October 22, 2024

Odia Express

Leading Odia News Portal of Odisha

ନଣନ୍ଦଙ୍କ ବାହାଘରରେ ମନ ଖୋଲି ନାଚିଲେ ଶିଳ୍ପା ସେଟ୍ଟି – ନାଚ ଦେଖି ଲୋକେ ଅନେଇକି ରହିଲେ ଆଉ କହିଲେ…

ଏବେ ସବୁଆଡେ ବାହାଘର ସିଜିନ୍ ଚାଲିଛି , ସୋସିଆଲ୍ ମିଡିଆ ଖୋଲିଲେ ଆମେ ବହୁତ ସାରା ବିବାହ ଯୋଡିଙ୍କ ଫଟୋ ଦେଖିବାକୁ ମିଳିଯାଏ , ଏମିତିରେ ବଲିଉଡ୍ ଓ ସେମାନଙ୍କ ସହ ଯୋଡି ହୋଇଥିବା ବାହାଘର ଫଟୋ ଦେଖିବାକୁ ମିଳିଯାଏ  ଏହିଥର ଆଜି ଆମେ ଆପଣଙ୍କୁ ଶିଳ୍ପା ସେଟ୍ଟିଙ୍କ ନଣନ୍ଦ ରୀନା କୁନ୍ଦ୍ରାଙ୍କ ବାହାଘର ବିଷୟରେ କିଛି କହିବାକୁ ଯାଉଛୁ ।ଏବେ କିଛି ଦିନ ହେବ ଶିଳ୍ପାଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ନିଜ ଭଉଣୀ ରୀନା କୁନ୍ଦ୍ରାଙ୍କ ବାହାଘର କରାଇଛନ୍ତି , ଏହା ରୀନାଙ୍କ ଦ୍ୱିତୀୟ ବିବାହ ଅଟେ , ପ୍ରଥମ ବୈବାହିକ ଜୀବନରେ ତାଙ୍କର ଛାଡପତ୍ର ହୋଇଯାଇଥିଲା , ଏମିତିରେ ରୀନା ଯେଉଁ ବ୍ୟକ୍ତି ସହ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ସେ ବି ଛାଡପତ୍ର ନେଇଛନ୍ତି । ତାଙ୍କର ଆଗରୁ ଛୁଆ ଅଛି, ଏବେ ଶୁଣିବାକୁ ମିଳୁଛି କି ଶିଳ୍ପା ନିଜ ନଣନ୍ଦଙ୍କ ଏହି ବାହାଘରରେ ବହୁତ ଏନଜୟ୍ କରିଥିଲେ

 

ଖାଲି ଏତିକି ନୁହେଁ ତାଙ୍କ ବାହାଘରରେ ସେ ଖୁବ୍ ଡାନ୍ସ ବି କରିଥିଲେ , ସେ ଏକେଲା ବି ନାଚିଥିଲେ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ବି ତାଙ୍କ ସହ ତାଳ ଦେଇ ନାଚୁଥିବାର ନଜର ଆସିଥିଲା । ଏମିତିରେ ଶିଳ୍ପା ସେଟ୍ଟି ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଏହି ସବୁ ଭିଡିଓ ଓ ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି , ଲୋକେ ଶିଳ୍ପାଙ୍କ ଏହି ଫଟୋ ଓ ଭିଡିଓକୁ ବହୁତ ପସନ୍ଦ କରିଛନ୍ତି , ଏହି ବାହାଘରରେ ଶିଳ୍ପା ଏକ ଲାଲ୍ ରଙ୍ଗର ଶାଢୀ ପିନ୍ଧିଥିଲେ । ତେବେ କେଉଁ କାର୍ଯ୍ୟକ୍ରମରେ କ୍ରିମ୍ କଲରର ଶରାରାରେ ନଜର ଆସିଥିଲେ , ଶିଳ୍ପା ଏହି ଟ୍ରାଡିସନାଲ୍ କପଡା ବହୁତ ସୁନ୍ଦର ଲାଗୁଥିଲେ,  ଶିଳ୍ପା ସବୁବେଳେ ନିଜ ଫିଟନେସ୍ ଓ ଡାଇଟ୍ ଉପରେ ଧ୍ୟାନ ଦିଅନ୍ତି , ଏହି କାରଣରୁ ତାଙ୍କୁ ସବୁ ପ୍ରକାରର କପଡା ସୁଟ୍ କରେ । ଶିଳ୍ପା ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ କଥା କହିଲେ ସେ କ୍ରିମ୍ କଲରର ଶେରୱାନୀ ପିନ୍ଧିଥିଲେ , ତାହା ସହ ଗୋଲାପି ରଙ୍ଗର ସାଫା ବାନ୍ଧିଥିଲେ , ବାହାଘରରେ ଶିଳ୍ପା ଓ ରାଜ କୁନ୍ଦ୍ରାଙ୍କ ଯୋଡି ବହୁତ ସୁନ୍ଦର ଲାଗୁଥିଲା ।

 

ସେମିତି ଶିଳ୍ପାଙ୍କ ନଣନ୍ଦ ରୀନା କୁନ୍ଦ୍ରା ନାରଙ୍ଗୀ ରଙ୍ଗର ଲେହେଙ୍ଗା ପିନ୍ଦିଥିଲେ , ଏଥିରେ ସେ ବହୁତ ସୁନ୍ଦର ଲାଗୁଥିଲେ , ରୀନାଙ୍କ ସ୍ୱାମୀ କ୍ରିମ୍ ଓ ଗୋଲାପି ରଙ୍ଗର ମିଶ୍ରଣରେ ଏକ ଶେରୱାନୀ ପିନ୍ଧିଥିଲେ , ବାହାଘର ପରେ ଶିଳ୍ପା ସୋସିଆଲ୍ ମିଡିଆରେ ନିଜ ନଣନ୍ଦଙ୍କ ଦ୍ୱିତୀୟ ବାହାଘରର ଢେର ସାରା ଶୁଭକାମନା ଦେଇଥିଲେ ।

 

ଶିଳ୍ପାଙ୍କ ଫିଲ୍ମ ଜଗତର କଥା କହିଲେ ଏବେ ସେ ଏହି ଦିନରେ ଫିଲ୍ମଗୁଡିକରୁ ନିଜକୁ ଦୂରେଇ ନେଇଛନ୍ତି , କିନ୍ତୁ ସେ ଟିଭିରେ ଡାନ୍ସ ରିୟାଲିଟି ଶୋରେ ଜର୍ଜ ହିସାବରେ ନଜର ଆସିଛନ୍ତି , ବହୁତଥର ସେ ଲୋକଙ୍କର ମନୋରଞ୍ଜନ କରିଛନ୍ତି , ଲୋକେ ତାଙ୍କୁ ଜର୍ଜ ହିସାବରେ ବହୁତ ପସନ୍ଦ କରିଛନ୍ତି , ଏହା ଛଡା ସେ ଇଭେଣ୍ଟ, ଫ୍ୟାସନ ଶୋରେ ବି ନଜର ଆସନ୍ତି , ତାଙ୍କ ସୁନ୍ଦରତାର ପ୍ରଶଂସା ଯେତେ କଲେ ବି କମ୍ ଅଟେ ,

https://www.youtube.com/watch?v=ovI_qfse80A

Leave a Reply

Your email address will not be published. Required fields are marked *