October 23, 2024

Odia Express

Leading Odia News Portal of Odisha

ବୁଢା ହୋଇସାରିଲେଣି ଏହି ବଲିଉଡ୍ ହିରୋ ହିରୋଇନ , ୭ ନମ୍ବର ତ ଏବେ କେବଳ ଫିଲ୍ମରେ ଦେଖାଯାଉଛନ୍ତି ସୁନ୍ଦର…

େମିତିକି ଆପଣ ସମସ୍ତଙ୍କୁ ଜଣା ଥିବ କି ଯେତେ ବୟସ ହେଉ ନା କାହିଁକି ବଲିଉଡ୍ ତାରକାଙ୍କ ବୁଢାପା ଶେଷ ହୁଏ ନାହିଁ , ବହୁତ ବର୍ଷ ହେଇସାରିଲା ପରେ ମଧ୍ୟ ସେ ହ୍ୟାଣ୍ତସମ୍ ଓ ଷ୍ଟାଇଲିଷ୍ଟ ଦେଖାଯାଆନ୍ତି , ନିଜ ସୁନ୍ଦରତାକୁ ସତେଜ ରଖିବା ପାଈଁ ବଲିଉଡ୍ ତାରକାମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଦେଇଥାନ୍ତି , କେଉଁ ତାରକାଙ୍କ ସର୍ଜରୀ ହେଉଛି ତ ଆଉ କିଏ ସମୟ ଅନୁସାରେ ଆହୁରି ବୁଢା ଦେଖାଯାଉଛନ୍ତି , ଆଜି ଆମେ ଆପଣଙ୍କୁ ବଲିଉଡ୍ ର ସେହି ତାରକାଙ୍କୁ ଦେଖା କରିବାକୁ ଯାଉଛୁ ଯିଏକି ଚେହେରାରେ ଏବେ ବୃଦ୍ଧ ଦେଖାଯାଉଛନ୍ତି , ଯେବେ ସେ ମେକ୍ ଅପ୍ କରନ୍ତି , ତାଙ୍କ ବୁଢାପା ଦେଖାଯାଏ ନାହିଁ , କିନ୍ତୁ ଯେବେ ମେକ୍ ଅପ୍ ନଥାଏ ତେବେ ତାଙ୍କର ବୁଢାପା ଦେଖାଯାଇଥାଏ ।

 

ସାହାରୁଖ ଖାଁ : ସାହାରୁଖ ଖାଁ କିଛି ସମୟ ପୂର୍ବରୁ ଏହି ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରାଯାଇଥିଲା , ଏହି ଫଟୋରେ ଆପଣ ଦେଖୁଥିବେ କି ସାହାରୁଖ ଖାଁ କେତେ ବୟସର ଲାଗୁଛନ୍ତି ।

ସଲମାନ ଖାଁ : ବଲିଉଡ୍ ର ଦବଙ୍ଗ ମାନେ ସଲମାନ ଖାଁ ଏହିଥିରେ ଅଛନ୍ତି ସାମିଲ୍ , ଏହି ଫଟୋରେ ସଲମାନ ଖାଁଙ୍କ ବୟସ ସ୍ପଷ୍ଟ ରୁପେ ଜଣା ପଡୁଛି ,

 

ଅମୀର ଖାଁ ଫିଲ୍ମ ଦଙ୍ଗଲ ରେ ଅମୀର ଖାଁ ଯେଉଁ ଗେଟ୍ ଅଫ୍ କରିଥିଲେ , ତାହା ବିଲକୁଲ୍ ରିୟଲ୍ ଥିଲା , ଓ ଏହି ଫିଲ୍ମ ରେ ତାଙ୍କ ବୟସ ସଫା ସଫା ଦେଖାଯାଉଛି ,

 

ରାଣୀ ମୁଖାର୍ଜୀ : ସେମିତି ଏବେ ରାଣୀ ମୁଖାର୍ଜୀ ଫିଲ୍ମ ଜଗତରୁ ଦୂରେଇ ଗଲେଣି , କିନ୍ତୁ ବୟସ ବଢିବା ସହ ସେ ଏବେ ବୁଢୀ ଦେଖାଯାଉଛନ୍ତି ,

ଐଶ୍ୱର୍ଯ୍ୟା ରାୟ : ଐଶ୍ୱର୍ଯ୍ୟାଙ୍କ ଫଟୋଗୁଡିକ ଦେଖିଲେ ଲାଗୁଛି କି ତାଙ୍କ ବୟସକୁ ସେ ମାତ୍ ଦେଇଛନ୍ତି , ବିନା ମେକ୍ ଅପ୍ ରେ ସେ ବୁଢି ଦେଖାଯିବା ଆରମ୍ଭ ହୋଇସାଇଛି ।

 

ଅଜୟ ଦେବଗନ : ବଲିଉଡ୍ ର ସିଂଘମ୍ ନିଜ ଆକ୍ସନ ଦ୍ୱାରା ବଲିଉଡ୍ ର ସମସ୍ତଙ୍କ ହୃଦୟରେ ରାଜ୍ କରୁଛନ୍ତି , ଏବେ ଅଜୟ ଦେବଗନଙ୍କ ଫଟୋ ଦେଖିଲେ ଜାଣି ପାରିବେ କି ସେ ନିଜ ବୟସ ଯୋଗୁଁ କେତେ ବୁଢା ଦେଖା ଗଲେଣି ।

କାଜୋଲ୍ : ବଲିଉଡ୍ ର ଚୁଲ୍ ବୁଲି ଆକ୍ଟ୍ରେସ୍ କାଜୋଲ୍ ଏବେ ଫିଲ୍ମରେ ଏତେ କାମ କରୁନାହାନ୍ତି , କିନ୍ତୁ ସେ ମେକ୍ ଅପ୍ ରେ ବହୁତ ସୁନ୍ଦର ଦେଖାଯାଆନ୍ତି , ଓ ଯେବେ ମେକ୍ ଅପ୍ ଲଗାନ୍ତି ନାହିଁ , ତେବେ ତାଙ୍କ ଅସଲ ବୟସ ସଫା ସଫା ଦେଖାଯାଏ ।

 

କରୀନା କାପୁର ଖାଁ : କରିନା ବହୁତ ସୁନ୍ଦର ଅଟନ୍ତି , ତାଙ୍କ ସୁନ୍ଦରତା ବୋଧେ ପୁରା ବଲିଉଡ୍ ଫିଦା ହେଉଛି , କିନ୍ତୁ ଯେବେ ବିନା ମେକ୍ ଅପ୍ ରେ କରୀନା ଆସନ୍ତି ସେ ପୂରା ଅସୁନ୍ଦର ଦେଖାଯାଆନ୍ତି ।

 

ସୈଫ୍ ଅଲ୍ଲୀ ଖାଁ : ନବାବ ଖାନଦାନ୍ ର ତାରକା ସୈଫ ଅଲ୍ଲୀ ଖାଁ ଙ୍କର ବି ସେପରି ପୁରା ବୃଦ୍ଧା ବୟସ୍କ ଦେଖାଯାଉଛି

Leave a Reply

Your email address will not be published. Required fields are marked *