ଜୟପୁର ରାଜକୁମାରୀ ଅଟନ୍ତି ଏହି ଭାରତୀୟ କ୍ରିକେଟିୟରଙ୍କ ସ୍ତ୍ରୀ, ଫଟୋ ଦେଖିଲେ ଆପଣ ବି ହୋଇଯିବେ ଚକିତ..

ଯଦି ଆମେ କ୍ରିକେଟ୍ ଦୁନିଆଁ କଥା କହିବା ତେବେ ଏଥିରେ କୌଣସି ରାୟ ନାହିଁ କି କ୍ରିକେଟ୍ ରେ ମ୍ୟାଚ୍ ଫିକ୍ସିଙ୍ଗ୍ ସଂମ୍ପର୍କ ବହୁ ପୁରୁଣା ଅଛି, ଭାରତୀୟ କ୍ରିକେଟ୍ ଟିମ୍ ବି ଏମିତିରେ ବହୁତ ଜଣାଶୁଣା ଚେହେରା ଅଛି , ଯେଉଁ ମ୍ୟାଚ ଫିକ୍ସିଙ୍ଗ୍ ଚକ୍କରରେ ଫସି ସାରିଛନ୍ତି , ଓ ଏହି କାରଣରୁ ତାଙ୍କର କ୍ୟାରିୟର ବର୍ବାଦ ହୋଇସାରିଛି । ଆଜି ଆମେ ଭାରତୀୟ ଟିମ୍ ର ଏକ ଏପରି ଖେଳାଳୀ ବିଷୟରେ କହିବାକୁ ଯାଉଛୁ , ଯିଏ ଭାରତୀୟ ଟିମ୍ ର ଖେଳାଳୀ ଅଛନ୍ତି , ଆପଣଙ୍କୁ ଜଣେଇଦେବୁ କି ଆମେ ଭାରତୀୟ କ୍ରିକେଟ୍ ଟିମ୍ ର ଦ୍ରୁତତମ ବୋଲର୍ ଶାନ୍ତାକୁମାରନ୍ ମାନେ ଶ୍ରୀସନ୍ଥ ଙ୍କ ବିଷୟରେ କଥା ହେଉଛୁ , ଯିଏ ୨୦୧୩ ମସିହାର ଏକ ଆଇପିଏଲ୍ ମ୍ୟାଚରେ ସ୍ପର୍ଟ ଫିକ୍ସିଙ୍ଗ୍ ଘେରରେ ଫସିଯାଈଥିଲେ ।
ଜଣାଇଦେବୁ କି ଶ୍ରୀସନ୍ଥ ୬ ଫେବୃୟାରୀକୁ ତାଙ୍କର ୩୫ ତମ ଜନ୍ମ ଦିବସ ପାଳିଥିଲେ , ସେମିତି ତାଙ୍କର ପ୍ରୋଫେସନାଲ୍ ଲାଇଫ୍ ବିଷୟରେ କହିଲେ , ଶ୍ରୀସନ୍ଥ ନିଜ ଖେଳ ପରିବର୍ତ୍ତେ ବିବାଦ ସହ ବେଶୀ ଚର୍ଚ୍ଚିତ ହୋଇଥିଲେ , ଶ୍ରୀସନ୍ଥ ଏକ ଫାଷ୍ଟ ବୋଲର୍ ହିସାବରେ ଭାରତୀୟ ଟିମ୍ ରେ ସାମିଲ୍ ହୋଇଥିଲେ , କିନ୍ତୁ ସେ ତାଙ୍କ କ୍ରୋଧ ଉପରେ କେବେ କାବୁ କରିପାରିନଥିଲେ , ଏହି କାରଣରୁ ସେ ବିଭିନ୍ନ ବିବାଦ ଘେରରେ ଆସିଗଲେ ।
ହଁ ଆଜ୍ଞା , ଶ୍ରୀସନ୍ଥଙ୍କୁ ଛୋଟ କଥରେ ବହୁତ ଜଲଦି ରାଗ ଆସିଯାଏ । ଆଜି ଆମେ ତାଙ୍କ ଜନ୍ମ ଦିନ ଅବସରରେ ତାଙ୍କ ବ୍ୟକ୍ତିଗତ ଜୀବନ ଉପରେ କିଛି କହିବାକୁ ଯାଉଛୁ , ଆପଣଙ୍କୁ ଜଣାଇଦେବୁ କି ସ୍ପର୍ଟ ଫିକ୍ସିଙ୍ଗ୍ ସମୟରେ ଶ୍ରୀସନ୍ଥ ଚର୍ଚ୍ଚିତ ହୋଇଥିଲେ , ସେହି ସମୟରେ ସେ ପୁରା ଖରାପ ପରିସ୍ଥିତିରେ ଫସିଯାଇଥିଲେ । କିନ୍ତୁ ଏହି ଅବସ୍ଥାରେ ତାଙ୍କର ମଙ୍ଗେତର ତାଙ୍କର ସାଥି ଛାଡିନଥିଲେ । ଜଣାଇଦେବୁ କି ଶ୍ରୀସନ୍ଥର ମଙ୍ଗେତର ଜୟପୁରର ଏକ ରାଜ ପରିବାରରୁ ସଂମ୍ପର୍କ ରଖନ୍ତି , ରାଜକୁମାରୀ ଭୁବନେଶ୍ୱରୀ ସହ ତାଙ୍କର ବହୁତ ଘନିଷ୍ଠତା ରହିଯାଇଥିଲା , ମାନେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ , ଯାହାପରେ ତାଙ୍କର ପ୍ରେମ କାହାଣୀ ଆରମ୍ଭ ହେଲା ,
ରାଜକୁମାରୀ ଭୁବନେଶ୍ୱରୀ ଶ୍ରୀସନ୍ଥଙ୍କୁ ତେବେ ଠାରୁ ଭଲ ପାଇବସିଥିଲେ ଯେବେ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ , ଶ୍ରୀସନ୍ଥ ଜୟପୁରରେ ମ୍ୟାଚ ଖେଳିବାକୁ ଯାଇଥିଲେ , ସେଠାରେ ଏକ ଗହଣା ଦୋକାନରେ ତାଙ୍କର ସାକ୍ଷାତ ଭୁବନେଶ୍ୱରୀଙ୍କ ସହ ହୋଇଥିଲା , ଓ ଧୀରେ ଧୀରେ ତାଙ୍କ ସାକ୍ଷାତ ହେବାରେ ବନ୍ଧୁତାରୁ ପ୍ରେମ ଆଡକୁ ବଢିଯାଇଥିଲା । ଦୁହେଁଙ୍କୁ ଜଣା ବି ନଥିଲା କି ସେ କେବେ ଦୁହେଁ ଭଲ ପାଇ ବସିଥିଲେ । ତାଙ୍କ ମଧ୍ୟରେ ଛଅ ବର୍ଷର ଆଫେୟାର୍ ଚାଲିଲା । ଓ ଏହି ଛଅ ବର୍ଷରେ ଦୁହେଁ ଦୁହିଁଙ୍କୁ ଜାଣିବାକୁ ଚେଷ୍ଟା କଲେ ।
ଏହାପରେ ସ୍ପର୍ଟ ଫିକ୍ସିଙ୍ଗ୍ ମାମଲା ଆସିଲା , ଦୁହେଁ ୧୩ ଡିସେମ୍ବର ୨୦୧୩ କୁ ବାହା ହୋଇଯାଈଥିଲେ । ଜୟପୁରର ଶେଖାୱତ ପରିବାରରୁ ସଂମ୍ପର୍କ ଥିବା ଭୁବନେଶ୍ୱରୀ ଶ୍ରୀସନ୍ଥଙ୍କ ବାହାଘର ରାଜକୀୟ ଢଙ୍ଗରେ ହେଲା । ବହୁତ ବଡ ବଡ ଷ୍ଟାର୍ ତାଙ୍କ ବାହାଘରରେ ସାମିଲ୍ ହୋଇଥିଲେ , ଏବେ ଯେଉଁଠି ଶ୍ରୀସନ୍ଥ ସ୍ପର୍ଟ ଫିକ୍ସିଙ୍ଗ୍ ର ମାମଲାରେ ଫସିଛନ୍ତି , ସେପଟେ ତାଙ୍କ ସ୍ତ୍ରୀ ଏହି ବିପଦ ସମୟରେ ବହୁତ ସାଥ୍ ଦେଇଥିଲେ ।