October 22, 2024

Odia Express

Leading Odia News Portal of Odisha

ଟ୍ରେନ୍ ରେ ବିନା ଟିକେଟ୍ ରେ ଯାତ୍ରା କରୁଥିଲେ ମହିଳା – ଆଉ ଧରା ପଡିବାପରେ କିଛି କହିଲେ ଏପରି ଯାହାକୁ ଶୁଣିକରି ସମସ୍ତେ କାନ୍ଦିପକାଇଥିଲେ..

ଯେପରି କି ଆପଣ ସମସ୍ତେ ଜାଣିଛନ୍ତି କି ଟ୍ରେନ୍ ରେ ବିନା ଟିକେଟ୍ ରେ ଯାତ୍ରା କରିବା ଆଇନଗତ ଅପରାଧ ଅଟେ , ଏହାଦ୍ୱାରା ସରକାର ୧୯୮୯ ମସିହା ଆକ୍ଟ ଦ୍ୱାରା ୬ ମାସର ଦଣ୍ତବିଧାନ କରିଛି, ଓ ଜୋରିମାନା ବି ଲାଗୁ କରିଛି । କିଛି ଏମିତି ଯାତ୍ରୀ ଆଜି ବି ଅଛନ୍ତି ଯେଉଁମାନେ ବିନା ଟିକେଟ୍ ରେ ଟ୍ରେନରେ ଯାତ୍ରା କରନ୍ତି ଓ ଧରା ପଡିବାପରେ ଜୋରିମାନା ଦେଇଥାନ୍ତି , ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ , ଯିଏକି ବିନା ଟିକେଟ୍ ରେ ଜଣେ ମହିଳା ଟ୍ରେନରେ ଯାଉଥିଲେ । ଓ ଯେବେ ଧରାପଡିଲେ ତେବେ ତାଙ୍କ କଥା ଶୁଣିକରି ଲୋକଙ୍କ ଆଖିରେ ଲୁହ ଚାଲି ଆସିଥିଲା । ଆସନ୍ତୁ ଜାଣିବା ଘଟଣା ସଂମ୍ପର୍କରେ  ।

 

ଯେପରି କି ସମସ୍ତେ ଜାଣିଛନ୍ତି ରେଲୱେ ଅଧିକାରୀଙ୍କ ଛବି ଜନତାଙ୍କ ଆଗରେ ଭଲ ନାହିଁ , କିନ୍ତୁ ବନ୍ଧୁଗଣ ସବୁ ଅଧିକାରୀଙ୍କ ପ୍ରକୃତି ଏକା ଭଳି ହୋଇନଥାଏ।  ସେମାନଙ୍କ ଅଲଗା ତରିକା ହୋଇଥାଏ , ନିଜ କାର୍ଯ୍ୟକୁ ସେମାନେ ଭଲ ଭାବରେ ସଂମ୍ପାଦନ କରନ୍ତି ଯେମିତି ରେଲୱେ ଟିକେଟ୍ ଯାଞ୍ଚ କରୁଥିବା ସମୟରେ । ସେପରି ଜଣେ ମହିଳା ବିନା ଟିକେଟ୍ ରେ ଧରା ପଡିବା ପରେ ଅଧିକାରୀଙ୍କୁ ଏପରି କଥା କହିଥିଲେ ଯାହାକି ଅଧିକାରୀଙ୍କ ଆଖିରୁ ଲୁହ ଚାଲି ଆସିଥିଲା ।

 

ଏହି ଘଟଣା ପଶ୍ଚିମ ରେଲୱେ ର ଘଟଣା ଅଟେ , ଯେବେ ଏକ ଅଧିକାରୀ ରେଲୱେ ଟିକେଟ୍ ଯାଞ୍ଚ କରୁଥିଲେ । ତେବେ ସେ ଏକ ମହିଳା ବିନା ଟିକେଟ୍ ରେ ଯାତ୍ରା କରୁଥିବାର ଦେଖିଥିଲେ । ଯେବେ ସେହି ମହିଳାଙ୍କୁ ସେ ଅଧିକାରୀ ଟିକେଟ୍ ମାଗିଲେ ସେ କାନ୍ଦିବାକୁ ଲାଗିଲେ , ତାହାପରେ ସେ ଅଧିକାରୀ କହିଲେ କି କାନ୍ଦିଲେ କିଛି ବି ଫାଇଦା ନାହିଁ , ଜଲଦି ଟିକେଟ୍ ଦେଖାଅ । ଏହାପରେ ସେହି ମହିଳା ସେ ଅଧିକାରୀଙ୍କୁ କାନ୍ଦିକରି ଏପରି କିଛି କହିଲେ ଯାହା ଅଧିକାରୀଙ୍କ ଆଖିରୁ ଲୁହ ଚାଲିଆସିଥିଲା ।

ତାପରେ ସେ ଅଧିକାରୀ ତାଙ୍କର ଡିଆର୍ ଏମ୍ ସାହେବଙ୍କୁ ଡକାଇଥିଲେ । ଓ ଡିଆର୍ ଏମ୍ ସାହେବ୍ ପହଞ୍ଚିକରି ମହିଳାଙ୍କୁ ପଚାରାଉଚୁରା କରିବାପରେ ମହିଳା ଜବାବ୍ ଦେଲେ , ଓ କହିଥିଲେ କି ଯାତ୍ରା ସମୟରେ ସବୁ ଜିନିଷ ଚୋରୀ ହୋଇଗଲା । ତିନି ଦିନରୁ ସେ କିଛି ବି ଖାଇନାହାନ୍ତି , ଓ ନା ହିଁ ଛୁଆ କିଛି ଖାଇଛି , ତେବେ ବିନା ଖାଇ କିପରି ଟିକଟ୍ ନେବି , ଖାଇବା ପାଇଁ ପଇସା ନାହିଁ ଏପରି ପରିସ୍ଥିତିରେ ଟିକେଟ୍ କେଉଁଠୁ ଆଣିବି, ଏତିକି କଥା ଶୁଣି ଡିଆର୍ ଏମ୍ ଅଧିକାରୀଙ୍କ ଆଖିରେ ଲୁହ ଚାଲି ଆସିଥିଲା ।

 

ଓ ଏହା ଶୁଣିବା ପରେ ଡିଆର୍ ଏମ୍ ସାହେବ୍ ସେହି ମହିଳାଙ୍କୁ ପେଟ ପୁରା ଭୋଜନ କରାଇଲେ , ଓ ସଠିକ୍ ସ୍ଥାନଙ୍କୁ ପଠାଇଲେ,  ଏହି କଥା ଶୁଣିକରି ସମସ୍ତଙ୍କ ଆଖିରେ ଲୁହ ଚାଲି ଆସିଥିଲା,  ଓ ସମସ୍ତେ ବହୁତ ପ୍ରଶଂସା କରିଛନ୍ତି ଏହି ରେଲୱେ ଅଧିକାରୀଙ୍କର , ସମସ୍ତଙ୍କ ଆଡୁ ପ୍ରଶଂସାର ସୁଅ ଛୁଟି ଆସିଥିଲା ।

Leave a Reply

Your email address will not be published. Required fields are marked *