଲଡ୍ ରେ ବହୁତ ଭଲ ନାଁ କମାଇପାଉଛନ୍ତି ।
୪) ସାହିଲ୍ ଖାନ୍- ବଲିଉଡ୍ ଅଭିନେତା ସାହିଲ୍ ଖାନ୍ ବି ଏହି ଲିଷ୍ଟରେ ସାମିଲ୍ ଅଛି ଓ ସାହିଲ୍ ବି ଅଭିନୟ କ୍ୟାରିୟର କିଛି ଖାସ୍ ନଥିଲା, ଓ ମହଜୁଦା ସମୟରେ ସାହିଲ୍ ଫିଟନେସ୍ ଇନଫ୍ଲୁଏନ୍ସର୍ ହୋଇସାରିଛନ୍ତି, ଓ ସେ ବହୁତ ସହରରେ ଜିମ୍ ସେଣ୍ଟର ଚଲାଉଛନ୍ତି ।
୫) ମୟୁରୀ କାଙ୍ଗୋ- ବଲିଉଡ୍ ଅଭିନେତ୍ରୀ ମୟୁରୀ କାଙ୍ଗୋ ନାଁ ଲିଷ୍ଟରେ ଲୋକପ୍ରିୟ ଅଛନ୍ତି, ମୟୁରୀ କାଙ୍ଗୋ ଅଭିନୟ କ୍ୟାରିୟର ବି କିଛି ଖାସ୍ ରହିନଥିଲା । ମହଜୁଦା ସମୟରେ ମୟୁରୀ କାଙ୍ଗୋ ଗୁଗୁଲ୍ ଇଣ୍ତିଆରେ ଇଣ୍ତଷ୍ଟ୍ରି ହେଡ୍ ହିସାବରେ କାର୍ଯ୍ୟରତ ଅଛନ୍ତି ।
୬) ରାହୁଲ୍ ଖାନ୍ନା- ବଲିଉଡ୍ ର ଜଣାଶୁଣା ସୁପରଷ୍ଟାର୍ ବିନୋଦ ଖାନ୍ନା ଙ୍କ ପୁଅ ରାହୁଲ୍ ଖାନ୍ନାଙ୍କ ନାଁ ଏହି ଲିଷ୍ଟରେ ଆସେ ରାହୁଲ୍ ଖାନ୍ନା ନିଜ ଅଭିନୟର କ୍ୟାରିୟରରେ କିଛି ଖାସ୍ ନଥିଲା, ରାହୁଲ୍ ନିଜ ଅଭିନୟ ଦୁନିଆଁକୁ ଅଲବିଦା କହିଦେଇଥିଲେ, ଓ ମହଜୁଦା ସମୟରେ ରାହୁଲ୍ ମଡେଲିଙ୍ଗ୍ କ୍ଷେତ୍ରରେ କାମ କରୁଛନ୍ତି, ଓ ଏକ ଲୋକପ୍ରିୟ ମଡେଲ୍ ହୋଇସାରିଛନ୍ତି ।
୭) କୁମାର ଗୌରବ- ବଲିଉଡ୍ ସୁପରଷ୍ଟାର୍ ରାଜେନ୍ଦ୍ର କୁମାରଙ୍କ ପୁଅ କୁମାର ଗୌରବ ନିଜ ଅଭିନୟ କ୍ୟାରିୟର ବହୁତ ସୁପରହିଟ୍ ଫିଲ୍ମରେ ଦେଇଥିଲେ, କିନ୍ତୁ କିଛି ସମୟ ପରେ ଗୌରବ ଅଭିନୟ ଦୁନିଆଁକୁ ଅଲବିଦା କହିଦେଲେ, ଓ ମହଜୁଦା ସମୟରେ କୁମାର ଗୌରବଙ୍କ କନଷ୍ଟ୍ରକ୍ ସନ୍ ଓ ଟ୍ରାଭେଲିଙ୍ଗ୍ ବିଜନେସ୍ କରୁଛନ୍ତି, ଓ ବିଜନେସ୍ ଫିଲଡ୍ ରେ ଅଧିକା ନାଁ କମାଉଛନ୍ତି ।

 
                         
                                 
                                 
                                