October 26, 2024

Odia Express

Leading Odia News Portal of Odisha

ଜାଣନ୍ତୁ କିଏ ଅଟନ୍ତି ଆଲିଆ ଭଟ୍ଟଙ୍କ ଭାଇ ଯାହାଙ୍କୁ ଘର ଲୋକେ ପସନ୍ଦ କରନ୍ତି ନାହିଁ , କାରଣ ଜାଣିଲେ ଲାଗିବ ଝଟକା..

ଭଟ୍ଟ ଖାନଦାନର ମୁଖିଆ ଓ ବଲିଉଡ୍ ର ଏକ ମହାନ୍ ଡାଇରେକ୍ଟର ମହେଶ ଭଟ୍ଟ , ମହେଶ ଭଟ୍ଟ ପୁରା ଏବେ ୬୯ ବର୍ଷର ହୋଇସାରିଲେଣି । ସେ ନିଜ ସଠିକ୍ କଥା ରଖିବାରେ ଅଭ୍ୟାସ ଓ ଦୁଇ ଟୁକ୍ ଜବାବ ଦେବାପାଇଁ ଚର୍ଚ୍ଚିତ ରୁହନ୍ତି , ତାଙ୍କର ଚାରୋଟି ଛୁଆ ଅଛନ୍ତି , ଯେଉଁଥିରେ ତିନୋଟି ଝିଅ ଓ ଗୋଟିଏ ପୁଅ , ପୁଜା ଭଟ୍ଟ, ଆଲିଆ ଭଟ୍ଟ ଅଟନ୍ତି , ଓ ତାଙ୍କର ଆଉ ଜଣେ ଝିଅ ଅଛି ସାହିନ୍ ଭଟ୍ଟ ଯାହାଙ୍କୁ ବହୁତ କମ୍ ଲୋକ ଜାଣିଛନ୍ତି , ମହେଶ ଭଟ୍ଟଙ୍କ ପର୍ସନାଲ୍ ଲାଇଫ୍ ଟିକିଏ ଭିନ୍ନ ଅଟେ , ମହେଶ ଭଟ୍ଟଙ୍କ ପରିବାରରେ ତାଙ୍କ ପୁଅଙ୍କୁ କେବେ ସାଥିରେ ଦେଖାଯାଏ ନାହିଁ ।

 

କହିଦେବୁ କି ମହେଶ ଭଟ୍ଟ ଦୁଇଟି ବିବାହ କରିଥିଲେ ତାହା ପୁଣି ୨୦ ବର୍ଷ ବୟସରେ , ସେ ଲରେନ୍ ବ୍ରାଇଟ୍ ଙ୍କ ସହ ବିବାହ କରିଥିଲେ , ବାହାଘର ପରେ ସେ ନିଜ ନାଁ ବଦଳାଇ କିରନ୍ ଭଟ୍ଟ କରିଦେଇଥିଲେ , କିରନ୍ ଙ୍କ ଠାରୁ ମହେଶ ଭଟ୍ଟଙ୍କ ଦୁଇଟି ଝିଅ ପୁଜା ଭଟ୍ଟ ଓ ପୁଅ ରାହୁଲ୍ ଭଟ୍ଟ ହୋଇଥିଲେ , ରାହୁଲ୍ ଭଟ୍ଟ ଜଣେ ଫିଟନେସ୍ ଟ୍ରେନର୍ ଅଟନ୍ତି ।

 

ଯେବେ ଆମେ ବହୁତଥର ସାହିନ୍ ,ଆଲିଆ, ଓ ପୁଜା ଭଟ୍ଟଙ୍କୁ ଏକା ସାଙ୍ଗେ ବାହାରେ ବୁଲୁଥିବାର ଦେଖୁଛେ , ତେବେ ବହୁତ କମ୍ ରାହୁଲ୍ ଭଟ୍ଟଙ୍କୁ ଦେଖିଥାଉ । ତା ପଛରେ ଏକ କାରଣ ଅଛି , ରାହୁଲ୍ ଭଟ୍ଟଙ୍କ ଅତୀତ ବହୁତ କଠିନତା ଅଛି, ସେ ଆମେରିକା ଆତଙ୍କବାଦି ଡେବିଡ୍ ହେଡଲିଙ୍କ ସହ କଥିତ ସଂବନ୍ଧର କାରଣରୁ ଚର୍ଚ୍ଚିତ ହୋଇଥିଲ୍ , ଯେବେ ୨୦୦୨ ରେ ପୁଜା ତତକାଳିନ ସାଥୀ ରଣବୀର୍ ଶୌରି ସହ କଥିତ ହିସାବରେ ମାରପିଟ୍ କରିବାର ଆରୋପ ଲାଗିକରି ଗିରଫ କରାଯାଈଥିଲା ।  ରାହୁଲ୍ ଗୋଟେ ଇଣ୍ଟରଭ୍ୟୁରେ ନିଜ ରକ୍ଷାରେ କହିଲେ କି ମୋ ଭଉଣୀ ପଛରେ ଠିଆ ହେବା ଭୁଲ୍ ଥିଲା , ଯେବେ ତାକୁ କେହି ମାରୁଥିଲେ , କଣ ମୁଁ ନିଶାରେ ଥାଇ ନିଜ କାର୍ ବେକରିରେ ପୋତି ଦେଲି , କଣ ମୁଁ ଶିକାର କରିବାକୁ ଯାଉଛି , ଦେଖନ୍ତୁ ମୁଁ କିଛି କରୁନି , ମୁଁ କେବଳ ନିଜ ବିଚାରକୁ ହବା ଦେଉଛି, ମୁଁ ଅନ୍ୟ ଲୋକଙ୍କୁ ଖୁସି କରିବାପାଈଁ ନିଜ ଜୀବନର ନେତୃତ୍ୟ ନେବି ନାହିଁ ।

 

ସେ ନିଜେ ନିଜ ବାପାଙ୍କ ସହ ନିଜ ସଂମ୍ପର୍କକୁ ନେଇ କହିଥିଲେ , ଯିଏ କେବେ ତାଙ୍କ ଉପରେ ଧ୍ୟାନ ଦେଇନାହାନ୍ତି , ସେ ଟିଓଆଇ ଈଣ୍ତିଆନ୍ ଟାଇମ୍ସରେ ସ୍ୱିକାର କଲେ , ମହେଶ ଭଟ୍ଟ କେବେ ନିଜ ଛୁଆଙ୍କ ଭଳି ମୋତେ ବ୍ୟବହାର କରିନାହାନ୍ତି , ମୁଁ ଅସୁରକ୍ଷିତ ଥିଲି , ମୋର ବୟସ ବଢିବା ସମୟରେ ମୋର କେହି ବାପା ନଥିଲେ ।

Leave a Reply

Your email address will not be published. Required fields are marked *